ଜାପାନର ଦ୍ୱୀପମାନଙ୍କର ସୂଚୀ

ଜାପାନରେ ୬,୮୫୨ଟି ଦ୍ୱୀପ ରହିଛି । ପାଖାପାଖି ୪୩୦ଟି ଦ୍ୱୀପରେ ବସତି ସ୍ଥାପନ ହୋଇଛି । ପୂର୍ବ ଏସିଆରେ ଜାପାନ ବୃହତ୍ତମ ଦ୍ୱୀପରାଷ୍ଟ୍ର ଏବଂ ପୁରା ବିଶ୍ୱରେ ଏହା ଚତୁର୍ଥ ବୃହତ୍ତମ ଦ୍ୱୀପରାଷ୍ଟ୍ର ।

ଜାପାନର ଦ୍ୱୀପମାନଙ୍କର ସୂଚୀ
ଚିହ୍ନିତ ଦ୍ୱୀପ ସହ ଜାପାନୀ ଦ୍ୱୀପପୁଞ୍ଜ

ମୁଖ୍ଯ ଦ୍ୱୀପ ସମୂହ

ଜାପାନର ଦ୍ୱୀପମାନଙ୍କର ସୂଚୀ 
ଜାପାନର ଦ୍ୱୀପମାନଙ୍କର ସୂଚୀ 
ହୋଁଶୁ
ଜାପାନର ଦ୍ୱୀପମାନଙ୍କର ସୂଚୀ 
କ୍ଯୁଶୁ
ଜାପାନର ଦ୍ୱୀପମାନଙ୍କର ସୂଚୀ 
ଶିକୋକୁ
ଜାପାନର ଦ୍ୱୀପମାନଙ୍କର ସୂଚୀ 
ଓକିନାୱା
ଜାପାନର ପାଞ୍ଚଟି ମୁଖ୍ଯ ଦ୍ୱୀପ

ଜାପାନର ପାଞ୍ଚଟି ମୁଖ୍ଯ ଦ୍ୱୀପ ହେଲେ:

  • ହୋକାଇଦୋ - ଉତ୍ତରୀୟ ଦ୍ୱିତୀୟ ବୃହତ୍ତମ ଦ୍ୱୀପ ।
  • ହୋଁଶୁ - ବୃହତ୍ତମ ଏବଂ ଜନସଂଖ୍ୟା ବହୁଳ ଦ୍ୱୀପ, ରାଜଧାନୀ ଟୋକିଓ ଏହି ଦ୍ୱୀପରେ ଅବସ୍ଥିତ ।
  • କ୍ଯୁଶୁ - ତୃତୀୟ ବୃହତ୍ତମ ମୁଖ୍ଯ ତଥା ଏସିଆ ମହାଦେଶର ନିକଟତମ ଦ୍ୱୀପ
  • ଶିକୋକୁ - ଓକିନାୱା ପରେ ଦ୍ୱିତୀୟ କ୍ଷୁଦ୍ରତମ ମୁଖ୍ଯ ଦ୍ୱୀପ । ଏହା ହୋଁଶୁ ଓ କ୍ଯୁଶୁର ମଧ୍ଯରେ ଅବସ୍ଥିତ ।
  • ଓକିନାୱା - କ୍ଷୁଦ୍ରତମ ଓ ଦକ୍ଷିଣତମ ମୁଖ୍ଯ ଦ୍ୱୀପ ।

ହୋକାଇଦୋ ରାଜ୍ଯ

  • ଓଶିମା
  • ଓକୁଶିରି ଦ୍ୱୀପ
  • ତେଉରି ଦ୍ୱୀପ
  • ରେବୁନ ଦ୍ୱୀପ
  • ରିଶିରି ଦ୍ୱୀପ
  • ୟାଗିଶିରି ଦ୍ୱୀପ
  • କାମୋମେ ଦ୍ୱୀପ

ଜାପାନ ସାଗରରେ ହୋଁଶୁର ଦ୍ୱୀପ ସମୂହ

  • ଆୱାଶିମା ଦ୍ୱୀପ
  • କାନ୍ମୁରିଜିମା
  • କାତ୍ସୁଜିମା
  • ମିତ୍ସୁକେଜିମା
  • ନାନାତ୍ସୁଜିମା ଦ୍ୱୀପପୁଞ୍ଜ
  • ନୋତୋଜିମା
  • ଓକିନୋଶିମା
    • ଦୋଗୋଜିମା
    • ନାକାନୋଶିମା
    • ନିଶିନୋଶିମା
    • ଚିବୁରିଜିମା
  • ଓଓମିଜିମା
  • ସାଦୋଗାଶିମା
  • ତାକାଶିମା
  • ତୋବିଶିମା
    • ଓଶାକୁଜିମା
  • ତ୍ସୁନୋଶିମା
  • ଉମାଶିମା

ଟୋକିଓ ଉପସାଗରର ଦ୍ୱୀପ ସମୂହ (କୃତ୍ରିମ ଦ୍ୱୀପ ସମୂହ)

ଓସାକା ଉପସାଗରର ଦ୍ୱୀପ ସମୂହ (କୃତ୍ରିମ ଦ୍ୱୀପ ସମୂହ)

  • ମାଇଶିମା, ja:舞洲
  • ୟୁମେଶିମା
  • ସାକିଶିମା, ja:咲洲
  • କାନସାଇ ଆନ୍ତର୍ଜାତୀୟ ବିମାନବନ୍ଦର
  • କୋବେ ବିମାନବନ୍ଦର
  • ପୋତୋ ଦ୍ୱୀପ
  • ରୋକ୍କୋଶିମା
  • ମିନାମି ଆଶିୟାହାମା, ja:南芦屋浜
  • ୱାକାୟାମା ମାରିନା-ଶୀ ja:和歌山マリーナシティ
  • ନିଶିନୋମିଆହାମା ja:西宮浜

ଇଶେ ଉପସାଗରର ଦ୍ୱୀପ ସମୂହ

  • ଚୁବୁ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦର (କୃତ୍ରିମ ଦ୍ୱୀପ)
  • କାମିଶିମା
  • କାଶିକୋଶିମା
  • କୋଜୁକୁମି
  • ମିକିମୋତୋ ଶିଞ୍ଜୁଜିମା
  • ଓଜୁକୁମିଜିମା

ମୁତ୍ସୁ ଉପସାଗରର ଦ୍ୱୀପ ସମୂହ

ନାମ୍ପୋ ଦ୍ୱୀପ ସମୂହ

ଜାପାନର ଦ୍ୱୀପମାନଙ୍କର ସୂଚୀ 
ଇଜୁ ଦ୍ୱୀପ ସମୂହ
  • ଇଜୁ ଦ୍ୱୀପ ସମୂହ
    • ଆଓଗାଶିମା
    • ହାଚିଜୋଜିମା
    • ଇଜୁ ଓଶିମା
    • କୋଜୁଶିମା
    • ମିଆକେଜିମା
    • ମିକୁରାଜିମା
    • ନିଇଜିମା
    • ଶିକିନେଜିମା
    • ତୋଶିମା ଦ୍ୱୀପ
    • ତୋରିଶିମା (ଇଜୁ ଦ୍ୱୀପ ସମୂହ)
    • ଉଦୋନେଜିମା
  • ଓଗାସାୱାରାଜିମା (ବୋନିନ ଦ୍ୱୀପ ସମୂହ)
ଜାପାନର ଦ୍ୱୀପମାନଙ୍କର ସୂଚୀ 
ଓଗାସାୱାରାଜିମା
    • ମୁକୋଜିମା ରେତ୍ତୋ
    • ଚିଚିଜିମା
    • ହାହାଜିମା
    • ମୁକୋଜିମା
  • ଇୱୋରେତ୍ତୋ
    • ନିଶିନୋଶିମା (ଓଗାସାୱାରା)
    • କିତା ଇୱୋ ଜିମା (ଉତ୍ତର ଇୱୋ ଜିମା)
    • ଇୱୋ ଜିମା
    • ମିନାମି ଇୱୋ ଜିମା (ଦକ୍ଷିଣ ଇୱୋ ଜିମା)

ଅନ୍ଯାନ୍ଯ ଜାପାନୀ ଦ୍ୱୀପ ସମୂହ

  • ମିନାମି ତୋରିଶିମା
  • ଏନୋଶିମା
  • ଓକିନୋ ତୋରିଶିମା

କ୍ଯୁଶୁ ପାର୍ଶ୍ୱବର୍ତ୍ତୀ ଦ୍ୱୀପ ସମୂହ

ଅଧିକାଂଶ ପୂର୍ବ ଚୀନ ସାଗରରେ ଅବସ୍ଥିତ

  • ଆମାକୁସା
    • ଶିମୋଶିମା, ଆମାକୁସା
    • କାମିଶିମା, ଆମାକୁସା
  • ନାଗାଶିମା, କାଗୋଶିମା
  • Aoshima
  • Gotō Islands
  • Danjo Islands (ja:男女群島)
  • Hizentorishima (ja:鳥島 (長崎県))
  • Hashima
  • Hirado
  • Iki
  • Koshikijima Islands
    • Shimokoshiki-jima
    • Kamikoshiki-jima
  • Tsushima

ଶିକୋକୁ ପାର୍ଶ୍ୱବର୍ତ୍ତୀ ଦ୍ୱୀପ ସମୂହ

  • Kuro-shima (Ehime)
  • Nii Ōshima

ରିଉକ୍ଯୁ ଦ୍ୱୀପ ସମୂହ (ନାନ୍ସେଇ-ଶୋତୋ)

ଜାପାନର ଦ୍ୱୀପମାନଙ୍କର ସୂଚୀ 
Ryukyu Islands

ସାତ୍ସୁନାନ ଦ୍ୱୀପ ସମୂହ

ଉତ୍ତର ଭାଗଟି ପ୍ରଶାସନିକ ରୂପରେ କାଗୋଶିମା ରାଜ୍ଯର ଅନ୍ତର୍ଭୁକ୍ତ ।

ଓସୁମି ଦ୍ୱୀପ ସମୂହ

ଐଶାନ୍ୟ ଗୋଷ୍ଠୀ:

  • ତାନେଗାଶିମା
  • ୟାକୁଶିମା
  • କୁଚିନୋଏରାବୁଜିମା
  • ମାଗେଶିମା

ବାୟବ୍ୟ ଗୋଷ୍ଠୀ:

  • ତାକେଶିମା
  • ୟୋଜିମା
  • ଶୋୱା ୟୋଜିମା
  • କୁରୋଶିମା
ତୋକାରା ଦ୍ୱୀପ ସମୂହ

The Shichi-tō:

  • Kuchinoshima
  • Nakanoshima (Kagoshima)
  • Gajajima
  • Suwanosejima
  • Akusekijima
  • Tairajima
  • Kodakarajima
  • Takarajima
ଆମାମି ଦ୍ୱୀପ ସମୂହ
  • Amami Ōshima
  • Kikaijima
  • Kakeromajima
  • Yoroshima
  • Ukeshima
  • Tokunoshima
  • Okinoerabujima
  • Yoronjima

ରିଉକ୍ଯୁ ଦ୍ୱୀପ ସମୂହ (ରିଉକ୍ଯୁ ଶୋତୋ)

The Southern Half, Okinawa Prefecture

ଓକିନାୱା ଦ୍ୱୀପ ସମୂହ

The Central Group or Ryukyu proper:

  • Okinawa Island
  • Kumejima
  • Iheyajima
  • Izenajima
  • Agunijima
  • Iejima
  • Iwo Tori Shima (Iōtorishima)
  • Kerama Islands
    • Tokashikijima
    • Zamamijima
    • Akajima
    • Gerumajima
  • Daitō Islands
    • Kitadaitojima
    • Mimamidaitōjima
    • Okidaitōjima
ସାକିଶିମା ଦ୍ୱୀପ ସମୂହ

Also known as the Further Isles:

  • Miyako Islands
    • Miyako-jima
    • Ikema
    • Ogami
    • Irabu Island
    • Shimoji
    • Kurima-jima
    • Minna
    • Tarama
  • Yaeyama Islands
    • Iriomote
    • Ishigaki
    • Taketomi
    • Kohama
    • Kuroshima
    • Aragusuku
    • Hatoma
    • Yubujima
    • Hateruma
    • Yonaguni
  • Senkaku Islands (in dispute with China and Taiwan)
    • Uotsurijima
    • Kuba Jima
    • Taisho Jima
    • Kita Kojima
    • Minami Kojima

ସେତୋ ଭୂମଧ୍ଯସାଗରର ଦ୍ୱୀପ ସମୂହ

ଜାପାନର ଦ୍ୱୀପମାନଙ୍କର ସୂଚୀ 
Seto Inland Sea
  • Kasaoka Islands
    • Takashima Island (Okayama) 高島 (岡山県笠岡市)
    • Shiraishi Island
    • Kitagi Island, 北木島
    • Obishi Island, 大飛島
    • Kobi Island, 小飛島
    • Manabeshima, 真鍋島
    • Mushima Island (Okayama), 六島 (岡山県)
  • Shiwaku Islands
  • Awaji
  • Etajima
  • Kurahashi-jima
  • Inujima
  • Itsukushima (popularly known as "Miyajima")
  • Shōdoshima
  • Naoshima Islands
  • Suō-Ōshima, Yamaguchi
  • Himeshima, Ōita
  • Aoshima, Ehime
  • Hashira Island
  • Okamura Island
  • Ōshima (Ehime)
  • Mukaishima Island, Hiroshima
  • Ōmishima Island, Ehime

ବୃହତ ହ୍ରଦ ମଧ୍ଯସ୍ଥ ଦ୍ୱୀପ ସମୂହ

  • Daikon-island
  • Bentenjima in Lake Tōya
  • Bentenjima in Lake Hamana

ଅନ୍ଯାନ୍ଯ କୃତ୍ରିମ ଦ୍ୱୀପ ସମୂହ

ଅନଧିକୃତ କିନ୍ତୁ ଦାବି କରାଯାଉଥିବା ଅଞ୍ଚଳ

ଜାପାନର ଦ୍ୱୀପମାନଙ୍କର ସୂଚୀ 
Kuril islands and the Northern Territories

ଉତ୍ତରୀୟ ଅଞ୍ଚଳ ସମୂହ

There are four disputed Kuril Islands that are controlled by Russia and claimed by Japan. These islands are called the Chishima Islands.

  • Iturup - ଛାଞ୍ଚ:Nihongo4
  • Kunashir - ଛାଞ୍ଚ:Nihongo4
  • Shikotan - ଛାଞ୍ଚ:Nihongo4
  • Habomai Islands - ଛାଞ୍ଚ:Nihongo4

ଅନ୍ଯାନ୍ଯ

ପୂର୍ବର

  • South Seas Mandate (1919–1947) - part of the Japanese colonial empire until its defeat in 1945. Formally revoked by the United Nations in 1947.

ଜାପାନର ବୃହତ ଦ୍ୱୀପ ସମୂହ

ନିମ୍ନରେ ଜାପାନର ୫୦ଟି ବୃହତ ଦ୍ୱୀପ ସମୂହର ସୂଚୀ ଦିଆଗଲା । ବିବାଦିତ କୁରିଲ ଦ୍ୱୀପ ସମୂହକୁ ଏଥିରୁ ବାଦ ଦିଆଯାଇଛି ।

କ୍ରମାଙ୍କ ଦ୍ୱୀପ ନାମ କ୍ଷେତ୍ରଫଳ
(ବର୍ଗ କି.ମି. ରେ)
କ୍ଷେତ୍ରଫଳ
(ବର୍ଗ ମାଇଲ ରେ)
ଦ୍ୱୀପ ସମୂହ
ହୋଁଶୁ ୨,୨୭,୯୬୦ 88,020
ହୋକାଇଦୋ ୮୩,୪୨୪.୩୧ 32,210.31
କ୍ଯୁଶୁ ୩୬,୭୮୨ 14,202
ଶିକୋକୁ ୧୮,୮୦୦ 7,300
ଓକିନାୱା ଦ୍ୱୀପ ୧,୨୦୭ 466 ରିଉକ୍ଯୁ ଦ୍ୱୀପ ସମୂହ
ସାଦୋଶିମା ୮୫୫.୨୬ 330.22
ଆମାମି ଓଶିମା ୭୧୨.୩୫ 275.04 ଆମାମି ଦ୍ୱୀପ ସମୂହ
ତ୍ସୁଶିମା ଦ୍ୱୀପ ୭୦୮.୭ 273.6
ଆୱାଜି ଦ୍ୱୀପ ୫୯୨.୧୭ 228.64
୧୦ ଶିମୋଶିମା ୫୭୪.୦୧ 221.63
11 Yakushima 504.88 194.94 Ōsumi Islands
12 Tanegashima 444.99 171.81 Ōsumi Islands
13 Fukue Island 326.43 126.04 Gotō Islands
14 Iriomote Island 289.27 111.69
15 Tokunoshima 247.8 95.7 Amami Islands
16 Dōgojima 241.58 93.27 Oki Islands
17 Kamishima Island, Amakusa 225.32 87.00 Amakusa islands
18 Ishigaki Island 222.5 85.9
19 Rishiri Island 183 71
20 Nakadōri Island 168.34 65.00 Gotō Islands
21 Hirado Island 163.42 63.10
22 Miyako-jima 158.87 61.34
23 Shōdoshima 153.30 59.19
24 Okushiri Island 142.97 55.20
25 Iki Island 138.46 53.46
26 Suō-Ōshima 128.31 49.54
27 Okinoerabujima 93.63 36.15 Amami Islands
28 Etajima 91.32 35.26
29 Izu Ōshima 91.06 35.16 Izu Islands
30 Nagashima Island, Kagoshima 90.62 34.99
31 Rebun Island 80 31
32 Kakeromajima 77.39 29.88 Amami Islands
33 Kurahashi-jima 69.46 26.82
34 Shimokoshiki-jima 66.12 25.53
35 Ōmishima Island, Ehime 66.12 25.53
36 Hachijō-jima 62.52 24.14
37 Kume Island 59.11 22.82 Okinawa Islands
38 Kikaijima 56.93 21.98 Amami Islands
39 Nishinoshima 55.98 21.61
40 Miyake-jima 55.44 21.41
41 Notojima 46.78 18.06
42 Kamikoshiki-jima 45.08 17.41
43 Ōshima (Ehime) 41.87 16.17
44 Ōsakikamijima 38.27 14.78
45 Kuchinoerabu-jima 38.04 14.69
46 Hisaka 37.23 14.37
47 Innoshima 35.03 13.53
48 Nakanoshima (in Kagoshima) 34.47 13.31 Tokara Islands
49 Hario Island 33.16 12.80
50 Nakanoshima (in Shimane) 32.21 12.44 Oki Islands

ଆହୁରି ଦେଖନ୍ତୁ

  • ଜାପାନର ଭୂଗୋଳ
  • ଜାପାନୀ ଦ୍ୱୀପପୁଞ୍ଜ
  • କ୍ଷେତ୍ରଫଳ ଦୃଷ୍ଟିରୁ ଜାପାନର ଦ୍ୱୀପମାନଙ୍କର ସୂଚୀ
  • ଦ୍ୱୀପମାନଙ୍କର ସୂଚୀ
  • ଜାପାନର ନାମ ସମୂହ

ଆଧାର

Tags:

ଜାପାନର ଦ୍ୱୀପମାନଙ୍କର ସୂଚୀ ମୁଖ୍ଯ ଦ୍ୱୀପ ସମୂହଜାପାନର ଦ୍ୱୀପମାନଙ୍କର ସୂଚୀ ଜାପାନର ବୃହତ ଦ୍ୱୀପ ସମୂହଜାପାନର ଦ୍ୱୀପମାନଙ୍କର ସୂଚୀ ଆହୁରି ଦେଖନ୍ତୁଜାପାନର ଦ୍ୱୀପମାନଙ୍କର ସୂଚୀ ଆଧାରଜାପାନର ଦ୍ୱୀପମାନଙ୍କର ସୂଚୀଜାପାନ

🔥 Trending searches on Wiki ଓଡ଼ିଆ:

ଲକ୍ଷ୍ମୀ ପୁରାଣସାରଳା ଦାସ୪ (ସଂଖ୍ୟା)ବିଜୟ ଶଙ୍କର ଦାସବିରଳା ମନ୍ଦିର, କୋଲକାତାପକ୍ଷନମିତା ଅଗ୍ରୱାଲଜାହାଙ୍ଗୀରଜୁନମହୁଅଷ୍ଟ୍ରିଆଯୁକ୍ତରାଜ୍ୟପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରବର୍ଟ ହିଲ୍ମଟର ସାଇକେଲହରେକୃଷ୍ଣ ମହତାବଲାଟିନ ଭାଷାନବଯୌବନ ବେଶମୟୂରଭଞ୍ଜ ଜିଲ୍ଲାହେମନ୍ତ କୁମାର ଦାସବିଦ୍ୟୁତପ୍ରଭା ଦେବୀଗୋଦାବରୀଶ ମହାପାତ୍ରବୈଷ୍ଣବ ଚରଣ ସାମଲକାଳିନ୍ଦୀ ଚରଣ ପାଣିଗ୍ରାହୀଫରିନା ଆଜାଦଖିଲିପାନଜହ୍ନଅଚ୍ୟୁତ ଗୋକୁଳ ନାୟକକିଶୋରୀ ଚରଣ ଦାସଚିତ୍ତରଞ୍ଜନ ତ୍ରିପାଠୀମୁମ୍ବାଇଭାରତୀୟ ସମ୍ବିଧାନଚାଟ୍ ଜିପିଟିସୁନାଭାରତର ସଂସ୍କୃତିଓଡ଼ିଆ ମସଲାର ଇଂରାଜୀ ପ୍ରତିଶବ୍ଦମହାପ୍ରସାଦଏଞ୍ଜେଲା ମେର୍କେଲ୍ଶ୍ରୀବଡ଼ ଏରା୧୭ ଫେବୃଆରୀନଟବର ସାମନ୍ତରାୟଇଣ୍ଡୋନେସିଆରଥଯାତ୍ରାଚାନ୍ଦ୍ରମାସରାଉରକେଲାମଙ୍ଗଳୁ ଚରଣ ବିଶ୍ୱାଳଦାଶରଥି ଦାସଜଗନ୍ନାଥ ମନ୍ଦିରଜିମି ୱେଲ୍ସରାମାବତାରମ୍ବୈଷ୍ଣବ ପାଣିଭୀମ ପୃଷ୍ଟିୟୁରୋପଧାତୁଜଳଶାସ୍ତି (ଓଡ଼ିଆ କଥାଚିତ୍ର)ଭ୍ୟାକୁମ୍ କ୍ଲିନର୍ଅର୍ଚ୍ଚିତା ସାହୁସିନ୍ଧୁ ନଦୀହେପାଟାଇଟିସଭାରତୀୟ ସଂଖ୍ୟା ପ୍ରଣାଳିମୟୂରବ୍ୟାସଦେବଓଡ଼ିଶାର ସଂସ୍କୃତିଓଡ଼ିଆଭାନୁମତୀ (ଦୁର୍ଯୋଧନଙ୍କ ପତ୍ନୀ)ସରଳା ଦେବୀଅଚ୍ୟୁତ ନାୟକଓମ'ଙ୍କ ନିୟମପୁଥୁପ୍ପାଲ୍ଲୀ, କୋଟ୍ଟାୟାମରବୀନ୍ଦ୍ରନାଥ ଠାକୁର🡆 More