କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା

ଆଞ୍ଚଳିକ ଭାଷା ସାହିତ୍ୟରେ ଉଚ୍ଚକୋଟୀର ସାହିତ୍ୟ ରଚନା ନିମନ୍ତେ କେନ୍ଦ୍ର ସରକାରଙ୍କ ତରଫରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥାଏ ।

ମୂଳ ରଚନା ନିମନ୍ତେ ସମ୍ମାନିତ ଲେଖକ

ବର୍ଷ ସମ୍ମାନିତ ସାହିତ୍ୟିକଙ୍କ ନାମ ବହିର ନାମ ବିଭାଗ ଆଧାର
୨୦୨୨ ଗାୟତ୍ରୀବାଳା ପଣ୍ଡା ଦୟାନଦୀ କବିତା
୨୦୨୧ ହୃଷୀକେଶ ମଲ୍ଲିକ ସରିଯାଇଥିବା ଅପେରା କବିତା
୨୦୨୦ ଯଶୋଧାରା ମିଶ୍ର ସମୁଦ୍ରକୂଳ ଘର ଗଳ୍ପ
୨୦୧୯ ତରୁଣକାନ୍ତି ମିଶ୍ର ଭାସ୍ୱତୀ ଗଳ୍ପ
୨୦୧୮ ଦାଶରଥି ଦାସ ପ୍ରସଙ୍ଗ ପୁରୁଣା ଭାବନା ନୂଆ ପ୍ରବନ୍ଧ ସଂକଳନ
୨୦୧୭ ଗାୟତ୍ରୀ ସରାଫ ଇଟାଭାଟିର ଶିଳ୍ପୀ ଗଳ୍ପ
୨୦୧୬ ପାରମିତା ଶତପଥୀ ପ୍ରାପ୍ତି ଗଳ୍ପ
୨୦୧୫ ବିଭୂତି ପଟ୍ଟନାୟକ ମହିଷାସୁରର ମୁହଁ ଗଳ୍ପ
୨୦୧୪ ଗୋପାଳ କୃଷ୍ଣ ରଥ ବିପୁଳ ଦିଗନ୍ତ କବିତା
୨୦୧୩ ବିଜୟ ମିଶ୍ର ବାନପ୍ରସ୍ଥ ନାଟକ
୨୦୧୨ ଗୌରହରି ଦାସ କଣ୍ଟା ଓ ଅନ୍ୟାନ୍ୟ ଗଳ୍ପ କ୍ଷୁଦ୍ରଗଳ୍ପ
୨୦୧୧ କଳ୍ପନା କୁମାରୀ ଦେବୀ ଅଚିହ୍ନା ବାସଭୂମି ଉପନ୍ୟାସ
୨୦୧୦ ପଠାଣି ପଟ୍ଟନାୟକ ଜୀବନର ଚଲାପଥେ ଆତ୍ମଜୀବନୀ
୨୦୦୯ ଫନୀ ମହାନ୍ତି ମୃଗୟା କବିତା
୨୦୦୮ ପ୍ରମୋଦ କୁମାର ମହାନ୍ତି ଅସରନ୍ତି ଅଣସର କବିତା
୨୦୦୭ ଦୀପକ ମିଶ୍ର ସୁଖ ସଂହିତା କବିତା
୨୦୦୬ ବଂଶୀଧର ଷଡ଼ଙ୍ଗୀ ସ୍ୱରୋଦୟ କବିତା
୨୦୦୫ ରାମଚନ୍ଦ୍ର ବେହେରା ଗୋପପୁର କାହାଣୀ
୨୦୦୪ ପ୍ରଫୁଲ୍ଲ କୁମାର ମହାନ୍ତି ଭାରତୀୟ ସଂସ୍କୃତି ଓ ଶ୍ରୀମଦ ଭଗବତ ଗୀତା ପ୍ରବନ୍ଧ
୨୦୦୩ ଯତୀନ୍ଦ୍ର ମୋହନ ମହାନ୍ତି ସୂର୍ଯ୍ୟସ୍ନାତା ପ୍ରବନ୍ଧ
୨୦୦୨ ଶରତ କୁମାର ମହାନ୍ତି ଗାନ୍ଧୀ ମଣିଷ ପ୍ରବନ୍ଧ
୨୦୦୧ ପ୍ରତିଭା ଶତପଥୀ ତନ୍ମୟ ଧୂଳି କବିତା
୨୦୦୦ ପ୍ରତିଭା ରାୟ ଉଲ୍ଲଙ୍ଘନ (ଗପ ସଙ୍କଳନ) କାହାଣୀ
୧୯୯୯ ହରପ୍ରସାଦ ଦାସ ଗର୍ଭଗୃହ କବିତା
୧୯୯୮ ଚିତ୍ତରଞ୍ଜନ ଦାସ ବିଶ୍ୱକୁ ଗବାକ୍ଷ ପ୍ରବନ୍ଧ
୧୯୯୭ ଚନ୍ଦ୍ରଶେଖର ରଥ ସବୁଠାରୁ ଦୀର୍ଘ ରାତି କାହାଣୀ
୧୯୯୬ ସତ୍ୟନାରାୟଣ ରାଜଗୁରୁ ମୋ ଜୀବନ ସଙ୍ଗ୍ରାମ ଆତ୍ମଜୀବନୀ
୧୯୯୫ ଗୋବିନ୍ଦ୍ର ଚନ୍ଦ୍ର ଉଦଗାତା କାବ୍ୟ ଶିଳ୍ପୀ ଗଙ୍ଗାଧର ସମାଲୋଚନା
୧୯୯୪ ଗୁରୁଚରଣ ପଟ୍ଟନାୟକ ଜଗତ ଦର୍ଶନରେ ଜଗନ୍ନାଥ ପ୍ରବନ୍ଧ
୧୯୯୩ ଶାନ୍ତନୁ କୁମାର ଆଚାର୍ଯ୍ୟ ଚଳନ୍ତି ଠାକୁର କାହାଣୀ
୧୯୯୨ ରବି ପଟ୍ଟନାୟକ ବିଚିତ୍ରବର୍ଣ୍ଣା କାହାଣୀ
୧୯୯୧ ଜଗନ୍ନାଥ ପ୍ରସାଦ ଦାସ ଆହ୍ନିକ କବିତା
୧୯୯୦ ବୀଣାପାଣି ମହାନ୍ତି ପାଟଦେଇ କାହାଣୀ
୧୯୮୯ ଭାନୁଜୀ ରାଓ ନଇ ଆରପାରି କବିତା
୧୯୮୮ ସୌରୀନ୍ଦ୍ର ବାରିକ ଆକାଶପରି ନିବିଡ଼ କବିତା
୧୯୮୭ ନିତ୍ୟାନନ୍ଦ ମହାପାତ୍ର ଘରଡିହ ଉପନ୍ୟାସ
୧୯୮୬ ସୌଭାଗ୍ୟ କୁମାର ମିଶ୍ର ଦ୍ୱାସପର୍ଣ୍ଣ କବିତା
୧୯୮୫ ରାଜେନ୍ଦ୍ର କିଶୋର ପଣ୍ଡା ଶୈଳ କଳ୍ପ କବିତା
୧୯୮୪ ମହାପାତ୍ର ନୀଳମଣି ସାହୁ ଅଭିଶପ୍ତ ଗନ୍ଧର୍ବ କ୍ଷୁଦ୍ର ଗଳ୍ପ
୧୯୮୩ ହରେକୃଷ୍ଣ ମହତାବ ଗାଁ ମଜଲିସ, ଭାଗ-୩ୟ ପ୍ରବନ୍ଧ
୧୯୮୨ ଗୋପାଳ ଛୋଟରାୟ ହାସ୍ୟରସର ନାଟକ ନାଟକ
୧୯୮୧ ଅଖିଳ ମୋହନ ପଟ୍ଟନାୟକ ଓ ଅନ୍ଧଗଳି କ୍ଷୁଦ୍ର ଗଳ୍ପ
୧୯୮୦ ଅନନ୍ତ ପଟ୍ଟନାୟକ ଅବାନ୍ତର (କବିତା ସଙ୍କଳନ) କବିତା
୧୯୭୯ କୁଞ୍ଜବିହାରୀ ଦାଶ ମୋ କାହାଣୀ ଆତ୍ମଜୀବନୀ
୧୯୭୮ ରମାକାନ୍ତ ରଥ ସପ୍ତମ ଋତୁ କବିତା
୧୯୭୭ କାଳିଚରଣ ପଟ୍ଟନାୟକ କୁମ୍ଭାର ଚକ ଆତ୍ମଜୀବନୀ
୧୯୭୬ କିଶୋରୀ ଚରଣ ଦାସ ଠାକୁର ଘର (କ୍ଷୁଦ୍ର ଗଳ୍ପ ସଙ୍କଳନ) କ୍ଷୁଦ୍ର ଗଳ୍ପ
୧୯୭୫ ରାଧାମୋହନ ଗଡ଼ନାୟକ ସୂର୍ଯ୍ୟ ଓ ଅନ୍ଧକାର କବିତା
୧୯୭୪ ସୀତାକାନ୍ତ ମହାପାତ୍ର ଶବ୍ଦର ଆକାଶ କବିତା
୧୯୭୩ ଗୁରୁ ପ୍ରସାଦ ମହାନ୍ତି ସମୁଦ୍ର ସ୍ନାନ କବିତା
୧୯୭୨ ମନୋଜ ଦାସ ମନୋଜ ଦାସଙ୍କ କଥା ଓ କାହାଣୀ କ୍ଷୁଦ୍ର ଗଳ୍ପ
୧୯୭୧ ମନୋରଞ୍ଜନ ଦାସ ଅରଣ୍ୟ ଫସଲ ନାଟକ
୧୯୭୦ ବିନୋଦ ଚନ୍ଦ୍ର ନାୟକ ସରୀସୃପ (କବିତା ସଙ୍କଳନ) କବିତା
୧୯୬୯ ସୁରେନ୍ଦ୍ର ମହାନ୍ତି ନୀଳଶୈଳ ଉପନ୍ୟାସ
୧୯୬୭ ସୂର୍ଯ୍ୟନାରାୟଣ ଦାସ ଓଡ଼ିଆ ସାହିତ୍ୟର ଇତିହାସ ସମାଲୋଚନା
୧୯୬୬ ଗୋଦାବରୀଶ ମହାପାତ୍ର ବଙ୍କା ଓ ସିଧା କବିତା
୧୯୬୫ ବୈକୁଣ୍ଠନାଥ ପଟ୍ଟନାୟକ ଉତ୍ତରାୟଣ କବିତା
୧୯୬୪ ନୀଳକଣ୍ଠ ଦାସ ଆତ୍ମଜୀବନୀ ଆତ୍ମଜୀବନୀ
୧୯୬୩ ସଚ୍ଚିଦାନନ୍ଦ ରାଉତରାୟ କବିତା-୧୯୬୨ କବିତା
୧୯୬୧ ଗୋଦାବରୀଶ ମିଶ୍ର ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋର ସ୍ଥାନ ଆତ୍ମଜୀବନୀ
୧୯୫୮ କାହ୍ନୁ ଚରଣ ମହାନ୍ତି କା ଉପନ୍ୟାସ
୧୯୫୫ ଗୋପୀନାଥ ମହାନ୍ତି ଅମୃତର ସନ୍ତାନ ଉପନ୍ୟାସ

ଅନୁବାଦ ପୁରସ୍କାର ସମ୍ମାନିତ ଲେଖକ

ପୁରସ୍କାର ବର୍ଷ ଅନୁବାଦକଙ୍କ ନାମ ବହିର ନାମ ମୂଳ ବହି ମୂଳ ଲେଖକ
୨୦୨୧ ଗୌରହରି ଦାସ ଛେଳି ଚରେଇବାର ଦିନ ଆବୁଜୀବୀଥମ, ମାଲୟଲମ ବେନିୟାମିନ
୨୦୨୦ ମଞ୍ଜୁ ମୋଦୀ କଲ୍ୟାଣୀ କଲ୍ୟାଣୀ (ହିନ୍ଦୀ) ଜୈନେନ୍ଦ୍ର କୁମାର
୨୦୧୯ ଅଜୟ କୁମାର ପଟ୍ଟନାୟକ ଶ୍ରେଷ୍ଠ ହିନ୍ଦୀ ଗଳ୍ପ ହିନ୍ଦୀ ବିଭିନ୍ନ ଲେଖକ
୨୦୧୮ ଶ୍ରଦ୍ଧାଞ୍ଜଳି କାନୁନଗୋ ଶ୍ରୀମୟୀ ମା ବଙ୍ଗଳା ନବକୁମାର ବସୁ
୨୦୧୭ ସୂର୍ଯ୍ୟମଣି ଖୁଣ୍ଟିଆ ଯୁଗାନ୍ତ ମରାଠି ଇରାବତି ଖାର୍ଭେ
୨୦୧୬ ମୋନାଲିସା ଜେନା ଆଶୀର୍ବାଦର ରଙ୍ଗ ଅହମିୟା ଅରୁଣ ଶର୍ମା
୨୦୧୫ ଶକୁନ୍ତଳା ବଳିୟାରସିଂହ କାବେରୀ ଭଳି ଝିଅଟିଏ ଓରୁ କେବେରୀ ୟାଇ ପୋଲାର, ତାମିଲ ତ୍ରିପୁରାସୁନ୍ଦରୀ ଲକ୍ଷ୍ମୀ
୨୦୧୪ ରବିନ୍ଦ୍ର କୁମାର ପ୍ରହରାଜ ଥିଲାଘର ଗେହ୍ଲାପୁଅ ଅଲାଲେର ଘରେର ଦୁଲାଲ, ବଙ୍ଗଳା ଉପନ୍ୟାସ ଟେକ ଚାନ୍ଦ ଠାକୁର
୨୦୧୩ ବିଳାସିନୀ ମହାନ୍ତି ଅନାବୃତ ଅନ୍ଧକାର: ସାଦତ ହସନ ମଣ୍ଟୋଙ୍କ ଅର୍ଦ୍ଧଶତ କାହାଣୀ କ୍ଷୁଦ୍ରଗଳ୍ପ ସଂଗ୍ରହ, ଉର୍ଦ୍ଦୁ କ୍ଷୁଦ୍ରଗଳ୍ପ ସାଦତ ହସନ ମଣ୍ଟୋ
୨୦୧୨ ପ୍ରଶାନ୍ତ କୁମାର ମହାନ୍ତି ସେ ପକ୍ଷୀଟିର ନା ଉସ ଚିରିଆ କା ନାମ, ହିନ୍ଦୀ ଉପନ୍ୟାସ ପଙ୍କଜ ବିସ୍ତ
୨୦୧୧ ସଂଗ୍ରାମ ଜେନା ଉମରାଓ ଜାନ ଆଦା ଉମରାଓ ଜାନ ଅଦା, ଉର୍ଦ୍ଦୁ ଉପନ୍ୟାସ ମିର୍ଜା ମହମ୍ମଦ ହାଡି
୨୦୧୦ ଅମିୟବାଳା ପଟ୍ଟନାୟକ ରେଣୁ ରଚନା ସଞ୍ଚୟନ ରେଣୁ ରଚନା ସଞ୍ଚୟନ, ହିନ୍ଦୀ କ୍ଷୁଦ୍ରଗଳ୍ପ ସଂଗ୍ରହ ଫଣିସ୍ୱମଠ ରେଣୁ
୨୦୦୯ ଧରଣୀଧର ପାଣିଗ୍ରାହୀ କରଣ ସିଂହ: ଆତ୍ମଜୀବନୀ କରଣ ସିଂହ: ଆନ ଅଟୋବାୟୋଗ୍ରାଫି, ଇଂରାଜୀ ଆତ୍ମଜୀବନୀ କରଣ ସିଂହ
୨୦୦୮ ଜ୍ୟୋତ୍ସ୍ନା ରାଉତ ବିଶ୍ୱାଳ ମହାରଥୀ ମହାରଥୀ, ଅସମିଆ ଉପନ୍ୟାସ ଚନ୍ଦ୍ର ପ୍ରକାଶ ସାଇକିଆ
୨୦୦୭ ବିପିନ ବିହାରୀ ମିଶ୍ର ଅନ୍ତର୍ଯାତ୍ରା ଅନ୍ତର୍ଯାତ୍ରା ଅମରନାଥ ଶୁକ୍ଳା
୨୦୦୬ ସୁଦର୍ଶନ ଆଚାର୍ଯ୍ୟ କଥା ସରିତ ସାଗର – ୧ ଓ ୨ କଥା ସରିତ ସାଗର, ସଂସ୍କୃତ କ୍ଷୁଦ୍ରଗଳ୍ପ ସୋମଦେବ
୨୦୦୫ ପ୍ରଭାକର ସ୍ୱାଇଁ ନିର୍ମଳ ବର୍ମାଙ୍କ ଶ୍ରେଷ୍ଠ ଗଳ୍ପ ହିନ୍ଦୀ କ୍ଷୁଦ୍ରଗଳ୍ପ ସଂଗ୍ରହ ନିର୍ମଳ ବର୍ମା
୨୦୦୪ ଚୌଧୁରୀ ହେମକାନ୍ତ ମିଶ୍ର ବାରବୁଲା ଦେବଦୁତ ଆୱାରା ମସିହା, ହିନ୍ଦୀ ଜୀବନୀ ବିଷ୍ଣୁ ପ୍ରଭାକର
୨୦୦୩ ସୌଦାମିନୀ ନନ୍ଦ ଅନ୍ଧ ଯୁଗ ଅନ୍ଧା ୟୁଗ ଧରମବୀର ଭାରତୀ
୨୦୦୨ ନୃସିଂହ ତ୍ରିପାଠୀ ଚାରୁ ଚନ୍ଦ୍ରଲେଖା ଚାରୁ ଚନ୍ଦ୍ରଲେଖା, ହିନ୍ଦୀ ଉପନ୍ୟାସ ହଜାରୀ ପ୍ରସାଦ ଦ୍ୱିବେଦୀ
୨୦୦୧ ଜାନକୀ ବଲ୍ଲଭ ପଟ୍ଟନାୟକ ବଙ୍କୀମ ଉପନ୍ୟାସମାଳା (୨ଖଣ୍ଡ) ବଙ୍ଗଳା ଉପନ୍ୟାସ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ
୨୦୦୦ ଅମରେଶ ପଟ୍ଟନାୟକ ତୀସ୍ତା ତଟର ବୃତ୍ତାନ୍ତ ତୀସ୍ତା ପରେର ବ୍ରିତାନ୍ତ, ବଙ୍ଗଳା ଉପନ୍ୟାସ ଦେବେଶ ରାୟ
୧୯୯୯ ଚନ୍ଦ୍ରଶେଖର ଦାସବର୍ମା ଗୋଟିଏ ଗଧର ଆତ୍ମକଥା ଏକ ଗଧେ କି ଆତ୍ମକଥା, ହିନ୍ଦୀ ଉପନ୍ୟାସ କିଶନ ଚନ୍ଦର
୧୯୯୮ ଅସିତ ମହାନ୍ତି ଅଧ୍ୟାୟ ଏକବିଂଶ କ୍ଷୁଦ୍ରଗଳ୍ପ ଏକାଧିକ ଲେଖକ
୧୯୯୭ ଯୁଗଳ କିଶୋର ଦତ୍ତ ଆସାମୀ ହାଜିର ବଙ୍ଗଳା ଉପନ୍ୟାସ ବିମଳ ମିତ୍ର
୧୯୯୬ ଜୀବନାନନ୍ଦ ପାଣି ମୁହଁ ସଞ୍ଜ ଉପନ୍ୟାସ ପରାପ୍ପୁରଟୁ
୧୯୯୫ ନନ୍ଦିନୀ ଶତପଥୀ ରେଭେନ୍ୟୁ ଟିକଟ ଆତ୍ମଜୀବନୀ ଅମୃତା ପ୍ରିତମ
୧୯୯୪ ଭି. ପି. ଜୋଗଲେକର ଠୁମରୀ କ୍ଷୁଦ୍ରଗଳ୍ପ ଭି. ପି. କାଲେ
୧୯୯୩ ବରେନ୍ଦ୍ର କୃଷ୍ଣ ଧଳ ଶାମ୍ବ ଉପନ୍ୟାସ ସମରେଶ ବସୁ (କାଳକୁଟ)
୧୯୯୨ ଶ୍ରୀନିବାସ ଉଦ୍‌ଗାତା ସୌଭାଗ୍ୟ ନୂପୁର ଉପନ୍ୟାସ ଅମୃତଲାଲ ନାଗର
୧୯୯୧ ନୀଳମଣି ମିଶ୍ର କେତେ ନାଚିବ ଗୋପାଳ ଉପନ୍ୟାସ ଅମୃତଲାଲ ନାଗର
୧୯୯୦ ଲକ୍ଷ୍ମୀ ନାରାୟଣ ମହାନ୍ତି ବନଚାରୀ ଉପନ୍ୟାସ ବିଭୂତି ଭୁଷଣ ବନ୍ଦୋପାଧ୍ୟାୟ
୧୯୮୯ ବସନ୍ତ କୁମାରୀ ଦେବୀ ଗଣଦେବତା, ଭାଗ ୧ ଓ ୨, (ପଞ୍ଚଗ୍ରାମ) ଉପନ୍ୟାସ ତାରାଶଙ୍କର ବନ୍ଦୋପାଧ୍ୟାୟ

ବାଳ ସାହିତ୍ୟ ପୁରସ୍କାର ସମ୍ମାନିତ ଲେଖକ

ପୁରସ୍କାର ବର୍ଷ ସାହିତ୍ୟିକ ବହି/ ଅବଦାନ ଆଧାର
୨୦୨୨ ନରେନ୍ଦ୍ର ପ୍ରସାଦ ଦାସ କୋଳାହଳ ନା ହଳାହଳ (କ୍ଷୁଦ୍ର ଗଳ୍ପ)
୨୦୨୧ ଦିଗରାଜ ବ୍ରହ୍ମା ଗୀତ କହେ ମିତର କଥା
୨୦୨୦ ରାମଚନ୍ଦ୍ର ନାୟକ ବଣ ଦେଉଳରେ ସୁନା ନେଉଳ
୨୦୧୯ ବୀରେନ୍ଦ୍ର ସାମନ୍ତରାୟ ଶିଶୁ ସାହିତ୍ୟକୁ ସାମଗ୍ରୀକ ଅବଦାନ ନିମନ୍ତେ
୨୦୧୮ ବୀରେନ୍ଦ୍ରନାଥ ମହାନ୍ତି‎ ରୁମ୍‌କୁ ଝୁମା (କବିତା)
୨୦୧୭ ଶୁଭେନ୍ଦ୍ର ମୋହନ ଶ୍ରୀଚନ୍ଦନସିଂହ ଶିଶୁସାହିତ୍ୟକୁ ସାମଗ୍ରୀକ ଅବଦାନ ନିମନ୍ତେ
୨୦୧୬ ବଟକୃଷ୍ଣ ଓଝା ଶିଶୁ ସାହିତ୍ୟକୁ ସାମଗ୍ରୀକ ଅବଦାନ ନିମନ୍ତେ
୨୦୧୫ ସ୍ନେହଲତା ମହାନ୍ତି ଶିଶୁ ସାହିତ୍ୟକୁ ସାମଗ୍ରୀକ ଅବଦାନ ନିମନ୍ତେ
୨୦୧୪ ଦାଶ ବେନହୁର ଶିଶୁ ସାହିତ୍ୟକୁ ସାମଗ୍ରୀକ ଅବଦାନ ନିମନ୍ତେ
୨୦୧୩ ନଦୀୟା ବିହାରୀ ମହାନ୍ତି ଶିଶୁ ସାହିତ୍ୟକୁ ସାମଗ୍ରୀକ ଅବଦାନ ନିମନ୍ତେ
୨୦୧୨ ରାମ ପ୍ରସାଦ ମହାନ୍ତି ଶିଶୁ ସାହିତ୍ୟକୁ ସାମଗ୍ରୀକ ଅବଦାନ ନିମନ୍ତେ
୨୦୧୧ ମହେଶ୍ୱର ମହାନ୍ତି ଶିଶୁ ସାହିତ୍ୟକୁ ସାମଗ୍ରୀକ ଅବଦାନ ନିମନ୍ତେ
୨୦୧୦ ପୁଣ୍ୟପ୍ରଭା ଦେବୀ କୁନି ଗୋଇନ୍ଦା (କ୍ଷୁଦ୍ର ଗଳ୍ପ)

ଯୁବ ପୁରସ୍କାର ସମ୍ମାନିତ ଲେଖକ

ବର୍ଷ ସାହିତ୍ୟିକ ବହି ବିଭାଗ ଆଧାର
୨୦୨୨ ଦିଲ୍ଲୀପ ବେହେରା ଲଣ୍ଠନ କ୍ଷୁଦ୍ରଗଳ୍ପ
୨୦୨୧ ଦେବବ୍ରତ ଦାସ ସ୍ପର୍ଶ ଓ ଅନ୍ୟାନ୍ୟ ଗଳ୍ପ ଗଳ୍ପ
୨୦୨୦ ଚନ୍ଦ୍ରଶେଖର ହୋତା ଚେତନାର ଅନ୍ୱେଷଣ ପ୍ରବନ୍ଧ
୨୦୧୯ ଶିଶିର ବେହେରା ବିମୁଗ୍ଧ ଉଚ୍ଚାରଣ ଆଲୋଚନା
୨୦୧୮ ଜୟଦ୍ରଥ ସୁନା ଶୋଷ କବିତା ସଂକଳନ
୨୦୧୭ ସୂର୍ଯ୍ୟସ୍ନାତ ତ୍ରିପାଠୀ ଏ ସମ୍ପର୍କ ଏମିତି କବିତା ସଂକଳନ
୨୦୧୬ ଜ୍ଞାନୀ ଦେବାଶିଷ ମିଶ୍ର ଦାଗ କବିତା ସଂକଳନ
୨୦୧୫ ସୁଜିତ କୁମାର ପଣ୍ଡା ମାନସାଙ୍କ କ୍ଷୁଦ୍ରଗଳ୍ପ
୨୦୧୪ ନରେନ୍ଦ୍ର କୁମାର ଭୋଇ ପୀଡ଼ାପର୍ବ କବିତା
୨୦୧୩ କ୍ଷେତ୍ରବାସୀ ନାଏକ ଦାଦନ କ୍ଷୁଦ୍ର ଗଳ୍ପ
୨୦୧୨ ସୃଷ୍ଟିଶ୍ରୀ ନାୟକ ଭିନ୍ନ ଉପବନ କ୍ଷୁଦ୍ର ଗଳ୍ପ
୨୦୧୧ ଗାୟତ୍ରୀବାଳା ପଣ୍ଡା ଗାଆଁ କବିତା

ଆଧାର

Tags:

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା ମୂଳ ରଚନା ନିମନ୍ତେ ସମ୍ମାନିତ ଲେଖକକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା ଅନୁବାଦ ପୁରସ୍କାର ସମ୍ମାନିତ ଲେଖକକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା ବାଳ ସାହିତ୍ୟ ପୁରସ୍କାର ସମ୍ମାନିତ ଲେଖକକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା ଯୁବ ପୁରସ୍କାର ସମ୍ମାନିତ ଲେଖକକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା ଆଧାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା ଅଧିକ ତଥ୍ୟକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା

🔥 Trending searches on Wiki ଓଡ଼ିଆ:

ଯୋଗରାମଚନ୍ଦ୍ର ବେହେରାସମ୍ବାଦ (ଖବରକାଗଜ)ଜଳ୧୨ ଡିସେମ୍ବରଅଚ୍ୟୁତାନନ୍ଦ ପ‌ତିପୁରୀ ଜିଲ୍ଲାଇବାଣ୍ଡ୍ରୋନିକ ଏସିଡସ୍ନେହସାରଭାରତର ସଂସ୍କୃତିକାଳୀଚରଣ ପଟ୍ଟନାୟକଯକୃତବକ୍ସି ଜଗବନ୍ଧୁବିରଜା ମନ୍ଦିରଉତ୍କଳ ସମ୍ମିଳନୀଭୂମିକମ୍ପମାଟିର ମଣିଷମହାତ୍ମା ଗାନ୍ଧୀମାସମରିସସ୧ ଅପ୍ରେଲଟେସାମୋରେଲିନଉତ୍କଳମୀନ (ମାସ)ଦୀପକ ମିଶ୍ରଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରବାଜି ରାଉତଅଭିମନ୍ୟୁ ସାମନ୍ତସିଂହାରଅଶୋକାଷ୍ଟମୀକଳାପାହାଡ଼ଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରାଜା ରାମମୋହନ ରାୟକୃଷ୍ଣଚନ୍ଦ୍ର ପାଣିଗ୍ରାହୀ୧୫ ଫେବୃଆରୀଅପରେଟିଙ୍ଗ ସିଷ୍ଟମଓଡ଼ିଆ ସାହିତ୍ୟର ଇତିହାସଗୁରୁ ପ୍ରସାଦ ମହାନ୍ତିରିୟା ସେନଏ. ପି. ଜେ. ଅବଦୁଲ କଲାମସମ୍ବଲପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଜ୍ଞାନପୀଠ ପୁରସ୍କାରବୁନ୍ଦିଆ ଖିରିଚନ୍ଦନରାସାୟନିକ ମୌଳିକସେପ୍ଟେମ୍ବରବୀଜାଣୁ୧୨ ଅପ୍ରେଲ୧୨ ଫେବୃଆରୀହେଲୋ ନେଟୱର୍କଦୁର୍ଗାଫିଲିପାଇନ୍ସଆମ୍ବହେମନ୍ତ ଦାସଭାଷାମକର (ରାଶି)କବିସୂର୍ଯ୍ୟ ବଳଦେବ ରଥଦ୍ୱିତୀୟ ବିଶ୍ୱଯୁଦ୍ଧକାନାଡ଼ାଜଗନ୍ନାଥଙ୍କ ବେଶଯାଜପୁରକୁଜିବର ପ‌ତ୍ରଏସ୍କେରିସିଆ କୋଲାଇଭାରତୀୟ ଜନତା ପାର୍ଟିବୃହସ୍ପତି🡆 More