ତପସ୍ୱିନୀ

ତପସ୍ୱିନୀ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କଦ୍ୱାରା ରଚିତ ଏକ କାବ୍ୟ ସଙ୍କଳନ । ଏହାର ରଚନା ୧୯୧୩ ମସିହାରେ ସମାପ୍ତ ହୋଇଥିଲା ଏବଂ ୧୯୧୪ ମସିହାରେ ପ୍ରକାଶିତ ହୋଇଥିଲା । ଏଗାରଟି ସର୍ଗରେ ସମୃଦ୍ଧ ଏହି କାବ୍ୟଗ୍ରନ୍ଥଟିରେ ରାମ ଓ ସୀତାଙ୍କର ଜୀବନ ଓ ଆଦର୍ଶ ବର୍ଣ୍ଣନା କରାଯାଇଛି । 'କରୁଣ ରସ'ରେ ଏହି କାବ୍ୟଟି ରଚିତ । ପ୍ରଣବ ରଞ୍ଜନ ଭୂୟାଁ, ପୁସ୍ତକଟିକୁ ଇଂରାଜୀରେ ଅନୁବାଦ କରିଛନ୍ତି ।

ତପସ୍ୱିନୀ  
ଲେଖକଗଙ୍ଗାଧର ମେହେର
ଭାଷାଓଡ଼ିଆ
ବିଭାଗକବିତା ସଙ୍କଳନ
ପ୍ରକାଶକନାଳନ୍ଦା, ବିନୋଦବିହାରୀ, କଟକ
ପୃଷ୍ଠା୧୬୧

ପୁସ୍ତକଟି, ଶ୍ରୀମାନ ରାମନାରାୟଣ ମିଶ୍ରଙ୍କୁ ଉତ୍ସର୍ଗୀକୃତ କରିଯାଇଛି ।

ଆଧାର

Tags:

ଗଙ୍ଗାଧର ମେହେର

🔥 Trending searches on Wiki ଓଡ଼ିଆ:

ଗ୍ରହମଧୁସୂଦନ ରାଓଭଦ୍ରକମାଗୁଣିର ଶଗଡ଼ଚରକମାର୍ଚ୍ଚଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାଦୀପା ସାହୁ (୧୯୮୫ ଜନ୍ମ)ଦଣ୍ଡ ନାଟପ୍ରତିଭା ରାୟଖାସି ମାଂସ ତରକାରୀରାଜେନ୍ଦ୍ର କିଶୋର ପଣ୍ଡାଆଖୁତପସ୍ୱିନୀରାଜା ରାମମୋହନ ରାୟମହିଳାଙ୍କ ସୁରକ୍ଷା ନିମନ୍ତେ ଭାରତରେ ଥିବା ଆଇନ ତାଲିକାଦଶାବତାରବିନୋଦ ଚନ୍ଦ୍ର ନାୟକବିଷମ କଟକଏ. ପି. ଜେ. ଅବଦୁଲ କଲାମଅନନ୍ତ ପଟ୍ଟନାୟକଭକ୍ତ ଚରଣ ଦାସ (ରାଜନେତା)ବର୍ଷାନଅତୁଣ୍ଡୀଜଗନ୍ନାଥଙ୍କ ବେଶଓଡ଼ିଶାର ଲୋକନୃତ୍ୟଗଡ଼ଜାତ କୃଷକବିଦ୍ୟୁତପ୍ରଭା ଦେବୀତ୍ରିପୁରା ମିଶ୍ରଭାରତୀୟ ସ୍ୱାଧୀନତା ଆନ୍ଦୋଳନକୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଉଇକିପିଡ଼ିଆ ସମୂହର ତାଲିକାସଂକ୍ରାନ୍ତିରାଜାରାଣୀ ମନ୍ଦିରଦାମୋଦର ରାଉତମହମ୍ମଦ ମୋକିମ୍ସିଦ୍ଧାନ୍ତ ମହାପାତ୍ରଗୋପୀନାଥ ମହାନ୍ତିନୟାଗଡ଼ ଜିଲ୍ଲାପକୋଡ଼ାଅଣ୍ଡା ରୋଲକଳସା ଚଉତିଶାମୟୂରଅଶ୍ରୁମୋଚନ ମହାନ୍ତିବାଘକୋଣାର୍କ ସୂର୍ଯ୍ୟ ମନ୍ଦିରଭାରତ ସରକାରନିର୍ମଳା (ଉପନ୍ୟାସ)ମେସିନ ଲର୍ଣ୍ଣିଙ୍ଗ୍କୋଚିଲାଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି୧୮ ଅକ୍ଟୋବରମାଁ ପୀତାମ୍ବର ମନ୍ଦିରପୁଥୁପ୍ପାଲ୍ଲୀ, କୋଟ୍ଟାୟାମମହୁବୀର ସୁରେନ୍ଦ୍ର ସାଏହେମୋଫିଲିଆକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଛାନ୍ଦଆନନ୍ଦ ଶଙ୍କର ଦାସଗୋପବନ୍ଧୁ ଦାସଶ୍ୱେତସାରହୃଷୀକେଶ ପଣ୍ଡାପ୍ରଧାନ ପୃଷ୍ଠାବିଜୟ ଶଙ୍କର ଦାସହନୁମାନ ବାଟିକାହେମଲତା ମାନସିଂହଆକବର🡆 More