ବିଧାନ ସଭା ନିର୍ବାଚନ ମଣ୍ଡଳୀ ଘୁ. ଉଦୟଗିରି

ଘୁମୁସର ଉଦୟଗିରି (କ୍ରମିକ ସଂଖ୍ୟା: ୮୩) କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଘୁ.

ଉଦୟଗିରି (ବି), ଘୁ. ଉଦୟଗିରି ବ୍ଳକ, ରାଇକିଆ ବ୍ଳକ, ଟିକାବାଲି ବ୍ଳକ ଓ ଦାରିଙ୍ଗବାଡ଼ି ବ୍ଳକର କିଛି ଅଂଶ ।

ଘୁ. ଉଦୟଗିରିବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୭୪,୫୩୩
ଜିଲ୍ଲା: କନ୍ଧମାଳ
ଲୋକ ସଭା ନିର୍ବାଚନ ମଣ୍ଡଳୀ: କନ୍ଧମାଳ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଜାକବ୍ ପ୍ରଧାନ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଦୀପ କୁମାର ପ୍ରଧାନଙ୍କଠାରୁ ୧୦୨୮୯ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ମନୋଜ କୁମାର ପ୍ରଧାନ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଅଜୟନ୍ତୀ ପ୍ରଧାନଙ୍କଠାରୁ ୨୩,୯୩୫ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ଘୁମୁସର ଉଦୟଗିରି
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ଭାଜପା ମନୋଜ କୁମାର ପ୍ରଧାନ ୪୫,୦୦୯ ୪୩.୯୨ -
କଂଗ୍ରେସ ଅଜୟନ୍ତୀ ପ୍ରଧାନ ୨୧,୦୭୪ ୨୦.୫୬ -
ବିଜଦ ଲୁକୋ ସନମାଝି ୧୫,୮୧୮ ୧୫.୪୪ -
ସ୍ୱାଧୀନ ସାଲୁଗା ପ୍ରଧାନ ୧୦,୭୧୫ ୧୦.୪୬ -
ବସପା ଶ୍ୟାମଘନ ପ୍ରଧାନ ୨,୦୬୮ ୨.୦୨ -
ସ୍ୱାଧୀନ ନମେଶ୍ୱର ସୁନାମାଝି ୨,୦୨୭ ୧.୯୮ -
ସ୍ୱାଧୀନ ପ୍ରଦୀପ କୁମାର କହଁର ୧,୮୪୦ ୧.୮୦ -
ସ୍ୱାଧୀନ ମେନକା ପ୍ରଧାନ ୧,୫୫୯ ୧.୫୨ -
ସ୍ୱାଧୀନ ସଞ୍ଜୟ ପ୍ରଧାନ ୧,୪୨୮ ୧.୩୯ -
ସପା ଫିଲିମୋନ ପ୍ରଧାନ ୯୩୮ ୦.୯୨ -
ଭୋଟ ବ୍ୟବଧାନ ୨୩,୯୩୫ ୨୩.୩୬* -
ମତଦାନ ହାର ୧,୦୨,୫୩୬ ୬୫.୪୫ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

୧୯୭୪ରୁ ୨୦୧୪ ମଧ୍ୟରେ ମୋଟ ୧୦ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:

ଆଧାର

Tags:

ଓଡ଼ିଶା ବିଧାନ ସଭାଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାକନ୍ଧମାଳ ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ରେବତୀ (କ୍ଷୁଦ୍ରଗଳ୍ପ)୫ ଡିସେମ୍ବରଖ୍ରୀଷ୍ଟ ଧର୍ମଶିବଲିଙ୍ଗବଳଦେବଜୀଉ ମନ୍ଦିରଲାଇମ ରୋଗମହୁମାଛିମନୋରଞ୍ଜନ ଦାସପଠାଣି ସାମନ୍ତକମ୍ପ୍ୟୁଟରଉମେଶଚନ୍ଦ୍ର ସରକାରଚନ୍ଦନ ଯାତ୍ରାଶ୍ରୀନିବାସ ରାମାନୁଜନସାଧାରଣତନ୍ତ୍ର ଦିବସ (ଭାରତ)ହରେ କୃଷ୍ଣଗୋପାଳବଲ୍ଲଭ ଦାସନୂତନ ବର୍ଷଅନ୍ତରଙ୍ଗ ସମ୍ପର୍କଗୌରୀଶଙ୍କର ରାୟ୧୮୭୮୧୯୭୮ବିଶ୍ୱ ନାଟ୍ୟ ଦିବସଉଇକିପିଡ଼ିଆସଉରା ଜନ‌ଜାତିଅଙ୍ଗାରକନିମୋନିଆ୧୯୫୧ପାଟଦେଇଗଙ୍ଗାଧର ମେହେରମିଳିତ ଜାତିସଂଘମହୁନବରାତ୍ରୀହିମାଳୟାନ ଏକ୍ସପ୍ରେସୱେସୂର୍ଯ୍ୟ ଦେବତାବଳରାମ୧୯୯୩ଡାଇନୋସରଭୌଗଳିକ ଦିଗବାରେଣିମେଟାବୋଲିଜିମହିମାଳୟମନସ୍କଭୀମ ପୃଷ୍ଟିଇନ୍ଦ୍ରକାର୍ଲ ମାର୍କସମାର୍କ ଜୁକରବର୍ଗଭୁବନେଶ୍ୱର ବେହେରାନମିତା ଅଗ୍ରୱାଲରାଜତନ୍ତ୍ର୧୯୧୪ଜଳ ପ୍ରଦୂଷଣଆଖଣ୍ଡଳମଣି ମନ୍ଦିରବାରବାଡୋସ୨୯ ମାର୍ଚ୍ଚସମୟ (କାଳ)ଶର୍ଦ୍ଦିଶ୍ରୀନିବାସ ଉଦ୍‌ଗାତା୩୦ ଜୁନସୁଭାଷ ଚନ୍ଦ୍ର ବୋଷଅଚ୍ୟୁତାନନ୍ଦ ପ‌ତିଚିତ୍ତରଞ୍ଜନ ଦାସସୁନ୍ଦରଗଡ଼କମ୍ପ୍ୟୁଟର ବିଜ୍ଞାନଓଡ଼ିଆ ଭାଷା ଆନ୍ଦୋଳନ🡆 More