କଲେଜ ଟାଇମ: ୨୦୧୫ର ଓଡ଼ିଆ କଥାଚିତ୍ର

କଲେଜ ଟାଇମ, ୨୦୧୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ଉତ୍ତମ କୁମାର ପାଣିଗ୍ରାହୀ । ଗାୟତ୍ରୀ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ ଲିମିଟେଡ ବ୍ୟାନନରେ ନିର୍ମିତ ହୋଇଥିଲା ଏହି ଚଳଚ୍ଚିତ୍ରଟି । ଏହି ଚଳଚ୍ଚିତ୍ରଟିର କାହାଣୀ ଏବଂ ସଂଳାପ ଲେଖିଥିଲେ ଶରଣାରବିନ୍ଦ ଓଝା । ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ ଏହି ଚଳଚ୍ଚିତ୍ରର ଚିତ୍ରନାଟ୍ୟ- ନିର୍ଦ୍ଦେଶନା ଦେଇଥିଲେ । ଗୀତିକାର ଅରୁଣ ମନ୍ତ୍ରୀ ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ । ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକର ସ୍ୱର ସଂଯୋଜନା କରିଥିଲେ । ଉଦିତ ନାରାୟଣ, ଇରା ମହାନ୍ତି, ଜାବେଦ ଅଲ୍ଲୀ, ବିନୋଦ ରାଠୋଡ଼, ମାନସ ପ୍ରୀତମ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରର ଗୀତଗୁଡ଼ିକ ଗାଇଥିଲେ ।

କଲେଜ ଟାଇମ
ନିର୍ଦ୍ଦେଶକସୁଧାଂଶୁ ମୋହନ ସାହୁ
ପ୍ରଯୋଜକଉତ୍ତମ କୁମାର ପାଣିଗ୍ରାହୀ
ସଂଳାପଶରଣାରବିନ୍ଦ ଓଝା
ଚିତ୍ରନାଟ୍ୟସୁଧାଂଶୁ ମୋହନ ସାହୁ
କାହାଣୀଶରଣାରବିନ୍ଦ ଓଝା
କଳାକାରଅମ୍ଳାନ ଦାସ
ରିୟା ଦେ
ମିହିର ଦାସ
ସଙ୍ଗୀତପ୍ରଶାନ୍ତ ପାଢ଼ୀ
ଚିତ୍ରଗ୍ରହଣସଞ୍ଜୀବ ମହାପାତ୍ର
ସମ୍ପାଦକଚନ୍ଦ୍ର ଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୨୩ ଜାନୁଆରୀ ୨୦୧୫
ଦେଶକଲେଜ ଟାଇମ: ଅଭିନୟ, କାହାଣୀ, ଗୀତ ଏବଂ ସଙ୍ଗୀତ ଭାରତ
ଭାଷାଓଡ଼ିଆ

ଏହି ଚଳଚ୍ଚିତ୍ର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ ଅମ୍ଳାନ ଦାସ ଏବଂ ନାୟିକା ରିୟା ଦେ । ମିହିର ଦାସ ଏହି ଚଳଚ୍ଚିତ୍ରର ମଧ୍ୟ ଅଭିନୟ କରିଥିଲେ ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକର ସ୍ୱର ସଂଯୋଜନା କରିଥିଲେ । ଗୀତିକାର ଅରୁଣ ମନ୍ତ୍ରୀ ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ । ଉଦିତ ନାରାୟଣ, ଇରା ମହାନ୍ତି, ଜାବେଦ ଅଲ୍ଲୀ, ବିନୋଦ ରାଠୋଡ଼, ମାନସ ପ୍ରୀତମ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରର ଗୀତଗୁଡ଼ିକ ଗାଇଥିଲେ ।

ଗୀତ

କ୍ରମଗୀତସମୟ
1."କଲେଜ ଟାଇମ" 
2."ବେବି ଡଲ୍" 
3."ଗାର୍ଲଫ୍ରେଣ୍ଡ ବସ୍ତାରେ" 
4."ଜୀବନ ହୋଇଛି" 
5."ରେ ମେଘ ତୁ ଆ" 
6."ଶ୍ରୀ ଗଣେଶ" 
7."ଥରେ ଥରେ ମୋ ମନ" 

ଆଧାର

ବାହାର ଆଧାର

Tags:

କଲେଜ ଟାଇମ ଅଭିନୟକଲେଜ ଟାଇମ କାହାଣୀକଲେଜ ଟାଇମ ଗୀତ ଏବଂ ସଙ୍ଗୀତକଲେଜ ଟାଇମ ଆଧାରକଲେଜ ଟାଇମ ବାହାର ଆଧାରକଲେଜ ଟାଇମଇରା ମହାନ୍ତିଉଦିତ ନାରାୟଣଓଡ଼ିଆ ଭାଷା

🔥 Trending searches on Wiki ଓଡ଼ିଆ:

ଯମେଶ୍ୱର ମିଶ୍ରକିଏ କାହାର (୧୯୯୭ର ଓଡ଼ିଆ କଥାଚିତ୍ର)ଶନିରୀତା ସାହୁଅଗଷ୍ଟସସ୍ନେହସାରଓଡ଼ିଆ ଭାଷାକପିଳେନ୍ଦ୍ର ଦେବଗୋବିନ୍ଦ ତ୍ରିପାଠୀଅଶୋକାଷ୍ଟମୀଓ ଅନ୍ଧଗଳିଅଂଶୁଘାତ୧୫୨୮ବିଜୁ ଜନତା ଦଳମାୟାଧର ମାନସିଂହସଚ୍ଚିଦାନନ୍ଦ ରାଉତରାୟଓଡ଼ିଆ ସାହିତ୍ୟର ଇତିହାସରାଜେନ୍ଦ୍ର କିଶୋର ପଣ୍ଡାସଂତୃପ୍ତ ମିଶ୍ର୧୫୭୬ବି. ଆର. ଆମ୍ବେଦକରଓଡ଼ିଆ କାବ୍ୟ କବିତା୧୫୨୫ଓଡ଼ିଆ ପତ୍ରିକା ଗୁଡ଼ିକର ତାଲିକାଆମ୍ବେଦକର ଜୟନ୍ତୀଚିତ୍ତରଞ୍ଜନ ଦାସଶରତ କୁମାର ମହାନ୍ତିଭାରତୀୟ ମୁଦ୍ରାଖାଦ୍ୟନୃସିଂହନାଥ ମନ୍ଦିରଷଠି ଓଷାବୃହସ୍ପତି୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନରାମକୃଷ୍ଣ ନନ୍ଦୟୁ ଟ୍ୟୁବସରୋଜିନୀ ନାଇଡୁଜାପାନଖଲିପତ୍ର୧୪ ମାର୍ଚ୍ଚବ୍ରତୋପନୟନବୁଧେଇ ଓଷାଅଚ୍ୟୁତ ସାମନ୍ତକିଏ ଦବ ଟକ୍କରଗଣିତନଅଙ୍କ ଦୁର୍ଭିକ୍ଷଓଡ଼ିଆ ଲିପିଗଞ୍ଜା ଲଢ଼େଇକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାତୁଳସୀ ଦାସଜାଭାକୋରାପୁଟ ଜିଲ୍ଲାସମୟ (କାଳ)ଜହ୍ନିଓଷାଚେକ୍ ଗଣରାଜ୍ୟ୧୭୯୦ଲାଟିନ ଭାଷାହୃଦରକ୍ତନାଳୀ ରୋଗମେଲାଟୋନିନବିନୋଦ ଚନ୍ଦ୍ର ନାୟକସେସିଲିଆ ପେଇନ-ଗାପୋସ୍ଚକିନମାଗୁଣିର ଶଗଡ଼Debapriya Priyadarshi Chakraକା (ଉପନ୍ୟାସ)କିଶୋରୀ ଚରଣ ଦାସକୁଞ୍ଜବିହାରୀ ଦାଶସରସ୍ୱତୀନିର୍ମଳା (ଉପନ୍ୟାସ)ସୁମନ କଲ୍ୟାଣପୁର🡆 More