ତୁ ମୋ ସୁନା ଚଢ଼େଇ: ୨୦୧୯ର ଓଡ଼ିଆ କଥାଚିତ୍ର

ତୁ ମୋ ସୁନା ଚଢ଼େଇ, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନିତିନ ପଣ୍ଡା, ଭୂପେଶ ପଣ୍ଡା, ସୀତାଂଶୁ ମହାନ୍ତି ଓ ଏସ୍.

ଦିଲୀପ । ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଦିଲୀପ ପଣ୍ଡା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।

ତୁ ମୋ ସୁନା ଚଢ଼େଇ
ନିର୍ଦ୍ଦେଶକଦିଲୀପ ପଣ୍ଡା
ପ୍ରଯୋଜକନିତିନ ପଣ୍ଡା
ଭୂପେଶ ପଣ୍ଡା
ସୀତାଂଶୁ ମହାନ୍ତି
ଏସ୍. ଦିଲୀପ
ସଂଳାପରଜନୀ ରଞ୍ଜନ
ଚିତ୍ରନାଟ୍ୟଦିଲୀପ ପଣ୍ଡା
କାହାଣୀଦିଲୀପ ପଣ୍ଡା
ଲିନା ପଣ୍ଡା
ସୀତାଂଶୁ ମହାନ୍ତି
କଳାକାରଜ୍ୟୋତିରଞ୍ଜନ ନାୟକ
ଏଲ୍‌ସା ଘୋଷ
ଦୈତାରି ପଣ୍ଡା
ବାବୁ ପ୍ରଧାନ
ଭୂପତି ତ୍ରିପାଠୀ
ରାଇମୋହନ
ସଙ୍ଗୀତବୈଦ୍ୟନାଥ ଦାଶ
ମୁକ୍ତିଲାଭ ତାରିଖ
୨୫ ଜାନୁଆରୀ ୨୦୧୯
ଦେଶତୁ ମୋ ସୁନା ଚଢ଼େଇ: ଅଭିନୟ, କାହାଣୀ, ଗୀତ ଏବଂ ସଙ୍ଗୀତ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଜ୍ୟୋତି ରଞ୍ଜନ ନାୟକ ଓ ଏଲ୍‌ସା ଘୋଷ । ରାଇମୋହନ ପରିଡ଼ା, ଦୈତାରୀ ପଣ୍ଡା, ବାବୁ ପ୍ରଧାନ, ଭୂପତି ତ୍ରିପାଠୀ, ଚିନ୍ତାମଣି ବିଶ୍ୱାଳ, ଶ୍ରେୟା, କ୍ରିଷ୍ଣା କର, ଅମର, ବୁଲୁ, ମାନସ ମିଶ୍ର, ଜୟାସ୍ୱାମୀ, ଜୀବନ ପଣ୍ଡା, ଚାନ୍ଦିନୀ, ମିତା ଚକ୍ରବର୍ତ୍ତୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ । ଗୀତିକାର ନିର୍ମଳ ନାୟକ ଅରୁଣ ମନ୍ତ୍ରୀ ଓ ବାପୁ ଗୋସ୍ୱାମୀ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସତ୍ୟଜିତ ପ୍ରଧାନ, ଅସୀମା ପଣ୍ଡା, ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ, କୌଶିକ୍, ଅର୍ପିତା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତକବିଗାୟକସମୟ
1."ହେ ପ୍ରଭୁ"ନିର୍ମଳ ନାୟକଅସୀମା ପଣ୍ଡା 
2."ଜନ୍‌ ସେ..."ନିର୍ମଳ ନାୟକକୌଶିକ୍, ଅର୍ପିତା 
3."ନାଗମଣୀ"ପଞ୍ଚାନନ ନାୟକଅସୀମା ପଣ୍ଡା 
4."ଓ ସାଥୀ"ବାପୁ ଗୋସ୍ୱାମୀହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ 
5."ତୁ ମୋ ସୁନା ଚଢ଼େଇ"ଅରୁଣ ମନ୍ତ୍ରୀହ୍ୟୁମାନ ସାଗର, ଅସୀମା ପଣ୍ଡା 
6."ୟୁଟ୍ୟୁବ୍ ରାଣୀ"ନିର୍ମଳ ନାୟକସତ୍ୟଜିତ ପ୍ରଧାନ, ଅସୀମା ପଣ୍ଡା 

ଆଧାର

ବାହାର ଆଧାର

Tags:

ତୁ ମୋ ସୁନା ଚଢ଼େଇ ଅଭିନୟତୁ ମୋ ସୁନା ଚଢ଼େଇ କାହାଣୀତୁ ମୋ ସୁନା ଚଢ଼େଇ ଗୀତ ଏବଂ ସଙ୍ଗୀତତୁ ମୋ ସୁନା ଚଢ଼େଇ ଆଧାରତୁ ମୋ ସୁନା ଚଢ଼େଇ ବାହାର ଆଧାରତୁ ମୋ ସୁନା ଚଢ଼େଇ

🔥 Trending searches on Wiki ଓଡ଼ିଆ:

ଡାଲମାଚିତ୍ତରଞ୍ଜନ ତ୍ରିପାଠୀରାସେଶ୍ୱରୀ ପାଣିଗ୍ରାହୀc3bn4ମାଲକାନଗିରି ଜିଲ୍ଲାବିଶ୍ୱତାପନପଖାଳହେମୋଫିଲିଆରମାକାନ୍ତ ରଥଭଣ୍ଡ ଗଣେଶଉତ୍କଳ ସଙ୍ଗୀତ ମହାବିଦ୍ୟାଳୟଓଡ଼ିଆ ରାନ୍ଧଣାଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଲକ୍ଷ୍ମୀ ପୁରାଣଅଧର ପଟ୍ଟନାୟକଯଶୋବନ୍ତ ଦାସଲସିଧାତୁମଇ ଦିବସବିସ୍ଥାପିତ କାନ୍ଧ ଗଣ୍ଠିରାସାୟନିକ ମୌଳିକପ୍ରଗତିବାଦୀଅନ୍ନଦା ଶଙ୍କର ରାୟଜହ୍ନତିଳ ଚତୁର୍ଥୀତ୍ରିଭୁଜସରୋଜିନୀ ନାଇଡୁବିଭୂତି ପଟ୍ଟନାୟକଲଣ୍ଡନଭୀମ ପୃଷ୍ଟିତାରିଣୀ ମନ୍ଦିର, ଘଟଗାଁଓଡ଼ିଆ କବି ମାନଙ୍କର ତାଲିକାସରୋଜିନୀ ସାହୁ୦ (ସଂଖ୍ୟା)କୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ତପନ କୁମାର ପ୍ରଧାନଗୋପାଳ ଚନ୍ଦ୍ର ପ୍ରହରାଜବେଲସ୍ୱର ବର୍ଣ୍ଣମୁକୁନ୍ଦ ଦେବହାଡ଼ଫୁଟିଇଂଲଣ୍ଡଗଣ୍ଡାବ୍ରାଉଜରଭୃସଙ୍ଗ ଗଛଡାକ ମୁନସୀଫେବୃଆରୀ ୨୯ଅନନ୍ତ ବାସୁଦେବ ମନ୍ଦିରଆର୍ଯ୍ୟଭଟ୍ଟଫେବୃଆରୀଥାଲକୁଡ଼ିଶ୍ୱେତସାରଫରିନା ଆଜାଦପୁରୀଜନ୍ମ ନିରୋଧଅପରେଟିଙ୍ଗ ସିଷ୍ଟମଚବିଶ ଗୁରୁଟୋକିଓବିରିୟାନୀବୀର ସୁରେନ୍ଦ୍ର ସାଏସାଲଭାଡୋର ଡାଲିମାଣବସା ଗୁରୁବାରଓଡ଼ିଶା ସରକାରଭାନୁମତୀ (ଦୁର୍ଯୋଧନଙ୍କ ପତ୍ନୀ)ବ୍ୟାଙ୍କ୨୫ ଅପ୍ରେଲଜଗନମୋହ‌ନ ଲାଲଶନିବାର🡆 More