ଧର୍ମୁ ଗଣ୍ଡ: ଓଡ଼ିଆ ରାଜନୀତିଜ୍ଞ

ଧର୍ମୁ ଗଣ୍ଡ (୧୮ ମାର୍ଚ୍ଚ ୧୯୬୩ - ୧୪ ଜାନୁଆରୀ ୨୦୧୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୨୦୦୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଉମରକୋଟ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଧର୍ମୁ ଗଣ୍ଡ
ଧର୍ମୁ ଗଣ୍ଡ: ଜନ୍ମ, ପରିବାର ଓ ଶିକ୍ଷା, ରାଜନୈତିକ ଜୀବନ, ମୃତ୍ୟୁ
ବିଧାୟକ: ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୪ – ୨୦୦୯
ପୂର୍ବ ଅଧିକାରୀପରମା ପୂଜାରୀ
ପର ଅଧିକାରୀଜଗବନ୍ଧୁ ମାଝି
ନିର୍ବାଚନ ମଣ୍ଡଳୀଉମରକୋଟ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1963-03-18)୧୮ ମାର୍ଚ୍ଚ ୧୯୬୩
ମୃତ୍ୟୁ୧୪ ଜାନୁଆରୀ ୨୦୧୪(2014-01-14) (ବୟସ ୫୦)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀରୀନା ମାଝି
ବାପା/ବୋଉଦାସ ଗଣ୍ଡ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ଧର୍ମୁ ଗଣ୍ଡ ୧୯୬୩ ମସିହାର ମାର୍ଚ୍ଚ ୧୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦାସ ଗଣ୍ଡ ଓ ପତ୍ନୀଙ୍କ ନାମ ରୀନା ମାଝି ।

ରାଜନୈତିକ ଜୀବନ

ଧର୍ମୁ ଗଣ୍ଡ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।

ମୃତ୍ୟୁ

ଧର୍ମୁ ଗଣ୍ଡ ୨୦୧୪ ମସିହାର ଜାନୁଆରୀ ୧୪ ତାରିଖରେ ହୃଦ୍‌ଘାତରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୫୦ ବର୍ଷ ବୟସ ହୋଇଥିଲା ।

ଆଧାର

Tags:

ଧର୍ମୁ ଗଣ୍ଡ ଜନ୍ମ, ପରିବାର ଓ ଶିକ୍ଷାଧର୍ମୁ ଗଣ୍ଡ ରାଜନୈତିକ ଜୀବନଧର୍ମୁ ଗଣ୍ଡ ମୃତ୍ୟୁଧର୍ମୁ ଗଣ୍ଡ ଆଧାରଧର୍ମୁ ଗଣ୍ଡଉମରକୋଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଆ ଲୋକଓଡ଼ିଶା ବିଧାନ ସଭା୧୩ଶ ଓଡ଼ିଶା ବିଧାନ ସଭା

🔥 Trending searches on Wiki ଓଡ଼ିଆ:

ରବୀନ୍ଦ୍ରନାଥ ଠାକୁରଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଗୋପବନ୍ଧୁ ଚୌଧୁରୀଇନ୍ଦିରା ଗାନ୍ଧୀଭୂମିକମ୍ପଏଣ୍ଡୋମେଟ୍ରିଓସିସଚନ୍ଦ୍ରଶେଖର ନନ୍ଦଗୋଦର ରୋଗବୈଷ୍ଣବ ଚରଣ ସାମଲପ୍ରାଣୀଓଡ଼ିଶାର ଲୋକନୃତ୍ୟମଧୁସୂଦନ ରାଓନିତ୍ୟାନନ୍ଦ ଶତପଥୀଶୈଳବାଳା ଦାସପ୍ରଥମ ଭାସ୍କରଓଡ଼ିଆ ଭ୍ରମଣ ସାହିତ୍ୟହାଡ଼ଫୁଟିଜଗନ୍ନାଥଙ୍କ ବେଶଗୋଲୋକ ବିହାରୀ ଧଳ୭ (ସଂଖ୍ୟା)ରେଶମ ପଥପଖିଆଶ୍ୱେତସାରଆନ୍ଧ୍ର ପ୍ରଦେଶକୋଷ୍ଠକାଠିନ୍ୟସୂର୍ଯ୍ୟବଂଶୀ ସୂରଜପରିବେଶସୁଭାଷ ଚନ୍ଦ୍ର ବୋଷବୈଜୟନ୍ତ ପଣ୍ଡାହୃଷୀକେଶ ପଣ୍ଡାବ୍ୟାଙ୍କଶଙ୍କରାଚାର୍ଯ୍ୟ୨୧ବିଶ୍ୱ ଏଡ୍‌ସ ଦିବସପୂର୍ଣ୍ଣଚ୍ଛେଦଚିନ୍ତାମଣି ବେହେରାଦୀପା ସାହୁ (୧୯୮୫ ଜନ୍ମ)ଭାରତୀୟ ସ୍ୱାଧୀନତା ଆନ୍ଦୋଳନ୨୯ ମାର୍ଚ୍ଚରାଜାରାଣୀ ମନ୍ଦିରନୟାଗଡ଼ ଜିଲ୍ଲାବିରଳା ମନ୍ଦିର, କୋଲକାତାମୁକୁନ୍ଦ ଦେବ୩୦ ଅପ୍ରେଲଗୁରୁ ପ୍ରସାଦ ମହାନ୍ତିଅଶ୍ରୁମୋଚନ ମହାନ୍ତିସମ୍ବଲପୁରଫେବୃଆରୀ୨୦୦୬ହେପାଟାଇଟିସ ବିପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଗୋପାଳ ଚନ୍ଦ୍ର ପ୍ରହରାଜତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟଏ. ପି. ଜେ. ଅବଦୁଲ କଲାମନେମାଳଶ୍ରୀତମ ଦାସଜାଭା (ପ୍ରୋଗ୍ରାମିଂ ଭାଷା)ଛବିଳ ମଧୁ ବର୍ଣ୍ଣବୋଧଚିତ୍ତରଞ୍ଜନ ତ୍ରିପାଠୀଲାଟିନ ଭାଷାଦଗ୍ଧଭାରତର ସଂସଦସାଇକେଲକଳାପାହାଡ଼ଶତ୍ରୁଘ୍ନ ପାଣ୍ଡବଫସ୍‌ଫରସଯଶୋବନ୍ତ ଦାସବାଇଶି ପାହାଚନନ୍ଦିଘୋଷନବୀନ ପଟ୍ଟନାୟକ🡆 More