କ୍ୟୁ. ଆର. କୋଡ଼

କ୍ୟୁ.ଆର.କୋଡ଼ (QR code: Quick Response code) ମାଟ୍ରିକ୍ସ ବାରକୋଡ଼ ନିମନ୍ତେ ଏକ ଟ୍ରେଡ ମାର୍କ ଯାହା ଜାପାନରେ ପ୍ରଥମେ ଅଟୋମୋଟିଭ ଇଣ୍ଡସ୍ଟ୍ରି ନିମନ୍ତେ ଡିଜାଇନ କରାଯାଇଥିଲା । ଏହା ମେସିନ ପଢ଼ିପାରିବା ଭଳି ଏକ ଅପ୍ଟିକାଲ ଲେବେଲ ଯେଉଁଥିରେ କୌଣସି ନିର୍ଦ୍ଦିଷ୍ଟ ବିଷୟର ବିବରଣୀ ଥାଏ ଯାହା ସ‌ହ ଏହା ସଂଯୁକ୍ତ ଥାଏ । ଏହି କୋଡ଼ ଚାରି ପ୍ରକାର (ନ୍ୟୁମେରିକ, ଆଲଫାନ୍ୟୁମେରିକ, ବାଇଟ/ବାଇନାରି ଓ କାଞ୍ଜି) ସ୍ଟାଣ୍ଡାର୍ଡ ଏନ‌କୋଡିଙ୍ଗ ମୋଡଦ୍ୱାରା ଡାଟା ଷ୍ଟୋର କରିବାକୁ ବ୍ୟବ‌ହାର କରେ । ଅଟୋମୋଟିଭ ଇଣ୍ଡସ୍ଟ୍ରି ବାହାରେ ମଧ୍ୟ କ୍ୟୁ.ଆର.କୋଡ଼ ସିସ୍ଟମ ବ୍ୟବ‌ହାର ହେଉଛି । ୟୁପିସି ବାରକୋଡ଼ ଅପେକ୍ଷା ଏହାର ଷ୍ଟୋର କରିବା ଶକ୍ତି ଅଧିକ । ପ୍ରୋଡକ୍ଟ ଟ୍ରାକିଙ୍ଗ, ସମୟ ଟ୍ରାକିଙ୍ଗ, ଡକୁମେଣ୍ଟ ମ୍ୟାନେଜମେଣ୍ଟ, ଜେନେରାଲ ମାର୍କେଟିଙ୍ଗ ଇତ୍ୟାଦିରେ ବ୍ୟବ‌ହାର ହୁଏ । କ୍ୟୁ.ଆର.କୋଡ଼ରେ ଏକ ବର୍ଗାକାର ଗ୍ରିଡ ଉପରେ କଳା ମୋଡ୍ୟୁଲ ବା ବର୍ଗାକାର ଡଟ ସଜାହୋଇଥାଏ । ଏହ ଇମେଜିଙ୍ଗ ଡିଭାଇସ ଯେପରିକି କ୍ୟାମେରାଦ୍ୱାରା ପଢ଼ି ହୁଏ। ଏହା ରିଡ-ସୋଲୋମାନ ଏରର ( Reed–Solomon error correction ) କରେକସନ କରି ଚିତ୍ରକୁ ଭାଷାନ୍ତର(interprete) କରେ । ତାପରେ ସେହି ଛବି ପାଟର୍ନର ଆଲମ୍ବ ଓ ଭୁସମାନ୍ତର ଡାଟା ନିର୍ଗତ କରାଯାଏ । ଏହା ଅଧୁନା ସ୍ମାର୍ଟ ଫୋନରେ ବ୍ୟବ‌ହାର କରାଯାଉଛି ।

କ୍ୟୁ. ଆର. କୋଡ଼
QR code for the URL of this page.
କ୍ୟୁ. ଆର. କୋଡ଼
QR code for the URL of the English Wikipedia Mobile main page, "http://en.m.wikipedia.org"

ଇତିହାସ

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଓପନ-ସୋର୍ସ ସଫ୍ଟୱେରଭୂମିକମ୍ପଅଧର ପଟ୍ଟନାୟକଶେୟାର ବଜାରଚୁଡ଼ାଶ୍ରୀଚିତ୍ତରଞ୍ଜନ ତ୍ରିପାଠୀବ୍ରୁସେଲୋସିସପାର୍ବତୀବିର୍ସା ମୁଣ୍ଡାଭାରତର ନଦୀ ସମୂହର ତାଲିକାବରଗଛସୁଭାଷ ଚନ୍ଦ୍ର ବୋଷ୫ ନଭେମ୍ବରଓଡ଼ିଶାର କଳାଚବିଶ ଗୁରୁଖାସି ମାଂସ ତରକାରୀଅଚ୍ୟୁତାନନ୍ଦ ଦାସସୋନାଲ ମାନସିଂହଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାସୌଭାଗ୍ୟ କୁମାର ମିଶ୍ରଓଡ଼ିଶାର ଲୋକନୃତ୍ୟପ୍ରଧାନ ପୃଷ୍ଠାଭଦ୍ରକ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଶ୍ରାଦ୍ଧଓଡ଼ିଶୀଗଣନ ସଂଖ୍ୟାପର୍ଫେନାଜାଇନଓମ'ଙ୍କ ନିୟମବୁଧସୂଚନା ପ୍ରଯୁକ୍ତିବିଦ୍ୟାମହୁଗୁରୁପ୍ରସାଦ ମହାନ୍ତିଅଚ୍ୟୁତ ନାୟକ୨୭ ଜୁନସ୍ତନରେଶମ ପଥଭଗବତୀ ଚରଣ ପାଣିଗ୍ରାହୀଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟଭାରତୀୟ ସ୍ୱାଧୀନତା ଆନ୍ଦୋଳନଆଉରଙ୍ଗଜେବ୨୫ ଅପ୍ରେଲଭୃସଙ୍ଗ ଗଛଚାଟ୍ ଜିପିଟିମଙ୍ଗଳା ମନ୍ଦିରଶତ୍ରୁଘ୍ନ ପାଣ୍ଡବଓଡ଼ିଶାଖାରବେଳଲସିମହାରାଷ୍ଟ୍ରହନୁମାନଫୋସିନୋପ୍ରିଲନେଲସନ ମଣ୍ଡେଲାଆଇଡେଲାଲିସିବୟୁକ୍ରେନମହାପାତ୍ର ନୀଳମଣି ସାହୁବାଇଶି ପାହାଚଟ୍ରାପିଜିଅମଅଲାରନାଥ ମନ୍ଦିରସିନ୍ଧୁ ନଦୀଇଣ୍ଡୋନେସିଆଗୌତମ ବୁଦ୍ଧଦଗ୍ଧକବାଟପଥ ଓ ପୃଥିବୀକାଳିଚରଣ ପଟ୍ଟନାୟକଦେବଗଡ଼ ଜିଲ୍ଲାପ୍ରଣବ ପ୍ରକାଶ ଦାସପଖାଳମାସଲିମା🡆 More