ଜବାହରଲାଲ ନେହେରୁ: ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ

ଜବାହରଲାଲ ନେହେରୁ ଉତ୍ତର ପ୍ରଦେଶର ଆଲ୍ହାବାଦ ସହରରେ ଏକ କଶ୍ମିରୀ ପଣ୍ଡିତ ପରିବାରରେ ୧୮୮୯ ମସିହା ନଭେମ୍ବର ୧୪ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମୋତିଲାଲ ନେହେରୁ ଓ ମାତାଙ୍କ ନାମ ସ୍ୱରୂପରାଣୀ ଥିଲା । ସେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିଥିଲେ ।ସେ ପଣ୍ଡିତ ନେହେରୁ ନାମରେ ଜଣାଥିଲେ । ଛୋଟ ପିଲାମାନେ ତାଙ୍କୁ ଖୁସିରେ ଚାଚା ନେହେରୁ ବୋଲି ଡାକନ୍ତି । ସେ ତାଙ୍କର ସ୍ନାତକ ତ୍ରିନିତୀ ମହାବିଦ୍ୟାଳୟ ,କେମ୍ବ୍ରିଜରେ ସାରିଥିଲେ । ଭାରତରେ ତାଙ୍କ ଜନ୍ମଦିନକୁ ଶିଶୁ ଦିବସ ରୂପେ ପାଳନ କରାଯାଏ । ୧୯୬୪ ମସିହା ମଇ ମାସ ୨୭ତାରିଖରେ ହୃଦ୍‌ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା ।

ଜବାହରଲାଲ ନେହେରୁ: ପିଲାଦିନ, ଭାରତ ସ୍ୱାଧୀନତା ପାଇଁ ସଂଘର୍ଷ (୧୯୧୨-୧୯୪୭), ଆଧାର
Jabaharlal neheru
ଜବାହରଲାଲ ନେହେରୁ
ଜବାହରଲାଲ ନେହେରୁ: ପିଲାଦିନ, ଭାରତ ସ୍ୱାଧୀନତା ପାଇଁ ସଂଘର୍ଷ (୧୯୧୨-୧୯୪୭), ଆଧାର
ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ
କାର୍ଯ୍ୟକାଳ
୧୫ ଅଗଷ୍ଟ ୧୯୪୭ – ୨୭ ମଇ ୧୯୬୪
Monarchକିଙ୍ଗ ଜର୍ଜ ୬ (୨୬ ଜାନୁଆରୀ ୧୯୫୦)
ରାଷ୍ଟ୍ରପତିରାଜେନ୍ଦ୍ର ପ୍ରସାଦସର୍ବପଲ୍ଲୀ ରାଧାକୃଷ୍ଣନ
Governor-GeneralLouis Mountbatten
ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ
ପୂର୍ବ ଅଧିକାରୀପଦଟିଏ ତିଆରି କରାଯାଇଥିଲା
ପର ଅଧିକାରୀଗୁଲାଜରିଲାଲ ନନ୍ଦା
ବୈଦେଶିକ ବ୍ୟାପାର ମନ୍ତ୍ରୀ
କାର୍ଯ୍ୟକାଳ
୧୫ ଅଗଷ୍ଟ୧୯୪୭ – ୨୭ ମଇ ୧୯୬୪
ପୂର୍ବ ଅଧିକାରୀପଦଟିଏ ତିଆରି କରାଯାଇଥିଲା
ପର ଅଧିକାରୀଗୁଲାଜରିଲାଲ ନନ୍ଦା
ଅର୍ଥମନ୍ତ୍ରି
କାର୍ଯ୍ୟକାଳ
୮ ଅକ୍ଟୋବର ୧୯୫୮ – ୧୭ ନଭେମ୍ବର ୧୯୫୯
ପୂର୍ବ ଅଧିକାରୀଟି. ଟି. କୃଷ୍ଣମଚାରି
ପର ଅଧିକାରୀମୋରାରଜି ଦେଶାଇ
ବ୍ୟକ୍ତିଗତ ସବିଶେଷ
ଜନ୍ମ୧୪ ନଭେମ୍ବର ୧୮୮୯
ଆଲାହାବାଦ, United Provinces, ବ୍ରିଟିଶ ରାଜ
ମୃତ୍ୟୁ୨୭ ମଇ ୧୯୬୪ (ବୟସ ୭୪')
ଦିଲ୍ଲୀ, ଭାରତ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀକମଳା ନେହରୁ
ସନ୍ତାନଇନ୍ଦିରା ଗାନ୍ଧୀ
ଶିକ୍ଷାନୁଷ୍ଠାନଟ୍ରିନିଟି କଲେଜ, କେମ୍ବ୍ରିଜ
ପେଷାବାରିଷ୍ଟର
ସନ୍ତକଜବାହରଲାଲ ନେହେରୁ: ପିଲାଦିନ, ଭାରତ ସ୍ୱାଧୀନତା ପାଇଁ ସଂଘର୍ଷ (୧୯୧୨-୧୯୪୭), ଆଧାର

ପିଲାଦିନ

ଜବାହରଲାଲ ନେହେରୁ ଉତ୍ତର ପ୍ରଦେଶର ଆଲ୍ହାବାଦ ସହରରେ ଏକ କଶ୍ମିରୀ ପଣ୍ଡିତ ପରିବାରରେ ୧୮୮୯ ମସିହା ନଭେମ୍ବର ୧୪ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମୋତିଲାଲ ନେହେରୁ(୧୮୬୧-1931) ସେ ଜଣେ ଧନଶାଳୀ ବାରିଷ୍ଟର ଥିଲେ, ସେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ଥିଲେ । ଓ ମାତାଙ୍କ ନାମ ସ୍ୱରୂପରାଣୀ(୧୮୬୮-୧୯୩୮) ଥିଲା ।ଜବାହରଲାଲ ନେହେରୁଙ୍କର ଦୁଇ ଭଉଣୀ ଥିଲେ । ବିଜୟ ଲକ୍ଷ୍ମୀ ତାଙ୍କର ବଡ଼ ଭଉଣୀ ଥିଲେ,ସେ United Nations General Assemblyର ପ୍ରଥମ ମହିଳା ସଭାପତି ଥିଲେ । କ୍ରୀଷ୍ଣା ହୂଥୀସିଙ୍ଗ ତାଙ୍କର ଆଉଜଣେ ଭଉଣୀ ଥିଲେ । ସେ ଜଣେ ପୁସ୍ତକ ଲେଖିକା ଥିଲେ ।

ସେ ଅକ୍ଟୋବର ୧୯୦୭ ମସିହାରେ ସ୍ନାତକ କରିବା ପାଇଁ ତ୍ରିନିତୀ ମହାବିଦ୍ୟାଳୟ, କେମ୍ବ୍ରିଜ ଯାଇଥିଲେ । ସେ ୧୯୧୦ ମସିହାରେ ପ୍ରାକୃତିକ ବିଜ୍ଞାନରେ ସ୍ନାତକ ସାରିଥିଲେ ।୧୯୧୦ ମସିହାରେ ସେ ଓକିଲାତି କରିବା ପାଇଁ ଲଣ୍ଡନ ଯାଇଥିଲେ । ସେ ସେଠି Inns of Court School of Law (Inner Temple)ରେ ୨ ବର୍ଷ ଓକିଲାତି କରିଥିଲେ । ୧୯୧୨ ମସିହାରେ ସେ ଭାରତ ଫେରିଥିଲେ ଏବଂ ସେ ଆଲ୍ହାବାଦ ଉଚ୍ଚ ଅଦାଲତରେ ଓକିଲାତି କରିଥିଲେ ।

ଭାରତ ସ୍ୱାଧୀନତା ପାଇଁ ସଂଘର୍ଷ (୧୯୧୨-୧୯୪୭)

ଅସହଯୋଗ ଆନ୍ଦୋଳନ

ସେ ୧୯୨୦ରେ ପ୍ରଥମେ ଅସହଯୋଗ ଆନ୍ଦୋଳନରେ ଜଡ଼ିତ ହୋଇଥିଲେ। ବିରୋଧୀ ଶାସନିକ କାର୍ଯ୍ୟକଳାପ ପାଇଁ ସେ ୧୯୨୧ରେ ଗିରଫ ହୋଇଥିଲେ ଏବଂ କିଛି ମାସ ପରେ ଖଲାସ ହୋଇଥିଲେ । ଚୌରୀ ଚୌରା ଘଟଣା ପରେ ଅସହଯୋଗ ଆନ୍ଦୋଳନର ସମାପ୍ତି ଘଟିଥିଲା ।

ଆନ୍ତର୍ଜାତୀୟତା ପାଇଁ ସଂଘର୍ଷ

ଆଧାର

ଅଧିକ ତଥ୍ୟ

Tags:

ଜବାହରଲାଲ ନେହେରୁ ପିଲାଦିନଜବାହରଲାଲ ନେହେରୁ ଭାରତ ସ୍ୱାଧୀନତା ପାଇଁ ସଂଘର୍ଷ (୧୯୧୨-୧୯୪୭)ଜବାହରଲାଲ ନେହେରୁ ଆଧାରଜବାହରଲାଲ ନେହେରୁ ଅଧିକ ତଥ୍ୟଜବାହରଲାଲ ନେହେରୁଭାରତହୃଦ୍‌ଘାତ

🔥 Trending searches on Wiki ଓଡ଼ିଆ:

ଜ୍ଞାନପୀଠ ପୁରସ୍କାରଓ ଅନ୍ଧଗଳିଭଗବତୀ ଦେଉଳଦକ୍ଷିଣ କୋରିଆଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟରାଜନୀତି ବିଜ୍ଞାନଦୀପକ ମିଶ୍ରଦି ଟେଷ୍ଟ ଅଫ ମାଇ ଲାଇଫଦ୍ରୌପଦୀ ମୁର୍ମୁଲିଙ୍ଗରାଜ ମନ୍ଦିରସୁଧାକର ନନ୍ଦପୌରସଂସ୍ଥାହରପ୍ରସାଦ ଦାସଜଗଦୀଶ ମହାନ୍ତିକୃପାସିନ୍ଧୁ ମିଶ୍ରଗଞ୍ଜାମ ଜିଲ୍ଲାବିଶ୍ୱଜିତ ଦାସଅଟଳ ବିହାରୀ ବାଜପେୟୀଇନକ୍ଲିସିରାନପଦ୍ମ ଲୋଚନ ପଣ୍ଡାମସ୍କୋଦଶହରାସ୍ତନ୍ୟପାନବାରବାଟି-କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ହିନ୍ଦୁସ୍ତାନ ପେଟ୍ରୋଲିୟମଉପେନ୍ଦ୍ର ଭଞ୍ଜଜହ୍ନକେନ୍ଦୁଝର ଜିଲ୍ଲାନାନଜଳ ପ୍ରଦୂଷଣପ୍ରଥମ ବିଶ୍ୱଯୁଦ୍ଧଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବାବୁଶାନ୍ଜୟଦେବ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଋଷିଆଗୌରହରି ଦାସମାଦଳା ପାଞ୍ଜିଭଣ୍ଡାରିପୋଖରୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କୋଷ୫ ଜୁନ୩ (ସଂଖ୍ୟା)ଓଡ଼ିଆ ଭାଷାସାହି ଯାତସ୍ୱୋର୍ଡ ମାଛୟୁକ୍ରେନଇତିହାସଦିଲୀପ ତିର୍କୀଇଣ୍ଡୋନେସିଆସରଳା ଦେବୀପୁଷ୍ଟିସାରପରି ମହଲବଲାଙ୍ଗୀରହେମୋଫିଲିଆକବିସୂର୍ଯ୍ୟ ନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଇସଲାମ ଧର୍ମଇରା ମହାନ୍ତିସୌରୀନ୍ଦ୍ର ବାରିକସୀତାମଧୁସୂଦନ ଦାସଯଦୁନାଥ ଦାସ ମହାପାତ୍ରବିର୍ସା ମୁଣ୍ଡାଆଦିଶଙ୍କରମାହିମ ଦୁର୍ଗ , ମୁମ୍ବାଇ🡆 More