ଅଚ୍ୟୁତାନନ୍ଦ ପ‌ତି: ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ଅଚ୍ୟୁତାନନ୍ଦ ପ‌ତି (୨୬ ଜୁନ ୧୯୨୭) ଜଣେ ଓଡ଼ିଆ ସାହିତ୍ୟିକ । ଗଳ୍ପପୁସ୍ତକ ସିକ୍ତ ସୈକତ, ଅଶୁଭ ପୁତ୍ରର କାହାଣୀ ଓ କାହାଣୀ ନୁହେଁ କାବ୍ୟ ଆଦି ତାଙ୍କର ଜନପ୍ରିୟ ସାହିତ୍ୟ କୃତି । ଓଡ଼ିଆ ସାହିତ୍ୟରେ ତାଙ୍କର ଅବଦାନ ନିମନ୍ତେ ସେ ଅନେକ ପୁରସ୍କାରରେ ଭୂଷିତ । ୨୦୦୮ରେ ତାଙ୍କ ରଚିତ 'ଚା'ରୁ ଚୈତନ୍ୟ (ଗଳ୍ପ)ନିମନ୍ତେ ତାଙ୍କୁ ୨୦୧୩ ଶାରଳା ପୁରସ୍କାରରେ ସମ୍ମାନିତ କରାଯାଇଛି ।

ଅଚ୍ୟୁତାନନ୍ଦ ପ‌ତି
ଜନ୍ମ ଓ ଜନ୍ମସ୍ଥାନ (1927-06-26) ୨୬ ଜୁନ ୧୯୨୭ (ବୟସ ୯୬)
ନରହରିପୁର, କୋଦଣ୍ଡପୁର, ଯାଜପୁର ଜିଲ୍ଲା
ଭାଷାଓଡ଼ିଆ
ସାହିତ୍ୟ କୃତି'ଚା'ରୁ ଚୈତନ୍ୟ ପର୍ଯ୍ୟନ୍ତ
ସିକ୍ତ ସୈକତ
ଅଶୁଭ ପୁତ୍ରର କାହାଣୀ
କାହାଣୀ ନୁହେଁ କାବ୍ୟ
ପୁରସ୍କାରଶାରଳା ପୁରସ୍କାର, ୨୦୧୩
ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର, ୨୦୦୨

ରଚନାବଳୀ

ଗଳ୍ପ

  • କାହାଣୀ ନୁହେଁ କାବ୍ୟ (୧୯୫୧)
  • ଅଶୁଭ ପୁତ୍ରର କାହାଣୀ (୧୯୭୩)
  • ଉଗ୍ରସେନ ଉବାଚ (୧୯୭୬)
  • ସ୍ନାୟୁ ଓ ସନ୍ୟାସୀ (୧୯୮୧)
  • ଚାରି ସଙ୍ଗାତ କଥା (୧୯୮୩)
  • 'ଚା'ରୁ ଚୈତନ୍ୟ ପର୍ଯ୍ୟନ୍ତ (୨୦୦୮)
  • ସିକ୍ତ ସୈକତ

ପୁରସ୍କାର ଓ ସମ୍ମାନ

ଆଧାର

Tags:

ଅଚ୍ୟୁତାନନ୍ଦ ପ‌ତି ରଚନାବଳୀଅଚ୍ୟୁତାନନ୍ଦ ପ‌ତି ପୁରସ୍କାର ଓ ସମ୍ମାନଅଚ୍ୟୁତାନନ୍ଦ ପ‌ତି ଆଧାରଅଚ୍ୟୁତାନନ୍ଦ ପ‌ତିଓଡ଼ିଆ ଭାଷାଓଡ଼ିଆ ସାହିତ୍ୟଶାରଳା ପୁରସ୍କାର

🔥 Trending searches on Wiki ଓଡ଼ିଆ:

ଦୀପକ ମିଶ୍ରଟ୍ରାପିଜିଅମସମ୍ବଲପୁର ଜିଲ୍ଲାପାରାଦୀପ ବନ୍ଦରକାଞ୍ଚି ଅଭିଯାନଦାସକାଠିଆଓଡ଼ିଶା ପ୍ରିମିଅର ଲିଗଓପନ-ସୋର୍ସ ସଫ୍ଟୱେର୭୦୧ସିନ୍ଧୁ ନଦୀଅଲାରନାଥ ମନ୍ଦିରରାଜ୍ୟ ସଭାଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗରାମ ନବମୀଗର୍ଭାଶୟ ଅନ୍ତଃସ୍ତର କର୍କଟସରୋଜିନୀ ସାହୁପ୍ରାଣୀଯୁକ୍ତରାଜ୍ୟବଳଛାୟାପଥଆରିଷ୍ଟୋଟଲରାଉରକେଲାକଳାପାହାଡ଼ଧର୍ମେନ୍ଦ୍ର ପ୍ରଧାନକଳସା ଚଉତିଶାଏଞ୍ଜେଲା ମେର୍କେଲ୍ଅଶ୍ରୁମୋଚନ ମହାନ୍ତିଗଡ଼ଜାତ କୃଷକଭାରତୀୟ ସ୍ୱାଧୀନତା ଆନ୍ଦୋଳନଗୌରୀଶଙ୍କର ରାୟଦ୍ୱିତୀୟ ଭାସ୍କରବୌଦ୍ଧ ଧର୍ମଚାନ୍ଦ୍ରମାସc3bn4ନୀଳକଣ୍ଠ ଦାସସ୍ତନଭାରତର ଜାତୀୟ ପତାକାଫସ୍‌ଫରସଭଦ୍ରକ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଜନ ଗଣ ମନ୧୦୫୪ଦ୍ୱିତୀୟ ବିଶ୍ୱଯୁଦ୍ଧପାଇକ ବିଦ୍ରୋହରେଶମ ପଥଫୋସିନୋପ୍ରିଲକୁତାମ ଚଣ୍ଡୀ ମନ୍ଦିରନେମାଳରେବତୀ (କ୍ଷୁଦ୍ରଗଳ୍ପ)ନେତୃତ୍ୱକୁନ୍ତଳା କୁମାରୀ ସାବତଉଦ୍ଭିଦବୁଧଶ୍ରୀତମ ଦାସଓମ'ଙ୍କ ନିୟମରକ୍ତଫାଇଲେରିଆରାମଚନ୍ଦ୍ର ମିଶ୍ରଯୌନ ଉତ୍ପୀଡ଼ନଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିମହମ୍ମଦ ମୋକିମ୍କିଶୋରୀ ଚରଣ ଦାସସୁଭାଷ ଚନ୍ଦ୍ର ବୋଷଜଗନ୍ନାଥ ମନ୍ଦିରଖଡ଼ଗପୁରଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ହନୁମାନବଳରାମ ଦାସକାଗଜବ୍ୟଞ୍ଜନ ବର୍ଣ୍ଣଆଜାଦ ହିନ୍ଦ୍ ଫୌଜ🡆 More