୨୦୧୨ ଟି୨୦ ବିଶ୍ୱ କପ

୨୦୧୨ ବିଶ୍ୱ କପ T୨୦, T୨୦ ବିଶ୍ୱ  କପର ୪ ର୍ଥ ସଂସ୍କରଣ ଥିଲା । ଏହା ୧୮ ସେପ୍ଟେମ୍ବର , ୨୦୧୨ରେ ଶ୍ରୀଲଙ୍କାଠାରେ ଆୟୋଜିତ ହୋଇ ୱେଷ୍ଟ ଇଣ୍ଡିଜ ଚମ୍ପିୟାନ ହେଇଥିଲା । ଏହା ଏସିଆ ମହାଦେଶରେ ଅନୁଷ୍ଠିତ ପ୍ରଥମ ଟି୨୦ ବିଶ୍ୱ କପ । ଦକ୍ଷିଣ ଆଫ୍ରିକାରେ ପ୍ରଥମ ବିଶ୍ୱ କପ ହେବା ପରେ ,ଇଂଲଣ୍ଡ  ଓ ୱେଷ୍ଟ ଇଣ୍ଡିଜରେ ପରବର୍ତ୍ତୀ ଦୁଇଟି T ୨୦ ବିଶ୍ୱ କପର ଆୟୋଜିତ ହେଇ ଥିଲା । 


ଅଂଶଗ୍ରହଣ କାରି ଦଳ   ଏଥିରେ ଟେଷ୍ଟ ମାନ୍ୟତା ପ୍ରାପ୍ତ ୧୦ଟି ଦଳ ସହ , ଯୋଗ୍ୟତା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ପ୍ରଥମ ୨  ଟି ସ୍ଥାନରେ ଥିବା ଦଳ ଭାବରେ ଆୟରଲଣ୍ଡ  ଓ ଆଫଗାନିଷ୍ଠାନ ଅଂଶ ଗ୍ରହଣ କରିଥିଲେ । ଫଳରେ ଆଫଗାନିଷ୍ଠାନର ଏହା ପ୍ରଥମ ଅନ୍ତର୍ଜାତିକ  ପଦାର୍ପଣ ଥିଲା । 


Team Seed Pld W L NR NRR Pts
୨୦୧୨ ଟି୨୦ ବିଶ୍ୱ କପ India A2 2 2 0 0 +2.825 4
୨୦୧୨ ଟି୨୦ ବିଶ୍ୱ କପ England A1 2 1 1 0 +0.650 2
୨୦୧୨ ଟି୨୦ ବିଶ୍ୱ କପ Afghanistan 2 0 2 0 -3.475 0

ପ୍ରଚ୍ଛଦପଟ

ଚତୁର୍ଥ ସଂସ୍କାର ଏହି ବିଶ୍ୱ କପ ଆଗରୁ ୨୦୦୭ରେ ପ୍ରଥମ ବିଶ୍ୱ କପ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ହେଇଥିଲା ଓ ଭାରତ ପ୍ରଥମ T ୨୦ ବିଶ୍ୱ କପ ବିଜେତା ହେଇଥିଲା । ତାହା ପରେ ୨୦୦୯ରେ ଇଂଲଣ୍ଡଠାରେ ୨ ୟ ବିଶ୍ୱ କପ ଆୟୋଜିତ ହେଇ ପାକିସ୍ଥାନ ବିଜୟୀ ହେଇଥିଲା । ୨୦୧୦ରେ ୱେଷ୍ଟ ଇଣ୍ଡିଜଠାରେ ତୃତୀୟ ବିଶ୍ୱ କପ ଅନୁଷ୍ଠିତ ହେଇ ଅଷ୍ଟ୍ରେଲିଆ ଚମ୍ପିୟାନ ହେଇଥିଲା । 

Format

ଏହି ବିଶ୍ୱ କପର ଫର୍ମାଟ ଆଗ ବିଶ୍ୱ କପ ସହ ସମାନ ଥିଲା । ୧୨ଟି ଦଳକୁ ୪ଟି ଗ୍ରୁପରେ ବିବ ହକତା କରି ପ୍ରଥମ ସ୍ତର ଌଗ ଭିତ୍ତିକ ମେଚ ହେବା ପରେ ପ୍ରତି ଗ୍ରୁପର ଶ୍ରେଷ୍ଠ ଦୁଇ ଗଲାକୁ ନେଇ ସୁପର ୮ ଖେଲଲା ଯାଇଥିଲା । ସୁପର ୮ରେ ଦୁଇଟି ଗ୍ରୁପରୁ ଶ୍ରେଷ୍ଠ ଦୁଇଟି ଲେଖା ଦଳ ଆସି ସେମି ଫାଇନାଲ ଖେଳିଲେ । 



ଯୋଗ୍ୟତା ଅର୍ଜନ 

ପୂର୍ବ ବିଶ୍ୱ କପ ପରି ଏହି ବିଶ୍ୱ କପରେ ମଧ୍ୟ ୧୦ଟି ଟେଷ୍ଟ ମାନ୍ୟତା ଦଳ ସିଧା ସଳଖ ପ୍ରବେଶ ପାଇଥିବା ବେଳେ ICC ଯୋଗ୍ୟତା ଅର୍ଜନ ପ୍ରତିଯୋଗିତାରେ  ଭାଗ ନେଇଥିବା ୧୬ଟି ଦଳ ମଧ୍ୟରୁ ଶ୍ରେଷ୍ଠ ଦୁଇ ଦଳ ହିସାବରେ ଏଥର ଆଇୟାର୍ଲାଣ୍ଡ ଓ ଆଫଗାନିଷ୍ଠାନ ମୁଖ୍ୟ ବିଶ୍ୱ କପରେ ଭାଗନେଇଥିଲେ । 

Venues

Pallekele Colombo Hambantota
Pallekele Cricket Stadium R. Premadasa Stadium Mahinda Rajapaksa Stadium
ଫାଇଲ:Pallekele International Cricket Stadium (2).jpg ୨୦୧୨ ଟି୨୦ ବିଶ୍ୱ କପ 
Capacity: 35,000 Capacity: 35,000 Capacity: 35,000

ଖେଳ ସୂଚୀ ଓ ଫଳାଫଳ 

ପ୍ରାରମ୍ଭିକ ଌଗ ସ୍ତରର ୧୨ଟି ମେଚ ସମେତ ୧୨ଟି ସୁପର ୮ , ସେମିଫାଇନାଲ ଓ ଫାଇନାଲ ମିଶି ସମୁଦାୟ ୨୭ଟି ମେଚ ଖେଳା ଯାଇଥିଲା । 

ପ୍ରସ୍ତୁତି ମେଚ 

ବିଶ୍ୱ କପ ଆରମ୍ଭ ହେବା ଅବ୍ୟବହିତ  ପୂର୍ବରୁ ପ୍ରତିଟି ଦଳକୁ ପରିବେଶ ସହ ଖାପ ଖୁଆଇବାକୁ କିଛି ପ୍ରସ୍ତୁତି ମେଚ ଖେଳିବାର ମଧ୍ୟ ବ୍ୟବସ୍ଥା କରାଯାଇଥିଲା । 

ଗ୍ରୁପ ସ୍ତର 

ଗ୍ରୁପ  A

Team Seed Pld W L NR NRR Pts
୨୦୧୨ ଟି୨୦ ବିଶ୍ୱ କପ  India A2 2 2 0 0 +2.825 4
୨୦୧୨ ଟି୨୦ ବିଶ୍ୱ କପ  England A1 2 1 1 0 +0.650 2
୨୦୧୨ ଟି୨୦ ବିଶ୍ୱ କପ  Afghanistan 2 0 2 0 -3.475 0

ଗ୍ରୁପ B

Team Seed Pld W L NR NRR Pts
୨୦୧୨ ଟି୨୦ ବିଶ୍ୱ କପ  AustraliaAustralia B1 2 2 0 0 +2.184 4
୨୦୧୨ ଟି୨୦ ବିଶ୍ୱ କପ  West IndiesWest Indies B2 2 0 1 1 -1.855 1
୨୦୧୨ ଟି୨୦ ବିଶ୍ୱ କପ  IrelandIreland 2 0 1 1 -2.092 1

ଗ୍ରୁପ  C

Team Seed Pld W L NR NRR Pts
୨୦୧୨ ଟି୨୦ ବିଶ୍ୱ କପ  South AfricaSouth Africa C2 2 2 0 0 +3.597 4
୨୦୧୨ ଟି୨୦ ବିଶ୍ୱ କପ  Sri LankaSri Lanka C1 2 1 1 0 +1.852 2
୨୦୧୨ ଟି୨୦ ବିଶ୍ୱ କପ  ZimbabweZimbabwe 2 0 2 0 -3.624 0

ଗ୍ରୁପ  D

Team Seed Pld W L NR NRR Pts
୨୦୧୨ ଟି୨୦ ବିଶ୍ୱ କପ  PakistanPakistan D1 2 2 0 0 +0.706 4
୨୦୧୨ ଟି୨୦ ବିଶ୍ୱ କପ  New ZealandNew Zealand D2 2 1 1 0 +1.150 2
୨୦୧୨ ଟି୨୦ ବିଶ୍ୱ କପ  BangladeshBangladesh 2 0 2 0 -1.868 0

ସୁପର୮ ସ୍ତର  

ଗ୍ରୁପ  ସ୍ତରର ମେଚରେ ପ୍ରଥମ ଦୁଇଟି ସ୍ଥାନରେ ଥିବା ଦଳମାନଙ୍କୁ ନେଇ ସୁପର ୮ ପାଇଁ ୮ଟି ଦଳକୁ ନେଇ ପୁଣି ୨ଟି ଗ୍ରୁପ ଗ୍ରୁପ ୧ ଓ ଗ୍ରୁପ ୨ ନାମରେ ୨ଟି ଗଠନ ହେଲା । 

ଗ୍ରୁପ  1

Team Pld W L NR NRR Pts
୨୦୧୨ ଟି୨୦ ବିଶ୍ୱ କପ  Sri LankaSri Lanka 3 3 0 0 +0.998 6
୨୦୧୨ ଟି୨୦ ବିଶ୍ୱ କପ  West IndiesWest Indies 3 2 1 0 -0.375 4
୨୦୧୨ ଟି୨୦ ବିଶ୍ୱ କପ  EnglandEngland 3 1 2 0 -0.397 2
୨୦୧୨ ଟି୨୦ ବିଶ୍ୱ କପ  New ZealandNew Zealand 3 0 3 0 -0.169 0

ଗ୍ରୁପ  2

Team Pld W L NR NRR Pts
୨୦୧୨ ଟି୨୦ ବିଶ୍ୱ କପ  AustraliaAustralia 3 2 1 0 +0.464 4
୨୦୧୨ ଟି୨୦ ବିଶ୍ୱ କପ  PakistanPakistan 3 2 1 0 +0.272 4
୨୦୧୨ ଟି୨୦ ବିଶ୍ୱ କପ  IndiaIndia 3 2 1 0 -0.274 4
୨୦୧୨ ଟି୨୦ ବିଶ୍ୱ କପ  South AfricaSouth Africa 3 0 3 0 -0.421 0

ସେମିଫାଇନାଲ 

ଫାଇନାଲ 

ସେମି ଫାଇନାଲ ସ୍ତରରେ ନିଜର ବିଧ୍ୱଂଶୀ ବେଟିଙ୍ଗଦ୍ୱାରା ଅଷ୍ଟ୍ରେଲିଆକୁ ପରାଜିତ କରିଥିବା କ୍ରିଶ ଗେଲ ଫାଇନାଲରେ ମାତ୍ର ୩ ରଣ କରି ଔତ ହେବା ଫଳରେ ୱେଷ୍ଟ ଇଣ୍ଡିଜ ଏକଦା ୧୪ ରଣରେ ଦୁଇ ୱିକେଟ ହରାଇ ଥିବା ପରେ ମରଳନ ସାମୁଏଲ ୫୫ ବଲରେ ୭୮ ରନ କରି ଦଳ ପାଇଁ ପ୍ରତିଯୋଗିତା ମୂଳକ ୧୩୮ ରନ କରି ଶ୍ରୀଲଙ୍କାକୁ ପରାସ୍ତ କଲେ ।ଏହା ୱେଷ୍ଟ ଇଣ୍ଡିଜର ୨୦୦୪ ପରେ ଯେ କୌନଶୀ ସ୍ତର କ୍ରିକେଟରେ  ପ୍ରଥମ ବୃହତ ଟୁର୍ଣାମେଣ୍ଟ ବିଜୟ  ଥିଲା । 

ପରିସଙ୍ଖ୍ୟାଁନ 

Batting

Player Inns Runs Ave SR HS 100 50 4s 6s
୨୦୧୨ ଟି୨୦ ବିଶ୍ୱ କପ  Watson, ShaneShane Watson 6 249 49.80 150.00 7001720000000000000♠72 0 3 19 15
୨୦୧୨ ଟି୨୦ ବିଶ୍ୱ କପ  Jayawardene, MahelaMahela Jayawardene 7 243 40.50 116.26 7001650000000000000♠65* 0 1 29 5
୨୦୧୨ ଟି୨୦ ବିଶ୍ୱ କପ  Samuels, MarlonMarlon Samuels 6 230 38.33 132.94 78 0 3 14 15
୨୦୧୨ ଟି୨୦ ବିଶ୍ୱ କପ  Gayle, ChrisChris Gayle 6 222 44.40 150.00 7001750000000000000♠75* 0 3 19 16
୨୦୧୨ ଟି୨୦ ବିଶ୍ୱ କପ  McCullum, BrendonBrendon McCullum 5 212 42.40 159.39 7002123000000000000♠123* 1 0 20 10

Bowling

Most Wickets

Player Inns Wkts Ave Econ BBI SR 4WI 5WI
୨୦୧୨ ଟି୨୦ ବିଶ୍ୱ କପ  Mendis, AjanthaAjantha Mendis 6 15 9.80 9.6 7000612500000000000♠6/8 9.6 1 1
୨୦୧୨ ଟି୨୦ ବିଶ୍ୱ କପ  Watson, ShaneShane Watson 6 11 16.00 7.33 7000303846153846150♠3/26 13.0 0 0
୨୦୧୨ ଟି୨୦ ବିଶ୍ୱ କପ  Starc, MitchellMitchell Starc 6 10 16.40 6.83 7000305000000000000♠3/20 14.4 0 0
୨୦୧୨ ଟି୨୦ ବିଶ୍ୱ କପ  Balaji, LakshmipathyLakshmipathy Balaji 4 9 9.77 7.33 7000305263157894740♠3/19 8.0 0 0
୨୦୧୨ ଟି୨୦ ବିଶ୍ୱ କପ  Ajmal, SaeedSaeed Ajmal 6 9 18.11 6.79 7000410009999999999♠4/30 16.0 1 0
୨୦୧୨ ଟି୨୦ ବିଶ୍ୱ କପ  Narine, SunilSunil Narine 7 9 15.44 5.63 7000311111111111110♠3/9 16.44 0 0

Media coverage

Country/Territory TV Radio Internet
୨୦୧୨ ଟି୨୦ ବିଶ୍ୱ କପ  Afghanistan Lemar TV Salaam Wantadar
୨୦୧୨ ଟି୨୦ ବିଶ୍ୱ କପ  Australia Fox Sports

Nine Network (Australia matches & finals only)

foxsports.com.au
୨୦୧୨ ଟି୨୦ ବିଶ୍ୱ କପ  Brunei Darussalam, ୨୦୧୨ ଟି୨୦ ବିଶ୍ୱ କପ  Malaysia Astro
୨୦୧୨ ଟି୨୦ ବିଶ୍ୱ କପ  Bangladesh Bangladesh Television Bangladesh Betar espnstar.com
୨୦୧୨ ଟି୨୦ ବିଶ୍ୱ କପ  China, ୨୦୧୨ ଟି୨୦ ବିଶ୍ୱ କପ  Hong Kong, ୨୦୧୨ ଟି୨୦ ବିଶ୍ୱ କପ  Maldives, ୨୦୧୨ ଟି୨୦ ବିଶ୍ୱ କପ    Nepal

୨୦୧୨ ଟି୨୦ ବିଶ୍ୱ କପ  Papua New Guinea, ୨୦୧୨ ଟି୨୦ ବିଶ୍ୱ କପ  Singapore

ESPN

Star Sports
Star Cricket

espnstar.com
୨୦୧୨ ଟି୨୦ ବିଶ୍ୱ କପ  Canada Sportsnet Sportsnet World Online
Caribbean, Central America and South America ESPN CMC ESPN3
୨୦୧୨ ଟି୨୦ ବିଶ୍ୱ କପ  Europe excluding the United Kingdom and Ireland Eurosport 2
୨୦୧୨ ଟି୨୦ ବିଶ୍ୱ କପ  India ESPN

STAR Cricket
Doordarshan (India matches only)

All India Radio www.espnstar.com
୨୦୧୨ ଟି୨୦ ବିଶ୍ୱ କପ  Ireland, ୨୦୧୨ ଟି୨୦ ବିଶ୍ୱ କପ  United Kingdom Sky Sports BBC

Test Match Sofa (via The Cricketer)

skysports.com
Middle East and North Africa CricOne 89.1 Radio4
୨୦୧୨ ଟି୨୦ ବିଶ୍ୱ କପ  New Zealand Sky TV Radio Sport
Pacific Islands Fiji TV
୨୦୧୨ ଟି୨୦ ବିଶ୍ୱ କପ  Pakistan PTV Home (Terrestrial)

PTV Sports (Cable)
TEN Sports (Cable and IP TV)

PBC

Hum FM
Hot FM (Pakistan matches)

espnstar.com
୨୦୧୨ ଟି୨୦ ବିଶ୍ୱ କପ  Solomon Islands Telkom TV
୨୦୧୨ ଟି୨୦ ବିଶ୍ୱ କପ  Sri Lanka CSN SLBC www.csn.lk Archived 2016-10-02 at the Wayback Machine.
୨୦୧୨ ଟି୨୦ ବିଶ୍ୱ କପ  South Africa SABC

SuperSport

SABC supersport.com
Sub Saharan Africa SuperSport supersport.com
୨୦୧୨ ଟି୨୦ ବିଶ୍ୱ କପ  Tonga Tonga TV
୨୦୧୨ ଟି୨୦ ବିଶ୍ୱ କପ  USA, ୨୦୧୨ ଟି୨୦ ବିଶ୍ୱ କପ  Puerto Rico, ୨୦୧୨ ଟି୨୦ ବିଶ୍ୱ କପ  Guam,

୨୦୧୨ ଟି୨୦ ବିଶ୍ୱ କପ  Mexico, ୨୦୧୨ ଟି୨୦ ବିଶ୍ୱ କପ  Nicaragua and ୨୦୧୨ ଟି୨୦ ବିଶ୍ୱ କପ  Panama

ESPN2 (Final only) ESPN3

See also

  • 2012 ICC Women's World Twenty20

References

Tags:

୨୦୧୨ ଟି୨୦ ବିଶ୍ୱ କପ ପ୍ରଚ୍ଛଦପଟ୨୦୧୨ ଟି୨୦ ବିଶ୍ୱ କପ Format୨୦୧୨ ଟି୨୦ ବିଶ୍ୱ କପ ଯୋଗ୍ୟତା ଅର୍ଜନ ୨୦୧୨ ଟି୨୦ ବିଶ୍ୱ କପ Venues୨୦୧୨ ଟି୨୦ ବିଶ୍ୱ କପ ଖେଳ ସୂଚୀ ଓ ଫଳାଫଳ ୨୦୧୨ ଟି୨୦ ବିଶ୍ୱ କପ ପରିସଙ୍ଖ୍ୟାଁନ ୨୦୧୨ ଟି୨୦ ବିଶ୍ୱ କପ Media coverage୨୦୧୨ ଟି୨୦ ବିଶ୍ୱ କପ

🔥 Trending searches on Wiki ଓଡ଼ିଆ:

ହନୁମାନନାଗ ଐରିଥୁକୁଲ୍ମାସପ୍ରତିଭା ରାୟସଚ୍ଚିଦାନନ୍ଦ ରାଉତରାୟରଜନୀ କୋଠାରୀଓଡ଼ିଶାର ପର୍ବପର୍ବାଣିଲୋକ ସଭାଉପେନ୍ଦ୍ର କିଶୋର ଦାସରାଷ୍ଟ୍ରୀୟ ପେନସନ ପ୍ରଣାଳୀପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଫାଇଲେରିଆଶୈଳେନ ମହାପାତ୍ରଚଇତି ଘୋଡ଼ା ନାଚଆଇଓଏସଛ ମାଣ ଆଠ ଗୁଣ୍ଠମୁଁଶତ୍ରୁଘ୍ନ ନାଥପଖାଳ ଦିବସଗୋପୀନାଥ ଦାସତୁଳସୀ ଦାସପ୍ରଦୂଷଣବର୍ଷା ପ୍ରିୟଦର୍ଶିନୀପ୍ଲୀହା୧୬୮୦ମୟୂରଭଞ୍ଜ ଜିଲ୍ଲାନବ ଚରଣ ମାଝିଗୋପବନ୍ଧୁ ଦାସଶ୍ରୀମନ୍ଦିରର ଗଣେଶ ମନ୍ଦିରଜୟୀ ରାଜଗୁରୁଦିବ୍ୟସିଂହ ଦେବଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାଅଗଷ୍ଟ୨୦୧୯ ଭାରତୀୟ ସାଧାରଣ ନିର୍ବାଚନସମାଜ ବିଜ୍ଞାନତୁମ ପରି ଛୋଟ ପିଲାଟିଏଯାଯାବର (୧୯୭୫ର କଥାଚିତ୍ର)ରାଜକିଶୋର ରାୟରବି ସିଂରାମ ନବମୀନୃସିଂହ ଚରଣ ପଣ୍ଡାସୁକାନ୍ତ କୁମାର ନାୟକଚୀନସିପାହୀ ବିଦ୍ରୋହଭାରତୀୟ ସ୍ୱାଧୀନତା ଆନ୍ଦୋଳନଯୁଗଳ କିଶୋର ପଟ୍ଟନାୟକଓଡ଼ିଶା ସରକାରwiki.phtmlଖାରବେଳସହଦେବ ସାହୁବେଣୁଧର ରାଉତଶଙ୍ଖରାମକୃଷ୍ଣ ପରମହଂସରାଜରାଜେଶ୍ୱର ବେଶସମ୍ବାଦ (ଖବରକାଗଜ)ଅପରାଜିତା ମହାନ୍ତିବିଭୁ କିଶୋରଯୁକ୍ତରାଷ୍ଟ୍ର ଆମେରିକାକାଳିନ୍ଦୀ ଚରଣ ପାଣିଗ୍ରାହୀଅସହଯୋଗ ଆନ୍ଦୋଳନଶାନ୍ତନୁ କୁମାର ଆଚାର୍ଯ୍ୟଜୁଲାଇଡିଫେଲାଇକଫଲିନମହେନ୍ଦ୍ରଗିରିଅବସାଦହୃତ୍‌ପିଣ୍ଡମାନସିକ ଦୃଢ଼ତା🡆 More