ଅଗ୍ରୋହ ଧାମ: ଭାରତର ଏକ ହିନ୍ଦୁ ମନ୍ଦିର

ଅଗ୍ରୋହ ଧାମ (Devnagari: अग्रोहा धाम) ଭାରତୀୟ ରାଜ୍ୟ ହରିୟଣାର ଅଗ୍ରୋହ ଠାରେଥିବା ଏକ ଆଧୁନିକ ମନ୍ଦିର ପରିସର । ଏହାର ନିର୍ମାଣ 1976 ମସିହାରେ ଆରମ୍ଭ ହେଇ 1984 ମସିହାରେ ପୂର୍ଣ ହେଇଥିଲା । ଏହି ଧାମର ମୁଖ୍ୟ ମନ୍ଦିର ହିନ୍ଦୁ ଦେବୀ ମହାଲକ୍ଷ୍ମୀଙ୍କ ପାଇଁ ସମର୍ପିତ । 

Agroha Dham
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictHisar
Governing bodyAgroha Vikas Trust
Location
ସ୍ଥାନAgroha (town)
StateHaryana
CountryIndia
Architecture
TypeVastu Shastra
Tilak Raj Aggarwal
Website
www.agroha.com/

ଇତିହାସ 

ସର୍ବଭାରତୀୟ ଅଗ୍ରୱାଲ ସମିତି ତରଫରୁ ମନ୍ଦିର ନିର୍ମାଣ ପାଇଁ 1976 ମସିହାରେ ନିଷ୍ପତ୍ତି ନିଆଯାଇଥିଲା । ଏଥିପାଇଁ ଏକ ଟ୍ରଷ୍ଟ ସ୍ଥାପନ ହେଇ ଭକ୍ତଙ୍କଦ୍ୱାରା ଦାନ କରାଯାଇଥିବା ଜମିରେ ନିର୍ମାଣ କରାଯାଇଥିଲା । ଏହା 1984/85 ମସିହାରେ ପୂର୍ଣ ହେଇଥିଲା । 

ବର୍ଣ୍ଣନା 

ଅଗ୍ରୋହ ଧାମ: ଇତିହାସ , ବର୍ଣ୍ଣନା , ଅଗ୍ରୋହ ବିକାଶ ଟ୍ରଷ୍ଟ  
Hanuman temple
ଅଗ୍ରୋହ ଧାମ: ଇତିହାସ , ବର୍ଣ୍ଣନା , ଅଗ୍ରୋହ ବିକାଶ ଟ୍ରଷ୍ଟ  
Sheela Mata Temple Agroha

ମୁଖ୍ୟ ମନ୍ଦିର 3 ଭାଗରେ ବିଭକ୍ତ । କେନ୍ଦ୍ର ଭାଗ ଦେବୀ ମହାଲକ୍ଷ୍ମୀ , ପଶ୍ଚିମ ଅଂଶ ଦେବୀ ସରସ୍ୱତୀ ଓ ପୂର୍ବ ଅଂଶ ମହାରାଜ ଅଗ୍ରସେନଙ୍କ ପାଇଁ ଉତଶରଗୀତ । 

ମନ୍ଦିର ପରିସର ଭିତରେ ଶକ୍ତି ସରୋବର ନାମକ ଏକ ବୃହତ ସରୋବର ଖନନ କରାଯାଇଛି । 1988 ମସିହାରେ ଏହାକୁ ଭାରତର 41ଟି ମୁଖ୍ୟ ନଦୀରୁ ଜଳ ଆଣି ଭର୍ତି କରାଯାଇଥିଲା । ଏହାର ଉତ୍ତର ପଶ୍ଚିମ ଅଂଶରେ ସମୁଦ୍ର ମନ୍ଥନର ଦୃଶ୍ୟ ରହି ଏକ ଚଟ୍ଟନ ନିର୍ମିତ । ଏହା ନିକଟରେ ଏକ ପ୍ରକୃତିକ ଚିକିସ୍ଥା କେନ୍ଦ୍ର ରହିଛି । ଏଠାରେ ଯୋଗ ସହାୟତାରେ ଚିକିସ୍ଥା କରାଯାଇଥାଏ । ମନ୍ଦିର ନିକଟରେ କ ପାର୍କ ଓ ବୋଟିଙ୍ଗ କ୍ଲବ ମଧ୍ୟ ନିର୍ମିତ ହେଇଛି । .

ଅଗ୍ରୋହ ବିକାଶ ଟ୍ରଷ୍ଟ 

ମନ୍ଦିରର ବିକାଶ ଓ ପରିଚାଳନା "ଅଗ୍ରୋହ ବିକାଶ ଟ୍ରଷ୍ଟ" କରିଥାଏ । .

ଯାତ୍ରା 

ପ୍ରତି ବର୍ଷ ଶରଦ ପୁର୍ଣିମା  ସମୟରେ ଏଠାରେ ଅଗ୍ରୋହ କୁମ୍ଭ ମେଳାର ଆୟୋଜନ କରାଯାଇଥାଏ । .

ପୁନଶ୍ଚ ଦେଖଣା 

  • Agroha Mound

ଆଧାର 

ବାହାର ଲିଙ୍କ 

Tags:

ଅଗ୍ରୋହ ଧାମ ଇତିହାସ ଅଗ୍ରୋହ ଧାମ ବର୍ଣ୍ଣନା ଅଗ୍ରୋହ ଧାମ ଅଗ୍ରୋହ ବିକାଶ ଟ୍ରଷ୍ଟ ଅଗ୍ରୋହ ଧାମ ଯାତ୍ରା ଅଗ୍ରୋହ ଧାମ ପୁନଶ୍ଚ ଦେଖଣା ଅଗ୍ରୋହ ଧାମ ଆଧାର ଅଗ୍ରୋହ ଧାମ ବାହାର ଲିଙ୍କ ଅଗ୍ରୋହ ଧାମ

🔥 Trending searches on Wiki ଓଡ଼ିଆ:

ରାମାୟଣଅଭିରାମ ପରମହଂସଅକ୍ଷାଂଶରବୀନ୍ଦ୍ରନାଥ ଠାକୁରଲେସଲି କ୍ଲାଉଡିଅସଉଦୟନାଥ ଷଡ଼ଙ୍ଗୀମନୋରଞ୍ଜନ ସେଠୀସୀତାକାନ୍ତ ମହାପାତ୍ରକଳିଙ୍ଗ ଯୁଦ୍ଧସଜନାଓଡ଼ିଶାର ଭୂଗୋଳଗୋଲୋକ ବିହାରୀ ଧଳପ୍ରଦୀପ କୁମାର ପାଣିଗ୍ରାହୀବନ୍ଧୁ (କଥାଚିତ୍ର)ଆକବରବିଜୁ କୃଷକ କଲ୍ୟାଣ ଯୋଜନାକୋଣାର୍କରାସନ କାର୍ଡ଼ (ଭାରତ)ଶିବଅକ୍ଟୋବରମଧୁସୂଦନ ରାଓହିପୋପୋଟାମସଶିମିଳିପାଳ ଜାତୀୟ ଉଦ୍ୟାନଦାସକାଠିଆଗାର୍ଗୀ ମହାନ୍ତିଗୁରୁବାରରାମଶଙ୍କର ରାୟସୁନାସରଳା ଦେବୀଓଡ଼ିଆ କଥାଚିତ୍ର ଜଗତଚନ୍ଦ୍ରମଣି ଲେଙ୍କାଛତ୍ରପୁର, ଗଞ୍ଜାମଚକ୍ରଧର ମହାପାତ୍ରଗୋଦାବରୀଶ ମହାପାତ୍ରଓଡ଼ିଆ ଲିପିମନୋରଞ୍ଜନ ଦାସ୨୮ ଅପ୍ରେଲଓଡ଼ିଆ ଭାଗବତସ୍ୱାଧୀନତା ଦିବସ‌ (ଭାରତ)ବିଧାତା (୨୦୦୩ର ଚଳଚ୍ଚିତ୍ର)ବିନୋଦ କାନୁନଗୋହର ପଟ୍ଟନାୟକ୧୯୮୩ଓଡ଼ିଶାର ପର୍ବପର୍ବାଣିଜଗନ୍ନାଥ ମନ୍ଦିରପ୍ରାଣବନ୍ଧୁ କରମନୋଜ ଦାସଙ୍କ କଥା ଓ କାହାଣୀମହାଭାରତ୨୨ ଫେବୃଆରୀଗୋପାଳ ଚନ୍ଦ୍ର ପ୍ରହରାଜଜର୍ଜ କ୍ୟାଣ୍ଟରଜଣ୍ଡିସ୍ଜୟପୁର, କୋରାପୁଟଗୁରୁ ପ୍ରସାଦ ମହାନ୍ତିବୁଢ଼ିଆଣୀରାଜାରାଣୀ ମନ୍ଦିର୨୦୨୪ ଭାରତୀୟ ସାଧାରଣ ନିର୍ବାଚନQR codeଲକ୍ଷ୍ମୀକାନ୍ତ ମହାପାତ୍ରସୁନୀଲ ପାଲ୍ଜୟୀ ରାଜଗୁରୁଉଇକିପିଡ଼ିଆ ସମୂହର ତାଲିକାଇଣ୍ଟେଲ୍‌ଅଷ୍ଟ୍ରେଲିଆ୭ ମାର୍ଚ୍ଚଆନ୍ତର୍ଜାତିକ ନୃତ୍ୟ ଦିବସଓଡ଼ିଶା ବିଧାନ ସଭା ନିର୍ବାଚନ, ୨୦୦୯ଶୈଳଭାମା ମହାପାତ୍ରବିଧାନ ସଭା ସଭ୍ୟ🡆 More