ସାଳନ୍ଦୀ ନଦୀ: ଓଡ଼ିଶାର ନଈ

ସାଳନ୍ଦୀ ନଦୀ ଉତ୍ତର ଓଡ଼ିଶାର ଏକ ନଦୀ । ଏହା ମୟୂରଭଞ୍ଜ ଜିଲ୍ଲାରୁ ବାହାରି କେନ୍ଦୁଝର, ଭଦ୍ରକ ଜିଲ୍ଲା ଦେଇ ବଙ୍ଗୋପସାଗରରେ ପଡ଼ିଛି । ଏହି ନଦୀ କୂଳରେ ଭଦ୍ରକ ସହର ଅବସ୍ଥିତ । ସାଳନ୍ଦୀ ନଦୀ ଉପରେ ନିର୍ମାଣ କରାଯାଇଥିବା ଡ୍ୟାମ୍‌କୁ ସାଳନ୍ଦୀ ଡ୍ୟାମ୍ ବା ହଦଗଡ଼ ଡ୍ୟାମ୍ ବୋଲି କୁହାଯାଏ । ସାଳନ୍ଦୀ ନଦୀରେ ଅଧିକ କୁମ୍ଭୀର ବାସ କରନ୍ତି ।

ସାଳନ୍ଦୀ
ନଦୀ
ସାଳନ୍ଦୀ ନଦୀ: ଓଡ଼ିଶାର ନଈ
ସାଳନ୍ଦୀ ନଦୀ ଉପରେ ନିର୍ମିତ ହଦଗଡ଼ ଡ୍ୟାମ୍
ଦେଶ ଭାରତ
Parts ଓଡ଼ିଶା
ଅଞ୍ଚଳ ଉପକୂଳ ଓଡ଼ିଶା
City ଭଦ୍ରକ
Landmark ହଦଗଡ଼ ବନ୍ଧ
Source
 - location ମେଘସନୀ, ମୟୂରଭଞ୍ଜ, ଓଡ଼ିଶା, ଭାରତ
Mouth
 - elevation ୦ m (୦ ft)
Length ୧୪୪ km (ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୧" । mi)

ଉତ୍ପତ୍ତି

ସାଳନ୍ଦୀ ନଦୀ ମୟୂରଭଞ୍ଜ ଜିଲ୍ଲାର ମେଘସନୀ ପର୍ବତରୁ ଉତ୍ପତ୍ତିଲାଭ କରିଛି । ଏକ କମ୍ବଦନ୍ତୀ ଅନୁସାରେ ଦେବୀଙ୍କ କୃପାରୁ ଏହି ପର୍ବତରୁ ଝରୁଥିବା କ୍ଷୀର ମୟୂରଭଞ୍ଜର ଶାଳବଣ ଦେଇ ପ୍ରବାହିତ ହୋଇଥିଲା, ଯାହା ଫଳରେ ଏହାର ନାମକରଣ ସାଳନ୍ଦୀ ହୋଇଥିଲା ।

କିମ୍ବଦନ୍ତୀ

ଭଦ୍ରକର ଆହାରପଦାସ୍ଥିତ ଭଦ୍ରକାଳୀ ମନ୍ଦିର ଉପରେ ଯେତେବେଳେ ମୁସଲମାନ ଶାସକଙ୍କଦ୍ୱାରା ଆକ୍ରମଣ କରାଯାଇ ନଷ୍ଟ କରିଦିଆଯାଇଥିଲା, ସେତେବେଳେ ମାଆ ଭଦ୍ରକାଳୀ ସାଳନ୍ଦୀ ନଦୀରେ ଅବସ୍ଥାନ କରିଥିଲେ । ମା' ଭଦ୍ରକାଳୀ ବାସ କରୁଥିବା ଏହି ସ୍ଥାନଟି ଭଦ୍ରକାଳୀ ଗଣ୍ଡ ଭାବରେ ଖ୍ୟାତ ।

ଆଧାର

Tags:

କେନ୍ଦୁଝର ଜିଲ୍ଲାବଙ୍ଗୋପସାଗରଭଦ୍ରକ ଜିଲ୍ଲାମୟୂରଭଞ୍ଜ ଜିଲ୍ଲା

🔥 Trending searches on Wiki ଓଡ଼ିଆ:

୧୯୬୩ସେରେବ୍ରାଲ ଆନିଉରିଜ୍ମବୈଦେହୀଶ ବିଳାସଆଫ୍ରିକାWikipediaଭଗବତ ଗୀତାଗ୍ରହଭାରତର ନଦୀ ସମୂହର ତାଲିକା୧୮ ମାର୍ଚ୍ଚକୃଷ୍ଣଚନ୍ଦ୍ର ପାଣିଗ୍ରାହୀଗୋବିନ୍ଦ ତ୍ରିପାଠୀ୬୮୧ସୁନ୍ଦରଗଡ଼ ଜିଲ୍ଲା୨୮ ମାର୍ଚ୍ଚଅଷ୍ଟ୍ରିଆଓଡ଼ିଶାର ଭୂଗୋଳଅପର୍ଣ୍ଣା ବାସ୍ତାରେପଠାଣି ସାମନ୍ତହିନା ରବାନି ଖରଦଶାବତାରବଳରାମ ଦାସକୁମାର ପୂର୍ଣ୍ଣିମାନହୁଷସୁଭାଷ ଚନ୍ଦ୍ର ବୋଷଆବୁଲ କଲାମ ଆଜାଦଇତିହାସପୁରୀଲାଟିନ ଭାଷାଆଇସଲ୍ୟାଣ୍ଡବିଜ୍ଞାନମଣିଷ୧୮୭୫ସମାଜ (ଖବରକାଗଜ)ଡାଲଟେପାରିନମହାପାତ୍ର ନୀଳମଣି ସାହୁବୁଏନ୍ସ ଏଆରସଭର୍ତ୍ତୃହରି ମହତାବଶାରଳା ପୁରସ୍କାରପରିମେୟ ସଂଖ୍ୟାନୂଆ ଦିଲ୍ଲୀସାର୍ବଭୌମ ସ୍ୱାଧୀନ ଦେଶମାନଙ୍କର ତାଲିକାରବୀନ୍ଦ୍ରନାଥ ଠାକୁରଓଡ଼ିଆ ଖବରକାଗଜ ତାଲିକାକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାନନ୍ଦିନୀ ଶତପଥୀୟୁ ଟ୍ୟୁବନମିତା ଅଗ୍ରୱାଲଅଚ୍ୟୁତ ସାମନ୍ତବଙ୍ଗଳାଦେଶଏସିଆନଡ଼ିଆଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୧୬ଶ ଲୋକ ସଭାଚିକୁନ‌ଗୁନିଆଘର୧୧୫୨ଶାନ୍ତନୁ କୁମାର ଆଚାର୍ଯ୍ୟବୁଦାପେଷ୍ଟଅଶୋକାଷ୍ଟମୀପ୍ରତିଭା ରାୟମନୋରଞ୍ଜନ ଦାସହିନ୍ଦୁ ଧର୍ମହାଡ଼କୋଭିଡ-୧୯କାଳିନ୍ଦୀ ଚରଣ ପାଣିଗ୍ରାହୀ୨୦୧୯ ଭାରତୀୟ ସାଧାରଣ ନିର୍ବାଚନବିଜାଣ୍ଟିନୀୟ ସାମ୍ରାଜ୍ଯ🡆 More