ଅର୍ଶ

ଅର୍ଶ (ଇଂରାଜୀରେ ହେମୋରଏଡ୍ Hemorrhoids (US English) ବା haemorrhoids UK: /ˈhɛmərɔɪdz/), ଏକ ପ୍ରକାର ରୋଗ ଯେଉଁଥିରେ ମଳଦ୍ୱାରଠାରେ ଥିବା ଶୀରା ସମୂହ ସ୍ଫିତ ହୋଇଯାଏସାଧାରଣ ଅବସ୍ଥାରେ ଏହି ଶୀରାଗୁଡ଼ିକ କୁସନ୍ ଭଳି କାମ କରି ମାନବ ମଳ ନିଷ୍କାସନ ନିୟନ୍ତ୍ରଣ କରେ । ଏଥିରେ ଯେତେବେଳେ ପ୍ରଦାହ ହୁଏ ବା ଏହା ସ୍ଫୀତ ହୁଏ । ଏତିକିବେଳେ ଏହାକୁ ଅର୍ଶ ରୋଗ ନାମ ଦିଆଯାଏ । ଉପସ୍ଥାପନ ଅନୁସାରେ ଲକ୍ଷଣ ଦେଖାଯାଏ । ଅନ୍ତଃ ଅର୍ଶ ହେଲେ କଷ୍ଟ‌ହୀନ ହୁଏ କିନ୍ତୁ ମଳତ୍ୟାଗ ସମୟରେ ରକ୍ତସ୍ରାବ ହୁଏ ।]].

କିନ୍ତୁ ବାହ୍ୟ ଅର୍ଶ ହେଲେ ମଳଦ୍ୱାରପାର୍ଶ୍ୱ ସ୍ଥାନ ଫୁଲିଯାଏ ଓ ଯନ୍ତ୍ରଣା ହୁଏ । ରକ୍ତସ୍ରାବ ହେଲେ ରକ୍ତ ସାଧାରଣତଃ ଗାଢ଼ ରଙ୍ଗ ହୁଏ । କିଛି ଦିନ ମଧ୍ୟରେ ଏହା ଉପଶମ ହୋଇଯାଏ । ସୁସ୍ଥ ହେବା ପରେ ମଧ୍ୟ ଏକ ଚର୍ମ ମୁଣ୍ଡା ରହିଯାଏ । ଏହି ରୋଗ ନିର୍ଦ୍ଦଷ୍ଟ କାରଣ ଜଣା ନ ଥିଲେ ମଧ୍ୟ ପେଟ ମଧ୍ୟସ୍ଥ ଅତ୍ୟଧିକ ଚାପ ବା କୋଷ୍ଠକାଠିନ୍ୟର ରୋଗ ହେବାରେ ଭୂମିକା ଥାଏ ।

ଅର୍ଶ ରୋଗ
ଅର୍ଶ
Diagram demonstrating the anal anatomy of both internal and external hemorrhoids
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିgeneral surgery[*]
ଆଇସିଡ଼ି-୧୦I84.
ଆଇସିଡ଼ି-୯-ସିଏମ୍455
ରୋଗ ଡାଟାବେସ10036
ମେଡ଼ିସିନ-ପ୍ଲସ000292
ଇ-ମେଡ଼ିସିନmed/2821 emerg/242
Patient UKଅର୍ଶ
MeSHD006484

ଅର୍ଶର କାରଣ ଅଜଣା ଥିଲେ ମଧ୍ୟ କେତେକ ପେଟର ଚାପ ବୃଦ୍ଧି କରୁଥିବା କାରକମାନଙ୍କର ଏଥିରେ ଭୂମକା ଥିବା ବିଶ୍ୱାସ କରାଯାଏ । ଏହି କାରଣ ଗୁଡ଼ିକର ନାମ କୋଷ୍ଠକାଠିନ୍ୟ, ତରଳ ଝାଡ଼ା, ଓ [ପାଇଖାନା]]ରେ ଦୀର୍ଘ ସମୟ ଧରି ବସିରହିବା । ଗର୍ଭାବସ୍ଥାରେ ଏହି ରୋଗ ଅଧିକ ହେବା ଦେଖାଯାଏ ।. ରୋଗାକ୍ରାନ୍ତ ସ୍ଥାନ‌ ଦେଖି ରୋଗ ନିର୍ଣ୍ଣୟ କରାଯାଏ । ଅନେକ ଲୋକ ଯେ ମଳଦ୍ୱାର ପାଖରେ ଯେ କୌଣସି ଲକ୍ଷଣ ହେଲେ ଅର୍ଶ ନାମ ଦିଅନ୍ତି କିନ୍ତୁ ଅନ୍ୟ ଏହାର କାରଣମାନଙ୍କୁ ଖୋଜି ବାହାର କରିବାକୁ ହୁଏ । କୋଲୋନୋସ୍କୋପି ବା ସିଗ୍‌ମୋଏଡସ୍କୋପି କରି ଏହି ରୋଗ ନିଧାର୍ଯ୍ୟ କରାଯିବା ସ‌ହିତ ଅନ୍ୟ ସାଂଘାତିକ ଅବସ୍ଥାର ଅନୁପସ୍ଥିତି ଖୋଜିବାକୁ ହୁଏ ।

ଏହା ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ଆବଶ୍ୟକ ହୁଏନାହିଁ । ପ୍ରାରମ୍ଭିକ ଉପଚାର ମଧ୍ୟରେ ତନ୍ତୁଯୁକ୍ତ ଖାଦ୍ୟ ଗ୍ରହଣ, ଜଳ‌ଯୋଜନ ନିମନ୍ତେ ଅଧିକ ଜଳ ଗ୍ରହଣ, କଷ୍ଟ ଲାଘବ ନିମନ୍ତେ ଏନ.ଏସ୍.ଆଇ.ଡି ଓ ବିଶ୍ରାମ ଆବଶ୍ୟକ । ଔଷଧ ଯୁକ୍ତ ମଲମର ଉପକାରୀତା ପ୍ରମାଣିତ ହୋଇନାହିଁ । ସାଧାରଣ ଚିକିତ୍ସାରେ ଲକ୍ଷଣ ଉପଶମ ନ ହେଲେ ବା ସାଂଘାତିକ ହେଲେ ଅନେକ ପ୍ରକାର ଉପଚାର କରାଯାଏ । ବିଭିନ୍ନ ଉପଚାର ସତ୍ତ୍ୱେ କିଛି ଉପଶମ ନ ହେଲେ ଅପରେଶନ କରାଯାଏ ।

ଜୀବନର କୌଣସି ନା କୌଣସି ସମୟରେ ଅର୍ଦ୍ଧେକ ଦୁଇ ତୃତୀୟାଂଶ ଲୋକଙ୍କର ଏହି ରୋଗ ହୁଏ । ପୁରୁଷ ଓ ମହିଳା ସମ ଭାବରେ ଆକ୍ରାନ୍ତ ହୁଅନ୍ତି । ଅଧିକାଂଶ ରୋଗୀଙ୍କ ବୟସ ୪୫ରୁ ୬୫ ବର୍ଷ ହୋଇଥାଏ ।ଧନୀମାନଙ୍କର ଏହି ରୋଗ ଅଧିକ ହୁଏ । ଏହାର ଫଳାଫଳ ସାଧାରଣତଃ ଭଲ ଥାଏ । ଖ୍ରୀ:ପୂ: ୧୭୦୦ରେ ମିଶରର ପାପିରସରେ ଏହା ଲିଖିତ ହୋଇଛି ।

ଆଧାର

Tags:

କୋଷ୍ଠକାଠିନ୍ୟ

🔥 Trending searches on Wiki ଓଡ଼ିଆ:

ଇଣ୍ଡୋନେସିଆଖାସି ମାଂସ ତରକାରୀରାମଚନ୍ଦ୍ର ମିଶ୍ରଲକ୍ଷ୍ମୀ ପୁରାଣମୁକ୍ତିକାନ୍ତ ମଣ୍ଡଳଭାରତୀୟ ଡାକ ସେବାବ୍ରୁସେଲୋସିସଓଡ଼ିଆ ଭ୍ରମଣ ସାହିତ୍ୟନୟାଗଡ଼ ଜିଲ୍ଲାଏମିସ ଲୋକଉତ୍କଳ ଦିବସକାଳୀଚରଣ ପଟ୍ଟନାୟକଉତ୍କଳ ବ୍ରାହ୍ମଣମଧୁସୂଦନ ଦାସଲକ୍ଷ୍ମୀପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପ୍ରତିଭା ଶତପଥୀଉତ୍କଳ ସମ୍ମିଳନୀ୨୬ ଅପ୍ରେଲ୧୯୦୫ବିରଳା ମନ୍ଦିର, ହାଇଦ୍ରାବାଦତ୍ରିଭୁଜଅକ୍ଷୟ ତୃତୀୟାଫତୁରାନନ୍ଦବୈକୁଣ୍ଠନାଥ ପଟ୍ଟନାୟକଯାଜପୁର ଜିଲ୍ଲାବୀର ସୁରେନ୍ଦ୍ର ସାଏଇଣ୍ଡିଆନ ପ୍ରିମିଅର ଲିଗରାଧାମୋହନ ଗଡ଼ନାୟକରାମକୃଷ୍ଣ ପରମହଂସଦ୍ୱିତୀୟ ବିଶ୍ୱଯୁଦ୍ଧବୈଜୟନ୍ତ ପଣ୍ଡାବିର୍ସା ମୁଣ୍ଡାମୌଳିକ ସଂଖ୍ୟାଆରିଷ୍ଟୋଟଲମନୋଜ ଦାସଙ୍କ କଥା ଓ କାହାଣୀବୈଷ୍ଣବ ପାଣିଖଞ୍ଜଣିସୁଭାଷ ଚନ୍ଦ୍ର ବୋଷଅଣ୍ଡାପଞ୍ଚୁ ପାଣ୍ଡବ (ଓଡ଼ିଆ କଥାଚିତ୍ର)ଶେର ଶାହ ସୁରୀଶ୍ରୀଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗଉଇକିପିଡ଼ିଆ ସମୂହର ତାଲିକାମାଟିର ମଣିଷକିଶୋରୀ ଚରଣ ଦାସଲକ୍ଷ୍ମୀନାରାୟଣ ସାହୁଉପନିଷଦରମାକାନ୍ତ ରଥଫକୀର ମୋହନ ସେନାପତିଓଡ଼ିଆ କାବ୍ୟ କବିତାଓ ଅନ୍ଧଗଳିସୁନାବାଇଶି ପାହାଚଚିଲିକା (କବିତା)ଗଣ୍ଡାକୁଜିବର ପ‌ତ୍ରଚୈତନ୍ୟହୃତ୍‌ପିଣ୍ଡମଙ୍ଗଳା ମନ୍ଦିରସତ୍ୟବାଦୀ ବନ ବିଦ୍ୟାଳୟଚରକନେମାଳଶ୍ରୀଲଙ୍କାର ଭୂଗୋଳନୀଳକଣ୍ଠ ଦାସଚିତ୍ତରଞ୍ଜନ ତ୍ରିପାଠୀଦେବଗଡ଼ ଜିଲ୍ଲାଅଭିମନ୍ୟୁ ସାମନ୍ତସିଂହାରଅଂଶୁପା ହ୍ରଦମନୋରଞ୍ଜନ ଦାସପଲଉ🡆 More