ସମ୍ବଲପୁରୀ କଥାଚିତ୍ର

ସମ୍ବଲପୁରୀ ଭାଷାରେ ପ୍ରଥମ ମୁକ୍ତି ଲାଭ କରିଥିବା ଫିଲ୍ମ ହେଲା ଭୁଖା । ଏହା ୧୯୮୯ମସିହାରେ ମୁକ୍ତି ଲାଭ କରି ଥିଲା । ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଗୀଜନ ଅନ୍ତର୍ଜାତିକ ଫିଲ୍ମ ଫେସ୍ତିଭାଲରେ ଜୁରୀ ପୁରସ୍କାର ମଧ୍ୟ ଲାଭ କରିଥିଲା । 'ଉଲୁଗୁଲାନ' ନାମକ ଔ ଏକ କୋଷଳୀ ଭାସିଯା ଫିଲ୍ମ ନିର୍ମିତ ହୋଇ ମୁକ୍ତିଲାଭ ଅପେଚ୍ତାରେ ଅଛି । ଏହା ପୂର୍ଣ ବାସୀ ସାହୁଙ୍କଦ୍ୱାରା ନିର୍ମିତ ହେଇ ନିର୍ଦ୍ଦେଶକ ମହମ୍ମଦ ହୁସେନଙ୍କଦ୍ୱାରା ନିର୍ଦ୍ଦେଶିତ । ଏହା ଏକ ଏଇତିହାସିକ ପୃଷ୍ଠଭୂମି ଉପରେ ଆଧାରିତ କାହାଣୀକୁ ନେଇ ତିଆରି ହୋଇଛି । 18ତମ ଶତାବ୍ଦୀରେ ନାଗପୁରର ମରାଠୀ ଶାସକମାନଙ୍କ କ୍ରୁରତାକୁ ନେଇ ଏହା ଆଧାରିତ । .

ସମ୍ବଲପୁରୀ ଭାଷାରେ ନିର୍ମିତ ସିନେମାମାନଙ୍କର ତାଲିକା 

  1. ଭୁଖା -୧୯୮୯
  2. ରାଜା ହିନ୍ଦୁସ୍ଥାନୀ  (ନିର୍ଦ୍ଧେଶନା- ଯୁଗଲ ସାହୁ )
  3. ଶୋଲେ (ନିର୍ଦ୍ଧେଶନା- ଯୁଗଲ ସାହୁ )
  4. ଉଲୁଗୁଲାନ -୨୦୧୦
  5. ସମୟର ଖେଳ -୨୦୧୧
  6. ଚିନୀ 
  7. ଅଲାର , -୨୦୧୨
  8. ଶଳା ବୁଢ଼ା -୨୦୧୩ 
  9. ଆଦିମ ବିଚାର -୨୦୧୪  -( ଅସବ୍ୟସଚି ମହାପାତ୍ରଙ୍କଦ୍ୱାରା ନିର୍ଦ୍ଦେଶିତ , ଜାତୀୟ ପୁରସ୍କାର ପ୍ରାପ୍ତ )
  10. ସାହା ମତେ ମାଁ ସମଲେଇ -୨୦୧୫ 
  11. ମନୁଷ- ଧନଞ୍ଜୟ ତ୍ରିପାଠୀଙ୍କ ନିର୍ମିତ ଓ ଶାନ୍ତନୁ ଦାଶଙ୍କ ନିରଶେଷିତ 

ଆଧାର 

Tags:

ଭୂଖାସବ୍ୟସାଚୀ ମହାପାତ୍ର

🔥 Trending searches on Wiki ଓଡ଼ିଆ:

ରସଗୋଲାଗୋପାଳ କୃଷ୍ଣ ରଥଭାରତୀୟ ସଂଖ୍ୟା ପ୍ରଣାଳିଓଡ଼ିଆ ଭାଷାଶୀତଳ ଷଷ୍ଠୀ ଯାତ୍ରାମହାରାଷ୍ଟ୍ରପରିବେଶଇନ୍ଦିରା ଗାନ୍ଧୀଭୃସଙ୍ଗ ଗଛଅଧର ପଟ୍ଟନାୟକ୨୦୧୨ଚିତ୍ତରଞ୍ଜନ ତ୍ରିପାଠୀପୁଥୁପ୍ପାଲ୍ଲୀ, କୋଟ୍ଟାୟାମଜୁନଟାହିଆଲାଗି ବେଶଭକ୍ତ ଚରଣ ଦାସ (ରାଜନେତା)ଗୋପାଳ ଚନ୍ଦ୍ର ପ୍ରହରାଜସମୟ (କାଳ)ସ୍ତନ୍ୟପାୟୀମନମୋହନ ସାମଲଅଭିମନ୍ୟୁ ସାମନ୍ତସିଂହାରସୁଭାଷ ଚନ୍ଦ୍ର ବୋଷବଣ୍ଡ (ଅର୍ଥ)ମୁମ୍ବାଇସଂକ୍ରାନ୍ତିଓଡ଼ିଶାର କଳାଚାନ୍ଦ୍ରମାସରାଧାନାଥ ରାୟଭଗବତୀ ଚରଣ ପାଣିଗ୍ରାହୀକୁତାମ ଚଣ୍ଡୀ ମନ୍ଦିରରାଉରକେଲାଉଦୟନାଥ ଷଡ଼ଙ୍ଗୀଶ୍ରୀତମ ଦାସଆଖିସେଇ ଝିଅଟିନେତୃତ୍ୱକାହ୍ନୁଚରଣ ମହାନ୍ତିପୁରୀ୨୬ ଅପ୍ରେଲଚନ୍ଦନ ଯାତ୍ରାତୁଳସୀ ଗଛ୪ ଇଡିଅଟସ୍ଶାସ୍ତିମାଲେସିଆହୃଷୀକେଶ ପଣ୍ଡାବିର୍ସା ମୁଣ୍ଡାଲସିତମନ୍ନା ବ୍ୟାସ୭ (ସଂଖ୍ୟା)ଓଡ଼ିଶାର ଇତିହାସପଖାଳଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି୪ (ସଂଖ୍ୟା)କିଶୋରୀ ଚରଣ ଦାସମାଗୁଣିର ଶଗଡ଼ପୋଟଳ ରସାକଟକ ଜିଲ୍ଲାବିନୋଦ ଚନ୍ଦ୍ର ନାୟକଓଡ଼ିଶାର ସଂସ୍କୃତିଦୀନକୃଷ୍ଣ ଦାସଓଡ଼ିଆ ଖାଦ୍ୟବିଦ୍ୟୁତପ୍ରଭା ଦେବୀନଅତୁଣ୍ଡୀଗୋପୀନାଥ ମହାନ୍ତିଜୀବସାର ଗଲିଙ୍ଗରାଜ ମନ୍ଦିରଜଣ୍ଡିସ୍ଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାବିଜୟ ଶଙ୍କର ଦାସକଟକଭାରତର ଜାତୀୟ ପତାକାକୁଜିବର ପ‌ତ୍ର🡆 More