୧୦ମ ଲୋକ ସଭା

ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ୧୦ମ ଲୋକ ସଭାପାଇଁ ୧୯୯୧ ମସିହାରେ ସାଧାରଣ ଅନୁଷ୍ଠିତ ହୋଇଥିଲା । ଏହି ଲୋକ ସଭାର କାର୍ଯ୍ୟକାଳ ଥିଲା ୨୦ ଜୁନ ୧୯୯୧ରୁ ୧୦ ମଇ ୧୯୯୬ । ଏହି ଲୋକ ସଭା ପାଇଁ ୧୯୯୧ ମସିହାରେ ମଇ-ଜୁନ ମାସରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ୧୯୯୧ର ସାଧାରଣ ନିର୍ବାଚନ ପରେ ରାଜ୍ୟ ସଭାର ୪ ଜଣ ସଦସ୍ୟ ଲୋକ ସଭାକୁ ମନୋନୀତ ହୋଇଥିଲେ ।

ଏହି ଲୋକ ସଭାରେ କଂଗ୍ରେସ ଦଳ ସମୁଦାୟ ୨୪୭ଟି ଆସନ ଗ୍ରହଣ କରିଥିଲା, ଯାହାକି ପୂର୍ବ ଲୋକ ସଭା ଅର୍ଥାତ ୯ମ ଲୋକ ସଭାଠାରୁ ୪୭ଟି ଆସନ ଅଧିକ ଥିଲା । ଏହି ନିର୍ବାଚନ ପରେ କଂଗ୍ରେସ ଦଳ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ପି. ଭି. ନରସିଂହ ରାଓ ଭାରତର ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ନେଇଥିଲେ । ତାଙ୍କର କାର୍ଯ୍ୟକାଳ ଥିଲା ୨୧ ଜୁନ ୧୯୯୧ରୁ ୧୬ ମଇ ୧୯୯୬ । ଏହାପରେ ୧୧ଶ ଲୋକ ସଭା ୧୯୯୬ ମସିହା ସାଧାରଣ ନିର୍ବାଚନ ପରେ ୧୫ ମଇ ୧୯୯୬ରେ ଗଠିତ ହୋଇଥିଲା ।

ଗୁରୁତ୍ୱପୂର୍ଣ୍ଣ ସଦସ୍ୟ

  • ବାଚସ୍ପତି:
    • ଶିବରାଜ ପାଟିଲ (୧୦ ଜୁଲାଇ ୧୯୯୧ରୁ ୨୨ ମଇ ୧୯୯୬)
  • ଉପ-ବାଚସ୍ପତି:
    • ଏସ୍. ମଲ୍ଲିକାର୍ଜୁନାୟ (୧୩ ଅଗଷ୍ଟ ୧୯୯୧ରୁ ୧୦ ମଇ ୧୯୯୬)
  • ମହା ସଚିବ
    • କେ ସି ରସ୍ତୋଗି (୨୦ ଜୁନ ୧୯୯୧ରୁ ୩୧ ଡିସେମ୍ବର ୧୯୯୧)
    • ସି କେ ଜୈନ (୧ ଜାନୁଆରୀ ୧୯୯୨ରୁ ୩୧ ମଇ ୧୯୯୪)
    • ଆର୍. ସି. ଭରଦ୍ୱାଜ (୩୧ ମଇ ୧୯୯୪ରୁ ୩୧ ଡିସେମ୍ବର ୧୯୯୫)
    • ଏସz. ଏନ୍. ମିଶ୍ର (୧ ଜାନୁଆରୀ ୧୯୯୬ରୁ ୧୦ ମଇ ୧୯୯୬)

ରାଜନୈତିକ ଦଳ ଅନୁସାରେ ନିର୍ବାଚିତ ସଦସ୍ୟ

ବିଭିନ୍ନ ରାଜନୈତିକ ଦଳରୁ ୧୦ମ ଲୋକ ସଭାକୁ ନିର୍ବାଚିତ ହୋଇଥିବା ସଦସ୍ୟମାନଙ୍କର ତାଲିକା ନିମ୍ନରେ ଦର୍ଶାଯାଇଛି-

S.No. Party Name Number of MPs
ଭାରତୀୟ ଜାତୀୟ କଂଗ୍ରେସ ୨୫୨
ଭାରତୀୟ ଜନତା ପାର୍ଟି ୧୨୧
ଜନତା ଦଳ ୬୩
ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ୩୬
ଭାରତୀୟ କମ୍ୟୁନିଷ୍ଟ ପାର୍ଟି ୧୪
ଏ.ଆଇ.ଏ ଡି.ଏମ୍.କେ ୧୨
ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା
ତେଲୁଗୁ ଦେଶମ୍ ପାର୍ଟି
ଟି.ଡି.(ଭି)
୧୦ ଆର୍.ଏସ୍.ପି
୧୧ ଜନତା ଦଳ
୧୨ ଶିବ ସେନା
୧୩ ବହୁଜନ ସମାଜ ପାର୍ଟି
୧୪ ଫରୱାର୍ଡ଼ ବ୍ଳକ (ମାର୍କ୍ସବାଦୀ)
୧୫ ନୋମିନେଟେଡ୍
୧୬ ସର୍ବଭାରତୀୟ ମୁସଲମାନ ଦଳ
୧୭ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଳକ
୧୮ ଏଆଇଏମ୍ଆଇଏମ୍
୧୯ ଅସାମ ଗଣ-ପରିଷଦ
୨୦ ସିପିଆ (ଏମ୍ ଲ୍)
୨୧ ସାସିଆଲିଷ୍ଟ ଜାତୀୟ କଂଗ୍ରେସ
୨୨ କଂଗ୍ରେସ
୨୩ ହରିଆଣା ବିକାଶ ଦଳ
୨୪ ସ୍ୱାଧୀନ
୨୫ କେରଳ କଂଗ୍ରେସ
୨୬ ମଣିପୁର ପିପୁଲ୍‌ସ୍ ପାର୍ଟି
୨୭ (ଏନ୍.ପି.ସି.)
୨୮ ସମତ ଦଳ
୨୯ ସିକ୍କିମ ସଂଗ୍ରାମ ପରିଷଦ

ଆଧାର

ବାହାର ଆଧାର

Tags:

୧୦ମ ଲୋକ ସଭା ଗୁରୁତ୍ୱପୂର୍ଣ୍ଣ ସଦସ୍ୟ୧୦ମ ଲୋକ ସଭା ରାଜନୈତିକ ଦଳ ଅନୁସାରେ ନିର୍ବାଚିତ ସଦସ୍ୟ୧୦ମ ଲୋକ ସଭା ଆଧାର୧୦ମ ଲୋକ ସଭା ବାହାର ଆଧାର୧୦ମ ଲୋକ ସଭାରାଜ୍ୟ ସଭାଲୋକ ସଭା

🔥 Trending searches on Wiki ଓଡ଼ିଆ:

ପ୍ରାଣବନ୍ଧୁ କରପଦ୍ମ ଫୁଲସୁଧାଂଶୁବାଳା ହାଜରାମଦକୁଞ୍ଜବିହାରୀ ତ୍ରିପାଠୀସୁରେନ୍ଦ୍ର ମହାନ୍ତିଗୋପାଳ (ଜାତି)୨୯ ଅପ୍ରେଲଅକାନବିନ୍ଧିଆନ୍ଧ୍ର ପ୍ରଦେଶଦି ଟାଇମସ୍ ଅଫ୍ ଇଣ୍ଡିଆଏ. ପି. ଜେ. ଅବଦୁଲ କଲାମକାଳିନ୍ଦୀ ଚରଣ ପାଣିଗ୍ରାହୀଗୌତମ ବୁଦ୍ଧସୁଦଶା ବ୍ରତରାମ ନବମୀଯଶୋଧାରା ମିଶ୍ରଜୀବସାରତୃପ୍ତି ଦାସମହୁମାଛିସାରଳା ଦାସପ୍ରମିଳା ମଲ୍ଲିକ୨୧କାକରା ପିଠାକାଞ୍ଚି ଅଭିଯାନବୈକୁଣ୍ଠନାଥ ପଟ୍ଟନାୟକପରେଶ କୁମାର ପଟ୍ଟନାୟକଅମୃତା ପ୍ରୀତମକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଜ୍ଞାନପୀଠ ପୁରସ୍କାରମଧୁସୂଦନ ରାଓକୋଇଲି ଚଉତିଶାରାମଚନ୍ଦ୍ର ବେହେରାସୀତା ନବମୀପଖାଳଜ୍ୟାମିତିଗୋପବନ୍ଧୁ ଦାସସୀତା ବିବାହବୈଶାଖଧନ ନନ୍ଦସୌଭାଗ୍ୟ କୁମାର ମିଶ୍ରଓଡ଼ିଶାର ପର୍ବପର୍ବାଣିଆଜ୍‌ମାକଳସା ଚଉତିଶାଭୁବନେଶ୍ୱର ବେହେରାସ୍ୱର୍ଣ୍ଣ ମନ୍ଦିରଜଗନ୍ନାଥଙ୍କ ବେଶ୧୧୫୧ଅର୍ଚ୍ଚନା (କବିତା ସଙ୍କଳନ)କମ୍ପ୍ୟୁଟରନନ୍ଦ କିଶୋର ବଳଆହେ ଦୟାମୟ ବିଶ୍ୱ ବିହାରୀଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟସ୍ୱାମୀ ବିବେକାନନ୍ଦକୋଣାର୍କ ସୂର୍ଯ୍ୟ ମନ୍ଦିରଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଓଡ଼ିଆ ସାହିତ୍ୟର ଇତିହାସମୋହନ ଭୋଗଚିତ୍ତରଞ୍ଜନ ଦାସଖଜାତେଲୁଗୁ ଭାଷାଶିବଲିଙ୍ଗବୁଧସୀତାକାନ୍ତ ମହାପାତ୍ର୯୨୪ଭାରତୀୟ ଦଣ୍ଡବିଧି ସଂହିତା ଦଫା ୩୦୯୨୦୨୨ ରୁଷର ୟୁକ୍ରେନ ଉପରେ ଆକ୍ରମଣଭାଜିନିସମସଓଡ଼ିଆ ସାହିତ୍ୟ🡆 More