ଲାଲ ରାଜେନ୍ଦ୍ର ସିଂହ: ଓଡ଼ିଆ ରାଜନୀତିଜ୍ଞ

ଲାଲ ରାଜେନ୍ଦ୍ର ସିଂହ (ଜନ୍ମ: ୨୯ ସେପ୍ଟେମ୍ବେର ୧୯୩୬) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୬୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଲାଇକେରା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଲାଲ ରାଜେନ୍ଦ୍ର ସିଂହ
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୧
ନିର୍ବାଚନ ମଣ୍ଡଳୀଲାଇକେରା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1936-09-29) ୨୯ ସେପ୍ଟେମ୍ବର ୧୯୩୬ (ବୟସ ୮୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳସ୍ୱତନ୍ତ୍ର ପାର୍ଟି
ଜୀବନ ସାଥୀଗୁଣବନ୍ତି କୁମାରୀ ଦେବୀ
ବାପା/ବୋଉବୀରମହେନ୍ଦ୍ର ସିଂହ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ଲାଲ ରାଜେନ୍ଦ୍ର ସିଂହ ୧୯୩୬ ମସିହାର ସେପ୍ଟେମ୍ବେର ୨୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବୀରମହେନ୍ଦ୍ର ସିଂହ ଓ ପତ୍ନୀଙ୍କ ନାମ ଗୁଣବନ୍ତି କୁମାରୀ ଦେବୀ ।

ରାଜନୈତିକ ଜୀବନ

ଲାଲ ରାଜେନ୍ଦ୍ର ସିଂହ ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।

ଆଧାର

Tags:

ଓଡ଼ିଆ ଲୋକଓଡ଼ିଶା ବିଧାନ ସଭା

🔥 Trending searches on Wiki ଓଡ଼ିଆ:

ଗୁରୁ ପ୍ରସାଦ ମହାନ୍ତିଲୋକସଂଖ୍ୟା ଅନୁସାରେ ଏସିଆ ମହାଦେଶ ର ଦେଶ ସମୂହ୧୬୮୦ବିଷ୍ଣୁଓଡ଼ିଆ ଖାଦ୍ୟମାଳିକାଭାରତର ଜାତୀୟ ପତାକାକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଲଣ୍ଡନଗୋଲୋକ ବିହାରୀ ଧଳମାଲେସିଆଆଷ୍ଟାଟାଇନପୁନର୍ବସୁ (ନକ୍ଷତ୍ର)ନୀଳକଣ୍ଠ ଦାସଯୁଗଳ କିଶୋର ପଟ୍ଟନାୟକଓଡ଼ିଶାର ପର୍ବପର୍ବାଣିମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବଳରାମ ଦାସଆଜ୍‌ମାଜାତୀୟ ସଂସଦ (ଜାପାନ)ବିଶ୍ୱ ଏଡ୍‌ସ ଦିବସ୨୦୦୪ଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳସାହି ଯାତନଟବର ସାମନ୍ତରାୟରାମଶଙ୍କର ରାୟଜବାହରଲାଲ ନେହେରୁଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିନିଗମାନନ୍ଦ ପରମହଂସଜୁଲାଇବୀଣାପାଣି ମହାନ୍ତିନବକଳେବରସୁରେଶ ପୂଜାରୀଗୀତଗୋବିନ୍ଦଇରା ମହାନ୍ତିଏଚଆଇଭି/ଏଡସଅମଲା ଅକ୍କିନେନିନମିତା ଅଗ୍ରୱାଲନାଗାର୍ଜୁନ ବେଶମସ୍କୋଏସିଆକୃଷ୍ଣପ୍ରସାଦ ମିଶ୍ରଭିତରକନିକା ଜାତୀୟ ଉଦ୍ୟାନରାଜକିଶୋର ରାୟଗୋପାଳ କୃଷ୍ଣ ରଥମୟୂରଭଞ୍ଜ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ମହାନଦୀଭାରତର ସଂସ୍କୃତିଅଂଶୁଘାତନୂଆ ଦିଲ୍ଲୀଭାରତୀୟ ଜନତା ପାର୍ଟିହନୁମାନ ଜୟନ୍ତୀ୪ (ବହୁବିକଳ୍ପ)ରାଷ୍ଟ୍ରୀୟ ପେନସନ ପ୍ରଣାଳୀଭଗବତୀ ଚରଣ ପାଣିଗ୍ରାହୀ୨୦୦୧ମୁସଲମାନଚିତାଲାଗି ଅମାବାସ୍ୟାଚୋଡ଼ଗଙ୍ଗ ଦେବଶ୍ରୀରାଧାରାଷ୍ଟ୍ରୀୟ ସୁରକ୍ଷା ଦିବସଭୈରବଜଗନ୍ନାଥ ମନ୍ଦିରକା (ଉପନ୍ୟାସ)ମହୁ ଚାଷ୨୧ବରଗଛଚୌଧୁରୀ ହେମକାନ୍ତ ମିଶ୍ରଚଇତି ଘୋଡ଼ା ନାଚଭଗୀରଥ ଦାସ🡆 More