ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ଵବିଦ୍ୟାଳୟ

ଉତ୍ତର ଓଡ଼ିଶାର ଆଦିବାସୀ ବହୁଳ ଅଞ୍ଚଳରେ, ଉଚ୍ଚଶିକ୍ଷାକୁ ପହଞ୍ଚାଇବା ଉଦ୍ଦେଶ୍ୟରେ, ୧୯୯୮ ମସିହାରେ 'ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ'ର ସ୍ଥାପନା କରାଯାଇଥିଲା । ଏହି ବିଶ୍ୱବିଦ୍ୟାଳୟଟି ଓଡ଼ିଶାର ଦୁଇଟି ଆଦିବାସୀ ବହୁଳ ଜିଲ୍ଲା ମୟୂରଭଞ୍ଜ ଓ କେନ୍ଦୁଝରର ଉଚ୍ଚଶିକ୍ଷାର ଆବଶ୍ୟକତା ପୂର୍ଣ କରିଥାଏ । ଏହି ବିଶ୍ୱବିଦ୍ୟାଳୟ ସହ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ୮୧ଟି ଉଭୟ ବୈଷୟିକ ଓ ଅଣବୈଷୟିକ ମହାବିଦ୍ୟାଳୟ ଅନୁବନ୍ଧିତ ରହିଛନ୍ତି । ଏହି ବିଶ୍ୱବିଦ୍ୟାଳୟରେ ଉଭୟ ମୁକ୍ତ ଓ ଦୂରଶିକ୍ଷା ମାଧ୍ୟମରେ ଶିକ୍ଷାଦାନ କରାଯାଇଥାଏ । ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ୨୦୨୦ ଡିସେମ୍ବର ୨୩ ତାରିଖରେ ଓଡ଼ିଶା ସରକାରଙ୍କ ଗେଜେଟ ନୋଟିଫିକେସନଦ୍ୱାରା, ଏହି ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ କରି ମହାରାଜ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ରଖା ଯାଇଥିଲା ।

ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ
North Odisha University.jpg
ଲକ୍ଷ୍ୟ"ସାଧନା ସ୍ୱାଭିମାନ ସଦଭାବନା ସ୍ୱୟଂ ସମ୍ପୂର୍ଣତା"
ସ୍ଥାପିତ୧୩ ଜୁଲାଇ ୧୯୯୮
ପ୍ରକାରସାର୍ବଜନୀନ
କୁଳାଧିପତିଏସ. ସି. ଜମିର
କୁଳପତିକିଶୋର କୁମାର ବାସା
ଅବସ୍ଥାନବାରିପଦା, ଓଡ଼ିଶା, ଭାରତ India
ଅନୁବନ୍ଧନଇଉ.ଜି.ସି.,
ୱେବସାଇଟhttp://www.nou.nic.in/

ଆଧାର

ବାହାର ଆଧାର

Official website

Tags:

କେନ୍ଦୁଝର ଜିଲ୍ଲାମୟୂରଭଞ୍ଜ ଜିଲ୍ଲାଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ

🔥 Trending searches on Wiki ଓଡ଼ିଆ:

ଗ୍ରାସନଳୀନଳିନୀକାନ୍ତ ମହାନ୍ତିଭାରତର ନ୍ୟାୟୀକ ବ୍ୟବସ୍ଥାଅଷ୍ଟ୍ରେଲିଆ (ମହାଦେଶ)ଲକ୍ଷ୍ମଣ ନାୟକଦ୍ୱିତୀୟ ବିଶ୍ୱଯୁଦ୍ଧଭାରତର ରାଷ୍ଟ୍ରପତି ମାନଙ୍କର ତାଲିକା୭୧୫ଶ୍ରୀନିବାସ ଉଦ୍‌ଗାତାନାରାୟଣ ସାହୁଓଡ଼ିଆ ଭାଷାକଳିଙ୍ଗ ଲିପିଇସଲାମ ଧର୍ମଓଡ଼ିଆ ସାହିତ୍ୟର ଇତିହାସ୧୦ ମାର୍ଚ୍ଚଜୟଦେବ ଉନାଡକଟwiki.phtmlଚୀନୀ କଲରାପତରିଆ ବାଘଜନ୍ ଏଫ୍. କେନେଡ଼ିକୋଳିକୋଡ଼ଇଟାଲୀଓଡ଼ିଶା ଭାସ୍କରବିବାହଚବିଶ ଗୁରୁବର୍ଷାମାକାଓବଙ୍ଗଳାଦେଶମାୟାଧର ମାନସିଂହଜାଭାସ୍କ୍ରିପ୍ଟରାଧାନାଥ ରାୟସିଙ୍ଗାପୁରଦୀନକୃଷ୍ଣ ଦାସଆର. କେ. ନାରାୟଣ୧୭୮୬ବିହାରଭାରତର ସଂସ୍କୃତିକେଶବ କୋଇଲିମହାତ୍ମା ଗାନ୍ଧୀମଙ୍ଗଳମଧ୍ୟ ପ୍ରଦେଶଭାରତୀୟ ଭୋଜନ୧୮୭୫ନମିତା ଅଗ୍ରୱାଲWikipediaସଂସ୍କୃତଅଭିମନ୍ୟୁଯୀଶୁଗୁଗଲଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଓଡ଼ିଶାର ଇତିହାସମଧୁସୂଦନ ଦାସଉଇକିମିଡ଼ିଆ ଫାଉଣ୍ଡେସନବ୍ୟଞ୍ଜନ ବର୍ଣ୍ଣଫିନଲ୍ୟାଣ୍ଡମସ୍ତିଷ୍କକଲିକତାସମୟ (କାଳ)ଯୁଗଳ କିଶୋର ପଟ୍ଟନାୟକସୀତାକାନ୍ତ ମହାପାତ୍ରଉପେନ୍ଦ୍ର ଭଞ୍ଜପୁଷ୍ପେନ୍ଦ୍ର ସିଂହ ଦେଓଆମ୍ବAugust 11ଲୌହ ଅତିଭାରସମ୍ବାଦଓଡ଼ିଶାର ଦୋଳଯାତ୍ରାକାପୋସିସ ସାର୍କୋମାରାୟଗଡ଼ାସଚ୍ଚିଦାନନ୍ଦ ରାଉତରାୟ🡆 More