ଗୁରୁ ପ୍ରସାଦ ମହାନ୍ତି | |
---|---|
ଜନ୍ମ ଓ ଜନ୍ମସ୍ଥାନ | ନାଗବଳି, କଟକ ଜିଲ୍ଲା | ୧୬ ଜୁଲାଇ ୧୯୨୪
ମୃତ୍ୟୁ | ୨୬ ଅଗଷ୍ଟ ୨୦୦୪ | (ବୟସ ୮୦)
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ଶିକ୍ଷା | ଇଂରାଜୀରେ ସ୍ନାତକୋତ୍ତର |
ସାହିତ୍ୟ କୃତି | ସମୁଦ୍ର ସ୍ନାନ |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର |
ଜୀବନସାଥୀ | ଆଶାମଞ୍ଜରୀ ମହାନ୍ତି |
ସମ୍ପର୍କୀୟ | କାହ୍ନୁ ଚରଣ ମହାନ୍ତି ଓ ଗୋପୀନାଥ ମହାନ୍ତି |
ଗୁରୁ ପ୍ରସାଦ ମହାନ୍ତି ୧୯୨୪ ଜୁଲାଇ ୧୬ (ଗୁରୁ ପୂର୍ଣ୍ଣିମା) ଦିନ କଟକ ଜିଲ୍ଲାର ନାଗବଳିଠାରେ ଜନ୍ମଗ୍ରହଣ କରିଥିଲେ । ସେ ଜଣାଶୁଣା ଲେଖକ ଗୋପୀନାଥ ମହାନ୍ତିଙ୍କ ପୁତୁରା ।
ଗୁରୁ ପ୍ରସାଦ ମହାନ୍ତିଙ୍କ ରଚନା ଇଂରାଜୀ କବି ଟି.ଏସ୍. ଇଲିଅଟ୍ଙ୍କଦ୍ୱାରା ଅନେକାଂଶରେ ପ୍ରଭାବିତ ।
This article uses material from the Wiki ଓଡ଼ିଆ article ଗୁରୁ ପ୍ରସାଦ ମହାନ୍ତି, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply. (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
#Wikipedia® is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.