ତାନିଆ ଅହମଦ: ବଙ୍ଗଳାଦେଶର ଅଭିନେତ୍ରୀ

ତାନିଆ ଅହମଦ ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ, ମଡେଲ, ନର୍ତ୍ତକୀ ଏବଂ ନିର୍ଦ୍ଦେଶିକା । ସେ ୧୯୯୧ ମସିହାରେ ବଙ୍ଗାଳଦେଶର ଏକ ଦୂରଦର୍ଶନରୁ ଅଭିନୟ ଆରମ୍ଭ କରିଥିଲେ । ସେ କେତୋଟି ନାଟକର ମଧ୍ୟ ନିର୍ଦ୍ଦେଶନା ଦେଇଛନ୍ତି ।

ତାନିଆ ଅହମଦ
ତାନିଆ ଅହମଦ: ଅଭିନୟ ଜୀବନ, ବୈବାହିକ ଜୀବନ ଏବଂ ପରିବାର, ଅଭିନୟ
୨୦୧୧ରେ ତାନିଆ
ଜାତୀୟତାବଙ୍ଗଳାଦେଶି
ବୃତ୍ତି(ସମୂହ)ଅଭିନେତ୍ରୀ, ମଡେଲ, ନୃତ୍ୟ ଶିକ୍ଷିକା ଏବଂ ନିର୍ଦ୍ଦେଶିକା
ସକ୍ରିୟ ବର୍ଷ୧୯୯୧-ଏବେଯାଏଁ
ବୈବାହିକ-ସାଥୀଏସ୍ ଆଇ ତୁତୁଲ

ଅଭିନୟ ଜୀବନ

ତାନିଆ ୧୯୯୧ରେ ଜଣେ ମଡେଲ ଭାବରେ ତାଙ୍କର ପେଷା ଆରମ୍ଭ କରିଥିଲେ । ସେ ସମ୍ପର୍କ ନାମକ ଏକ ଦୂରଦର୍ଶନ ଧାରାବାହିକ ଜରିଆରେ ଅଭିନୟ ଦୁନିଆରେ ପ୍ରବେଶ କରିଥିଲେ । ଫାରିଆ ହୋସାଇନ ନାମକ ଏକ ନାଟକର ନିର୍ଦ୍ଦେଶନାରୁ ସେ ତାଙ୍କର ନିର୍ଦ୍ଦେଶନା ପେଷା ମଧ୍ୟ ଆରମ୍ଭ କରିଥିଲେ । ଏହା ପରେ ସେ ମନୁଷ ଚେନା ଦାୟ, ଭଲବାସର ଅନ୍ତରାଳେ, ବେଳାଭୂମି, ଶ୍ରୀକାନ୍ତ, ଅମଦର ଅନ‌ନ୍ଦବରି, ଘୁନପୋକ, ଏଖୋନ ଦୁସ୍ମନ, ଶୁଖନ‌ଗର ଆପାର୍ଟମେଣ୍ଟ, ଇବଲିସ୍, ଘର ତେରା, ବକତ୍ତା, ଏବୋଙ୍ଗ ତାରାପୁର, ପୁତ୍ରଦାନ, ଫାୟାର ଏସେ ବୃହସ୍ପତି, ଶୋଧ ବୋଧ, ଅଲତା ରଙ୍ଗ ମୋନ, ମିସ୍ କଲ୍, ଶ୍ୟାମଳ ଛାୟା, ଯା ହରିୟେ ଜୟ, ଏକତୁ ବଲବାଶର ଜାନୋ, ସୁରଭି, ଚୁଟୋ ଚୁଟୋ ଦେଉ, ବ୍ରିସ୍ତିର କାନ୍ନା, ଓସ୍ରୁତୋ ସାନ‌ଗଳ୍ପ, ବିନିମୋୟୀ ତୁମି, ସ‌ହଯାତ୍ରୀ, ବ୍ରିସ୍ତିର ଚୋଖେ ଜୋଲ, ମାଧୁରୀ ଓ ଅନ୍ୟାନ୍ୟ, ବ୍ରିତ୍ତୋ ପେରିଯେ ଦେୟାଲ, ଯେ ଜାର ଭୁମିକୟ, ହୃଦୟର କଚ୍ଚେ, ନା, ଦିତିୟ ସତ୍ତୋ, ଓତୋଚୋ ଏଖୁନ ଦୁଃସମୟ, ବୀରପୁରୁଷ ବଶିକର୍ଣ୍ଣ, ମନୁଷ ନମୀର ନୋଦି, ରଙ୍ଗର ମନୁଷ, ଅନ୍ଧକାରର ମୁଖ, ମନ୍ତ୍ର ଦିଲମ ପ୍ରାନେର, ଲୋଭ, ସେକୁ, ସପଲୁଡ଼ୁ, ପ୍ରତ୍ୟବର୍ତ୍ତନ, ଟର୍ମିନାଲ୍, ଆପଣା ପର, ମାୟାଜାଲ, ପୁତୁଲ ଖେଳ, ରୂପକଥା, ସକାଳ ସନ୍ଧ୍ୟା ରାତ, ସିକନ୍ଦର ବକ୍ସ ଏଖୋନ ବିରାଟ ମଡେଲ, ସିକନ୍ଦର ବକ୍ସ କ‌କ୍ସ ବଜାର-ଇ, ବଖରଖାନି, ଏକଦିନ ଛୁଟୀ ହୋବେ, ସୁପରଷ୍ଟାର, ସିକନ୍ଦର ବକ୍ସ ଏଖୁନ ନିଜ ଗ୍ରାମ-ଇ କାର୍ଯ୍ୟକ୍ରମରେ ଅଭିନୟ କରିଥିଲେ । ୧୯୯୯ରୁ ତାନିଆ ମଧ୍ୟ କିଛି ଗୀତରେ ଦୃଶ୍ୟାୟିତ ଭିଡ଼ିଓ ଗୁଡ଼ିକର ନିର୍ଦ୍ଦେଶନା ଦେଇ ଆସୁଛନ୍ତି ।

୨୦୦୧-୨୦୦୫

ମୂହୁର୍ତ୍ତ, ମୟନ୍ସି, ଆର କୋତୋ କନ୍ଦାବେ ଏବଂ ଉରୋ ମେଘ ଭଳି ଆଲବମ୍ ଗୀତ ପାଇଁ ଦୃଶ୍ୟାୟି ଭିଡ଼ିଓର ନିର୍ଦ୍ଦେଶନା ଦେଇଥିଲେ । ୨୦୦୪ରେ ସେ ହୁମାୟୁନ ଅହମଦଙ୍କର ଚଳଚ୍ଚିତ୍ର ଶ୍ୟାମଳ ଛାୟାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ତାଙ୍କ ଅଭିନୟ ପାଇଁ ତାଙ୍କୁ ସେହି ବର୍ଷରେ ବଚସାସ୍ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ନାରୀ ସ‌ହକାରୀ ଅଭିନେତ୍ରୀ ଉପାଧିରେ ଭୂଷିତ କରାଯାଇଥିଲା ।

୨୦୦୬-୨୦୧୦

ମୋସ୍ତଫା ସର‌ୱାର ଫାରୁକୀଙ୍କର ଚଳଚ୍ଚିତ୍ର "ମେଡ୍ ଇନ୍ ବାଂଲାଦେଶ"ରେ ସେ ଅଭିନୟ କରିଥିଲେ । ଏହାପରେ ସେ "ବିଶ୍ୱରନର ନୋଡ଼ି" ନାମକ ଏକ କ୍ଷୁଦ୍ର ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

୨୦୧୧-୨୦୧୫

୨୦୧୧ରେ ଏକ ଦୂରଦର୍ଶନ କାର୍ଯ୍ୟକ୍ରମରେ ବିଚାରିକା ମଧ୍ୟ ସାଜିଥିଲେ । ଭିଟ୍ ଚେନାଲ ଆଇରେ ପ୍ରସାରତି କାର୍ଯ୍ୟକ୍ରମ "ଟପ୍ ମଡେଲ"ର ସେ ବିଚାରିକା ଭାବରେ କାର୍ଯ୍ୟ କରିଥିଲେ । ଏହାପରେ ୨୦୧୨ରେ ସେ "ଦ ଏ ଟିମ୍" ନାମକ ଏକ ଧାରାବାହିକର ନିର୍ଦ୍ଦେଶନା ଦେଇଥିଲେ । ଏହି ଧାରାବାହିକଟି ଇଂଲଣ୍ଡରେ ସୁଟିଂ ହୋଇଥିଲା । ୨୦୧୪ରେ ତାନିଆ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବା ମଧ୍ୟ ଆରମ୍ଭ କରିଥିଲେ । "ଗୁଡ୍ ମଣିଙ୍ଗ୍ ଲଣ୍ଡନ" ନାମକ ଏକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ।

ବୈବାହିକ ଜୀବନ ଏବଂ ପରିବାର

ତାନିଆ ଏସ୍ ଆଇ ତୁତୁଲଙ୍କୁ ବିବାହ କରିଥିଲେ । ତୁତୁଲ ଜଣେ ସଙ୍ଗୀତ ନିର୍ଦ୍ଦେଶକ ଏବଂ ପ‌ପ୍ ଗାୟକ । ଶ୍ରେୟାସ ଏବଂ ଆରୋଶ ନାମକ ତାଙ୍କର ଦୁଇଟି ପୁଅ ଅଛନ୍ତି ।

ଅଭିନୟ

  • ସମ୍ପର୍କ
  • ମନୁଷ ଚେନା ଦାୟ
  • ଭଲବାସର ଅନ୍ତରାଳେ
  • ବେଳାଭୂମି
  • ଶ୍ରୀକାନ୍ତ
  • ଅମଦର ଅନ‌ନ୍ଦବରି
  • ଘୁନପୋକ
  • ଏଖୋନ ଦୁସ୍ମନ
  • ଶୁଖନ‌ଗର ଆପାର୍ଟମେଣ୍ଟ
  • ଇବଲିସ୍
  • ଘର ତେରା
  • ବକତ୍ତା
  • ଏବୋଙ୍ଗ ତାରାପୁର
  • ପୁତ୍ରଦାନ
  • ଫାୟାର ଏସେ ବୃହସ୍ପତି
  • ଶୋଧ ବୋଧ
  • ଅଲତା ରଙ୍ଗ ମୋନ
  • ମିସ୍ କଲ୍
  • ଶ୍ୟାମଳ ଛାୟା
  • ଯା ହରିୟେ ଜୟ
  • ଏକତୁ ବଲବାଶର ଜାନୋ
  • ସୁରଭି
  • ଚୁଟୋ ଚୁଟୋ ଦେଉ
  • ବ୍ରିସ୍ତିର କାନ୍ନା
  • ଓସ୍ରୁତୋ ସାନ‌ଗଳ୍ପ
  • ବିନିମୋୟୀ ତୁମି
  • ସ‌ହଯାତ୍ରୀ
  • ବ୍ରିସ୍ତିର ଚୋଖେ ଜୋଲ
  • ମାଧୁରୀ ଓ ଅନ୍ୟାନ୍ୟ
  • ବ୍ରିତ୍ତୋ ପେରିଯେ ଦେୟାଲ
  • ଯେ ଜାର ଭୁମିକୟ
  • ହୃଦୟର କଚ୍ଚେ
  • ନା
  • ଦିତିୟ ସତ୍ତୋ
  • ଓତୋଚୋ ଏଖୁନ ଦୁଃସମୟ
  • ବୀରପୁରୁଷ ବଶିକର୍ଣ୍ଣ
  • ମନୁଷ ନମୀର ନୋଦି
  • ରଙ୍ଗର ମନୁଷ
  • ଅନ୍ଧକାରର ମୁଖ
  • ମନ୍ତ୍ର ଦିଲମ ପ୍ରାନେର
  • ଲୋଭ
  • ସେକୁ
  • ସପଲୁଡ଼ୁ
  • ପ୍ରତ୍ୟବର୍ତ୍ତନ
  • ଟର୍ମିନାଲ୍
  • ଆପଣା ପର
  • ମାୟାଜାଲ
  • ପୁତୁଲ ଖେଳ
  • ରୂପକଥା
  • ସକାଳ ସନ୍ଧ୍ୟା ରାତ
  • ସିକନ୍ଦର ବକ୍ସ ଏଖୋନ ବିରାଟ ମଡେଲ
  • ସିକନ୍ଦର ବକ୍ସ କ‌କ୍ସ ବଜାର-ଇ
  • ବଖରଖାନି
  • ଏକଦିନ ଛୁଟୀ ହୋବେ
  • ସୁପରଷ୍ଟାର
  • ସିକନ୍ଦର ବକ୍ସ ଏଖୁନ ନିଜ ଗ୍ରାମ-ଇ

ନିର୍ଦ୍ଦେଶନା

  • ଦ ଏ ଟିମ୍

ପୁରସ୍କାର

  • ବଚସାସ୍ ଚଳଚ୍ଚିତ୍ର ପୁରସ୍କାର, ୨୦୦୪: ଶ୍ରେଷ୍ଠ ସ‌ହକାରୀ ନାରୀ ଅଭିନେତ୍ରୀ (ଶ୍ୟାମଳ ଛାୟା)

ଆଧାର

Tags:

ତାନିଆ ଅହମଦ ଅଭିନୟ ଜୀବନତାନିଆ ଅହମଦ ବୈବାହିକ ଜୀବନ ଏବଂ ପରିବାରତାନିଆ ଅହମଦ ଅଭିନୟତାନିଆ ଅହମଦ ନିର୍ଦ୍ଦେଶନାତାନିଆ ଅହମଦ ପୁରସ୍କାରତାନିଆ ଅହମଦ ଆଧାରତାନିଆ ଅହମଦ

🔥 Trending searches on Wiki ଓଡ଼ିଆ:

ମସ୍କୋଶନିବାରକାଳିଚରଣ ପଟ୍ଟନାୟକବିଜୁ ପଟ୍ଟନାୟକରାଜନୀତି ବିଜ୍ଞାନଜ୍ୟୋତିର୍ଲିଙ୍ଗପ୍ରଥମ ବିଶ୍ୱଯୁଦ୍ଧଦୀପକ ମିଶ୍ରଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାକଖାରୁ ଫୁଲ ଭଜାଆର୍ଯ୍ୟଭଟ୍ଟରାଜା ରାମମୋହନ ରାୟଦାଶରଥି ଦାସପଖାଳଜିନା ସାମଲବ୍ରଜନାଥ ରଥମଙ୍ଗଳା ମନ୍ଦିରଏଣ୍ଡୋମେଟ୍ରିଓସିସହୃତ୍‌ପିଣ୍ଡଶରତ କୁମାର ମହାନ୍ତିଜ୍ଞାନକୋଷରେବତୀ (କ୍ଷୁଦ୍ରଗଳ୍ପ)ଶ୍ରୀତମ ଦାସଲଘିଷ୍ଠ ସାଧାରଣ ଗୁଣିତକwiki.phtml୭୦୧ଅଭିମନ୍ୟୁ ସାମନ୍ତସିଂହାରରାୟଗଡ଼ା ଜିଲ୍ଲାଉତ୍କଳ ବିଶ୍ୱବିଦ୍ୟାଳୟବେଦବିରାଟ କୋହଲୀଶାସ୍ତି (ଓଡ଼ିଆ କଥାଚିତ୍ର)ଆଇଡେଲାଲିସିବଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଗଣ୍ଡାପଖିଆ୧୬୬୫ଭ୍ୟାକୁମ୍ କ୍ଲିନର୍ଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରାମଶଙ୍କର ରାୟଓଡ଼ିଶା ବିଧାନ ସଭାଗୁଗଲଢଗ ଢମାଳିଅଷ୍ଟ୍ରେଲିଆବାଘଫସ୍‌ଫରସଅଣ୍ଡା ରୋଲଓ ଅନ୍ଧଗଳିଭୀମ ପୃଷ୍ଟିରାମପ୍ରଗତିବାଦୀପାଇକ ଆଖଡ଼ାପ୍ରଦୀପ କୁମାର ପାଣିଗ୍ରାହୀକିଶୋରୀ ଚରଣ ଦାସIndiaବଡ଼ ଏରାନନ୍ଦନକାନନ ଜୀବ ଉଦ୍ୟାନକୁନ୍ତଳା କୁମାରୀ ସାବତଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାପରିବେଶଜଗନ୍ନାଥଙ୍କ ବେଶତ୍ରିଭୁଜତପସ୍ୱିନୀପାର୍ବତୀଅନ୍ନଦା ଶଙ୍କର ରାୟମାଲକାନଗିରି ଜିଲ୍ଲାପଞ୍ଚସଖାଲିମାଓମ'ଙ୍କ ନିୟମଶିଶୁ ଅନନ୍ତ ଦାସମାର୍ଚ୍ଚ ୨୧ମହାପ୍ରସାଦରତ୍ନାକର ଚଇନିଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର🡆 More