କୁମାର ମହାନ୍ତି: (୧୯୪୧ -୧୯୯୫) ଜଣେ ଓଡ଼ିଆ କବି ଥିଲେ

କୁମାର ମହାନ୍ତି (୧୯୪୧ -୧୯୯୫) ଜଣେ ଓଡ଼ିଆ କବି ଥିଲେ । ସେ ଅନାମ କବିତା ଆନ୍ଦୋଳନର ଆନ୍ଦୋଳନର ସୂତ୍ରଧର ଥିଲେ । ସେ ଓ ତାଙ୍କର ଅନ୍ୟ ୪ ଜଣ ବନ୍ଧୁ ମିଶି ୧୯୬୯ ମସିହାରେ ଅନାମ କବିତା ଗୋଷ୍ଠୀ ଗଠନ କରି ଅନାମ କବିତା ଆନ୍ଦୋଳନର ଆନ୍ଦୋଳନର ମୂଳଦୂଆ ପକାଇଥିଲେ ।

କୁମାର ମହାନ୍ତି
ଜନ୍ମ ଓ ଜନ୍ମସ୍ଥାନକୃଷ୍ଣଚନ୍ଦ୍ର ମହାନ୍ତି
୧୯୪୧
ଦଈତାପଡ଼ା ସାହି, ପୁରୀ
ମୃତ୍ୟୁ୧୯ ଡିସେମ୍ବର ୧୯୯୫
ଭାଷାଓଡ଼ିଆ
ଜାତୀୟତାଭାରତୀୟ

ଜୀବନୀ

କୁମାର ମହାନ୍ତିଙ୍କର ପ୍ରକୃତ ନାମ ଥିଲା କୃଷ୍ଣଚନ୍ଦ୍ର ମହାନ୍ତି ଓ ସେ ପୁରୀ ଦଈତାପଡ଼ା ସାହିର ଲୋକ ଥିଲେ । ସେ ପୁଲିସ ଚାକିରୀରେ ଥିଲେ ଓ ତାଙ୍କୁ ସେ ଚାକିରୀରୁ ବହିଷ୍କୃତ କରାଯାଇଥିଲା । ୧୯୯୫ ଡିସେମ୍ବର ୧୯ ତାରିଖରେ କୁମାର ମହାନ୍ତିଙ୍କ ପରଲୋକ ଘଟିଥିଲା ଓ ଏଥି ସହିତ ଅନାମ କବିତା ଆନ୍ଦୋଳନର ମଧ୍ୟ ଯବନିକା ପଡ଼ିଥିଲା ।

୧୯୭୫ ମସିହାରେ କୁମାର ମହାନ୍ତିଙ୍କଦ୍ୱାରା ଏକ କବିତାର ଅଂଶ :

କହନା କଥା

କହନା କଥା
କହିଲେ ଫିଟିବ ଅଡ଼ୁଆ ସୂତା
ଫିଟିଲେ ଗୁମର ସବୁ ତ ପିତା
ଭାଙ୍ଗିବ ତାଲା

ବାନ୍ଧି ନେଇଯିବ ପୁଲିସବାଲାରେ ପୁଲିସବାଲା ।


ଆଧାର

Tags:

ଅନାମ କବିତା ଆନ୍ଦୋଳନ

🔥 Trending searches on Wiki ଓଡ଼ିଆ:

ବ୍ୟାଙ୍କସୁଶାସନ ଦିବସବୀର ସୁରେନ୍ଦ୍ର ସାଏକାତ୍ୟାୟିନୀହିନ୍ଦୁଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରମିଥୁନ (ରାଶି)କୌରବଆଣ୍ଟିବଡିକାଳୀଚରଣ ପଟ୍ଟନାୟକଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପବ୍ୟାସଦେବଭାରତର ସଂସ୍କୃତିମହାପାତ୍ର ନୀଳମଣି ସାହୁଲକ୍ଷ୍ମୀନାରାୟଣ ସାହୁବନ୍ଦେ ଉତ୍କଳ ଜନନୀହୃଷୀକେଶ ପଣ୍ଡାମନୋରଞ୍ଜନ ଦାସ୧୯୮୯ଖ୍ରୀଷ୍ଟ ଧର୍ମହିଙ୍ଗୁଳା ମନ୍ଦିରଏଚଆଇଭି/ଏଡସବିଭୂତି ପଟ୍ଟନାୟକସୀତାକାନ୍ତ ମହାପାତ୍ର୧ (ସଂଖ୍ୟା)ଅଷ୍ଟ୍ରେଲିଆସାନ୍ତାଳୀ ଲୋକସଂସ୍କୃତିଜଗଦୀଶ ମହାନ୍ତିଦୁର୍ଗା ପୂଜାଲିଓନବେଣୁଧର ରାଉତଓଡ଼ିଆ ସାହିତ୍ୟର ଇତିହାସଭଗବତ ଗୀତାଯୌନ ସମ୍ଭୋଗକାର୍ଲ ମାର୍କସବଳରାମଆହମ୍ମଦୀୟଚଳନ୍ତି ଠାକୁରଗୋପୀନାଥ ମହାନ୍ତିଏ. ପି. ଜେ. ଅବଦୁଲ କଲାମସ୍ୱାମୀ ବିବେକାନନ୍ଦଉପେନ୍ଦ୍ର ଭଞ୍ଜଅଭିମନ୍ୟୁ ସାମନ୍ତସିଂହାର୨୦୨୩ର ଓଡ଼ିଆ କଥାଚିତ୍ରଆର୍ଜେଣ୍ଟିନାବ୍ରାଉଜରଭୁବନେଶ୍ୱର ବେହେରାନିଓୱାଇଜ ଧୂମକେତୁ୧୩୮୫ଶକ୍ତିକମ୍ପ୍ୟୁଟରତୁର୍କୀଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଓଣମରୋହିତ ଶର୍ମାରାଶି ଓ ନକ୍ଷତ୍ରକେନିଆସଂସ୍କୃତଚେକ୍ ଗଣରାଜ୍ୟ୧୯୮୧ଦୀନନାଥ ପାଠୀଏ ଭି ସ୍ୱାମୀ୫ ଡିସେମ୍ବରସୀସାସ୍କନ୍ଦ ପୁରାଣବୈଦେହୀଶ ବିଳାସପ୍ରଧାନ ପୃଷ୍ଠା୧୯୧୪🡆 More