ଅମିଶା ପଟେଲ: ଭାରତୀୟ ଅଭିନେତ୍ରୀ

ଅମିଶା ପଟେଲ (ଜନ୍ମ ଅମିଶା ଅମିତ୍ ପଟେଲ; ୯ ଜୁନ ୧୯୭୫) ଜଣେ ଭାରତୀୟ ଅଭିନେତ୍ରୀ ଓ ମଡେଲ। ସେ ମଧ୍ୟ ତେଲୁଗୁ ଓ ତାମିଲ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ସେ ୨୦୦୦ ମସିହାରେ ରୋମାଞ୍ଚକ ଚଳଚ୍ଚିତ୍ର, କାହୋନା ପ୍ୟାର ହେଦ୍ୱାରା ଚଳଚ୍ଚିତ୍ର ଜଗତରେ ପାଦ ଦେଇଥିଲେ। ପଟେଲ୍ ଅଭିନୟ କରିଥିବା, ଗଦର୍:ଏକ ପ୍ରେମକଥା (୨୦୦୧) ଯାହାକି ଚଳଚ୍ଚିତ୍ର ଜଗତରେ ଇତିହାସ ରଚିଥିଲା। ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ବହୁତ ସମାଲୋଚନା ମିଳିଥିଲା ଏବଂ ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ Filmfare special performance award ମଧ୍ୟ ମିଳିଥିଲା। ସେ ୨୦୧୧ ମସିହାରେ ଅମିଶା ପଟେଲ୍ ପ୍ରଡ଼କ୍ସନ ନାମରେ ଏକ ପଡ଼କ୍ସନ କମ୍ପାନୀ ତିଆରି କରିଥିଲେ।

ଅମିଶା ପଟେଲ
ଅମିଶା ପଟେଲ: ଭାରତୀୟ ଅଭିନେତ୍ରୀ
ଜନ୍ମ
ଅମିଶା ପଟେଲ

(1975-06-09) ୯ ଜୁନ ୧୯୭୫ (ବୟସ ୪୮)
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ଅଭିନେତ୍ରୀ, ପ୍ରଯୋଜକ, ମଡେଲ୍
ସକ୍ରିୟ ବର୍ଷ୨୦୦୦-ବର୍ତ୍ତମାନ
ପିତାମାତା(s)ଆଶା ପଟେଲ୍
ଅମିତ୍ ପଟେଲ
ସମ୍ପର୍କୀୟଅସ୍ମିତ ପଟେଲ (ଭାଇ)

ପ୍ରାଥମିକ ଜୀବନ

ପଟେଲ୍ ଗୁଜରାଟୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ଅମିତ୍ ପଟେଲ୍ ଓ ଆଶା ପଟେଲ୍ ତାଙ୍କର ପିତାମାତା। ୫ ବର୍ଷ ବୟସରୁରେ ଭରତନାଟ୍ୟମ୍ ନୃତ୍ୟ ଶିକ୍ଷା ଗ୍ରହଣ କରୁଥିଲେ। ତାଙ୍କ ଜନ୍ମ ନାମ ତାଙ୍କ ପିତାମାତା ନାମକୁ ମିଶାଇ ଅମିଶା ରଖାଗଲା।

ଆଧାର

Tags:

ତାମିଲ୨୦୦୦୨୦୧୧

🔥 Trending searches on Wiki ଓଡ଼ିଆ:

ଖଡ଼ଗପୁରଭଦଭଦଳିଆରେଶମ ପଥ୨୬ ଅପ୍ରେଲଉତ୍କଳ ଦିବସଲକ୍ଷ୍ମୀମସ୍କୋଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଉତ୍କଳ ସମ୍ମିଳନୀଗୋପାଳ ଛୋଟରାୟପ୍ରାଣୀଶ୍ରବଣା (ନକ୍ଷତ୍ର)କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାକୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭକ୍ତ ଚରଣ ଦାସ (ରାଜନେତା)ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ୧୯୦୫ସାରଥୀ ବାବାହୃତ୍‌ପିଣ୍ଡଦଶାବତାରଯଶୋବନ୍ତ ଦାସକାଳିଚରଣ ପଟ୍ଟନାୟକଚବିଶ ଗୁରୁକୁତାମ ଚଣ୍ଡୀ ମନ୍ଦିରଚିତ୍ତରଞ୍ଜନ ତ୍ରିପାଠୀଢଗ ଢମାଳିକଳାପାହାଡ଼ପାଇକ ଆଖଡ଼ାଫୋସିନୋପ୍ରିଲଜର୍ମାନୀଧରିତ୍ରୀଗୋବିନ୍ଦ ତ୍ରିପାଠୀଇଂଲଣ୍ଡସତ୍ୟବାଦୀ ବନ ବିଦ୍ୟାଳୟଦଣ୍ଡ ନାଟକଣ୍ଡୋମ୧୯୬୧ଅଂଶୁଘାତଆନ୍ଧ୍ର ପ୍ରଦେଶକଖାରୁ ଫୁଲ ଭଜା୧୯୮୪ଓଡ଼ିଶୀଭାଷାସୀତାକାନ୍ତ ମହାପାତ୍ରମାସବିରାଟ କୋହଲୀରକ୍ତମନୋଜ କୁମାର ମିଶ୍ରଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରବିନୋଦ ଚନ୍ଦ୍ର ନାୟକଏଣ୍ଡୋମେଟ୍ରିଓସିସଜାପାନ ସାଗରସିନ୍ଧୁ ନଦୀଚୁଡ଼ାମହମ୍ମଦ ମୋକିମ୍କାଶୀ ବିଶ୍ୱନାଥ ମନ୍ଦିରନନ୍ଦିନୀ ଶତପଥୀଗର୍ଭାଶୟ କର୍କଟଜନ ଗଣ ମନଜଗନ୍ନାଥଭାରତର ସଂସଦଜଗନ୍ନାଥଙ୍କ ଧୂପଦୀନକୃଷ୍ଣ ଦାସଗୌରୀଶଙ୍କର ରାୟଗୋଲୋକ ବିହାରୀ ଧଳଗୌତମ ବୁଦ୍ଧଅଂଶୁପା ହ୍ରଦହେମଲତା ମାନସିଂହଆଖୁ୧୭ ଫେବୃଆରୀଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନପୂର୍ଣ୍ଣଚ୍ଛେଦ🡆 More