ଅଞ୍ଜୁମ ମୋଦଗିଲ୍

ଅଞ୍ଜୁମ ମୋଦଗିଲ୍ ଜଣେ ଭାରତୀୟ ଖେଳ ସୁଟର୍ । ସେ ଚଣ୍ଡୀଗଡ଼ ବାସିନ୍ଦା ଓ ପଞ୍ଜାବକୁ ପ୍ରତିନିଧିତ୍ୱ କରନ୍ତି । ସେ ବର୍ତ୍ତମାନ ଖେଳ ମନୋବିଜ୍ଞାନରେ ସ୍ନାତ୍ତକୋତ୍ତର କରୁଛନ୍ତି । ସେ ମଧ୍ୟ ଜଣେ ଚିତ୍ରକର ।.

ସେ ରାହୁଳ ଦ୍ରାବିଡ ଆଥଲେଟ୍ ସଦସ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଗୋ ସ୍ପୋର୍ଟସ୍ କାର୍ଯ୍ୟକ୍ରମଦ୍ୱାରା ସମର୍ଥିତ ହେଉଛନ୍ତି ।

ଅଞ୍ଜୁମ ମୋଦଗିଲ୍
ବ୍ୟକ୍ତିଗତ ତଥ୍ୟ
ଜାତୀୟତାଭାରତୀୟ
ଜନ୍ମ (1994-01-05) ୫ ଜାନୁଆରୀ ୧୯୯୪ (ବୟସ ୩୦)
ଚଣ୍ଡୀଗଡ଼, ଭାରତ
Sport
ଦେଶଅଞ୍ଜୁମ ମୋଦଗିଲ୍ ଭାରତ
କ୍ରୀଡ଼ାସୁଟିଂ
Medal record
Women's shooting
Competitor for ଅଞ୍ଜୁମ ମୋଦଗିଲ୍ ଭାରତ
Commonwealth Shooting Championships
Silver 2017 Brisbane 10 m air rifle
Bronze 2017 Brisbane 50 m rifle prone
ISSF World Cup
Silver 2018 Guadalajara 50 m rifle 3 positions
Commonwealth Games
Silver 2018 Gold Coast 50 m rifle 3 positions

ଆଦ୍ୟ ଜୀବନ

ଅଞ୍ଜୁମ ଚଣ୍ଡୀଗଡ଼ ବାସିନ୍ଦା । ସେ ୨୦୦୯ରେ ବନ୍ଧୁକଚାଳନାକୁ ପେଶା ଭାବେ ଗ୍ରହଣ କରିଥିଲେ ।

ସଫଳତା

୨୦୧୮ର ପ୍ରଥମାର୍ଦ୍ଧରେ, ସେ ମେକ୍ସିକୋରେ ଅନୁଷ୍ଠିତ ଆଇଏସ୍ଏସ୍ଏଫ୍ ବିଶ୍ୱ କପ୍ ମହିଳା ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍‌ରେ ରୌପ୍ୟ ପଦକ ଜିତିଥିଲେ । ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍‌ରେ ସେ ନିଲିଂରେ ୧୫୧.୯ ପଏଣ୍ଟ୍ ଓ ପ୍ରୋନ୍‌ରେ ୧୫୭.୧ ପଏଣ୍ଟ୍ ସ‌ହ ମୋଟରେ ୪୫୫.୭ ପଏଣ୍ଟ୍ ସ‌ହ ରୌପ୍ୟ ପଦକ ଜିତିଥିଲେ । ଯୋଗ୍ୟତା ପର୍ଯ୍ୟାୟରେ ସେ ରାଜ୍ୟଗୋଷ୍ଠୀ କ୍ରୀଡାର ରେକର୍ଡ ଭାଙ୍ଗିଥିଲେ । ମୋଦଗିଲ୍ ୫୮୯ (ନିଲିଂରେ ୧୯୬, ପ୍ରୋନ୍‌ରେ ୧୯୯ ଓ ଷ୍ଟାଣ୍ଡିଂରେ ୧୯୪) ପଏଣ୍ଟ୍ ପାଇଥିଲେ ।

  • ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ
  • ୨୦୧୮ ଆଇଏସ୍ଏସ୍ଏଫ୍ ବିଶ୍ୱ କପ୍‌ରେ ରୌପ୍ୟ ପଦକ
  • ୨୦୧୭ ୧୦ ମିଟର୍ ଏୟାର୍ ରାଇଫଲ୍ ସର୍ଦ୍ଦାର୍ ସଜ୍ଜନ ସେଠୀ ମେମୋରିଆଲ୍ ମାଷ୍ଟର୍ସରେ ରୌପ୍ୟ ପଦକ
  • ଏକ ନମ୍ବର ଭାରତୀୟ ମହିଳା ୫୦ ମିଟର୍ ୩ପି
  • ୨୦୧୬ ବିଶ୍ୱକପ୍, ମୁନିଚ୍‌ରେ ୯ମ ସ୍ଥାନ
  • ୨୦୧୬ ବିଶ୍ୱ ବିଶ୍ୱବିଦ୍ୟାଳୟରେ ରୌପ୍ୟ ପଦକ
  • ୨୦୧୬ ଦକ୍ଷିଣ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ

ଆଧାର

ବାହ୍ୟ ଆଧାର

Tags:

ଅଞ୍ଜୁମ ମୋଦଗିଲ୍ ଆଦ୍ୟ ଜୀବନଅଞ୍ଜୁମ ମୋଦଗିଲ୍ ସଫଳତାଅଞ୍ଜୁମ ମୋଦଗିଲ୍ ଆଧାରଅଞ୍ଜୁମ ମୋଦଗିଲ୍ ବାହ୍ୟ ଆଧାରଅଞ୍ଜୁମ ମୋଦଗିଲ୍ପଞ୍ଜାବ, ଭାରତମନୋବିଜ୍ଞାନରାହୁଳ ଦ୍ରାବିଡ

🔥 Trending searches on Wiki ଓଡ଼ିଆ:

ଆଧୁନିକ କଥା ସାହିତ୍ୟ (ଉପନ୍ୟାସ)ଉମେଶଚନ୍ଦ୍ର ସରକାରଗୁରୁମୁଖ୍ୟମନ୍ତ୍ରୀ (ଓଡ଼ିଆ କଥାଚିତ୍ର)ଭାରତୀୟ ଜାତୀୟ କଂଗ୍ରେସଢେଙ୍କାନାଳ ଜିଲ୍ଲାଅକ୍ଟୋବରକାହ୍ନାପାଭଗବତ ଗୀତାଛତ୍ରପୁର, ଗଞ୍ଜାମଶିମିଳିପାଳ ଜାତୀୟ ଉଦ୍ୟାନମଧୁସୂଦନ ଦାସଗୀତଗୋବିନ୍ଦ୨୮ ଅପ୍ରେଲଉପନିଷଦବିଶ୍ୱର ବ୍ୟସ୍ତତମ ବନ୍ଦରଅଶୋକାଷ୍ଟମୀମହାଦେଶରେ ଆତ୍ମନ୍ ନିଦ୍ରା ପରିହରି୧୯୮୦ଭାରତୀୟ ଉପମହାଦେଶଉଇକିମିଡ଼ିଆ ମୁଭମେଣ୍ଟରାଜନୀତି ବିଜ୍ଞାନୟୁ ଟ୍ୟୁବଜହ୍ନିଓଷାଦୀନକୃଷ୍ଣ ଦାସପଠାଣି ସାମନ୍ତରାସେଶ୍ୱରୀ ପାଣିଗ୍ରାହୀକ୍ଷୀରକେପ ଭର୍ଡ୧୧ ଫେବୃଆରୀଅଜନ୍ତା ଗୁମ୍ଫାଜାଭାସ୍କ୍ରିପ୍ଟଫେସବୁକଶୈଳବାଳା ଦାସଓଡ଼ିଆ ସାହିତ୍ୟହଳଦୀଚିକିତ୍ସା ବିଜ୍ଞାନଗଜପତି ଜିଲ୍ଲାକୀଚକେଶ୍ୱରୀ ମନ୍ଦିରଜଗତସିଂହପୁର ଜିଲ୍ଲାଚୀନଆନ୍ତର୍ଜାତିକ ମହିଳା ଦିବସଇଣ୍ଟସସେପସନ (ମେଡିକାଲ ବେମାରି)ବିଶ୍ୱ ନୃତ୍ୟ ଦିବସସାଲଭାଡୋର ଡାଲିଶୈଳଭାମା ମହାପାତ୍ରମୋହନ ସୁନ୍ଦର ଦେବ ଗୋସ୍ୱାମୀଶିଶୁ ଅନନ୍ତ ଦାସବାହୁଡ଼ା ଯାତ୍ରାରାସନ କାର୍ଡ଼ (ଭାରତ)ଗୁଣନଭଗବତୀ ଦେଉଳମହାତ୍ମା ଗାନ୍ଧୀନବୀନ ପଟ୍ଟନାୟକଉଇକିପିଡ଼ିଆନାରୀବାଦଭୁବନେଶ୍ୱର ବେହେରାଓଡ଼ିଆ ସାହିତ୍ୟର ଇତିହାସଶ୍ରୀରାଧାଚଉତିଶା🡆 More