'ଖିରି ବା କ୍ଷୀରି ଏକ ପାରମ୍ପାରିକ ଦକ୍ଷିଣ ଏସୀୟ ଖାଦ୍ୟ । ଏହାକୁ ଚାଉଳ ବା ଭଙ୍ଗା ଗହମକୁ କ୍ଷୀରରେ ଫୁଟାଇ ସେଥିରେ କେସର, ଗୁଜୁରାତି, କିସମିସ, କାଜୁ, ପିସ୍ତା ବାଦାମ ବା ଆଲମଣ୍ଡ ଆଦି ପକାଇ ତିଆରି କରାଯାଇଥାଏ ।
ଆରମ୍ଭ | |
---|---|
ଅଲଗା ନାଆଁ | ପାୟାସମ, କ୍ଷିରମ, କ୍ଷୀର |
ମୂଳ ଜାଗା | ଭାରତ |
ଅଞ୍ଚଳ | ଭାରତୀୟ ଉପମହାଦେଶ |
ଖାଇବାର ସବିଶେଷ | |
ମୂଳ ଉପାଦାନ | ଚାଉଳ, କ୍ଷୀର, ଗୁଜୁରାତି, କେସର, ପିସ୍ତା ଏବଂ ଆଲମଣ୍ଡ |
ବଦଳ | ଗୀଲ ଏ ଫିରାଡସ, ବାର୍ଲି କ୍ଷୀର, କଡୁର କ୍ଷୀର, ପାଲ, ପାୟସମ |
କ୍ଷୀରି ୨,୦୦୦ ବର୍ଷ ତଳେ ଜଗନ୍ନାଥ ମନ୍ଦିର, ପୁରୀ, ଓଡ଼ିଶାରେ ଜନ୍ମ ନେଇଥିଲା । ଏହା ମନ୍ଦିରରେ ପୂଜା ଓ ପର୍ବ ପର୍ବାଣିରେ ତିଆରି କରାଯାଇଥାଏ ।
ଭାରତର ଭିନ୍ନ ଭିନ୍ନ ଜାଗାରେ ଏହା ଅଲଗା ଅଲଗା ଭାବରେ ଖିଆଯାଇଥାଏ ।
This article uses material from the Wikipedia ଓଡ଼ିଆ article ଖିରି, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.