ଖିରି: ମିଠା ଜାତୀୟ ଖାଦ୍ୟ ପଦାର୍ଥ।

'ଖିରି ବା କ୍ଷୀରି ଏକ ପାରମ୍ପାରିକ ଦକ୍ଷିଣ ଏସୀୟ ଖାଦ୍ୟ । ଏହାକୁ ଚାଉଳ ବା ଭଙ୍ଗା ଗହମକୁ କ୍ଷୀରରେ ଫୁଟାଇ ସେଥିରେ କେସର, ଗୁଜୁରାତି, କିସମିସ, କାଜୁ, ପିସ୍ତା ବାଦାମ ବା ଆଲମଣ୍ଡ ଆଦି ପକାଇ ତିଆରି କରାଯାଇଥାଏ ।

ଖିରି
ଖିରି: ଇତିହାସ, ଆଞ୍ଚଳିକ ପ୍ରସ୍ତୁତି, ଉପାଦାନ
ଖିରି
ଆରମ୍ଭ
ଅଲଗା ନାଆଁପାୟାସମ, କ୍ଷିରମ, କ୍ଷୀର
ମୂଳ ଜାଗାଭାରତ
ଅଞ୍ଚଳଭାରତୀୟ ଉପମହାଦେଶ
ଖାଇବାର ସବିଶେଷ
ମୂଳ ଉପାଦାନଚାଉଳ, କ୍ଷୀର, ଗୁଜୁରାତି, କେସର, ପିସ୍ତା ଏବଂ ଆଲମଣ୍ଡ
ବଦଳଗୀଲ ଏ ଫିରାଡସ, ବାର୍ଲି କ୍ଷୀର, କଡୁର କ୍ଷୀର, ପାଲ, ପାୟସମ

ଇତିହାସ

ଖିରି: ଇତିହାସ, ଆଞ୍ଚଳିକ ପ୍ରସ୍ତୁତି, ଉପାଦାନ 
'କ୍ଷିରିର ଉପାଦାନ

କ୍ଷୀରି ୨,୦୦୦ ବର୍ଷ ତଳେ ଜଗନ୍ନାଥ ମନ୍ଦିର, ପୁରୀ, ଓଡ଼ିଶାରେ ଜନ୍ମ ନେଇଥିଲା । ଏହା ମନ୍ଦିରରେ ପୂଜା ଓ ପର୍ବ ପର୍ବାଣିରେ ତିଆରି କରାଯାଇଥାଏ ।

ଆଞ୍ଚଳିକ ପ୍ରସ୍ତୁତି

ଭାରତର ଭିନ୍ନ ଭିନ୍ନ ଜାଗାରେ ଏହା ଅଲଗା ଅଲଗା ଭାବରେ ଖିଆଯାଇଥାଏ ।

ଉପାଦାନ

  • ୧ ଲିଟର କ୍ଷୀର
  • ୧/୨ କପ ବସୁମତୀ ଚାଉଳ
  • ୩/୪ କପ ଖୁଆ
  • ୧ କପ ଚିନି
  • କିଛି କାଜୁ
  • କିଛି କିସମିସ
  • ଗୁଜୁରାତି ଗୁଣ୍ଡ
  • ଗୁଆ ଘିଅ ୨ ଚାମଚ
  • ମିଲ୍କ ମେଡ
  • ପାଣି

ପ୍ରଣାଳୀ

  • ପ୍ରଥମେ ହାଣ୍ଡିରେ ଗୁଆ ଘିଅ ପକାଇ ଗରମ କରି ଦିଅନ୍ତୁ,ସେଥିରେ ଗୁଜୁରାତି ଗୁଣ୍ଡ ଓ ଭେଦା ଚାଉଳ ପକାଇ ୧୦ରୁ ୧୨ ମିନିଟ ଭଲ ଭାବେ ଘାଣ୍ଟି ଦିଅନ୍ତୁ ।କିଛି ଚିନି,କାଜୁ,କିସମିସ ପକାଇ ନିୟମିତ ବ୍ୟବଧାନରେ ଗୋଳାନ୍ତୁ । ମାଟିଆ ରଙ୍ଗ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ।
  • ଅଳ୍ପ ପାଣି,କ୍ଷୀର (୫୦୦ ମିଲିଲିଟର) ପକାଇ ଘୋଡେଇ ଦିଅନ୍ତୁ । ମଝିରେ ମଝିରେ ଢାଙ୍କୁଣୀ ଖୋଲି ଗୋଳେଇ ଦିଅନ୍ତୁ । ଚାଉଳ ପ୍ରାୟ ଅଧାରୁ ଅଧିକ ଫୁଟିଲା ପର୍ଯ୍ୟନ୍ତ ପ୍ରଣାଳୀ ଜାରି ରଖନ୍ତୁ ।
  • ଚାଉଳ ଫୁଟି ସାରିଲା ପରେ ଖୁଆ ଓ ମିଲ୍କ ମେଡ ପକାଇ ଗୋଳାନ୍ତୁ ଯେଉଁ ପର୍ଯ୍ୟନ୍ତ ଖିରୀ ବହଳିଆ ନ ହୋଇଛି ।
  • ଥଣ୍ଡା କରି ଗିନାରେ ପରସି ଦିଅନ୍ତୁ ।


ପ୍ରକାର

  • ଚାଉଳରେ ତିଆରି କ୍ଷିରୀ: ଚାଉଳ, ଚିନି, କ୍ଷୀର ଆଦିକୁ ମିଶାଇ ଏହା ତିଆରି କରାଯାଇଥାଏ ।
  • ମୁଗ କ୍ଷିରି: ଏହା ମୁଗ ଡାଲିକୁ ସିଝାଇ ସେଥିରେ ଚିନି, ଭଜା କାଜୁ, କିସମିସ ଆଦି ପକାଇ ତିଆରି କରାଯାଇଥାଏ ।
ଖିରି: ଇତିହାସ, ଆଞ୍ଚଳିକ ପ୍ରସ୍ତୁତି, ଉପାଦାନ 
ମୁଗ କ୍ଷିରି

ଆଧାର

ଅଧିକ ତଥ୍ୟ

Tags:

ଖିରି ଇତିହାସଖିରି ଆଞ୍ଚଳିକ ପ୍ରସ୍ତୁତିଖିରି ଉପାଦାନଖିରି ପ୍ରଣାଳୀଖିରି ପ୍ରକାରଖିରି ଆଧାରଖିରି ଅଧିକ ତଥ୍ୟଖିରିକାଜୁକ୍ଷୀରଗୁଜୁରାତିଚାଉଳ

🔥 Trending searches on Wiki ଓଡ଼ିଆ:

ରାଉରକେଲାଚୈତନ୍ୟବିର୍ସା ମୁଣ୍ଡାଗୁରୁପ୍ରସାଦ ମହାନ୍ତିଯାଜପୁର ଜିଲ୍ଲାବ୍ରାହ୍ମ ସମାଜତିଳ ଚତୁର୍ଥୀଚିକୁନ‌ଗୁନିଆରାଧାନାଥ ରଥବଣଭୋଜି ବେଶବୀଣାପାଣି ମହାନ୍ତିଇଣ୍ଟରନେଟଉଦ୍ଭିଦକାଟୁଲୁ ରବି କୁମାରବୀର ସୁରେନ୍ଦ୍ର ସାଏଦାସିଆ ବାଉରୀବ୍ରାଉଜରସୁନାବେଶଫେବୃଆରୀ ୨୮ଦଶାବତାରଶନିବାରପାର୍ବତୀଥାଲକୁଡ଼ି୨୦୦୬ବନ୍ୟାଫତୁରାନନ୍ଦଶରତ କୁମାର ମହାନ୍ତିକାଗଜଜନ ଗଣ ମନକଟକ ଜିଲ୍ଲାଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଓଡ଼ିଆ ମସଲାର ଇଂରାଜୀ ପ୍ରତିଶବ୍ଦମନମୋହନ ସାମଲରାଜାରାଣୀ ମନ୍ଦିରଭାଷାସୁନାମନୋଜ ଦାସଙ୍କ କଥା ଓ କାହାଣୀଅର୍ଥଶାସ୍ତ୍ରଭାରତୀୟ ସମ୍ବିଧାନଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଆ ଭାଷା୨୯ ମାର୍ଚ୍ଚହେମଲତା ମାନସିଂହହାଡ଼ଫୁଟିବିଷମ କଟକକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାସ୍ୱର ବର୍ଣ୍ଣଜଗନ୍ନାଥ ପ୍ରସାଦ ଦାସଓଡ଼ିଆ କଥାଚିତ୍ର ଜଗତପ୍ରହ୍ଲାଦ ନାଟକକଳାପାହାଡ଼ଓପନ-ସୋର୍ସ ସଫ୍ଟୱେରଗୋପୀନାଥ ମହାନ୍ତିମାଗୁଣିର ଶଗଡ଼ପକ୍ଷନିତ୍ୟାନନ୍ଦ ଶତପଥୀବୌଦ୍ଧ ଧର୍ମଛତୁ ତରକାରୀଆକବରବସନ୍ତ କୁମାର ଶତପଥୀରାମାୟଣବୈଶାଖ୨୭ ଜୁନଜୟୀରାମ ସାମଲବିଜୁ ଜନତା ଦଳଏଣ୍ଡୋମେଟ୍ରିଓସିସ🡆 More