ଭାତ

ଭାତ ପୁର୍ବ ଓ ଦକ୍ଷିଣ ଭାରତର ଏକ ମୁଖ୍ୟ ଖାଦ୍ୟ ।

Cooked rice
ଭାତ
ଅନ୍ୟ ନାମsteamed rice, boiled rice
ମୁଖ୍ୟ ଉପାଦାନrice, water
ଖାଦ୍ୟରୁ ଶକ୍ତି
(per 1 ବଢ଼ା)
85 କିଲୋ କ୍ୟାଲୋରୀ (356 kJ)
ଏକା ଧରଣର ଖାଦ୍ୟbap, biryani, risotto

ଉପାଦାନ

  • ଚାଉଳ - (ଉସୁନା କିମ୍ବା ଅରୁଆ)
  • ପାଣି

ତିଆରି ପ୍ରଣାଳୀ

ପ୍ରଥମେ ଚାଉଳକୁ ଭଲଭାବରେ ଧୋଇ,ଗୋଡି ବଛା ଯାଇଥାଏ । ହାଣ୍ଡିରେ ଅଧା ପର୍ଯ୍ୟନ୍ତ ପାଣି ଫୁଟାଇ ସେଥିରେ ବଛା ହେଇଥିବା ଚାଉଳ ପକାନ୍ତୁ ଓ ହାଣ୍ଡି ଉପରେ ଘୋଡଣି ଘୋଡେଇ ଦିଅନ୍ତୁ । ଅଧ ଘଣ୍ଟା ଭିତରେ ଭାତ ତିଆରି ହୋଇଯିବ । ଉସୁନା ଚାଉଳ ହୋଇଥିଲେ ଭାତ ହବା ପାଇଁ ଅଧିକ ସମୟ ନେଇଥାଏ । ଅରୁଆ ଚାଉଳରେ ଭାତ ଶୀଘ୍ର ହୋଇଥାଏ ।

ବିଭିନ୍ନ ପ୍ରକାର

  • ନଡିଆ ଭାତ  : ନଡିଆ ଭାତ ଏକ ପାରମ୍ପରିକ ଓଡ଼ିଆ ଖାଇବା ଦରବ । ଚାଉଳକୁ ଘିଅରେ ଭାଜି ତା ସହିତ ତେଜପତ୍ର, ମରିଚ, ଜୀରା, ଅଦାଛେଚା, ଓ କାଜୁ କିସମିଶ୍ର ଛୁଙ୍କକୁ ମିଶାଇ ଦିଆଯାଏ । ଏହି ସହିତ ନଡିଆ ରସ ଓ ପାଣି ଦେଇ ଭାତ ରନ୍ଧା ଯାଏ ।
  • ଦହି ଭାତ : ଦହି ଭାତ ମାର୍ଗଶୀର ମାସର ଗୁରୁବାରରେ ଲକ୍ଷ୍ମୀ ପୂଜା ପାଇଁ ତିଆରି କରାଯାଏ । ଏହା ପୁରୀ ଶ୍ରୀମନ୍ଦିରରେ ମଧ୍ୟ ଭୋଗ ଲାଗେ । ରନ୍ଧା ଅରୁଆ ଭାତରେ କୋରା ନଡିଆ ମିଶାଇ ତା ସହିତ ଘିଅରେ ବଘରା ଯାଇଥିବା ଜୀରା ଓ ଅଦା ଛେଚାକୁ ମିଶାଯାଏ । ବଘରା ଭାତ ଥଣ୍ଡା ହେଲା ପରେ ସେଥିରେ ଜୀରା ଗୁଣ୍ଡ, ଲେମ୍ବୁ ପତ୍ର ଓ ଲେମ୍ବୁ ରସ ମିଶାଇ ଦହିଭାତ ପାଗ ଶେଷ ହୁଏ ।

ଆଧାର

Tags:

ଭାତ ଉପାଦାନଭାତ ତିଆରି ପ୍ରଣାଳୀଭାତ ବିଭିନ୍ନ ପ୍ରକାରଭାତ ଆଧାରଭାତ

🔥 Trending searches on Wiki ଓଡ଼ିଆ:

ନାଗାର୍ଜୁନ ବେଶଦୈନିକ ଆଶାଶିଶିର ମିଶ୍ରରାଜରାଜେଶ୍ୱର ବେଶଖାରବେଳମହାତ୍ମା ଗାନ୍ଧୀପଞ୍ଚାୟତ ରାଜରାମସମାଜ ବିଜ୍ଞାନଆଜ୍‌ମାମଧୁସୂଦନ ରାଓଲୋକସଂଖ୍ୟା ଅନୁସାରେ ଏସିଆ ମହାଦେଶ ର ଦେଶ ସମୂହଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାଦାସକାଠିଆବର୍ଷା ପ୍ରିୟଦର୍ଶିନୀମହାରାଷ୍ଟ୍ରଶଶି ଭୂଷଣ ବେହେରାଯକ୍ଷ୍ମାଭୀମ ଭୋଇଗୁରୁତାରିଣୀ ମନ୍ଦିରରାମଶଙ୍କର ରାୟବି. ଆର. ଆମ୍ବେଦକରଓଡ଼ିଆ ଭାଗବତଶ୍ରୀରାଧାଢେଙ୍କାନାଳ ଜିଲ୍ଲାଓଡ଼ିଶାର ସାଂସଦ ମାନଙ୍କର ତାଲିକାଯଶୋଧାରା ମିଶ୍ରଗୋପୀନାଥ ଦାସକନ୍ଧମାଳ ଜିଲ୍ଲାପ୍ରଦୀପ ଦାଶବାସନ୍ତୀଓଡ଼ିଆ ନାରୀ କବି ମାନଙ୍କ ତାଲିକାଅନୁଭବ ମହାନ୍ତିଅମଲା ଅକ୍କିନେନିଜଳ ପ୍ରଦୂଷଣ୨୦୦୬ନନ୍ଦ କିଶୋର ବଳକୋଣାର୍କ ସୂର୍ଯ୍ୟ ମନ୍ଦିରକଳିଙ୍ଗ ଯୁଦ୍ଧସମ୍ବାଦ (ଖବରକାଗଜ)ବିଜ୍ଞାନଉତ୍ସବ ଚରଣ ଜେନାଅଂଶୁଘାତଶଙ୍ଖକେବେ ତମେ ନାହଁ କେବେ ମୁଁ ନାହିଁକେଦାରନାଥ ମନ୍ଦିରଉମେଶଚନ୍ଦ୍ର ସରକାରଶତ୍ରୁଘ୍ନ ନାଥକୁଞ୍ଜବିହାରୀ ଦାଶମୋଗଲ ସାମ୍ରାଜ୍ୟରାମାନନ୍ଦ ରାୟମହାବୀର ଜୈନପ୍ରଧାନ ପୃଷ୍ଠାଏକଲବ୍ୟ ପୁରସ୍କାରଯଶୋବନ୍ତ ଦାସଫାଇଲେରିଆଗ୍ରାମ ବିକାଶଗଜପତି ମହାରାଜାରାଶି ଓ ନକ୍ଷତ୍ର୨୭ ଅପ୍ରେଲନବ ଚରଣ ମାଝିଅଗ୍ନ୍ୟାଶୟ ଅକ୍ଷମତାଜଳମନୋଜ ଦାସଙ୍କ କଥା ଓ କାହାଣୀ🡆 More