ଭିଗାବାଟ୍ରିନ୍

ଭିଗାବାଟ୍ରିନ୍, ବିକ୍ରୟ ନାମ ସାବ୍ରିଲ୍, ଏକ ଔଷଧ ଯାହା ଅପସ୍ମାର ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ନିର୍ଦ୍ଦିଷ୍ଟ ଭାବରେ ଏହା ଜଟିଳ ଆଂଶିକ ସିଜର ପାଇଁ ବ୍ୟବହୃତ ହୁଏ ଯାହା ଅନ୍ୟ ପଦକ୍ଷେପ ସହିତ କିମ୍ବା ଶିଶୁ ସ୍ପାମ୍ ପାଇଁ ଅନିୟନ୍ତ୍ରିତ ହୁଏ । ଏହା ପାଟିରେ ଦିଆଯାଏ ।

ଭିଗାବାଟ୍ରିନ୍
ଭିଗାବାଟ୍ରିନ୍
ଭିଗାବାଟ୍ରିନ୍
Clinical data
Trade namesSabril, Vigadrone, Kigabeq, others
Synonymsγ-Vinyl-GABA
AHFS/Drugs.commonograph
MedlinePlusa610016
Pregnancy
category
  • AU: D
  • US: C (Risk not ruled out)
Routes of
administration
By mouth
Legal status
Legal status
  • AU: S4 (Prescription only)
  • CA: ℞-only
  • UK: POM (Prescription only)
  • US: ℞-only
  • EU: Rx-only
Pharmacokinetic data
Bioavailability80–90%
Protein binding0%
Metabolismnot metabolized
Elimination half-life5–8 hours in young adults, 12–13 hours in the elderly.
ExcretionKidney
Identifiers
IUPAC name
  • (RS)-4-aminohex-5-enoic acid
ECHA InfoCard100.165.122 Edit this at Wikidata
Chemical and physical data
FormulaC6H11NO2
Molar mass୧୨୯.୧୬ g·mol−1
3D model (JSmol)
Melting point171 to 177 °C (340 to 351 °F)
SMILES
  • O=C(O)CCC(\C=C)N
InChI
  • InChI=1S/C6H11NO2/c1-2-5(7)3-4-6(8)9/h2,5H,1,3-4,7H2,(H,8,9) checkY
  • Key:PJDFLNIOAUIZSL-UHFFFAOYSA-N checkY
  (verify)

ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଥକାପଣ, ପେଟ ଯନ୍ତ୍ରଣା, ଦୃଷ୍ଟି ଶକ୍ତି ସମସ୍ୟା ଏବଂ ଫୁଲା ହୋଇପାରେ । ପ୍ରାୟ ଏକ ତୃତୀୟାଂଶ ଲୋକଙ୍କର ସ୍ଥାୟୀ ଦୃଷ୍ଟି ସମସ୍ୟା ଦେଖାଯାଏ; ଚିକିତ୍ସା ଆରମ୍ଭ କରିବା ପରେ ପ୍ରଭାବ ନିମନ୍ତେ ଏକ ମାସରୁ କିଛି ବର୍ଷ ଆରମ୍ଭ ହୋଇପାରେ । ଏହା ଗାମା- ଆମିନୋବୁଟିରିକ୍ ଏସିଡ୍ (GABA)କୁ କାର୍ଯ୍ୟକ୍ଷମ ହେଉଥିବା ବିଶ୍ୱାସ କରାଯାଏ ।

୨୦୦୯ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଭିଗାବାଟ୍ରିନ୍ ଅନୁମୋଦିତ ହୋଇଥିଲା । 2019ରେ ଏହା ଏକ ଜେନେରିକ୍ ଔଷଧ ଭାବରେ ଉପଲବ୍ଧ ହେଲା । ଯୁକ୍ତରାଜ୍ୟରେ ୫୦୦ ମିଗ୍ରାର ଶହେ ଟାବଲେଟ୍ ମୂଲ୍ୟ ପ୍ରାୟ ୪୫ ପାଉଣ୍ଡ ଓ ଯୁକ୍ତରାଷ୍ଟ୍ରରେ ୧୦,୬୦୦ ଡଲାର ଅଟେ । କାନାଡ଼ାରେ ଏହି ପରିମାଣର ମୂଲ୍ୟ ପ୍ରାୟ ୯୬ ସିଏଡି (CAD) ।

ଆଧାର

Tags:

ଅପସ୍ମାର

🔥 Trending searches on Wiki ଓଡ଼ିଆ:

ଜଗନ୍ନାଥଙ୍କ ଧୂପରୋହିତ ଶର୍ମାଅର୍ଥଶାସ୍ତ୍ରଶେୟାର ବଜାରସ୍ୱର ବର୍ଣ୍ଣଗୋବିନ୍ଦ ତ୍ରିପାଠୀଭଗବତୀ ଚରଣ ପାଣିଗ୍ରାହୀମନୋରଞ୍ଜନ ଦାସଭଣ୍ଡ ଗଣେଶଓଡ଼ିଶାର ଭୂଗୋଳଗୁରୁ ପ୍ରସାଦ ମହାନ୍ତିମାୟାଧର ମାନସିଂହରକ୍ତଖାଦ୍ୟ୨୧ତ୍ରିଭୁଜଏମିସ ଲୋକ୨୫ ଅପ୍ରେଲକୃଷ୍ଣସୋନାଲ ମାନସିଂହକୁନ୍ତଳା କୁମାରୀ ସାବତପ୍ରଣବ ପ୍ରକାଶ ଦାସଓଡ଼ିଶୀ ସଙ୍ଗୀତମନୋଜ ଦାସକାଟୁଲୁ ରବି କୁମାରବିଷମ କଟକଓଡ଼ିଆଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସୂଚନା ପ୍ରଯୁକ୍ତିବିଦ୍ୟାଓଡ଼ିଶାର ମାପ ବ୍ୟବସ୍ଥାଲକ୍ଷ୍ମୀଜାଭା (ପ୍ରୋଗ୍ରାମିଂ ଭାଷା)ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରମହିଳା ଯୌନାଙ୍ଗ ଛେଦନଜଗନ୍ନାଥରାଜ୍ୟ ସଭାକୋଳିଭୁବନେଶ୍ୱରନୀଳକଣ୍ଠ ଦାସମାଲେସିଆରାଜନୀତି ବିଜ୍ଞାନବି. ଆର. ଆମ୍ବେଦକରଉତ୍କଳ ସଙ୍ଗୀତ ମହାବିଦ୍ୟାଳୟପଞ୍ଚସଖାମଦର ଟେରେସାହନୁମାନ ବାଟିକାଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟଜୀବସାର ଗଆଲୋକପାପୁଆ ନିଉ ଗିନିଲକ୍ଷ୍ମୀନାରାୟଣ ସାହୁ୪ ଇଡିଅଟସ୍ରାଜା ରାମମୋହନ ରାୟମୁକ୍ତିକାନ୍ତ ମଣ୍ଡଳବିନୋଦ ଚନ୍ଦ୍ର ନାୟକହରିପ୍ରସାଦ ଚୌରାଶିଆକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଉତ୍କଳ ଦୀପିକାତରୁଣକାନ୍ତି ମିଶ୍ରପର୍ଫେନାଜାଇନମନୋଜ କୁମାର ମିଶ୍ରଗର୍ଭାବସ୍ଥାସଚ୍ଚିଦାନନ୍ଦ ରାଉତରାୟଓଡ଼ିଶାର ସଂସ୍କୃତିପ୍ରଗତିବାଦୀଭଦ୍ରକ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଚିନ୍ତାମଣି ବେହେରାଚାଟ୍ ଜିପିଟିସତ୍ୟବାଦୀ ବନ ବିଦ୍ୟାଳୟଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରରାମବ୍ୟଞ୍ଜନ ବର୍ଣ୍ଣଦୀନକୃଷ୍ଣ ଦାସନାରୀବାଦମାର୍ଚ୍ଚ ୨୧୨୬ ଅପ୍ରେଲନଇ ଆରପାରି🡆 More