ବାବୁଶାନ୍: ଓଡ଼ିଆ ଅଭିନେତା

ତନ୍ମୟ ମହାନ୍ତି (ଜନ୍ମ: ୩୦ ଜୁଲାଇ ୧୯୯୦; ମଞ୍ଚନାମ ବାବୁଶାନ୍) ଜଣେ ଓଡ଼ିଆ କଥାଚିତ୍ର ଅଭିନେତା । ସେ ଓଡ଼ିଆ କଥାଚିତ୍ର ଜଗତରେ ଜଣେ ଅଭିନେତା, ଗୀତ ଲେଖକ, ପ୍ରଚ୍ଛଦପଟ ଗାୟକ ଭାବରେ କାମ କରୁଛନ୍ତି । ସେ ଅଭିନେତା ଉତ୍ତମ ମହାନ୍ତି ଓ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କ ପୁଅ ଅଟନ୍ତି ।

ବାବୁଶାନ୍ ମହାନ୍ତି
ବାବୁଶାନ୍: କଥାଚିତ୍ରରେ ଭୂମିକା, ଆଧାର, ଅଧିକ ତଥ୍ୟ
ବାବୁଶାନ ମହାନ୍ତି
ଜନ୍ମ
ତନ୍ମୟ ମହାନ୍ତି

(1989-07-30) ଜୁଲାଇ ୩୦, ୧୯୮୯ (ବୟସ ୩୪)
ଶିକ୍ଷାନୁଷ୍ଠାନକିଟ୍ ବିଶ୍ୱବିଦ୍ୟାଳୟ
ବୃତ୍ତି(ସମୂହ)ଅଭିନେତା, ପ୍ରଚ୍ଛଦପଟ ଗାୟକ, ଗୀତିକାର
ସକ୍ରିୟ ବର୍ଷ୨୦୦୯ - ଏବେଯାଏଁ
ବୈବାହିକ-ସାଥୀତ୍ରୁପ୍ତୀ ସତପଥୀ
ପିତାମାତା(s)ଉତ୍ତମ ମହାନ୍ତି
ଅପରାଜିତା ମହାନ୍ତି
ୱେବସାଇଟwww.babusanmohanty.com

ବାବୁଶାନ୍‌ଙ୍କୁ ତାଙ୍କ ପିତାମାତା ଜଣେ ସଫଳ ପ୍ରଚ୍ଛଦପଟ ଗାୟକ ରୂପେ ଗଢ଼ି ତୋଳିବାକୁ ଚାହୁଁଥିଲେ । ସେଥିପାଇଁ ସେ ପ୍ରଶିକ୍ଷଣ ମଧ୍ୟ ନେଇଥିଲେ । ଓଡ଼ିଆ କଥାଚିତ୍ର ନିର୍ଦ୍ଦେଶକ ହର ପଟ୍ଟନାୟକ ତାଙ୍କୁ ପ୍ରଥମେ ରୋମିଓ ଚଳଚ୍ଚିତ୍ରରେ ନାୟକ ରୂପେ ଅଭିନୟ କରିବାର ସୁଯୋଗ ଦେଇଥିଲେ । ମାତ୍ର ଏହି ଚଳଚ୍ଚିତ୍ରଟି ସେତେଟା ସଫଳ ହୋଇନଥିଲା ।

୨୦୧୭ ମସିହାରେ ଓଡ଼ିଆ କଥାଚିତ୍ର ଜଗତ ପାଇଁ ପ୍ରଯୋଜନା ଆରମ୍ଭ କରିଥିଲେ ବାବୁଶାନ୍ । ସୁନାପିଲା- ଟିକେ ସ୍କୃ ଢିଲା ଚଳଚ୍ଚିତ୍ରରେ ସେ ନାୟକ ଏବଂ ପ୍ରଥମ ପ୍ରଯୋଜକ ସାଜିଥିଲେ ।

ସୁପର ମିଛୁଆ ହେଉଛି ବାବୁଶାନ୍‌ଙ୍କର ସବୁଠୁ ବେଶୀ ପାରିଶ୍ରମିକ ମିଳିଥିବା ଓଡ଼ିଆ ଫିଲ୍ମ ।

କଥାଚିତ୍ରରେ ଭୂମିକା

ଅଭିନେତା ଭାବରେ

ମସିହା ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୨୦୦୯ ରୋମିଓ ସଞ୍ଜୁ
୨୦୧୦ ତୋ ଆଖିରେ ମୁଁ ସୂର୍ଯ୍ୟ/ପ୍ରକାଶ
୨୦୧୦ ପ୍ରେମ ଅଢେଇ ଅକ୍ଷର
୨୦୧୦ ସଞ୍ଜୁ ଆଉ ସଞ୍ଜନା ସଞ୍ଜୁ
୨୦୧୧ ଲୋଫର୍ ସଞ୍ଜୁ
୨୦୧୧ ଚକୋଲେଟ ବଣ୍ଟି/ଡ. ଶୌରଭ ଦାସ
୨୦୧୧ ୧୪୩ ଆଇ ଲଭ୍ ୟୁ ସଞ୍ଜୟ
୨୦୧୧ ଦୋସ୍ତି ଆକାଶ
୨୦୧୨ ଥୁକୁଲ୍ ପଞ୍ଚମ୍
୨୦୧୨ ଲୁଚକାଳି ତନ୍ମୟ
୨୦୧୨ ଇଡିଅଟ୍ ସଞ୍ଜୟ
୨୦୧୨ ଲଭ୍ ମାଷ୍ଟର ଜିତ୍
୨୦୧୩ ଦିୱାନା ଦିୱାନି ସଞ୍ଜୟ
୨୦୧୩ ଡାହା ବାଳୁଙ୍ଗା ଓମ୍‌କାର
୨୦୧୪ ଆଖିରେ ଆଖିରେ ରାହୁଲ
୨୦୧୪ ଲେଖୁ ଲେଖୁ ଲେଖିଦେଲି ଅଜୟ
୨୦୧୫ ଯିଏ ଯାହା କହୁ ମୋର ଢୋ ରାଜା
୨୦୧୫ ସୁପର ମିଛୁଆ ରୋମିଓ
୨୦୧୫ ଭଲପାଏ ତତେ ୧୦୦ରୁ ୧୦୦
୨୦୧୬ ତୁ ଯେ ସେଇ
୨୦୧୬ ଲଭ୍ ଷ୍ଟେସନ ସଞ୍ଜୁ
୨୦୧୬ ଝିଅଟା ବିଗିଡ଼ିଗଲା
୨୦୧୬ ଜବରଦସ୍ତ ପ୍ରେମିକ ସଞ୍ଜୁ
୨୦୧୬ ଲଭ୍ ପାଇଁ କୁଛ୍ ଭି କରେଗା
୨୦୧୬ ସୁଇଟ୍ ହାର୍ଟ
୨୦୧୭ ଦିଲ୍ ଦିୱାନା ହେଇଗଲା
୨୦୧୭ ସିଷ୍ଟର ଶ୍ରୀଦେବୀ
୨୦୧୭ ସୁନାପିଲା- ଟିକେ ସ୍କୃ ଢିଲା କୁଞ୍ଜ
୨୦୨୨ ଦମନ

ପ୍ରଚ୍ଛଦପଟ ଗାୟକ ଭାବରେ

ଗୀତିକାର ଭାବରେ

  • ଚକୋଲେଟ (୨୦୧୧)

ଆଧାର

ଅଧିକ ତଥ୍ୟ

Tags:

ବାବୁଶାନ୍ କଥାଚିତ୍ରରେ ଭୂମିକାବାବୁଶାନ୍ ଆଧାରବାବୁଶାନ୍ ଅଧିକ ତଥ୍ୟବାବୁଶାନ୍ଅପରାଜିତା ମହାନ୍ତିଉତ୍ତମ ମହାନ୍ତିଓଡ଼ିଆ କଥାଚିତ୍ର ଜଗତ

🔥 Trending searches on Wiki ଓଡ଼ିଆ:

ଉଇକିପିଡ଼ିଆଏଣ୍ଡୋମେଟ୍ରିଓସିସଜଗନ୍ନାଥଙ୍କ ବେଶତ୍ରିପୁରା ମିଶ୍ରଅଚ୍ୟୁତ ଗୋକୁଳ ନାୟକଭଗବତ ଗୀତାମସ୍କୋ୧ (ସଂଖ୍ୟା)ଆନ୍ଧ୍ର ପ୍ରଦେଶଜାଭା (ପ୍ରୋଗ୍ରାମିଂ ଭାଷା)୧୯ ମାର୍ଚ୍ଚଟମ୍ ଖା କାଇଶ୍ରୀ ଅରବିନ୍ଦପ୍ରଥମ ଭାସ୍କର୪ ଇଡିଅଟସ୍ଲିଙ୍ଗରାଜ ମନ୍ଦିରଗୁରୁପ୍ରସାଦ ମହାନ୍ତିପ୍ରାଣବନ୍ଧୁ କରପ୍ରବୀଣ ଚନ୍ଦ୍ର ଭଞ୍ଜଦେଓକଣ୍ଡୋମଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଜଣ୍ଡିସ୍ମୁକ୍ତିକାନ୍ତ ମଣ୍ଡଳସଚ୍ଚିଦାନନ୍ଦ ରାଉତରାୟମହାପ୍ରସାଦପ୍ରାଣୀଗଙ୍ଗାଧର ରଥୟୁ ଟ୍ୟୁବଧରିତ୍ରୀ (ଖବରକାଗଜ)ଭାରତର ସଂସ୍କୃତିଭୂମିକମ୍ପରାମଚନ୍ଦ୍ର ବେହେରା୨୬ ଅପ୍ରେଲଯଶୋବନ୍ତ ଦାସପ୍ରତିଭା ରାୟକାଜାଖସ୍ତାନଚିକୁନ‌ଗୁନିଆନବଯୌବନ ବେଶଭାରତର ଜାତୀୟ ପତାକାମହାରାଷ୍ଟ୍ରଏମିସ ଲୋକଡାଲମାଅଧର ପଟ୍ଟନାୟକବୃହସ୍ପତିକୋଷ୍ଠକାଠିନ୍ୟକାହ୍ନୁଚରଣ ମହାନ୍ତିଢେଙ୍କାନାଳପ୍ଲୀହାରାବଣନଅତୁଣ୍ଡୀପ୍ରଣବ ପ୍ରକାଶ ଦାସଜହ୍ନଦେବଗଡ଼ ଜିଲ୍ଲାଦ୍ୱିତୀୟ ବିଶ୍ୱଯୁଦ୍ଧଛବିଳ ମଧୁ ବର୍ଣ୍ଣବୋଧକାଳିନ୍ଦୀ ଚରଣ ପାଣିଗ୍ରାହୀମୁକୁନ୍ଦ ଦେବନନ୍ଦନକାନନ ଜୀବ ଉଦ୍ୟାନଭାରତୀୟ ମହାକାଶ ଗବେଷଣା ସଂସ୍ଥାପିଙ୍କି ପ୍ରଧାନବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ତମନ୍ନା ବ୍ୟାସଅଚ୍ୟୁତାନନ୍ଦ ଦାସମୋନିକା ସେଲ୍ସଭାରତ ସରକାରଭାରତୀୟ ଜାତୀୟ କଂଗ୍ରେସବ୍ୟାସଦେବପ୍ରଗତିବାଦୀ🡆 More