ଭାରତ ଭୂଷଣ ବେମାଲ: ଓଡ଼ିଆ ରାଜନୀତିଜ୍ଞ

ଭାରତ ଭୂଷଣ ବେମାଲ (ଜନ୍ମ: ୨୬ ମାର୍ଚ୍ଚ ୧୯୫୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୯୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଧର୍ମଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଭାରତ ଭୂଷଣ ବେମାଲ
ଭାରତ ଭୂଷଣ ବେମାଲ: ଓଡ଼ିଆ ରାଜନୀତିଜ୍ଞ
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୧୯୯୫
ପୂର୍ବ ଅଧିକାରୀଯୁଗରାମ ବେହେରା
ପର ଅଧିକାରୀବୀର ସିପ୍‌କା
ନିର୍ବାଚନ ମଣ୍ଡଳୀଧର୍ମଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ (1955-03-26) ୨୬ ମାର୍ଚ୍ଚ ୧୯୫୫ (ବୟସ ୬୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ଦଳ
ଜୀବନ ସାଥୀସୁନ୍ଦର ବେମାଲ
ବାପା/ବୋଉଚନ୍ଦ୍ରଭାନୁ ବେମାଲ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ଭାରତ ଭୂଷଣ ବେମାଲ ୧୯୫୫ ମସିହାର ମାର୍ଚ୍ଚ ୨୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଚନ୍ଦ୍ରଭାନୁ ବେମାଲ ଓ ପତ୍ନୀଙ୍କ ନାମ ସୁନ୍ଦର ବେମାଲ ।

ରାଜନୈତିକ ଜୀବନ

ଭାରତ ଭୂଷଣ ବେମାଲ ଓଡ଼ିଶା ରାଜନୀତିରେ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।

ଆଧାର

Tags:

ଓଡ଼ିଆ ଲୋକଓଡ଼ିଶା ବିଧାନ ସଭାଧର୍ମଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

🔥 Trending searches on Wiki ଓଡ଼ିଆ:

ସମ୍ବଲପୁରରବୀନ୍ଦ୍ରନାଥ ଠାକୁରହୃଷୀକେଶ ପଣ୍ଡାବିଶ୍ୱ ଏଡ୍‌ସ ଦିବସପୃଥିବୀନଡ଼ିଆଭାରତର ଜାତୀୟ ପତାକାରମାକାନ୍ତ ରଥଓଡ଼ିଶାର ଲୋକନୃତ୍ୟଗଞ୍ଜାମ ଜିଲ୍ଲା୧୯୬୨ରାମାୟଣଉଇକିପିଡ଼ିଆ ସମୂହର ତାଲିକା୨୦ ମାର୍ଚ୍ଚକାହ୍ନୁଚରଣ ମହାନ୍ତିଶାରଳା ପୁରସ୍କାର୧୯୨୭ଜୋହାନ୍ ସେବାଷ୍ଟିଆନ୍ ବାକ୍ହିନ୍ଦୁକବିସୂର୍ଯ୍ୟ ବଳଦେବ ରଥବୁଦାପେଷ୍ଟଫିନଲ୍ୟାଣ୍ଡ୨୯ ମାର୍ଚ୍ଚଚିଲିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୧୮୭୫ଓଷାନନ୍ଦିନୀ ଶତପଥୀପଦାର୍ଥଯକ୍ଷ୍ମାଭାରତୀୟ ସମ୍ବିଧାନଗୋବିନ୍ଦ ତ୍ରିପାଠୀଘାତକ ତିମିବ୍ୟାଙ୍କପ୍ରତାପରୁଦ୍ର ଦେବଜଗନ୍ନାଥଫତୁରାନନ୍ଦଇଲନ ମସ୍କଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରସାଇପ୍ରସଦମୟନ୍ତୀ ବେଶ୍ରାଇଣ୍ଡୋନେସିଆନାରୀବାଦଗୋଦାବରୀଶ ମହାପାତ୍ରପାଦ ଭାତୁଡ଼ିୟୁ ଟ୍ୟୁବହାଇଦ୍ରାବାଦଜନ୍ ଏଫ୍. କେନେଡ଼ିଓଡ଼ିଆ କବି ମାନଙ୍କର ତାଲିକାନୋଭାକ୍ ଜାକୋଭିକହରେକୃଷ୍ଣ ମହତାବଆର. କେ. ନାରାୟଣସୁଇଜରଲ୍ୟାଣ୍ଡ୧୪୦୭ସମୟ (କାଳ)ଓଡ଼ିଶାର ଦୋଳଯାତ୍ରାବିଜୁ ପଟ୍ଟନାୟକଜୟୀ ରାଜଗୁରୁଜୟଦ୍ରଥଲୋକ ସଭାସଚ୍ଚିଦାନନ୍ଦ ରାଉତରାୟବିଜୟ ମିଶ୍ରଇଟାଲୀଖଣ୍ଡଗିରି ମେଳାଓଡ଼ିଶୀରାଉରକେଲାବାଜି ରାଉତସାରନାଥ ଅଶୋକ ସ୍ତମ୍ଭଭୁବନେଶ୍ୱରପଦାର୍ଥ ବିଜ୍ଞାନତରୁଣକାନ୍ତି ମିଶ୍ର🡆 More