ଉଦୟଗିରି: ଓଡିଶାରେ ବୌଦ୍ଧ ପରିସର

ଉଦୟଗିରି ଓଡ଼ିଶାରେ ଥିବା ଏକ ବୌଦ୍ଧ ସ୍ତୂପ ଓ ବିହାରସମୂହର ସମାହାର । ଉଦୟଗିରି, ରତ୍ନଗିରି ଓ ଲଳିତଗିରି ପୁରାତନ ପୁଷ୍ପଗିରି ବିଶ୍ୱବିଦ୍ୟାଳୟର ଏକ ଅଂଶ । ପୁରାତନ ଅନୁଶାସନ ଅନୁସାରେ ଏହାର ଐତିହାସିକ ନାମ ମାଧବପୁର ମହାବିହାର ଥିଲା ।

ଉଦୟଗିରି
ଉଦୟଗିରି: ଅବସ୍ଥାନ, ଟୀକା, ଆଧାର
ମୂଳ ସ୍ତୂପ
Religion
ଅନୁବନ୍ଧଗୁଡ଼ିକବୌଦ୍ଧ ବାଦ
Districtଯାଜପୁର
Statusସଂରକ୍ଷିତ
Location
ସ୍ଥାନଉଦୟଗିରି: ଅବସ୍ଥାନ, ଟୀକା, ଆଧାର ଭାରତ
Stateଓଡ଼ିଶା
ବୌଦ୍ଧବାଦ

ଉଦୟଗିରି: ଅବସ୍ଥାନ, ଟୀକା, ଆଧାର
ମୂଳ ଲକ୍ଷ · ପୋର୍ଟାଲ

ଇତିହାସ
ସମୟ · ସଙ୍ଘ
ଗୌତମ ବୁଦ୍ଧ
ଶିଷ୍ୟଗଣ
ବୌଦ୍ଧବାଦୀ

ଧର୍ମ ବା ମତବାଦ

ଚାରୋଟି ସତ
ପାଞ୍ଚଟି ସମୂହ
ଅଦୃଶ୍ୟପଣ
ଯାତନା · ନିଜେ-ନୁହେଁ
ପ୍ରତିତ୍ୟସମୁତ୍ପଦ
ମଝି ବାଟ · ଶୂନ୍ୟତା
କମ · ପୁନର୍ଜନ୍ମ
ସଁସାର · ପୃଥିବୀର ଜନ୍ମ

ଆଚରଣ

ତିନୋଟି ରତନ
ଉପଦେଶ · ଶୁଦ୍ଧତା
ଧ୍ୟାନ · ଜ୍ଞାନ
ମହାନ ଆଠ ପରସ୍ତ ଜ୍ଞାନ
ବୋଧି ପାଇଁ ସାଧନ
ଆୟାତ୍ମ · ଗାର୍ହସ୍ଥ୍ୟ

ନିବାଣ
ଚାରୋଟି ସ୍ତର · ଅରହନ୍ତ
ବୁଦ୍ଧ · ବୋଧିସତ

ପରମ୍ପରା · ଧର୍ମଗ୍ରନ୍ଥ
ଥେରବାଦ · ପାଳି
ମହାଜାନ · ଚାଇନିଜ
ବଜଜାନ · ତିବବତୀୟ

୧୯୫୮ରୁ କରାଯାଇଥିବା ଏ.ଏସ.ଆଇ.ର ଅନେକ ଖନନରୁ ନାନାଦି ପ୍ରମାଣ ସବୁ ମିଳିଅଛି । ୧୯୯୭ରୁ ୨୦୦୦ ଭିତରେ ଉଦୟଗିରିର ଏକ ୨ୟ ଭାଗ (ଉଦୟଗିରି-୨)ର ସନ୍ଧାନ ମିଳିଅଛି ଯେଉଁଥିରେ ଅନେକ ଗୁଡ଼ିଏ ସ୍ତୂପ ଓ ବିହାରର ଆକଳନ କରାଯାଇଅଛି ।

ଅବସ୍ଥାନ

  • ଅକ୍ଷାଂଶ ୨୦° ୩୮' ୪୫" ଉତ୍ତର
  • ଦ୍ରାଘିମା ୮୬° ୧୬' ୨୫" ପୂର୍ବ

ଉଦୟଗିରିର ମୂଳ ସ୍ତୂପର ଅବସ୍ଥାନ (20.643738,86.267011)ଠାରେ ଓ ବିହାରର ଅବସ୍ଥାନ (20.64163,86.269189)ଠାରେ ରହିଅହି ।

ଟୀକା

ଆଧାର

  • "Excavations at Udayagiri-2 (1997-2000)", Bandyopadhyay, B., 2007, published as SI. No. 100 of the A.S.I.'s "Memoirs of the Archaeological Survey of India" [୩]

ଅଧିକ ତଥ୍ୟ

Tags:

ଉଦୟଗିରି ଅବସ୍ଥାନଉଦୟଗିରି ଟୀକାଉଦୟଗିରି ଆଧାରଉଦୟଗିରି ଅଧିକ ତଥ୍ୟଉଦୟଗିରିଓଡ଼ିଶାବିହାରବୌଦ୍ଧ ବାଦରତ୍ନଗିରିଲଳିତଗିରି

🔥 Trending searches on Wiki ଓଡ଼ିଆ:

ଅଭିମନ୍ୟୁ ସାମନ୍ତସିଂହାରବନ୍ଧୁ ମହାନ୍ତି୧୯୨୦୧ ଅପ୍ରେଲକବିସୂର୍ଯ୍ୟ ବଳଦେବ ରଥରେଭେନ୍‌ସା କଲିଜିଏଟ ସ୍କୁଲମାଟିର ମଣିଷ (ଉପନ୍ୟାସ)ଉଇକିମିଡ଼ିଆ ମୁଭମେଣ୍ଟଆଜାଦ ହିନ୍ଦ୍ ଫୌଜମିଳିତ ଜାତିସଂଘଟୋଲକାପୋନଟେସାମୋରେଲିନଭୂମିକା ଦାଶଚାଣକ୍ୟଅକ୍ଷାଂଶବକ୍ସି ଜଗବନ୍ଧୁପ୍ରଦ୍ୟୁମ୍ନ ଲେଙ୍କାବୈଷ୍ଣବ ପାଣିମନୋରଞ୍ଜନ ଦାସପ୍ରତିଭା ଶତପଥୀକଙ୍କାଳଆଚାର୍ଯ୍ୟ ହରିହରମି ଠୁ (ହ୍ୟାସଟ୍ୟାଗ)ଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟଚନ୍ଦ୍ରଗୁପ୍ତବିରିଭଦଭଦଳିଆବାଜି ରାଉତଓଡ଼ିଶାର ଲୋକନୃତ୍ୟ୧ (ସଂଖ୍ୟା)ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରସୁବର୍ଣ୍ଣରେଖା ନଦୀଜଗନ୍ନାଥ ମନ୍ଦିରରଣା ସାପଉଇକିକମନ୍ସପ୍ରତିଭା ରାୟଓଡ଼ିଶା ବିଧାନ ସଭାକ୍ୟୁ. ଆର. କୋଡ଼ନବକଳେବରଏଡା ଲଭ୍‌ଲେସ୍‌ଓଡ଼ିଆ ଭ୍ରମଣ ସାହିତ୍ୟରାଜ୍ୟ ସଭାପରିବେଶବିମ୍ବାଧର କୁଅଁରସ୍ନେହସାରଯକୃତବୈଶାଖମାୟାଧର ମାନସିଂହମୌଳିକ ସଂଖ୍ୟାଲଣ୍ଡନ୨୫ ମାର୍ଚ୍ଚହିନ୍ଦୁ ଧର୍ମଚଉତିଶାମଧୁମେହମିନତି ମିଶ୍ରକେନ୍ଦୁଝର ଗଡ଼ଜାତ ରାଜ୍ୟଗୀତଗୋବିନ୍ଦଭୁବନେଶ୍ୱରବିଶ୍ୱତାପନରାଷ୍ଟ୍ରପତି ଭବନ🡆 More