ନରଟ୍ରିପ୍ଟିଲିନ

ନରଟ୍ରିପ୍ଟିଲିନ (ଇଂରାଜୀ ଭାଷାରେ Nortriptyline, ଏକ ବିକ୍ରୟ ନାମ ପାମେଲୋର/ Pamelor) ଏକ ଔଷଧ ଯାହା ପ୍ରମୁଖ ଅବସାଦ ବେମାରୀ, ନିଉରୋପାଥିକ ଯନ୍ତ୍ରଣା (neuropathic pain), ଧ୍ୟାନାଭାବ ଓ ଅତିସକ୍ରିୟତା ବିକାର, ଧୂମ୍ରପାନ ବନ୍ଦ ଓ ଉଦ୍‌ବେଗ ଆଦି ରୋଗମାନଙ୍କ ଚିକିତ୍ସାରେ ବ୍ୟବ‌ହୃତ ହୁଏ । ଯୁବକମାନଙ୍କର ଅବସାଦ ଚିକିତ୍ସାରେ ଉପକାରୀ ହୁଏନାହିଁ । ଧ୍ୟାନାଭାବ ଓ ଅତିସକ୍ରିୟତା ବିକାର ରୋଗରେ ଏହା ଅଳ୍ପ ପସନ୍ଦର ଚିକିତ୍ସା । ପାଟିରେ ଏହି ଔଷଧ ଦିଆଯାଏ ।

ନରଟ୍ରିପ୍ଟିଲିନ
Skeletal formula of nortriptyline
Ball-and-stick model of the nortriptyline molecule
Clinical data
Trade namesPamelor, Noritren, Nortrilen, others
SynonymsDesitriptyline; ELF-101; E.L.F. 101; N-7048
AHFS/Drugs.commonograph
MedlinePlusa682620
Pregnancy
category
  • AU: C
  • US: D (Evidence of risk)
Routes of
administration
By mouth
Drug classTricyclic antidepressant (TCA)
ATC code
Legal status
Legal status
  • AU: S4 (Prescription only)
  • US: ℞-only
Pharmacokinetic data
Bioavailability32–79
Protein binding92%
MetabolismLiver
Metabolites10-E-Hydroxynortriptyline
Elimination half-life18–44 hours (mean 30 hours)
ExcretionUrine: 40%
Feces: minor
Identifiers
IUPAC name
  • 3-(10,11-Dihydro-5H-dibenzo[a,d]cyclohepten-5-ylidene)-N-methyl-1-propanamine
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.000.717 Edit this at Wikidata
Chemical and physical data
FormulaC19H21N
Molar mass263.384 g/mol
3D model (JSmol)
SMILES
  • c3cc2c(/C(c1c(cccc1)CC2)=C/CCNC)cc3
InChI
  • InChI=1S/C19H21N/c1-20-14-6-11-19-17-9-4-2-7-15(17)12-13-16-8-3-5-10-18(16)19/h2-5,7-11,20H,6,12-14H2,1H3 checkY
  • Key:PHVGLTMQBUFIQQ-UHFFFAOYSA-N checkY
  (verify)

ନରଟ୍ରିପ୍ଟିଲିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଷ୍କ ପାଟି, କୋଷ୍ଠକାଠିନ୍ୟ, ଝାପ୍‌ସା ଦୃଷ୍ଟି, ଠିଆରେ ଅଳ୍ପ ରକ୍ତଚାପ (low blood pressure with standing) ଓ ଦୁର୍ବଳତା ହୋଇପାରେ । ସାଂଘାତିକ ପ୍ରତିକ୍ରିୟା ହେଲେ ବାତ (seizures), ୨୬ ବର୍ଷ ବୟସରୁ କମ ପିଲାଙ୍କ ଆତ୍ମହତ୍ୟା ପ୍ରବଣତା,ୟୁରିନାରି ରିଟେନସନ, ଗ୍ଲକୋମା, ମାନିଆ (mania) ଓ ଅନେକ ପ୍ରକାରର ହୃତ‌ପିଣ୍ଡ ସମସ୍ୟା ଉତ୍ପନ୍ନ ହୋଇପାରେ । ଗର୍ଭାବସ୍ଥାରେ ଏହି ଔଷଧ ଦେଲେ ସମସ୍ୟା ସୃଷ୍ଟି ହୋଇପାରେ । କିନ୍ତୁ ସ୍ତନ୍ୟପାନ (breastfeeding) ସମୟରେ ଏହା ଅପେକ୍ଷାକୃତ ନିରାପଦ ଥିବା ଜଣାଯାଏ । ଏହା ଏକ ଟ୍ରାଇସାଇକ୍ଲିକ ଆଣ୍ଟିଡେପ୍ରେସାଣ୍ଟ (tricyclic antidepressant ) ଓ ଏହା ସେରୋଟୋନିନ (serotonin) ଓ ନରଏପିନେଫ୍ରିନ (norepinephrine) ସ୍ତର ବଦଳ କରି କାର୍ଯ୍ୟକ୍ଷମ ହୋଇଥାଏ ।

ନରଟ୍ରିପ୍ଟିଲିନ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସନ ୧୯୬୪ରେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା । ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ । ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୨୫ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା । ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧର ହୋଲସେଲ ବାବଦ ଏକ ମାସରେ ପ୍ରାୟ ୪.୨୦ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ । ସନ ୨୦୧୬ରେ ଏହାର ୩.୧ ପ୍ରେକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିପସନ ତାଲିକାର ୧୯୨ ସ୍ଥାନରେ ଥିଲା ।

ଆଧାର

ବାହ୍ୟ ଲିଙ୍କ

Tags:

en:neuropathic painଅବସାଦଇଂରାଜୀ ଭାଷାଉଦ୍‌ବେଗଧ୍ୟାନାଭାବ ଓ ଅତିସକ୍ରିୟତା ବିକାରପ୍ରମୁଖ ଅବସାଦ ବେମାରୀ

🔥 Trending searches on Wiki ଓଡ଼ିଆ:

ଆକବରଉତ୍କଳ ବ୍ରାହ୍ମଣମୟୂରଭଞ୍ଜ ଜିଲ୍ଲାଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିରାମାବତାରମ୍ବିରାଟ କୋହଲୀବିଜୟ ଶଙ୍କର ଦାସଭାରତର ଜାତୀୟ ପତାକାପ୍ରଯୁକ୍ତି ବିଦ୍ୟାଭାରତର ସଂସଦମହାପାତ୍ର ନୀଳମଣି ସାହୁଓଡ଼ିଆ କାବ୍ୟ କବିତାvji40ବିସ୍ଥାପିତ କାନ୍ଧ ଗଣ୍ଠିଟୁକୁନି ସାହୁ୧୭୪୬ନିତ୍ୟାନନ୍ଦ ଶତପଥୀଅଂଶୁଘାତଚାରି ଧାମବ୍ରାଉଜରକଟକ ଜିଲ୍ଲାବି. ଆର. ଆମ୍ବେଦକରଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ନାରାୟଣ ସାହୁଓଡ଼ିଆ ମସଲାର ଇଂରାଜୀ ପ୍ରତିଶବ୍ଦଚିତ୍ତରଞ୍ଜନ ତ୍ରିପାଠୀଅପରେଟିଙ୍ଗ ସିଷ୍ଟମବନ୍ୟାସରଳା ଦେବୀଓଡ଼ିଶାର ମାପ ବ୍ୟବସ୍ଥାଶାରଳା ପୁରସ୍କାରପୋଟଳ ରସାଇଣ୍ଡିଆନ ପ୍ରିମିଅର ଲିଗତ୍ରିଭୁଜମାସମହିଳା ଯୌନାଙ୍ଗ ଛେଦନମାଗୁଣିର ଶଗଡ଼ଗିରିଧର ଗମାଙ୍ଗପୂରଣବାଚକ ସଂଖ୍ୟାସୁନାଜୟୀ ରାଜଗୁରୁଚିଲିକା (ବହୁବିକଳ୍ପ)ହୃଷୀକେଶ ମଲ୍ଲିକଫେବୃଆରୀଭୂଗୋଳ୨୦୦୬ପ୍ରଧାନ ପୃଷ୍ଠାଯାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜୟୀରାମ ସାମଲଶାସ୍ତି (ଓଡ଼ିଆ କଥାଚିତ୍ର)ନବଯୌବନ ବେଶନନ୍ଦିନୀ ଶତପଥୀଭଦ୍ରକଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରସାମାଜିକ ଆନ୍ଦୋଳନମାୟାଧର ମାନସିଂହବେଲଚଇତି ଘୋଡ଼ା ନାଚ୨୫ ଅପ୍ରେଲମନୋରଞ୍ଜନ ଦାସଯୁକ୍ତରାଷ୍ଟ୍ର ଆମେରିକାଚନ୍ଦନ ଯାତ୍ରାଭଦ୍ରକ (ଲୋକ ସଭା ନିର୍ବାଚନ ମଣ୍ଡଳୀ)କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବମହାବିଦ୍ୟାଜର୍ମାନୀଭାରତୀୟ ସଂଖ୍ୟା ପ୍ରଣାଳିଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)🡆 More