ଲଘୁଚାପ

ଏକ ସ୍ଥିତି, ଏହା ହାରାହାରି ବାୟୁମଣ୍ଡଳିୟ ଚାପଠାରୁ କମ୍ ଚାପକୁ ବୁଝାଏ । ଲଘୁଚାପ ସୃଷ୍ଟ ଅଞ୍ଚଳରେ ନିକଟବର୍ତ୍ତୀ ଅଞ୍ଚଳ ଅପେକ୍ଷା ବାୟୁମଣ୍ଡଳିୟ ଚାପ କମ୍ ଥାଏ । ଲଘୁଚାପ ପ୍ରକ୍ରିୟା ବାୟୁମଣ୍ଡଳର ଟ୍ରପୋସ୍ପିଅର୍‌ର ଉପର ସ୍ତରରେ ଘଟିଥାଏ । ଅତ୍ୟଧିକ ସୂର୍ଯ୍ୟତାପଦ୍ୱାରା ବାୟୁ ଗରମ ହୁଏ ଓ ହାଲକା ହୋଇ ଉପରକୁ ଉଠିଯାଏ । ଫଳରେ ସେହି ସ୍ଥାନ ପୁରଣ କରିବା ପାଇଁ ନିକଟବର୍ତ୍ତୀ ସ୍ଥାନମାନଙ୍କରୁ ପବନ ବହେ ।

ଲଘୁଚାପ
Schematic representation of flow around a low-pressure area in the Northern hemisphere. The pressure-gradient force is represented by blue arrows, the Coriolis acceleration (always perpendicular to the velocity) by red arrows
ଲଘୁଚାପ
Infrared image of a powerful southern hemisphere cyclone, Winston, near its initial peak intensity

ଏହା ଋତୁଚକ୍ର ବଦଳିବା ସମୟରେ ଅଧିକାଂଶ ଦେଖାଯାଏ । ଆଉ ମଧ୍ୟ ସମୁଦ୍ର ମଧ୍ୟର ଗରମ ଜଳରେ ବିଜୁଳିପାତ କ୍ରିୟାଦ୍ୱାରା ସୃଷ୍ଟି ହୋଇଥାଏ । ଅଗଷ୍ଟରୁ ଫେବୃୟାରୀ ମଧ୍ୟରେ ମୌସୁମୀ ପ୍ରତ୍ୟାବର୍ତ୍ତନ ସମୟ ଉପନୀତ ହେଉଥିବାବେଳେ ସେପଟେ ଉତ୍ତର ପୁର୍ବ ମୌସୁମୀର ଅାଗମନ ହୋଇଥାଏ । ଉଭୟ କ୍ଷେତ୍ରରୁ ବାୟୁ ଚଳାଚଳ ଏକ ସମୟରେ ଘଟିବାର ସମ୍ଭାବନା ଥିବାରୁ ବଙ୍ଗୋପସଗରରେ ଲଘୁଚାପ ସୃଷ୍ଟି ହୁଏ । ଉଷ୍ମଦେଶୀୟ ବାତ୍ୟା ସମଗ୍ର ବିଶ୍ୱରେ ବର୍ଷର ଯେକୌଣସି ମାସରେ ହୋଇପାରେ । କିନ୍ତୁ ଉତ୍ତର ନଚେତ୍ ଦକ୍ଷିଣ ଗୋଲାର୍ଦ୍ଧରେ ନଭେମ୍ବର ମାସରେ ଘଟିଥାଏ ।


ଲଘୁଚାପ ସାଧାରଣତଃ ଘନ ବଦଲର ବଳୟ ସୃଷ୍ଟି କରେ ।ସ୍ ଥଳ ଭାଗରେ ତାପମାତ୍ରା କମ୍ ରହେ ଓ ରାତିରେ ସୃଷ୍ଟ ବାଦଲ ତାପ ବିକିରଣରେ ବାଧା ଉପୁଜୁଥିବା କାରଣରୁ ଗୁଲୁମୁଳି ହୁଏ । ପବନର ବେଗ ବୃଦ୍ଧି ପାଏ; ଏହା ଅଧିକ ଘନୀଭୂତ ହୋଇ ବୃଷ୍ଟି ହୁଏ ।

Tags:

🔥 Trending searches on Wiki ଓଡ଼ିଆ:

ମାଲେସିଆ୨୦୧୯ ଭାରତୀୟ ସାଧାରଣ ନିର୍ବାଚନଓଡ଼ିଶା ସରକାରପଠାଣି ସାମନ୍ତଛ ମାଣ ଆଠ ଗୁଣ୍ଠଧାନକନ୍ୟା (ରାଶି)ବଡ଼ସିଂହାର ବେଶଉମେଶଚନ୍ଦ୍ର ସରକାରଓଡ଼ିଶା ପ୍ରିମିଅର ଲିଗକଟକ ଚଣ୍ଡୀ ମନ୍ଦିରଓଡ଼ିଶାର ଭୂଗୋଳମୋଗଲ ସାମ୍ରାଜ୍ୟକେବେ ତମେ ନାହଁ କେବେ ମୁଁ ନାହିଁପ୍ଲୀହାରାମଚନ୍ଦ୍ର ମିଶ୍ରରମାକାନ୍ତ ରଥତାଳଧ୍ୱଜବୃଷ (ରାଶି)ସହଦେବ (ମହାଭାରତ)ୱାଇ-ଫାଇଚୀନଗୀତପୁତଲିବାଈ ଗାନ୍ଧୀପାଲା୧୬ ମଇଇତିହାସଓଡ଼ିଆ ଭାଗବତ୨୮ ଜୁଲାଇମହାରାଷ୍ଟ୍ରଆଧୁନିକ କଥା ସାହିତ୍ୟ (ଉପନ୍ୟାସ)୧୦ ଜୁନସାଲଭାଡୋର ଡାଲିଦାଶରଥି ଦାସତୁମ ପରି ଛୋଟ ପିଲାଟିଏଗଙ୍ଗବଂଶସଫ୍ଟୱେରନାସାଗୋପୀନାଥ ମହାନ୍ତିଅପ୍ରେଲଚିକୁନ‌ଗୁନିଆଯୁକ୍ତରାଜ୍ୟଯାଯାବର (୧୯୭୫ର କଥାଚିତ୍ର)ବାରବାଟି ଦୁର୍ଗନିଗମାନନ୍ଦ ପରମହଂସମହାଭାରତସାରଳା ଦାସହନୁମାନ ଜୟନ୍ତୀକୋଳିନବୀନ ପଟ୍ଟନାୟକଚବିଶ ଗୁରୁସୌଭାଗ୍ୟ କୁମାର ମିଶ୍ରକୃଷ୍ଣଚନ୍ଦ୍ର ପାଣିଗ୍ରାହୀଗାୟତ୍ରୀ ସରାଫଓଡ଼ିଶା ବିଧାନ ସଭାକଳାପାହାଡ଼ଉପନିଷଦଆପଲ ଇନକର୍ପୋରେଟେଡସମୟମଣ୍ଡଳମଘା (ନକ୍ଷତ୍ର)ଅଗସ୍ତ୍ୟ ମୁନିସୁରେନ୍ଦ୍ର ମହାନ୍ତିରାମଚନ୍ଦ୍ର ବେହେରାନୃସିଂହ ଚରଣ ପଣ୍ଡାଗୁରୁବିଭୁ କିଶୋରପୂରଣବାଚକ ସଂଖ୍ୟାମହାପ୍ରସାଦଚିନ୍ତାମଣି ବେହେରାଅର୍ଥଶାସ୍ତ୍ର🡆 More