ନଡିଆ ପାଚେଡ଼ି

ନଡ଼ିଆ ପାଚେଡି ନଡ଼ିଆରେ ତିଆରି ହେଉଥିବା ଓଡ଼ିଆ ଖାଦ୍ୟ । ଭୋଜିଭାତ, ବିବାହ ଆଦିତରେ ଏହା ପ୍ରାୟତଃ ତିଆରି ହୁଏ । ନଡ଼ିଆକୁ କୋରି, ଅଦା ଦେଇ ଦରବଟା କରିବାକୁ ହୁଏ । ବିରିଡାଲି, ଶୋରିଷ ମଞ୍ଜି, ଭୃଷଙ୍ଗ ପତ୍ର ଦେଇ ଛୁଙ୍କ ତିଆରି କରି ଦରବଟା ନଡ଼ିଆରେ ମିଶାଇ ନଡ଼ିଆ ପାଚେଡି ତିଆରି କରାଯାଏ ।

ନଡିଆ ପାଚେଡ଼ି
ଅନନ୍ତ ବାସୁଦେବ ମନ୍ଦିର ରୋଷଶାଳାରେ ପ୍ରସ୍ତୁତ ନଡ଼ିଆ ପାଚେଡ଼ି
ନଡିଆ ପାଚେଡ଼ି
ଅବଢ଼ାରେ ପରସାଯାଇଥିବା ନଡ଼ିଆ ପାଚେଡି ।

ଆଧାର

Tags:

ଓଡ଼ିଆ ଖାଦ୍ୟବିବାହ

🔥 Trending searches on Wiki ଓଡ଼ିଆ:

ଫସ୍‌ଫରସଶ୍ରୀରାଧାସରୋଜିନୀ ନାଇଡୁଟୋକିଓକୋଣାର୍କରାଜକିଶୋର ପଟ୍ଟନାୟକଭାଷାଯୁକ୍ତରାଷ୍ଟ୍ର ଆମେରିକାବୃହସ୍ପତିସୋନପୁର ରାଜ୍ୟରାଜନୀତି ବିଜ୍ଞାନବରଗଛକୃଷ୍ଣବଡ଼ ଏରାସୁଇଜରଲ୍ୟାଣ୍ଡପ୍ରଥମ ବିଶ୍ୱଯୁଦ୍ଧ୦ (ସଂଖ୍ୟା)ଆର୍ଯ୍ୟଭଟ୍ଟଓଡ଼ିଶାର ସଂସ୍କୃତି୨୬ ଅପ୍ରେଲସ୍ତନଚାଣକ୍ୟଶାସ୍ତି (ଓଡ଼ିଆ କଥାଚିତ୍ର)୧୮ ଅକ୍ଟୋବରଚିତ୍ତରଞ୍ଜନ ଦାସପ୍ରବୀଣ ଚନ୍ଦ୍ର ଭଞ୍ଜଦେଓମହାପାତ୍ର ନୀଳମଣି ସାହୁଭାରତୀୟ ସମ୍ବିଧାନପାରମିତା ଶତପଥୀପ୍ରାଣୀ୨୯ ମାର୍ଚ୍ଚଇତିହାସଜଗନ୍ନାଥଙ୍କ ବେଶମଙ୍ଗଳା ମନ୍ଦିରଆମ୍ବଇଣ୍ଡିଆନ ପ୍ରିମିଅର ଲିଗଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିପାଇକ ଆଖଡ଼ାବିଶ୍ୱ ମ୍ୟାଲେରିଆ ଦିବସମହିଳାଙ୍କ ସୁରକ୍ଷା ନିମନ୍ତେ ଭାରତରେ ଥିବା ଆଇନ ତାଲିକାଆଇଡେଲାଲିସିବଗଣନ ସଂଖ୍ୟାଧରିତ୍ରୀ (ଖବରକାଗଜ)ଜମ୍ମୁ ତୱି ରେଳ ଷ୍ଟେସନରାମକୃଷ୍ଣ ପରମହଂସସରୋଜିନୀ ସାହୁଅଶ୍ରୁମୋଚନ ମହାନ୍ତିରାଧାନାଥ ରଥଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଦେବସ୍ନାନ ପୂର୍ଣ୍ଣିମାକଳସା ଚଉତିଶାନଟବର ସାମନ୍ତରାୟସୌରୀନ୍ଦ୍ର ବାରିକଖିଲିପାନରେଶମ ପଥରାମାୟଣପାର୍ବତୀଶାନ୍ତନୁ କୁମାର ଆଚାର୍ଯ୍ୟବିଷମ କଟକଅଣ୍ଡା ରୋଲସତୀ ଅନୁସୂୟାତପନ କୁମାର ପ୍ରଧାନବିଭୂତି ପଟ୍ଟନାୟକପୁରୀଆନ୍ତର୍ଜାତିକ ମହିଳା ଦିବସକାଳୀଚରଣ ପଟ୍ଟନାୟକଓଡ଼ିଆ ରାମାୟଣସୁଭାଷ ଚନ୍ଦ୍ର ବୋଷହେମଲତା ମାନସିଂହଲକ୍ଷ୍ମୀକାନ୍ତ ମହାପାତ୍ର🡆 More