ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ର

ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ର ବା ତାଳଚେର ଥର୍ମାଲ୍‍ ଓଡ଼ିଶାରେ ବର୍ତ୍ତମାନ ଚାଲୁଥିବା ତାପଜ ବିଦ୍ୟୁତ କେନ୍ଦ୍ର ମାନଂକ ଭିତରେ ସର୍ବ ପୁରାତନ ତାପଜ ବିଦ୍ୟୁତ କେନ୍ଦ୍ର ଅଟେ । ଏହା ଭାରତ ସର୍ବ ବୃହତ ବିଦ୍ୟୁତ୍ ତଥା ମହାରତ୍ନ କମ୍ପାନୀ ଏନ୍‍‍‍ଟିପିସିର ଏକ ଅଂଶ ଅଟେ । ଅନୁଗୋଳ ଜିଲ୍ଲା ତାଳଚେର ନିକଟରେ ଏହା ଅବସ୍ଥିତ ।

ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ର
ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ର is located in India
ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ର
Location of the Talcher Thermal Power Station
ଦେଶଭାରତ
ଅବସ୍ଥିତିତାଳଚେର, ଅନୁଗୋଳ ଜିଲ୍ଲା
ଦିଗବାରେଣି20°54′37″N 85°12′24″E / 20.91028°N 85.20667°E / 20.91028; 85.20667
ସ୍ଥିତିOperational
ମାଲିକାନାNTPC
ଶକ୍ତି କେନ୍ଦ୍ର ତଥ୍ୟ
ପ୍ରାଥମିକ ଜାଳେଣିକୋଇଲା
Generation units4 X 60 MW
2 X 110 MW
ଶକ୍ତି ଉତ୍ପାଦନ ତଥ୍ୟ
ସ୍ଥାପିତ କ୍ଷମତା460 MW

ଇତିହାସ

୧୯୬୪ ମସିହା ଜାନୁଯାରୀ ୫ ତାରିଖରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏହାର ଶିଳାନ୍ୟାସ କରିଥିଲେ ଏବଂ ୭ ଫେବୃୟାରୀ ୧୯୬୮ ମସିହାରେ ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କଦ୍ୱାରା ଏହାର ପ୍ରଥମ ୟୁନିଟ୍ ସିଙ୍କ୍ରୋନାଇଜେସନ୍ ବା ବିଦ୍ୟୁତ୍ ଉତ୍ପାଦନକ୍ଷମ ହୋଇଥିଲା । ସେତେବେଳେ ଏହା ଓଡ଼ିଶା ରାଜ୍ୟ ବିଦ୍ୟୁତ ବୋର୍ଡ ଅଧୀନରେ ଥିଲା । ସେତେବେଳେ ଏହା ଓଡ଼ିଶା ରାଜ୍ୟ ବିଦ୍ୟୁତ ବୋର୍ଡ ଅଧୀନରେ ଥିଲା । ପରେ ପରେ ଏହି ବିଦ୍ୟୁତ କେଂଦ୍ରରେ ଆଉ ପାଂଚଟି ୟୁନିଟ୍ ଯୋଡି ହୋଇଥିଲା ।

୧୯୯୫ ମସିହା ଜୁନ ୩ ତାରିଖରେ ଓଡ଼ିଶା ସରକାର ଏହି ବିଦ୍ୟୁତ କେଂଦ୍ରକୁ ଭାରତ ସରକାରଙ୍କ ଉପକ୍ରମ ଏନ୍‍‍ଟିପିସିକୁ ହସ୍ତାନ୍ତର କରିଦେଇଥିଲେ |


ବିଦ୍ୟୁତ୍ ଉତ୍ପାଦନ କ୍ଷମତା

ଏହି ତାପଜ ବିଦ୍ୟୁତ କେନ୍ଦ୍ରର କ୍ଷମତା ୪୬୦ ମେଗାଓ୍ବାଟ । ଏଥିରେ  ୬ଟି ୟୁନିଟ ରହିଛି ।ggg 

ଆଧାର

Tags:

ଅନୁଗୋଳ ଜିଲ୍ଲାଓଡ଼ିଶା

🔥 Trending searches on Wiki ଓଡ଼ିଆ:

ଚାରି ଧାମଆପେଣ୍ଡିସାଇଟିସଗୋଦାବରୀଶ ମିଶ୍ରନିର୍ମଳା (ଉପନ୍ୟାସ)ଓଡ଼ିଆ ରାନ୍ଧଣାବାଇଶି ପାହାଚଓଡ଼ିଶାର ଭୂଗୋଳସୁନାଭାରତର ସଂସ୍କୃତିନରେନ୍ଦ୍ର ମୋଦୀବିଜ୍ଞାନପ୍ରତୀକ୍ଷାଦୀପକ ମିଶ୍ରଗୌରୀଶଙ୍କର ରାୟବୈଷ୍ଣବ ପାଣିଛବିଳ ମଧୁ ବର୍ଣ୍ଣବୋଧରାଜ ଯୋଗଇଂଲଣ୍ଡମାଟିର ମଣିଷଶ୍ରୀତମ ଦାସଶାନ୍ତନୁ କୁମାର ଆଚାର୍ଯ୍ୟଓଡ଼ିଆ ମସଲାର ଇଂରାଜୀ ପ୍ରତିଶବ୍ଦଧାତୁବାଘଶୈଳବାଳା ଦାସରକ୍ତଭାରତ ସରକାରସୂଚନା ପ୍ରଯୁକ୍ତିବିଦ୍ୟାଅଚ୍ୟୁତାନନ୍ଦ ଦାସସ୍ୱର ବର୍ଣ୍ଣମେହମୁଦ ହୁସେନଜଣ୍ଡିସ୍କୃଷ୍ଣପ୍ରସାଦ ମିଶ୍ରତୃପ୍ତି ଦାସମାର୍ଚ୍ଚଲୋକ ସଭାଲକ୍ଷ୍ମୀସତ୍ୟବାଦୀ ବନ ବିଦ୍ୟାଳୟରସଗୋଲାଓଡ଼ିଆ ଭାଷାପଙ୍କଜ ଉଧାସଗୌତମ ବୁଦ୍ଧବିଜୁ ଜନତା ଦଳଇଣ୍ଡୋନେସିଆଦାମୋଦର ରାଉତଆଚାର୍ଯ୍ୟ ହରିହରଚରକକୁଞ୍ଜବିହାରୀ ଦାଶଶ୍ରୀ ଅରବିନ୍ଦସରସ୍ୱତୀ ସମ୍ମାନବଳରାମ ଦାସଭୁବନେଶ୍ୱରଜାପାନ ସାଗରଛାନ୍ଦପ୍ରାଣକୃଷ୍ଣ ପରିଜାନେତୃତ୍ୱନାରୀବାଦହେମନ୍ତ କୁମାର ଦାସଉଦୟନାଥ ଷଡ଼ଙ୍ଗୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପାଳକୃଷ୍ଣ ପଟ୍ଟନାୟକଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସଂକ୍ରାନ୍ତିବ୍ୟାସଦେବଉପନିଷଦଓଡ଼ିଶାର ସଂସ୍କୃତିଜୁନତମନ୍ନା ବ୍ୟାସଭଣ୍ଡ ଗଣେଶପାକ୍ରିଟିନିବ🡆 More