ଆଟପୁର

]

ଆଟପୁର
ଗାଁ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାବାଲେଶ୍ୱର
ପଞ୍ଚାୟତ ସମିତିସୋର
ଗ୍ରାମ ପଞ୍ଚାୟତଆଟପୁର
ଭାଷାଓଡ଼ିଆ, ଇଂରାଜୀ
Time zoneIST (+୫.୩୦)
ଡାକ କୋଡ଼
୭୫୬ ୦୪୫
Area code+୦୬୭୮୮
ଯାନବାହାନ ପଞ୍ଚୀକରଣOR/01

ଆଟପୁର ଗାଁ ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ସୋର ବ୍ଲକ ଅନ୍ତର୍ଗତ ସୋର ଥାନା ଅଧୀନରେ ଥିବା ଏକ ଗାଆଁ |

ଗମନାଗମନ

ଏହା ସୋର ନିକଟରେ ଅବସ୍ଥିତ । ଏହା ବାଲେଶ୍ୱରଠାରୁ ୪୫ କି.ମି. ଦୂରରେ ଅବସ୍ଥିତ ।

ବିଶେଷତା

ଏଠାରେ ପିତା କାଳିଆ ନାମରେ ଏକ ଛୋଟ ନଈ ବହି ଯାଇଛି ।

ଶିକ୍ଷା

ବିଦ୍ୟାଳୟ

ଏହି ଗାଁରେ ଆଟପୁର ମଧ୍ୟ ଇଂରାଜୀ ବିଦ୍ୟାଳୟ ଓ ଦିନବନ୍ଧୁ ଉଚ୍ଚବିଦ୍ୟାପୀଠ ଅଛି ।

ଅନ୍ୟାନ୍ୟ

ପର୍ଯ୍ୟଟନ

ଏହି ଗାଆଁଠାରୁ ଅଳ୍ପ ଦୂରରେ ସତ୍ୟସାଇ ମନ୍ଦିର ଅଛି ।

ଆହୁରି ଦେଖନ୍ତୁ

ଆଧାର

Tags:

ଆଟପୁର ଗମନାଗମନଆଟପୁର ବିଶେଷତାଆଟପୁର ଶିକ୍ଷାଆଟପୁର ଅନ୍ୟାନ୍ୟଆଟପୁର ପର୍ଯ୍ୟଟନଆଟପୁର ଆହୁରି ଦେଖନ୍ତୁଆଟପୁର ଆଧାରଆଟପୁର

🔥 Trending searches on Wiki ଓଡ଼ିଆ:

ତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟଲିଙ୍ଗରାଜ ମନ୍ଦିରଖାସି ମାଂସ ତରକାରୀରମାକାନ୍ତ ରଥ୭ (ସଂଖ୍ୟା)ହୃଷୀକେଶ ମଲ୍ଲିକମେସିନ ଲର୍ଣ୍ଣିଙ୍ଗ୍ପଣା ସଂକ୍ରାନ୍ତିଗର୍ଭାଶୟ ଅନ୍ତଃସ୍ତର କର୍କଟଜ୍ଞାନକୋଷଉତ୍କଳ ବ୍ରାହ୍ମଣଜୟୀରାମ ସାମଲଆଖୁଭାରତୀୟ ରିଜର୍ଭ ବ୍ୟାଙ୍କ ଗବର୍ନରସମ୍ବଲପୁରକବିସୂର୍ଯ୍ୟ ବଳଦେବ ରଥକାଟୁଲୁ ରବି କୁମାରଲକ୍ଷ୍ମୀ୧୬୬୫ରାସନ କାର୍ଡ଼ (ଭାରତ)ଅଲାରନାଥ ମନ୍ଦିରଓଡ଼ିଆ ଉଇକିପିଡ଼ିଆଆର୍ଯ୍ୟଭଟ୍ଟଦୀନକୃଷ୍ଣ ଦାସଅଣସରଦୀପା ସାହୁ (୧୯୮୫ ଜନ୍ମ)ଆନନ୍ଦ ଶଙ୍କର ଦାସମହାତ୍ମା ଗାନ୍ଧୀନିର୍ମଳା (ଉପନ୍ୟାସ)କମ୍ପ୍ୟୁଟରରାବଣହନୁମାନମୁକ୍ତିକାନ୍ତ ମଣ୍ଡଳଭଦ୍ରକଯକୃତଜଗନ୍ନାଥଙ୍କ ଧୂପଚାନ୍ଦ୍ରମାସପରିବେଶଦାସକାଠିଆବାଇଶି ପାହାଚବେଦଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟଉଦ୍ଭିଦ ବିଜ୍ଞାନଓଡ଼ିଶାର ମାପ ବ୍ୟବସ୍ଥାବଣଭୋଜି ବେଶଓଡ଼ିଆ ଖାଦ୍ୟରାଜାରାଣୀ ମନ୍ଦିରନନ୍ଦିନୀ ଶତପଥୀଜାଭା (ପ୍ରୋଗ୍ରାମିଂ ଭାଷା)ମଧୁସୂଦନ ରାଓଗୋପବନ୍ଧୁ ଦାସଛବିଳ ମଧୁ ବର୍ଣ୍ଣବୋଧହୃଷୀକେଶ ପଣ୍ଡାରାସେଶ୍ୱରୀ ପାଣିଗ୍ରାହୀବାଙ୍କୀଚିଲିକା (ବହୁବିକଳ୍ପ)ପ୍ରଯୁକ୍ତି ବିଦ୍ୟାକାଗଜମଟର ସାଇକେଲ୧୯୮୪ଟମ୍ ଖା କାଇଜଗନ୍ନାଥ ମନ୍ଦିର୧୯ ମାର୍ଚ୍ଚ୨୭ ଜୁନଲକ୍ଷ୍ମୀନାରାୟଣ ସାହୁଜଳଗୋପାଳ ଛୋଟରାୟଜୁନଫେବୃଆରୀ ୨୮🡆 More