ୟୁରିଆ ଯୁକ୍ତ କ୍ରିମ

ୟୁରିଆ ଯୁକ୍ତ କ୍ରିମ (ଇଂରାଜୀ ଭାଷାରେ Urea ବା carbamide- containing cream) ଔଷଧ ଭାବରେ ବ୍ୟବ‌ହାର ହୁଏ; ଶୁଖିଲା ଚର୍ମ ଥିଲେ ଓ ସୋରିଆସିସ, ଡର୍ମାଟାଇଟିସ ବା ଇକଥିଓସିସ (ichthyosis) ଆଦି ରୋଗମାନଙ୍କରେ ଗଲୁ ହେଲେ ଚମରେ ଏହା ଲଗାଯାଏ । ନ‌ଖ (nails) ନରମ କରିବାକୁ ମଧ୍ୟ ଏହା ବ୍ୟବ‌ହାର କରାଯାଏ ।

ୟୁରିଆ ଯୁକ୍ତ କ୍ରିମ
ୟୁରିଆ ଯୁକ୍ତ କ୍ରିମ
2D and 3D image of urea molecule
Clinical data
Trade namesDecubal, Carmol 40, Keralac, others
AHFS/Drugs.com
Pregnancy
category
  • US: C (Risk not ruled out)
Routes of
administration
Topical
ATC code
Legal status
Legal status
  • US: OTC
Identifiers
ChemSpider
  • none

ବୟଃପ୍ରାପ୍ତ ଲୋକଙ୍କର ସାଧାରଣତଃ କମ୍ ପ୍ରତିକ୍ରିୟା ହୁଏ । ବେଳେ ବେଳେ ଚମ ଜ୍ୱାଳା ହୁଏ । ଶୁଖିଲା ଚମ ୟୁରିଆ ଯୋଗୁ ଢିଲା ପଡ଼ିଯାଏ । ଏଥିରେ ୫ରୁ ୧୦% ୟୁରିଆ (urea) ଥାଏ ।

ସନ ୧୯୪୦ରୁ ୟୁରିଆ ଯୁକ୍ତ କ୍ରିମ ମିଳୁଛି । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ଏହା ବିନା ପ୍ରେସକ୍ରିପସନରେ (over the counter) ଦୋକାନରେ ମିଳେ । ସଂଯୁକ୍ତ ରାଷ୍ଟ୍ରରେ ଏହାର ୧୦% ୧୦୦ଗ୍ରାମ କ୍ରିମର ମୂଲ୍ୟ ୪.୩୭ ପାଉଣ୍ଡ ।

ଆଧାର

Tags:

en:ichthyosisen:nails (anatomy)ଚର୍ମ ପ୍ରଦାହସୋରିଆସିସ

🔥 Trending searches on Wiki ଓଡ଼ିଆ:

ରାମାୟଣମଠରଘୁରାଜପୁର୧୯୬୧ଶ୍ରାଦ୍ଧରଥଖଳାମନମୋହନ ସାମଲସୁବ୍ରତ କୁମାର ପୃଷ୍ଟିଅଗଷ୍ଟସପ୍ରତିଭା ରାୟମହାପାତ୍ର ନୀଳମଣି ସାହୁବିଦ୍ୟାଳୟସୌଭାଗ୍ୟ କୁମାର ମିଶ୍ରଲକ୍ଷ୍ମୀଲକ୍ଷ୍ମୀକାନ୍ତ ମହାପାତ୍ରଚିତ୍ତରଞ୍ଜନ ନାୟକକୃପାଚାର୍ଯ୍ୟଖୋର୍ଦ୍ଧାଇଣ୍ଟ୍ରାସେରେବ୍ରାଲ ହେମୋରେଜବଳରାମ ଦାସଓଡ଼ିଆ କଥାଚିତ୍ର ଜଗତରବିବାରବିନୋଦିନୀ ଦେବୀମାସସମ୍ବାଦରମାଦେବୀ ଚୌଧୁରୀଜୁଲିଅସ ସିଜରସାକ୍ଷୀଗୋପାଳ ମନ୍ଦିରଅଶୋକ (ସମ୍ରାଟ)ଅଖିଳ ମୋହନ ପଟ୍ଟନାୟକବିଜୟ ମିଶ୍ରକଲେରାଓଡ଼ିଶାର ମନ୍ତ୍ରୀମଣ୍ଡଳଚଉତିଶାଅନ୍ନଦା ଶଙ୍କର ରାୟମକର ସଂକ୍ରାନ୍ତିମଧ୍ୟ ଏସିଆଦକ୍ଷିଣ ଆମେରିକାଅନନ୍ତ ପଟ୍ଟନାୟକଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଗୁନ୍‌ଗୁନ୍‌ରକ୍ଷା ମନ୍ତ୍ରଣାଳୟ (ଭାରତ)ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଜାନକୀ ବଲ୍ଲଭ ମହାନ୍ତି (ଭରଦ୍ୱାଜ)ଜଗନ୍ନାଥ ମନ୍ଦିର, କୋରାପୁଟଅମ୍ବିକା (ମହାଭାରତ)ଧୋତିଅକ୍ଷାଂଶଓଡ଼ିଆ କବି ମାନଙ୍କର ତାଲିକାସଂସ୍କୃତବରାଶାରଳା ପୁରସ୍କାରମ୍ୟାଲେରିଆଆତ୍ମହତ୍ୟାଗାର୍ଗୀ ମହାନ୍ତିହଣ୍ଟିଙ୍ଗଟନ୍ସ ଡିଜିଜ୍ଓଡ଼ିଶାସମ୍ବଲପୁରୀ ନାଚପାରାଅଭିନେତ୍ରୀ (ନାରୀ କଳାକାର)ଧନୁଯାତ୍ରାପାରିକାଲସିଟୋଲକୁଷ୍ଠ🡆 More