ଆନନ୍ଦ ଭବନ

ଆନନ୍ଦ ଭବନ  ଭରତର ରାଜଧାନୀ ନୂଆ ଦିଲ୍ଲୀଠାରେ ଅବସ୍ଥିତ ଏକ ଜାତୀୟ ସଂଗ୍ରହାଳୟ । ଏହା ଏକ ଏଇତିହାସିକ ଗୃହ ଓ ନେହେରୁ ପରିବାରର ବାସ ଗୃହ ଥିଲା । ଦେଶର ରାଜନୈତିକ ନେତା ମୋତିଲାଲ ନେହେରୁ 1930 ମସିହାରେ ଏହାକୁ ନିର୍ମାଣ କରିଥିଲେ । ପ୍ରଥମେ ପ୍ରାକ-ସ୍ୱାଧୀନତା କଳାରେ ଏହାକୁ ସ୍ୱରାଜ ଭବନ କୁହାଯାଉଥିଲା । 3 ପିଢୀର ନେହେରୁ ପରିବାର ଏଠାରେ ରହୁଥିଲେ । ଏକଦା ଏହା ଭାରତୀୟ ଜାତୀୟ କଂଗ୍ରେସର ମୁଖ୍ୟାଳୟ ମଧ୍ୟ ଥିଲା । ବର୍ତ୍ତମାନ ଏହା ସଂଗ୍ରହାଳୟ ହେଲା ପରେ ଏଠାରେ ଜବାହାର ପ୍ଲାନେତରିଆମ ରହି ବିଜ୍ଞାନ ଓ ମହାକାଶ ନିରୀକ୍ଷୟନ କାର୍ଯ୍ୟରେ ବ୍ୟବହାର ହୁଏ । 

25°27′34″N 81°51′36″E / 25.459376°N 81.8599815°E / 25.459376; 81.8599815

Anand Bhavan
ଆନନ୍ଦ ଭବନ
Facade of Anand Bhavan
ସ୍ଥାପିତ1970
ଅବସ୍ଥାନAllahabad, India
ପ୍ରକାରHistoric house museum

 1970 ମସିହାରେ ତତ୍କାଳୀନ ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଆନନ୍ଦ ଭବନକୁ ଜାତି ଉଦେଶ୍ୟରେ ପ୍ରଦାନ କରିଥିଲେ । ଏହା ସେହି ଦିନରୁ ଜାତୀୟ ସମ୍ପତ୍ତି ଭାବରେ ସଂଗ୍ରହାଳୟ ଭାବରେ ରହିଛି । 

ଗ୍ୟାଲେରି 

ଅଧିକ ପଠନ 

  • List of tourist attractions in Allahabad
  • List of museums in India

ଆଧାର 

Tags:

🔥 Trending searches on Wiki ଓଡ଼ିଆ:

ଟମ୍ ଖା କାଇକୁଜିବର ପ‌ତ୍ରବିଦ୍ୟାଳୟଉଦ୍ଭିଦ ବିଜ୍ଞାନଚଇତି ଘୋଡ଼ା ନାଚସାରଳା ମନ୍ଦିରଆଚାର୍ଯ୍ୟ ହରିହରଗୋପାଳ କୃଷ୍ଣ ରଥଏ. ପି. ଜେ. ଅବଦୁଲ କଲାମବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବଡ଼ ଏରାରାଜାରାଣୀ ମନ୍ଦିରତ୍ରିପୁରା ମିଶ୍ରଜୟଦେବମହାବିଦ୍ୟାଓଡ଼ିଆ କାବ୍ୟ କବିତାମହମ୍ମଦ ମୋକିମ୍ପ୍ରାଣୀଇତିହାସଜଗନ୍ନାଥ ଦାସଜିନା ସାମଲଗୋଦର ରୋଗଭାରତର ଜାତୀୟ ପତାକାରାମଚନ୍ଦ୍ର ବେହେରାଢଗ ଢମାଳିଫେବୃଆରୀ ୨୮ନୀଳକଣ୍ଠ ଦାସପିଙ୍କି ପ୍ରଧାନମାର୍ଚ୍ଚବିରଳା ମନ୍ଦିର, କୋଲକାତାବଳଦେବଜୀଉ ମନ୍ଦିରପାରାଦୀପ ବନ୍ଦର୧୬୬୫ଭୀମ ଭୋଇପ୍ରେମବର୍ଷାସିନ୍ଧୁ ନଦୀଛତୁ ତରକାରୀପ୍ରଧାନ ପୃଷ୍ଠା୨୬ ଅପ୍ରେଲପୁରୀ ଜିଲ୍ଲାଧରିତ୍ରୀମୟୂରଭଞ୍ଜ ଜିଲ୍ଲାଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଡାଲମାବିଜୁ ଜନତା ଦଳହେପାଟାଇଟିସ ବିଭ୍ୟାକୁମ୍ କ୍ଲିନର୍ଭୁବନେଶ୍ୱରକୋଷ୍ଠକାଠିନ୍ୟମୌଳିକ ସଂଖ୍ୟାଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଆଖୁଦୀନକୃଷ୍ଣ ଦାସରସଗୋଲାକୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଖିଲିପାନମଙ୍ଗଳୁ ଚରଣ ବିଶ୍ୱାଳପ୍ଲୁଟୋଭକ୍ତ ଚରଣ ଦାସ (ରାଜନେତା)ହନୁମାନ ବାଟିକାରାଜ୍ୟ ସଭାଓଡ଼ିଆ ଖାଦ୍ୟଆଜାଦ ହିନ୍ଦ୍ ଫୌଜଶରତ କୁମାର ମହାନ୍ତିରାମଚନ୍ଦ୍ର ମିଶ୍ରପ୍ଲୀହାସୁଇଜରଲ୍ୟାଣ୍ଡବିଜୟ ମିଶ୍ରବ୍ୟାଙ୍କଶାସ୍ତିଗୌରୀଶଙ୍କର ରାୟସ୍ୱର ବର୍ଣ୍ଣ🡆 More