ସୁଅମେନଲିନ୍ନା

ସୁଅମେନଲିନ୍ନା ( ୧୯୧୮ ମସିହା ଯାଏଁ ଫିନ ଭାଷାରେ ଭିଆପୋରି ବା ସ୍ୱେଡିସ ଭାଷାରେ ଭିଆବର୍ଗ , ଯାହାକୁ ପ୍ରକୃତ ଅର୍ଥ ଭାବରେ ନିଆଗଲେ ଫିନଲାଣ୍ଡର ଦୁର୍ଗ ବୋଲି କୁହାଯାଇପାରିବ । ତାହା ପ୍ରକୃତରେ ଏକ ସାମୁଦ୍ରିକ ଦୁର୍ଗ , ଯାହା ଫିନଲାଣ୍ଡ ଦେଶର ରାଜଧାନୀ ହେଲସିଙ୍କି ସହରର ପୋତାଶ୍ରୟ ନିକଟରେ ଅବସ୍ଥିତ ଓ ୬ ଗୋଟି ଦ୍ୱିପ ଉପରେ ନିର୍ମିତ । ଏହା ବର୍ତ୍ତମାନ ହେଲସିଙ୍କି ସହରର ଏକ ପର୍ଯ୍ୟଟକ ଆକର୍ଷଣ ତଥା ଯୁଦ୍ଧ ସ୍ମାରକୀ ଭାବରେ ରହିଛି । ଇଉନେସ୍କୋଦ୍ୱାରା ବିଶ୍ୱ ଐତିହ୍ୟ ସ୍ଥଳୀ ଭାବରେ ସ୍ୱୀକୃତ ହେଇଥିବା ଏହି ସ୍ଥାନ ଏକ ଅତ୍ୟନ୍ତ ସୁନ୍ଦର ବଣଭୋଜି ସ୍ଥଳହେବା ସହ ପର୍ଯ୍ୟଟକଙ୍କ  ପାଇଁ ଏକ ଆକର୍ଷଣ । ପୂର୍ବରୁ ସ୍ୱିଡେନ ଅଧୀନରେ ଥିବା ଏହି ଦୁର୍ଗକୁ ଭିଆ ବର୍ଗ କୁହାଯାଉଥିଲା ବେଳେ ସ୍ୱାଧୀନ ଫିନଲାଣ୍ଡ ଅଧୀନକୁ ଆସିଲା ପରେ ଏହାକୁ ସୁଅମେନଲିନ୍ନା କୁହାଗଲା ।

Suomenlinna
Sveaborg
ସୁଅମେନଲିନ୍ନା
An aerial view of Suomenlinna.
ଅବସ୍ଥାନHelsinki, Finland
ଦିଗବାରେଣି60°08′37″N 24°59′04″E / 60.14361°N 24.98444°E / 60.14361; 24.98444
UNESCO World Heritage Site
Official name: Fortress of Suomenlinna
ପ୍ରକାରCultural
ମାନଦଣ୍ଡiv
Designated1991 (15th session)
Reference no.583
State PartyFinland
RegionEurope and North America

ଆଧାର

Tags:

ଫିନଲାଣ୍ଡସ୍ୱିଡେନହେଲସିଙ୍କି

🔥 Trending searches on Wiki ଓଡ଼ିଆ:

ଜିନା ସାମଲଦେବୁ ବୋଷକଣ୍ଡୋମୟୁରୋପ୧୯ ମାର୍ଚ୍ଚଶ୍ରୀନିବାସ ରାମାନୁଜନପ୍ରାଣବନ୍ଧୁ କରପୁଥୁପ୍ପାଲ୍ଲୀ, କୋଟ୍ଟାୟାମମହିଳା ଯୌନାଙ୍ଗ ଛେଦନଅର୍ଥଶାସ୍ତ୍ରତିଳ ଚତୁର୍ଥୀହେମଲତା ମାନସିଂହଓଡ଼ିଆ ଭାଷାପୁନମ ମିଶ୍ରପ୍ରଗତିବାଦୀନେତୃତ୍ୱଜାଭା (ପ୍ରୋଗ୍ରାମିଂ ଭାଷା)ଉଇକିଅଭିଧାନଗୋଦାବରୀଶ ମହାପାତ୍ରଫେବୃଆରୀ ୨୯ନେଲସନ ମଣ୍ଡେଲାପାର୍ବତୀଗୋପାଳ କୃଷ୍ଣ ରଥବିଦ୍ୟାଳୟଭାରତ ସରକାରଓଡ଼ିଆ ସାହିତ୍ୟର ଇତିହାସପିଙ୍କି ପ୍ରଧାନବ୍ରାଉଜରଜଗନ୍ନାଥ ଦାସଭଦଭଦଳିଆଇନ୍ଦିରା ଗାନ୍ଧୀଖିଲିପାନଉଇକିପିଡ଼ିଆ ସମୂହର ତାଲିକାବଳରାମ ଦାସରୋହିତ ଶର୍ମାରାଜକିଶୋର ପଟ୍ଟନାୟକକାଟୁଲୁ ରବି କୁମାରମେସିନ ଲର୍ଣ୍ଣିଙ୍ଗ୍ରାମକୃଷ୍ଣ ପରମହଂସଭଣ୍ଡ ଗଣେଶଯଦୁମଣି ମହାପାତ୍ର୭ (ସଂଖ୍ୟା)ଗୋଦାବରୀଶ ମିଶ୍ରସ୍ୱର ବର୍ଣ୍ଣରାମଚନ୍ଦ୍ର ବେହେରାପ୍ରଧାନ ପୃଷ୍ଠାଛାନ୍ଦଶ୍ରୀ ଅରବିନ୍ଦଓଡ଼ିଆ ରାମାୟଣଓପନ-ସୋର୍ସ ସଫ୍ଟୱେରସାଲଭାଡୋର ଡାଲିଗୁରୁପ୍ରସାଦ ମହାନ୍ତିଗଙ୍ଗାଧର ରଥମନୋଜ ଦାସଙ୍କ କଥା ଓ କାହାଣୀଚିକୁନ‌ଗୁନିଆଗୋପୀନାଥ ମହାନ୍ତିମାଗୁଣିର ଶଗଡ଼ (କଥାଚିତ୍ର)୧୭୪୬୨୪ ଅପ୍ରେଲଗୌରହରି ଦାସୟୁ ଟ୍ୟୁବରାବଣଖାଦ୍ୟମଟର ସାଇକେଲଜଗନ୍ନାଥଙ୍କ ବେଶତୁଳସୀ ଗଛସାରଳା ମନ୍ଦିରଭାରତୀୟ ସମ୍ବିଧାନହେପାଟାଇଟିସଭଗବତ ଗୀତାନବକଳେବର🡆 More