ବରା

ବରା ଭାରତରେ ଖିଆଯାଉଥିବା କେତେକ ଛଣା ଖାଦ୍ୟର ଏକ ସାଧାରଣ ନାମ । ବିଭିନ୍ନ ପ୍ରକାରର ବରାସବୁକୁ ଫ୍ରିଟର, ଡୋନଟ, ଓ ଡମ୍ପଲିଙ୍ଗ ଆଦି ଭାବେ ବର୍ଣ୍ଣନା କରାଯାଇପାରେ । ଏହାର ବଡ଼ା, ବଡ଼େ, ବଡ଼ାଇ ଆଦି ନାମରେ ମଧ୍ୟ ପରିଚିତ ।

ବରା
ବରା
ଧନିଆ ଚଟଣି ସହ ପରସା ବରଗଡ଼ର ଚାଉଳ ବରା
ପରଷାଜଳଖିଆ
ମୂଳ ସ୍ଥାନଭାରତ

ବିଭିନ୍ନ ଧରଣର ବରା ଯଥା ଓଡ଼ିଶାର ଚାଉଳ ଓ ବିରିରୁ ତିଆରି ବରାରୁ ନେଇ ଅରୁଆ ଓ ଉଷୁନା ଚାଉଳକୁ ବିରି ସହ ବାଟି ତିଆରି କରାଯାଉଥିବା ଚାଉଳ ବରା, ଦକ୍ଷିଣ ଭାରତର ମେଦୁ ବଡ଼ା ଓ ପଶ୍ଚିମ ଭାରତର ଆଳୁ ବଡ଼ା ଆଦି ଭିନ୍ନ ଭିନ୍ନ ଶସ୍ୟରୁ ତିଆରି । ଏଗୁଡ଼ିକ ସକାଳେ ବା ଅନ୍ୟସମୟରେ ଜଳଖିଆ ଖିଆଯାଇଥାନ୍ତି ଭାବେ କିମ୍ବା ଦହିବରା-ଆଳୁଦମ ଓ ବଡ଼ା ପାଓ ଆଦି ଅନ୍ୟ ଖାଦ୍ୟ ତିଆରିରେ ଲାଗିଥାନ୍ତି ।

ପ୍ରକାର ଭେଦ

ଚାଉଳ ବରା

ଚାଉଳ ବରା ଓଡ଼ିଶାର ବଲାଙ୍ଗୀର ଜିଲ୍ଲାରେ ଜଣାଶୁଣା ଏକ ଚାଉଳ-ତିଆରି ବରା । ବତୁରା ଉଷୁନା ଓ ଅରୁଆ ଚାଉଳ, ବିରିକୁ ବାଟି ସେଥିରେ କଟା ଲଙ୍କା, ଅଦା, କଟା ଭୁରୁସଙ୍ଗା ପତ୍ର ଆଦିକୁ ମିଶାଇ ଗୁଲୁଗୁଲା ଭଳି ଗୋଲ ଗୋଲ କରି ତେଲରେ ଛାଣି ଏହା ତିଆରି କରାଯାଏ ।

ଗ୍ୟାଲେରି

ଆଧାର

Tags:

ବରା ପ୍ରକାର ଭେଦବରା ଗ୍ୟାଲେରିବରା ଆଧାରବରା

🔥 Trending searches on Wiki ଓଡ଼ିଆ:

ସାରଳା ଦାସଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାତନ୍ଦୁର୍ମେଘଦୂତ (ରାଧାନାଥଙ୍କ କାବ୍ୟ)ଲକ୍ଷ୍ମୀନାରାୟଣ ସାହୁ୨ ଅଗଷ୍ଟମାଟିର ମଣିଷ (ଉପନ୍ୟାସ)୮୯୪ଆଫ୍ରିକାଶ୍ରୀନିବାସ ଉଦ୍‌ଗାତାଜୟ ଜଗନ୍ନାଥଅଚ୍ୟୁତାନନ୍ଦ ଦାସଜ୍ୟୋତିର୍ଲିଙ୍ଗକୋଡିନ୧୯୮୦କୃଷ୍ଣ ଜନ୍ମାଷ୍ଟମୀବିଭୂତି ପଟ୍ଟନାୟକପଞ୍ଚସଖାଏକାଦଶୀଦୁର୍ଗାଶ୍ରୀମନ୍ଦିରରେ ପାଳିତ ଦୈନିକ ନୀତିନେଲସନ ମଣ୍ଡେଲାଆଣ୍ଟିବଡିକଳିଙ୍ଗ ଯୁଦ୍ଧକଦଳୀରଶ୍ମି ରାଉଳସୁକନ୍ୟା ସମୃଦ୍ଧି ଯୋଜନାଦଧି ନାଟନୀଳକଣ୍ଠ ଦାସରଜନୀ ରଞ୍ଜନଅପର୍ଣ୍ଣା ମହାନ୍ତିହରେ କୃଷ୍ଣ୨୧ଧର୍ମପଦରାମକୃଷ୍ଣ ପରମହଂସଅଙ୍ଗାରକଯଶୋଧାରା ମିଶ୍ରଇଂରାଜୀ ଭାଷାଓଡ଼ିଆ ଭାଗବତ୦ (ସଂଖ୍ୟା)ଜର୍ଜ କ୍ୟାଣ୍ଟରନୂଆପଡ଼ା ଜିଲ୍ଲାଓଡ଼ିଶାର ଦଶହରାଯୌନ ଉତ୍ପୀଡ଼ନଯନ୍ତ୍ରଣାବ୍ୟଞ୍ଜନ ବର୍ଣ୍ଣଉଇକିପିଡ଼ିଆକାର୍ଲ ମାର୍କସଏଲୋରା ଗୁମ୍ଫାଶାନ୍ତନୁ କୁମାର ଆଚାର୍ଯ୍ୟମହାଭାରତଓଡ଼ିଆ କାବ୍ୟ କବିତାଭାରତୀୟ ଦଣ୍ଡ ସଂହିତା, ୧୮୬୦ଜଗନ୍ନାଥ ପ୍ରସାଦ ଦାସସମାଜ (ଖବରକାଗଜ)ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଫକୀର ମୋହନ ସେନାପତି୨ ଜାନୁଆରୀସିନ୍ଧୁ ନଦୀକାଳୀବୋହୂଗୌତମ ବୁଦ୍ଧବୈଷୟିକ ବିଜ୍ଞାନୟୁନେସ୍କୋଚୁମ୍ବନବିଶ୍ୱ ନାଟ୍ୟ ଦିବସ🡆 More