କଳ୍ପନା କୁମାରୀ ଦେବୀ: ଓଡ଼ିଆ ସାହିତ୍ୟିକ

କଳ୍ପନା କୁମାରୀ ଦେବୀ (୧୯୩୬ - ୨୮ ଅଗଷ୍ଟ ୨୦୧୭) ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ସାହିତ୍ୟିକା ଥିଲେ । ସେ ପ୍ରାୟ ୨ଶହରୁ ଅଧିକ ଗଳ୍ପ ଓ ୧୦ଟି ଉପନ୍ୟାସ ରଚନା କରିଥିଲେ । ସମାଜ ଓ ସାମାଜିକ ବ୍ୟବସ୍ଥା ତାଙ୍କ ସାହିତ୍ୟରେ ବିଶେଷ ଭାବରେ ପ୍ରତିଫଳିତ ହେଉଥିଲା ।

କଳ୍ପନା କୁମାରୀ ଦେବୀ
ଜନ୍ମ ଓ ଜନ୍ମସ୍ଥାନ୧୯୩୬
କଟକ, ଖଡ଼ିଅଣ୍ଟା
ମୃତ୍ୟୁ୨୮ ଅଗଷ୍ଟ ୨୦୧୭
କଲିକତା
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିଅଚିହ୍ନା ବାସଭୂମି
ପୁରସ୍କାରସାହିତ୍ୟ ଏକାଡେମି ପୁରସ୍କାର
ଜୀବନସାଥୀକଣ୍ଡୁରୀ ଚରଣ ଦାସ
ସନ୍ତାନସବର୍ଣ୍ଣୀ ଦାସ

ପାରିବାରିକ ଜୀବନ

କଳ୍ପନା କୁମାରୀ, ଓଡ଼ିଆ ଲେଖକ କଣ୍ଡୁରୀ ଚରଣ ଦାସଙ୍କୁ ୧୯୫୮ମସିହାରେ ବିବାହ କରିଥିଲେ । ସେବେଠାରୁ ସେ କଲିକତାରେ ରହିଆସୁଥିଲେ । ତାଙ୍କ ଝିଅ ସବର୍ଣ୍ଣୀ ଦାସ "ପ୍ରଥମା" ନାମକ ଏକ ବଙ୍ଗଳା ପତ୍ରିକାର ପ୍ରକାଶକ ଅଟନ୍ତି ।

ସାହିତ୍ୟ ସର୍ଜନା

୧୯୫୩ ମସିହାରେ କଳ୍ପନାଙ୍କର ପ୍ରଥମ ଗଳ୍ପ "ଆସନ୍ତାକାଲି" ପତ୍ରିକାରେ ପ୍ରକାଶ ପାଇଥିଲା ।

ଉପନ୍ୟାସ

  • କବି - ୧୯୫୪
  • ଢେଉ - ୧୯୫୫
  • ନଷ୍ଟ ଛନ୍ଦ - ୧୯୫୮
  • ବନ କେତକୀ - ୧୯୫୯
  • ସୁନୀଳ ଶିହର - ୧୯୬୦
  • ନୀଳ ନିର୍ଜନ - ୧୯୬୧
  • ପଞ୍ଚ ପୁଷ୍ପ
  • ଦିଗନ୍ତର ରଙ୍ଗ - ୧୯୬୭
  • ପ୍ରଜାପତିର ମନ - ୧୯୬୯
  • ଲୋହିତ ଅରଣ୍ୟ - ୧୯୭୧
  • ସମୁଦ୍ରର ହୃଦୟ - ୧୯୭୮
  • ପଞ୍ଚପୁଷ୍ପ - ୧୯୮୦
  • ଆଗ୍ରାର ଆକାଶ ଲାଲ - ୧୯୮୪
  • ଦୀପ୍ତ ଖଡଗ ମୁକ୍ତ ମଗଦ - ୧୯୮୬
  • ଅଚିହ୍ନା ବାସଭୂମି - ୨୦୦୯

ଗଳ୍ପ ସଂକଳନ

  • ଛୋଟଗଳ୍ପ - ୧୯୫୮
  • ଅନ୍ତରେ ଅନ୍ତରେ ଭଗବାନ - ୧୯୮୧

ସମ୍ମାନ ଓ ପୁରସ୍କାର

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୧ ('ଅଚିହ୍ନା ବାସଭୂମି' ନିମନ୍ତେ)
  • କାଦମ୍ବିନୀ ସମ୍ମାନ - ୨୦୦୮

ଆଧାର

Tags:

କଳ୍ପନା କୁମାରୀ ଦେବୀ ପାରିବାରିକ ଜୀବନକଳ୍ପନା କୁମାରୀ ଦେବୀ ସାହିତ୍ୟ ସର୍ଜନାକଳ୍ପନା କୁମାରୀ ଦେବୀ ସମ୍ମାନ ଓ ପୁରସ୍କାରକଳ୍ପନା କୁମାରୀ ଦେବୀ ଆଧାରକଳ୍ପନା କୁମାରୀ ଦେବୀ

🔥 Trending searches on Wiki ଓଡ଼ିଆ:

ପାଦ ଭାତୁଡ଼ିବୈକୁଣ୍ଠନାଥ ପଟ୍ଟନାୟକରାଜେନ୍ଦ୍ର ନାରାୟଣ ସିଂହଦେଓତାଇୱାନକେଶବ କୋଇଲିମେଡ଼େଲିଭିଅମମହାପ୍ରସାଦଭାରତମଧୁସୂଦନ ଦାସସୁଦୀପ ତ୍ୟାଗୀଗୋପାଳ ଛୋଟରାୟଅଷ୍ଟ୍ରେଲିଆ (ମହାଦେଶ)ଶତପୁରା ରେଞ୍ଜଶେଷ ବସନ୍ତର ଚିଠିସୁରେନ୍ଦ୍ର ମହାନ୍ତିସାଧାରଣ ଆପେକ୍ଷିକ ତତ୍ତ୍ୱଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରକଲିକତାଦକ୍ଷିଣ କୋରିଆମହମ୍ମଦନରେନ ପଲେଇଆଜରବୈଜାନନବଗୁଞ୍ଜରମନୋଜ ଦାସଙ୍କ କଥା ଓ କାହାଣୀଜେ. କେ ରୋଲିଙ୍ଗହରପ୍ପା ସଭ୍ୟତାଡାଇରେକ୍ଟ ବେନିଫିଟ ଟ୍ରାନ୍ସଫରସମ୍ବଲପୁରଆବୁଲ କଲାମ ଆଜାଦଦମୟନ୍ତୀ ବେଶ୍ରାକିଶୋରୀ ଚରଣ ଦାସଆଣ୍ଡୋରାହରେକୃଷ୍ଣ ମହତାବଜୟୀରାମ ସାମଲଲକ୍ଷ୍ମୀକାନ୍ତ ମହାପାତ୍ରଦୁର୍ଗା୪ ମାର୍ଚ୍ଚଟୁକୁନି ସାହୁପଠାଣି ସାମନ୍ତଇସାଭୁକୋନାଜୋନିଅମଧ୍ରୁବୀୟ ଜ୍ୟୋତି୨୮ ମାର୍ଚ୍ଚଉପନିଷଦଗ୍ରାସନଳୀବୁଦାପେଷ୍ଟବୀର ସୁରେନ୍ଦ୍ର ସାଏପ୍ରତୀକ୍ଷାଚୁଡ଼ାହିନ୍ଦୀଓଡ଼ିଆପାଦର ଗଣ୍ଠିମାନବ ମସ୍ତିଷ୍କଜୟଦ୍ରଥଜ୍ୱରଉତ୍କଳ ଦିବସଭାରତର ସଂସ୍କୃତିଚିଲିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଧର୍ମକୁନ୍ତଳା କୁମାରୀ ସାବତ୨୭ ମାର୍ଚ୍ଚଓଡ଼ିଶାର ଲୋକନୃତ୍ୟନୀଳକଣ୍ଠ ଦାସହୋଲିକାଳିଜାଈଇନଷ୍ଟାଗ୍ରାମବଙ୍ଗଳାଦେଶନୃସିଂହଧର୍ମପଦଯୁକ୍ତରାଜ୍ୟଅନନ୍ତ ପଟ୍ଟନାୟକ🡆 More