ଆଲୋଚନା ସଭା

This page is not available in other languages.

(ଆଲୋଚନାଅବଦାନ)
Odia Sahitya Edit-a-thon

ଫେସ୍‌ବୁକ୍ ମେସେଞ୍ଜର୍ ଗ୍ରୁପ୍ ସକ୍ରିୟ ଉଇକିଆଳିରେ ସୁଭାସିସ ଭାଇ ଆରମ୍ଭ କରିଥିବା ଆଲୋଚନ ଓ ଅନ୍ୟ ସଦସ୍ୟମାନଙ୍କର ସହମତିରେ ଓଡ଼ିଆ ସାହିତ୍ୟ ଗଣ-ସମ୍ପାଦନା ଆସନ୍ତା ଅପ୍ରେଲ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି, ଯାହାକି ଆଗାମୀ ୧୫ ତାରିଖ ଯାଏଁ ଚାଲିବ । ଏହି ଗଣ-ସମ୍ପାଦନାରେ ଯୋଗ ଦେବାକୁ ସଭିଙ୍କୁ ଅନୁରୋଧ ।

(ଆଲୋଚନାଅବଦାନ)

ଧନ୍ୟବାଦ ଗପୁ: ପୃଷ୍ଠାଟା ସୁନ୍ଦର‌ ହୋଇଛି!

(ଆଲୋଚନାଅବଦାନ)

ବାସ୍ ଗଣ-ସମ୍ପାଦନାଟି ସେହି ହିସାବରେ ସଫଳ ହେଉ ବୋଲି ଆଶା କରିବା ।

(ଆଲୋଚନାଅବଦାନ)

ଏହି ଗଣ-ସମ୍ପାଦନାଟି ପ୍ରାୟ ଶେଷ ହେବାକୁ ଆସିଲାଣି, କିନ୍ତୁ ଏବେଯାଏଁ ମାତ୍ର ୧୯ଟି ପ୍ରସଙ୍ଗ ଗଢ଼ାଯାଇଛି । ମୁଁ ନିଜେ ଟିକେ କାର୍ଯ୍ୟବ୍ୟସ୍ତତା ଯୋଗୁଁ ଅଧିକ ସକ୍ରିୟ ଭାବରେ ଯୋଗ ଦେଇପାରିନାହିଁ । @Psubhashish ଭାଇ ଓ ମୁଁ ଏହି ଗଣ-ସମ୍ପାଦନାକୁ ଆଉ ୭ ଦିନ ବୃଦ୍ଧି ପାଇଁ ପ୍ରସ୍ତାବ ରଖୁଛୁ ।

(ଆଲୋଚନାଅବଦାନ)

ଅଂଶଗ୍ରହଣକାରୀ ଉଇକିଆଳିଙ୍କ ପ୍ରସ୍ତାବ ଅନୁସାରେ ଗଣ-ସମ୍ପାଦନାର ସମୟସୀମା ଆଉ ୭ଦିନ ବଢ଼ାଗଲା ।

"ଓଡ଼ିଆ ସାହିତ୍ୟ ଗଣ-ସମ୍ପାଦନା ବାବଦରେ"ଙ୍କୁ ଉତ୍ତର

Tags:

ବ୍ୟବହାରକାରୀ:Psubhashish

🔥 Trending searches on Wiki ଓଡ଼ିଆ:

ଭାରତର ସଂସ୍କୃତିଫେବୃଆରୀ ୨୮ରାମଚନ୍ଦ୍ର ମିଶ୍ରଉତ୍କଳ ବ୍ରାହ୍ମଣପଖିଆଫୋସିନୋପ୍ରିଲମହାବିଦ୍ୟାହୃତ୍‌ପିଣ୍ଡଜୟଦେବସୌରୀନ୍ଦ୍ର ବାରିକଆରିଷ୍ଟୋଟଲନବଗୁଞ୍ଜରନିତ୍ୟାନନ୍ଦ ଶତପଥୀମାଗୁଣିର ଶଗଡ଼ଦେବସ୍ନାନ ପୂର୍ଣ୍ଣିମାଜୀବସାର ଗଦ୍ୱିତୀୟ ବିଶ୍ୱଯୁଦ୍ଧବଳତିଳ ଚତୁର୍ଥୀତମନ୍ନା ବ୍ୟାସ୫ ନଭେମ୍ବରସୁଇଜରଲ୍ୟାଣ୍ଡଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)wiki.phtmlକାଞ୍ଚି ଅଭିଯାନବୈଶାଖମୟୂରସୂଚନା ପ୍ରଯୁକ୍ତିବିଦ୍ୟାଗଡ଼ଜାତ କୃଷକଓଡ଼ିଆ ରାନ୍ଧଣାଜିନା ସାମଲଖାରବେଳପଖାଳପ୍ରହ୍ଲାଦ ନାଟକବିରଳା ମନ୍ଦିର, ହାଇଦ୍ରାବାଦବିଜୁ ପଟ୍ଟନାୟକନେମାଳଜ୍ଞାନକୋଷରକ୍ତକୃଷ୍ଣଶ୍ରୀଲଙ୍କାର ଭୂଗୋଳସୌଭାଗ୍ୟ କୁମାର ମିଶ୍ରମହିଳା ଯୌନାଙ୍ଗ ଛେଦନଗୀତଗୋବିନ୍ଦଜୟୀ ରାଜଗୁରୁଭଦ୍ରକ ଜିଲ୍ଲାଚନ୍ଦନ ଯାତ୍ରାବ୍ୟାସଦେବବିଶ୍ୱ ଏଡ୍‌ସ ଦିବସପୋଟଳ ରସାସମ୍ବଲପୁରରାମାବତାରମ୍ଲିଙ୍ଗରାଜ ମନ୍ଦିରଅଶ୍ରୁମୋଚନ ମହାନ୍ତିଧନୁ (ରାଶି)ଓଡ଼ିଆ ସାହିତ୍ୟତ୍ରିଭୁଜସୀତାକାନ୍ତ ମହାପାତ୍ରବଣଭୋଜି ବେଶସରୋଜିନୀ ସାହୁପଣା ସଂକ୍ରାନ୍ତିବିଦ୍ୟୁତପ୍ରଭା ଦେବୀପୂରଣବାଚକ ସଂଖ୍ୟାରାମଚନ୍ଦ୍ର ବେହେରାମାଟିର ମଣିଷ୧୯୦୫ଓଡ଼ିଶୀ ସଙ୍ଗୀତବିଶ୍ୱ ମ୍ୟାଲେରିଆ ଦିବସଅସହଯୋଗ ଆନ୍ଦୋଳନଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଅଷ୍ଟ୍ରିଆକୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପ୍ରଥମ ବିଶ୍ୱଯୁଦ୍ଧ🡆 More