ତୋ' ପାଇଁ: ୨୦୦୫ର ଓଡ଼ିଆ କଥାଚିତ୍ର

ତୋ' ପାଇଁ ୨୦୦୫ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁମିତା ଧର ଏବଂ ଆଭା ପଣ୍ଡା । ଆଭା ପଣ୍ଡା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ପ୍ରଦୀପ ନନ୍ଦ ଏହି କଥାଚିତ୍ରଟିର ସଂଳାଚ ରଚନା କରିଥିଲେ । ଅନିଲ ଦୁବେ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ତୋ' ପାଇଁ
ନିର୍ଦ୍ଦେଶକଅନିଲ ଦୁବେ
ପ୍ରଯୋଜକସୁମିତା ଧର
ଆଭା ପଣ୍ଡା
ସଂଳାପପ୍ରଦୀପ ନନ୍ଦ
ଚିତ୍ରନାଟ୍ୟଅନିଲ ଦୁବେ
କାହାଣୀଆଭା ପଣ୍ଡା
କଳାକାରସମ୍ବିତ
ପିଙ୍କି ପ୍ରଧାନ
ପ୍ରତ୍ୟୁଷ
ନମ୍ରତା ଥାପା
ବବି ମିଶ୍ର
ହର ପଟ୍ଟନାୟକ
ମିହିର ଦାସ
ପ୍ରିୟଙ୍କା ମହାପାତ୍ର
ସଙ୍ଗୀତମନ୍ମଥ ମିଶ୍ର
ମୁକ୍ତିଲାଭ ତାରିଖ
୨୦୦୫
ଦେଶତୋ' ପାଇଁ: ଅଭିନୟ, କାହାଣୀ, ଗୀତ ଏବଂ ସଙ୍ଗୀତ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମ୍ବିତ, ପଙ୍କି ପ୍ରଧାନ, ପ୍ରତ୍ୟୁଷ ଏବଂ ନମ୍ରତା ଥାପା । ବବି ମିଶ୍ର, ମୋହିନୀ ଶିଳାଲିପି, ହର ପଟ୍ଟନାୟକ, ମିହିର ଦାସ, ପ୍ରିୟଙ୍କା ମହାପାତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମନ୍ମଥ ମିଶ୍ର । ବସନ୍ତରାଜ ସାମଲ, ମନ୍ମଥ ମିଶ୍ର ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । କୁମାର ବାପି, ବିଭୁ କିଶୋର, ତପୁ ମିଶ୍ର, ଶକ୍ତି ମିଶ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତସମୟ
1."ଦିନ ସରେ ନାହିଁ" 
2."ଏମେଲେ ବାବୁ" 
3."123 ଲାଇଫ୍ ଇଜ୍" 
4."ପ୍ରେମ ଆସେ ଦୁନିଆରେ" 
5."ତୋ ଆଖିରେ ମୋ ଆଖି ଯେବେ ମିଶିଲା" 
6."ପାଠ ପଢ଼ା ସଙ୍ଗେ" 
7."ମନ ଆଇନାରେ କେତେ ଯେ ଚେହେରା" 

ଆଧାର

ବାହାର ଆଧାର

Tags:

ତୋ' ପାଇଁ ଅଭିନୟତୋ' ପାଇଁ କାହାଣୀତୋ' ପାଇଁ ଗୀତ ଏବଂ ସଙ୍ଗୀତତୋ' ପାଇଁ ଆଧାରତୋ' ପାଇଁ ବାହାର ଆଧାରତୋ' ପାଇଁ

🔥 Trending searches on Wiki ଓଡ଼ିଆ:

ସବ୍ୟସାଚୀ ମିଶ୍ର୩୦ ଅପ୍ରେଲଆର୍ଯ୍ୟଭଟ୍ଟନେପଚୁନବଉଳଇଂଲଣ୍ଡକବିସୂର୍ଯ୍ୟ ବଳଦେବ ରଥପ୍ରାଣକୃଷ୍ଣ ପରିଜାବ୍ରାହ୍ମ ସମାଜମହାରାଷ୍ଟ୍ରଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରାମଶଙ୍କର ରାୟଢେଙ୍କାନାଳଗୁରୁ ପ୍ରସାଦ ମହାନ୍ତିଗ୍ରହପଲଉଉତ୍ତମ ମହାନ୍ତିରାଜ୍ୟ ସଭାହୃଷୀକେଶ ପଣ୍ଡାପ୍ଲୀହାଦେବଗଡ଼ ଜିଲ୍ଲାତପସ୍ୱିନୀବୀର ସୁରେନ୍ଦ୍ର ସାଏମୋନିକା ସେଲ୍ସପୋଟଳ ରସାଜଳଛବିଳ ମଧୁ ବର୍ଣ୍ଣବୋଧପରିବେଶଅନ୍ନଦା ଶଙ୍କର ରାୟ୨୧ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିକଳାହାଣ୍ଡି ଜିଲ୍ଲାମାଲେସିଆଆକବରପ୍ରଦୀପ କୁମାର ପାଣିଗ୍ରାହୀଓଡ଼ିଆ ନାଟକଖାଦ୍ୟବିଜୟ ଶଙ୍କର ଦାସକୁତାମ ଚଣ୍ଡୀ ମନ୍ଦିରବାରବାଟି ଦୁର୍ଗମଧୁସୂଦନ ଦାସଚିତ୍ତରଞ୍ଜନ ଦାସ୨୬ ଅପ୍ରେଲଓଡ଼ିଶୀ ସଙ୍ଗୀତବିରିୟାନୀବିରଜା ମନ୍ଦିରମ୍ୟାଲେରିଆମାର୍ଚ୍ଚଅଖିଳ ମୋହନ ପଟ୍ଟନାୟକଏଞ୍ଜେଲା ମେର୍କେଲ୍ରାଧାନାଥ ରାୟଜର୍ମାନୀପାଇକ ଆଖଡ଼ାଭାରତୀୟ ସଂଖ୍ୟା ପ୍ରଣାଳିଜଗନ୍ନାଥପଖିଆରାମାବତାରମ୍ଭାରତର ନଦୀ ସମୂହର ତାଲିକାରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେକୋଳିଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଟମ୍ ଖା କାଇଗୋପାଳ ଛୋଟରାୟIndiaତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମାଗୁଣିର ଶଗଡ଼ (କଥାଚିତ୍ର)ଚିଲିକା (କବିତା)🡆 More