ଧଳା ବେକିଆ ମାଛରଙ୍କା

ଧଳା ବେକିଆ ମାଛରଙ୍କା ବା କିଳିକିଳା ଗୋଟିଏ ବଡ଼ ପ୍ରଜାତିର ମାଛରଙ୍କା ପକ୍ଷୀ।

ଧଳା ବେକିଆ ମାଛରଙ୍କା
ଧଳା ବେକିଆ ମାଛରଙ୍କା
Conservation status
ଧଳା ବେକିଆ ମାଛରଙ୍କା
Least Concern  (IUCN 3.1)
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Animalia
ସଙ୍ଘ: Chordata
ବର୍ଗ: Aves
ଗଣ: Coraciiformes
କୁଳ: Halcyonidae
ପ୍ରଜାତି: Halcyon
ଜାତି: H. smyrnensis
ବାଇନୋମିଆଲ ନାମ
Halcyon smyrnensis
(Linnaeus, 1758)
ଧଳା ବେକିଆ ମାଛରଙ୍କା
Distribution map

ବାହ୍ୟ ଗଠନ

ଏହାର ଲମ୍ବ ୨୫ - ୩୦ ସେ. ମି. ପର୍ଯ୍ୟନ୍ତ ହୋଇଥାଏ । ଏହି ପକ୍ଷୀ ଯେତେବେଳେ ଯୁବକ ଓ ଯୁବତୀ ଅବସ୍ଥାକୁ ଆସିଥାନ୍ତି ସେମାନଙ୍କର ଡେଣା ଓ ଲାଞ୍ଜଗୁଡ଼ିକ ନୀଳ, ମୁଣ୍ଡ କାନ୍ଧ ପିଠି ଓ ତଳିପେଟ ମାଟିଆ, ଥନ୍ତ କମଲା ଓ ଛାତି ଧଳା ରଙ୍ଗର ହୋଇଥାଏ । ଏମାନେ ଛୋଟ ଛୋଟ ମାଛ, କିଟ ଓ ପତଙ୍ଗ ଖାଇଥାନ୍ତି . ଏମାନଙ୍କର ବୟସ ସୀମା ପାଖାପାଖି ୭ ବର୍ଷ । ମୌସୁମୀ ଆସିବା ସମୟରେ ଏମାନେ ନିଜର ପ୍ରଜନନ କାର୍ଯ୍ୟ ଆରମ୍ଭ କରିଥାନ୍ତି । ମାଛରଙ୍କା, ଭାରତରେ ସର୍ବାଧିକ ସଂଖ୍ୟାରେ ଦେଖିବାକୁ ମିଳେ ।

ଧଳା ବେକିଆ ମାଛରଙ୍କା 

ଖାଦ୍ୟ

ପ୍ରଜନନ

ଆଧାର

ଅନ୍ୟ ଆଧାର

  • Mohanty, Banalata (2006). "Extracellular Accumulations in the Avian Pituitary Gland: Histochemical Analysis in Two Species of Indian Wild Birds". Cells Tissues Organs. 183 (2): 99–106. doi:10.1159/000095514. PMID 17053326.
  • Oommen, M; Andrews, MI (1996). "Awakening, roosting and vocalization behaviour of the Whitebreasted Kingfisher Halcyon smyrnensis fusca (Boddaert)". Pavo. 34 (1&2): 43–46.{{cite journal}}: CS1 maint: multiple names: authors list (link)
  • Oommen, M; Andrews, MI (1993). "Breeding biology of the Whitebreasted Kingfisher, Halcyon smyrnensis". Bird Conservation: Strategies for the Nineties and Beyond. Ornithological Society of India, Bangalore. pp. 177–180. CS1 maint: multiple names: authors list (link)
  • Ticehurst, CB (1927). "Remarks on races of Halcyon smyrnensis and descriptions of two new subspecies - Zosterops palpebrosa occidentis and Z.P. nilgiriensis". Bull. Brit. Orn. Club. 47 (312): 87–90.
  • Oommen, M; Andrews,MI (1998) Food and feeding habits of the Whitebreasted Kingfisher Halcyon smyrnensis. Chap. 19. In: Birds in Agricultural Ecosystem. (Eds: Dhindsa,MS; Rao,P Syamsunder; Parasharya,BM) Society for Applied Ornithology, Hyderabad, 132-136.

ବାହାର ଲିଙ୍କ

Tags:

ଧଳା ବେକିଆ ମାଛରଙ୍କା ବାହ୍ୟ ଗଠନଧଳା ବେକିଆ ମାଛରଙ୍କା ଖାଦ୍ୟଧଳା ବେକିଆ ମାଛରଙ୍କା ପ୍ରଜନନଧଳା ବେକିଆ ମାଛରଙ୍କା ଆଧାରଧଳା ବେକିଆ ମାଛରଙ୍କା ଅନ୍ୟ ଆଧାରଧଳା ବେକିଆ ମାଛରଙ୍କା ବାହାର ଲିଙ୍କଧଳା ବେକିଆ ମାଛରଙ୍କା

🔥 Trending searches on Wiki ଓଡ଼ିଆ:

ନବଗୁଞ୍ଜରପରିବେଶଓଡ଼ିଆ ଉଇକିପିଡ଼ିଆକବାଟବ୍ରଜରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜୟଦେବବ୍ୟଞ୍ଜନ ବର୍ଣ୍ଣଲକ୍ଷ୍ମୀ ପୁରାଣଓଡ଼ିଶୀ ସଙ୍ଗୀତଶଙ୍କରାଚାର୍ଯ୍ୟଅଭିମନ୍ୟୁ ସାମନ୍ତସିଂହାର୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନଚନ୍ଦ୍ରଶେଖର ନନ୍ଦବିନୋଦ ଚନ୍ଦ୍ର ନାୟକବିରାଟ କୋହଲୀହେମଲତା ମାନସିଂହଶ୍ରୀତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରଛାନ୍ଦନେମାଳଓଡ଼ିଶାଶ୍ରୀ ଅରବିନ୍ଦବିସ୍ଥାପିତ କାନ୍ଧ ଗଣ୍ଠିପ୍ରାଣବନ୍ଧୁ କରମୟୂରଭଞ୍ଜ ଜିଲ୍ଲାଦ୍ଵାରକାଧୀଶ ମନ୍ଦିରବିଶ୍ୱ ମ୍ୟାଲେରିଆ ଦିବସପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷମସ୍କୋନିର୍ମଳା (ଉପନ୍ୟାସ)ଅଷ୍ଟ୍ରେଲିଆଏ. ପି. ଜେ. ଅବଦୁଲ କଲାମଶିବସୁଇଜରଲ୍ୟାଣ୍ଡମନୋଜ ଦାସଟୁକୁନି ସାହୁଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାହୀରାକୁଦ ବନ୍ଧସରୋଜିନୀ ସାହୁସାଇକେଲକିଶୋରୀ ଚରଣ ଦାସଲିମାଓଡ଼ିଆ ଭାଷା ଆନ୍ଦୋଳନପ୍ରତୀକ୍ଷାରାଜେନ୍ଦ୍ର କିଶୋର ପଣ୍ଡାଆପେଣ୍ଡିସାଇଟିସଶ୍ରୀରାଧାମୟୂରବ୍ୟାସଦେବଉତ୍ତମ ମହାନ୍ତିରଥଯାତ୍ରାଧନୁ (ରାଶି)୨୪ ଅପ୍ରେଲଇଣ୍ଟରନେଟସବ୍ୟସାଚୀ ମିଶ୍ରଅଣ୍ଡାଉଦୟନାଥ ଷଡ଼ଙ୍ଗୀନବୀନ ପଟ୍ଟନାୟକତପସ୍ୱିନୀୟୁ ଟ୍ୟୁବଜ୍ଞାନପୀଠ ପୁରସ୍କାରବିଶ୍ୱତାପନଭ୍ୟାକୁମ୍ କ୍ଲିନର୍ଉପେନ୍ଦ୍ର ଭଞ୍ଜଆନ୍ଧ୍ର ପ୍ରଦେଶପକ୍ଷଯାଜପୁର ଜିଲ୍ଲାଟ୍ରାପିଜିଅମଆଜାଦ ହିନ୍ଦ୍ ଫୌଜ🡆 More