ହିଲାରୀ ଡିଏନ ରୋଡ଼ହାମ କ୍ଲିଣ୍ଟନ/ˈhɪləri daɪˈæn ˈrɒdəm ˈklɪntən/( ଜନ୍ମ ଅକ୍ଟୋବେର ୨୬,୧୯୪୭)ଜଣେ ଆମେରିକୀୟ ରାଜନେତ୍ରୀ,ଯିଏକି ଯୁକ୍ତ ରାଷ୍ଟ୍ର ଆମେରିକାର ୬୭ତମ ରାଜ୍ୟ ସଚିବ ରୂପେ ୨୦୦୯ରୁ ୨୦୧୩ ଯାଏଁ ,ନିଉୟର୍କରୁ ଯୁକ୍ତରାଷ୍ଟ୍ର ର୍ ଆଧିସଭ୍ୟ ରୂପେ ଓ୧୯୯୩ରୁ ୨୦୦୧ ମଧ୍ୟରେ ଯୁକ୍ତରାଷ୍ଟ୍ର ର୍ ପ୍ରଥମ ମହିଳା ଥିଲେ।ସେ ୨୦୧୬ ନିର୍ବାଚନରେ Democratic party ତରଫରୁ ଯୁକ୍ତରାଷ୍ଟ୍ରର ରାଷ୍ଟ୍ରପତି ପଦବୀ ପାଇଁ ଲଢ଼ିଥିଲେ।
This has not been added to any categories. Please help out by adding categories to it so that it can be listed with similar s. |
Hillary Clinton | |
---|---|
67th United States Secretary of State | |
କାର୍ଯ୍ୟକାଳ January 21, 2009 – February 1, 2013 | |
ରାଷ୍ଟ୍ରପତି | Barack Obama |
Deputy | James Steinberg William Joseph Burns |
ପୂର୍ବ ଅଧିକାରୀ | Condoleezza Rice |
ପର ଅଧିକାରୀ | John Kerry |
United States Senator from New York | |
କାର୍ଯ୍ୟକାଳ January 3, 2001 – January 21, 2009 | |
ପୂର୍ବ ଅଧିକାରୀ | Daniel Patrick Moynihan |
ପର ଅଧିକାରୀ | Kirsten Gillibrand |
First Lady of the United States | |
In role January 20, 1993 – January 20, 2001 | |
ରାଷ୍ଟ୍ରପତି | Bill Clinton |
ପୂର୍ବ ଅଧିକାରୀ | Barbara Bush |
ପର ଅଧିକାରୀ | Laura Bush |
First Lady of Arkansas | |
In role January 11, 1983 – December 12, 1992 | |
ରାଜ୍ୟପାଳ | Bill Clinton |
ପୂର୍ବ ଅଧିକାରୀ | Gay Daniels White |
ପର ଅଧିକାରୀ | Betty Tucker |
In role January 9, 1979 – January 19, 1981 | |
ରାଜ୍ୟପାଳ | Bill Clinton |
ପୂର୍ବ ଅଧିକାରୀ | Barbara Pryor |
ପର ଅଧିକାରୀ | Gay Daniels White |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | Hillary Diane Rodham ୨୬ ଅକ୍ଟୋବର ୧୯୪୭ Chicago, Illinois, U.S. |
ରାଜନୀତିକ ଦଳ | Republican (before 1968) Democratic (1968–present) |
ଜୀବନ ସାଥୀ | |
ସନ୍ତାନ | Chelsea |
ଶିକ୍ଷାନୁଷ୍ଠାନ | Wellesley College Yale University |
ସନ୍ତକ | |
ୱେବସାଇଟ | Official website |
ବାଲ୍ୟ ଜୀବନ
ହିଲାରୀ ଡିଏନ ରୋଡ଼ହାମ କ୍ଲିଣ୍ଟନ ଅକ୍ଟୋବେର ୨୬,୧୯୪୭ରେ ଚିକାଗୋ ସହରସ୍ଥିତ ଏଜ ୱାଟର ଚିକିତ୍ସାଳୟରେ ଜନ୍ମ ଗ୍ରହଣ କରିଥିଲେ। ୧୯୯୫ରେ କ୍ଲିଣ୍ଟନ ଦାବି କରିଥିଲେ ଯେ ତାଙ୍କ ମା sir Edmund Hillaryଙ୍କ ନାମନୁଯାୟୀ ତାଙ୍କୁ ନାମିତ କରିଥିଲେ। ୱେଲେସ୍ଲି ମହାବିଦ୍ୟାଳୟ
ୟେଲ ଆଇନ ମହାବିଦ୍ୟାଳ ଏବଂ ସ୍ନାତକୋତ୍ତର ପାଠପଢ଼ା
This article uses material from the Wikipedia ଓଡ଼ିଆ article ହିଲାରୀ କ୍ଲିଣ୍ଟନ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.