ଲକ୍ଷ୍ମୀ ବରାହ ମନ୍ଦିର

ଲକ୍ଷ୍ମୀ ବରାହ ମନ୍ଦିର‌ ଭାରତୀୟ ରାଜ୍ୟ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରେ ଅବସ୍ଥିତ ଏକ ପ୍ରାଚୀନ ମନ୍ଦିର । ଏଠାରେ ବିଷ୍ଣୁଙ୍କ ବରାହ ଅବତାରଙ୍କୁ ଆରାଧନା କରାଯାଏ ।

ଲକ୍ଷ୍ମୀ ବରାହ ମନ୍ଦିର‌
ଲକ୍ଷ୍ମୀ ବରାହ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictKକେନ୍ଦ୍ରାପଡ଼ା
ଦେବାଦେବୀବରାହ, ଲକ୍ଷ୍ମୀ
Festivalsରଥଯାତ୍ରା
Location
ସ୍ଥାନଆଳି
Stateଓଡ଼ିଶା
Countryଭାରତ
ଭୌଗଳିକ ଅବସ୍ଥିତି20°41′03.1″N 86°38′45.5″E / 20.684194°N 86.645972°E / 20.684194; 86.645972
Architecture
Typeକଳିଙ୍ଗ
Completed୧୫୫୦

ଭୌଗଳିକ ଅବସ୍ଥିତି 

ଏହି ମନ୍ଦିର ବ୍ରାହ୍ମଣୀ ନଦୀ ସନ୍ନିକଟରେ ଅବସ୍ଥିତ । ଆଳି ତହସିଲରୁ ଏହାର ଦୁରତ୍ୱ ୧ କିଲୋମିଟର ଓ କେନ୍ଦ୍ରାପଡ଼ା ସଦର ମହକୁମାଠାରୁ ୪୦ କିଲୋମିଟର । ଆଳି ତହସିଲ ଭୁବନେଶ୍ୱରଠାରୁ ୧୪୬ କିଲୋମିଟର ଦୂର ଓ ଏହାର ନିକଟବର୍ତ୍ତୀ ରେଳ ଷ୍ଟେସନ ଭଦ୍ରକଠାରେ ଅବସ୍ଥିତ ।

କିମ୍ବଦନ୍ତୀ 

ଆଳିର ପ୍ରାକ୍ତନ ରାଜା ଶ୍ରୀ ଲକ୍ଷ୍ମୀ ଓ ବରାହଙ୍କ ଭକ୍ତ ଥିଲେ । ସେ ଯାଜପୁରଠାରେ ଥିବା ମାଁ ବିରଜା ପୀଠକୁ ନିୟମିତ ଦର୍ଶନ ପାଇଁ ଯାଉଥିଲେ । ଥରେ ନଦୀରେ ବନ୍ୟା ଆସିବା ଯୋଗୁ ସେ ଯାଇ ପାରିଲେ ନାହି । ସେ ରାତିରେ ସ୍ୱପ୍ନରେ ଭଗବାନ ତାଙ୍କ ନିକଟକୁ ଆସୁଥିବାର ଦେଖି ନଦୀତିରକୁ ଘୋଡାରେ ଗଲେ । ସେଠୁ ଫେରିବା ବେଳେ ତାଙ୍କ ପଛରେ ଭଗବାନ ଆସୁଥିବାର ସେ ପାଦ ଶବ୍ଦ ଶୁଣୁଥିଲେ । ଯେଉଁ ସ୍ଥାନରେ ପାଦ ଶବ୍ଦ ବନ୍ଦ ହେଲା ରାଜା ସେହି ସ୍ଥାନରେ ପୂଜା ଅର୍ଚନା କରି ଏଠାରେ ମନ୍ଦିର ନିର୍ମାଣ କରେଇଲେ । ବର୍ତ୍ତମାନର ମନ୍ଦିର ବିଂଶ ଶତାବ୍ଦୀରେ ରାଜା ବ୍ରଜସୁନ୍ଦର ଦେବଙ୍କଦ୍ୱାରା ପୁନର୍ନିର୍ମିତ ହେଇଥିଲା ।  

ଯାନୀ ଯାତ୍ରା 

  • ବଜାର ଦ୍ୱାଦଶୀ
  • ଦୋଳ ଯାତ୍ରା
  • ରଜ ପର୍ବ 
  • କୁମାର ପୁରଣିମା 
  • କାର୍ତିକ ପୁର୍ଣିମା 
  • ରଥ ଯାତ୍ରା 


ଆଧାର 

ବାହାର ଲିଙ୍କ 

Tags:

ଲକ୍ଷ୍ମୀ ବରାହ ମନ୍ଦିର ଭୌଗଳିକ ଅବସ୍ଥିତି ଲକ୍ଷ୍ମୀ ବରାହ ମନ୍ଦିର କିମ୍ବଦନ୍ତୀ ଲକ୍ଷ୍ମୀ ବରାହ ମନ୍ଦିର ଯାନୀ ଯାତ୍ରା ଲକ୍ଷ୍ମୀ ବରାହ ମନ୍ଦିର ଆଧାର ଲକ୍ଷ୍ମୀ ବରାହ ମନ୍ଦିର ବାହାର ଲିଙ୍କ ଲକ୍ଷ୍ମୀ ବରାହ ମନ୍ଦିରକେନ୍ଦ୍ରାପଡ଼ା ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ମଇ ଦିବସକୃପାସିନ୍ଧୁ ମିଶ୍ରସୁକନ୍ୟା ସମୃଦ୍ଧି ଯୋଜନାବିଷ୍ଣୁକନ୍ଧମାଳ ଜିଲ୍ଲା୨୯ ଜୁନକବିସୂର୍ଯ୍ୟ ବଳଦେବ ରଥସମୟ (କାଳ)ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫା୧୯୩୪ରାଜ୍ୟ ସଭାଶିବଅଷ୍ଟ୍ରେଲିଆ୧୯୭୬ଉତ୍ତମ ମହାନ୍ତିଶବ୍ଦ (ପଦ)ପୃଥିବୀଓଡ଼ିଆ ଭାଷା ଆନ୍ଦୋଳନଉପେନ୍ଦ୍ର କିଶୋର ଦାସଗେଣ୍ଡୁଫୁଲଉତ୍ସବ ଚରଣ ଜେନାମଧୁସୂଦନ ରାଓଇରଫାନ ପଠାଣକାହ୍ନୁଚରଣ ମହାନ୍ତି୨୧ ଜାନୁଆରୀନିଝୁମ ରାତିର ସାଥୀ (୨୦୧୭)ସାଇକୋସିସସୁବର୍ଣ୍ଣପୁର ଜିଲ୍ଲାସୀସାଗଣନ ସଂଖ୍ୟାମହାପାତ୍ର ନୀଳମଣି ସାହୁଲଣ୍ଡନତାରିଣୀ ମନ୍ଦିରସମ୍ବାଦ (ଖବରକାଗଜ)ବାରବାଟି ଦୁର୍ଗବେଲାଋଷବିଶ୍ୱନାଥ କରଶ୍ରୀନିବାସ ରାମାନୁଜନସମୀର ରଞ୍ଜନ ଦାଶଜ୍ଞାନକୋଷଆଇଓଏସଅଙ୍କୁଶକୃମିବିଷହନୁମାନକାନ୍ଦଣା ଗୀତଭୁବନେଶ୍ୱର ବେହେରାଚୈତନ୍ୟବିଶାଖା (ନକ୍ଷତ୍ର)୨୪ ଅଗଷ୍ଟବିଜୁ ଜନତା ଦଳଅପାମାର୍ଗଟ୍ରିପଲ ଏକ୍ସ ସିଣ୍ଡ୍ରୋମଚବିଶ ଗୁରୁଦଶାବତାରଜଳଶୁକ୍ରବାରକାଳୀଚରଣ ପଟ୍ଟନାୟକରଥଦକ୍ଷିଣ ଆଫ୍ରିକାଟୁକାଟିନିବଭୀମ ପୃଷ୍ଟିମାଦଳା ପାଞ୍ଜିକାଳିନ୍ଦୀ ଚରଣ ପାଣିଗ୍ରାହୀସୋଫିଆ ଆଲାମଉଇକିମିଡ଼ିଆ ମୁଭମେଣ୍ଟଭାରତଫ୍ରୋଭାଟ୍ରିପଟାନ🡆 More