ଗାଦିବ୍ରହ୍ମ

ସବୁ ଧାର୍ମିକ ଚିନ୍ତାଧାରା, ପୂଜ-ଉପାସନାର ମୂଳତତ୍ତ୍ୱ ହେଉଛି ବିଶ୍ୱାସ । ନିରାକାର ଏକେଶ୍ୱରଙ୍କୁ ଧ୍ୟାନ, ପ୍ରାର୍ଥନ ହେଉ କି ମାଟିକୁଦ କିମ୍ବା ଗ୍ରାମ ଦେବତୀଙ୍କ ପରି ଗଛ ଓ ପଥର ଦେହରେ ସିନ୍ଦୂର ବୋଳି ତାହକୁ ହିଁ ବିଶ୍ୱାସର କେନ୍ଦ୍ର କରାଯାଇପାରେ । ବୌଦ୍ଧ ଦର୍ଶନର ଶୂନ୍ୟବାଦ ମଧ୍ୟ ବିଶ୍ୱାସ ଉପରେ ଆଧାରିତ । ମାଟିକୁଦ ପୂଜା ବା ଗାଦିବ୍ରହ୍ମ ବୋଧହୁଏ ସେହି ଶୂନ୍ୟବାଦର ଏକ ପରିପ୍ରକାଶ । ବାଲେଶ୍ୱର ଜିଲ୍ଲାର ଏହା 'ମୂନିପୂଜା' ନାମରେ ଖ୍ୟାତ । ଗାଦିବ୍ରହ୍ମ କହିଲେ ପତ୍ରପୁଷ୍ପରେ ସୁସଜ୍ଜିତ ଏବଂ ଦେବତା ଜ୍ଞାନରେ ପୂଜିତ ଏକ 'ମାଟିକୁଦ' ।

ଇତିହାସ

ଓଡ଼ିଶାରେ ଗାଦିବ୍ରହ୍ମ ପୂଜା ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ ରାଜା ବୀରକିଶୋରଙ୍କ ସମୟରୁ ଆରମ୍ଭ । ଏ ବିଶ୍ୱାସର ସ୍ରଷ୍ଟା ଥିଲେ ପୁରୀ ଜିଲ୍ଲା ନିମାପଡ଼ାର ଆର୍ତ୍ତ ଦାସ ବୋଲି କୁହାଯାଏ । ଜଣେ କୃଷି ଶ୍ରମିକ ଆର୍ତ୍ତ ଦାସ ପ୍ରାୟ ୨୫ବର୍ଷ ବୟସରେ ସନ୍ନ୍ୟାସୀ ହୋଇଥିଲେ । ପୁରୀ ଜିଲ୍ଲା ନିମାପଡ଼ାର ବେନୁପଡା ଗ୍ରାମରେ ମହାପୁରୁଷ ବାଇ ଦାସଙ୍କ ମଠରେ ରହି ତାଙ୍କର ଆଧ୍ୟାତ୍ମିକ ଚେତନା ଜାଗ୍ରତ ହେଲା । ସେ ଭକ୍ତ ହେଲେ ଅନାଦି, ଅନନ୍ତ ଈଶ୍ୱରଙ୍କର । ମାଟିକୁ ମାନିଲେ ଦେବତା ଏବଂ ପ୍ରଚାର କଲେ ମାଟିର ତତ୍ତ୍ୱ । ବିଶ୍ୱାସ କରାଯାଏ ସେ ୭୫୨ ଗାଦି ପ୍ରତିଷ୍ଠା କରିଥିଲେ । କେବଳ ଈଶ୍ୱର ବିଶ୍ୱାସର ପ୍ରଚାର ତାଙ୍କର ଲକ୍ଷ୍ୟ ନଥିଲା, ଅଧର୍ମ, ଅନୀତି ବିରୋଧରେ ମଧ୍ୟ ସେ ସଚେତନତା ସୃଷ୍ଟି କରୁଥିଲେ । ଯେଉଁଠି ମାଟିରେ ଗାଦି ନିର୍ମିତ ହୋଇ ପୂଜା କରାଯାଉଥିଲା ସେ ସେଇଠି ଯାଉଥିଲେ ।

ଆଧାର

Tags:

ବାଲେଶ୍ୱର ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ଦୀପକ ମିଶ୍ରୟୁକ୍ରେନଆଣ୍ଡାମାନ ସାଗରଉତ୍କଳ ସମ୍ମିଳନୀରାଧାନାଥ ରାୟତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରପଞ୍ଚୁ ପାଣ୍ଡବ (ଓଡ଼ିଆ କଥାଚିତ୍ର)ମସ୍କୋ୧୭୪୬ଭାରତୀୟ ରିଜର୍ଭ ବ୍ୟାଙ୍କ ଗବର୍ନରଜନ ଗଣ ମନବିଜୁ ଜନତା ଦଳରାଧାମୋହନ ଗଡ଼ନାୟକଓଡ଼ିଆ କାବ୍ୟ କବିତାବଡ଼ ଏରାକଟକନେତୃତ୍ୱବ୍ରଜନାଥ ରଥଓଡ଼ିଆ ଭ୍ରମଣ ସାହିତ୍ୟଶେୟାର ବଜାରଫାଇଲେରିଆଶୈଳବାଳା ଦାସମାଟିର ମଣିଷକାଳିନ୍ଦୀ ଚରଣ ପାଣିଗ୍ରାହୀଅନନ୍ତ ପଟ୍ଟନାୟକଦୁର୍ଗା ପୂଜାଗର୍ଭାଶୟ ଅନ୍ତଃସ୍ତର କର୍କଟଚିନ୍ତାମଣି ବେହେରାଇଣ୍ଡୋନେସିଆସୁଇଜରଲ୍ୟାଣ୍ଡମନୋଜ କୁମାର ମିଶ୍ରଛାରପୋକଦୀନକୃଷ୍ଣ ଦାସବ୍ରଜରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମୁମ୍ବାଇରାସାୟନିକ ମୌଳିକକୋଚିଲାକବିସୂର୍ଯ୍ୟ ବଳଦେବ ରଥସୋନପୁର ରାଜ୍ୟଅର୍ଚ୍ଚିତା ସାହୁଟୁକୁନି ସାହୁପ୍ରସନ୍ନ କୁମାର ପଣ୍ଡାଗୋଦାବରୀଶ ମିଶ୍ରଭଗବତୀ ଚରଣ ପାଣିଗ୍ରାହୀଅଷ୍ଟ୍ରେଲିଆଟମ୍ ଖା କାଇଜଗନ୍ନାଥ ପ୍ରସାଦ ଦାସଲାଟିନ ଭାଷାଗୋପାଳ ଛୋଟରାୟକାଞ୍ଚି ଅଭିଯାନଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରକାଳିଚରଣ ପଟ୍ଟନାୟକକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାକଳାପାହାଡ଼ଯୌନ ଉତ୍ପୀଡ଼ନବିଜୟ ମିଶ୍ର୧୯୮୪ଓଡ଼ିଆ ସାହିତ୍ୟIndiaଚନ୍ଦ୍ରଶେଖର ନନ୍ଦମାର୍ଚ୍ଚ ୨୧୨୮ ଫେବୃଆରୀଶ୍ରୀଲଙ୍କାର ଭୂଗୋଳବିଜୟ ଶଙ୍କର ଦାସଶେର ଶାହ ସୁରୀଧର୍ମେନ୍ଦ୍ର ପ୍ରଧାନସାରଳା ଦାସବିଦ୍ୟୁତପ୍ରଭା ଦେବୀ🡆 More