ଘେଁସ: ଭାରତରେ ଗ୍ରାମ

]

ଘେଁସ
ଗାଁ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାବରଗଡ଼
ପଞ୍ଚାୟତ ସମିତିସୋହେଲା
ଗ୍ରାମ ପଞ୍ଚାୟତଘେଁସ
ତହସିଲସୋହେଲା
Time zoneIST (+୫.୩୦)
ଡାକ କୋଡ଼
୭୬୮୦୩୪
Area code+୦xxxx
ଯାନବାହାନ ପଞ୍ଚୀକରଣOD/17

ଘେଁସ ବରଗଡ଼ ଜିଲ୍ଲାର ମେଲଛାମୁଣ୍ଡା ନିର୍ବାଚନୀ ମଣ୍ଡଳୀ ଅଧିନସ୍ତ ଗୋଟିଏ ଗ୍ରାମ । ଏହା ୬ ନମ୍ବର ଜାତୀୟ ରାଜପଥରେ ବରଗଡ଼ଠାରୁ ଛତିଶଗଡ଼ ରାଜ୍ୟକୁ ଯିବା ରାସ୍ତାରେ ୨୦ କି ମି ପରେ ସୋହେଲା ନାମକ ଯାଗାରୁ ପାଇକମାଲ୍ ନୁର୍ସିଂଘନାଥ ମନ୍ଦିର ଅଭିମୁଖେ ପ୍ରାୟତ ୨୦ କି ମି ଗଲା ପରେ ଘେଂସ ଗ୍ରାମ ପଡ଼ିଥାଏ । ଏଠାରେ ସାକ୍ଷୀ ଭାବେ ଅଛି ସହିଦ୍ ସ୍ତମ୍ଭ ଯାହାକି ମନେ ପକାଏ ବୀର ସୁରେନ୍ଦ୍ର ସାଏ ଓ ତତ୍କାଳୀନ ଜମିଦାରଙ୍କ ପାଞ୍ଚ ପୁତ୍ର ଅଇରି ସିଂଘ, ବଇରି ସିଂଘ ଆଦିଙ୍କ ବିରତ୍ୱର ଗାଥା । ଏ ଗ୍ରାମରେ ଜନ୍ମଗ୍ରହଣ କରିଛନ୍ତି କୋଶଳ ଭାଷାର ମହା କବି ଓ ଲେଖକ ହଲଧର ନାଗ

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଅକ୍ଷାଂଶରାଜେନ୍ଦ୍ର ନାରାୟଣ ସିଂହଦେଓଇନ୍ଦ୍ରପଣା ସଂକ୍ରାନ୍ତିହରପ୍ରସାଦ ଦାସସର୍ବିଆଧର୍ମପଦବାଗ୍ ଯନ୍ତ୍ରରୁକୁଣା ରଥଯାତ୍ରାଆଣ୍ଟିଅକ୍ସିଡାଣ୍ଟ୧୧ ମାର୍ଚ୍ଚବସନ୍ତ କୁମାରୀ ଦେବୀସରଳା ଦେବୀହେମନ୍ତ କୁମାର ଦାସବନ୍ଦେ ଉତ୍କଳ ଜନନୀପୁରୀଚୀନଓଡ଼ିଆ ଭାଷା ଆନ୍ଦୋଳନଲିଓନଅଙ୍ଗାରକସଂସ୍କୃତବ୍ୟକ୍ତିଗତ ଅର୍ଥବ୍ୟବସ୍ଥାଯନ୍ତ୍ରଣାସୂର୍ଯ୍ୟ ଦେବତାଦ୍ଵାରକାଧୀଶ ମନ୍ଦିର୮ ଜୁନହୋମୱାର୍ଡ଼ମନସ୍କପଠାଣି ପଟ୍ଟନାୟକବୈଦେହୀଶ ବିଳାସଆକବରଓଡ଼ିଆ ଲିପିଅନନ୍ତ ପଟ୍ଟନାୟକକର୍କଟ ରୋଗପଣସସମ୍ବାଦଶକ୍ତିଶ୍ୟାମସୁନ୍ଦର କରଅନ୍ନପୂର୍ଣ୍ଣା ମହାରଣାକଦଳୀଜନ ଗଣ ମନପ୍ରମୋଦ କୁମାର ମହାନ୍ତିଅଶ୍ୱିନୀ କୁମାର ଘୋଷଭାରତର ସଂସ୍କୃତିରାଧାନଟବର ଶତପଥୀବଡ଼ପଡ଼ାଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟପ୍ରଥମ ବିଶ୍ୱଯୁଦ୍ଧଦୀପକ ମିଶ୍ର୨୬ ଜୁନଭଗବତୀ ଦେଉଳ୧୯ ଅପ୍ରେଲଜ୍ଞାନୀ ଦେବାଶିଷ ମିଶ୍ରଜ୍ୟୋତିର୍ଲିଙ୍ଗନନ୍ଦିନୀ ଶତପଥୀଜଳ ପ୍ରଦୂଷଣଆଣ୍ଟିବଡିଦେବୀପ୍ରସନ୍ନ ପଟ୍ଟନାୟକଗଙ୍ଗାଧର ମେହେରମହାପାତ୍ର ନୀଳମଣି ସାହୁଉପେନ୍ଦ୍ର କିଶୋର ଦାସ🡆 More