ଭାରତ ଭୂଷଣ ବେମାଲ: ଓଡ଼ିଆ ରାଜନୀତିଜ୍ଞ

ଭାରତ ଭୂଷଣ ବେମାଲ (ଜନ୍ମ: ୨୬ ମାର୍ଚ୍ଚ ୧୯୫୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୯୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଧର୍ମଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଭାରତ ଭୂଷଣ ବେମାଲ
ଭାରତ ଭୂଷଣ ବେମାଲ: ଓଡ଼ିଆ ରାଜନୀତିଜ୍ଞ
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୧୯୯୫
ପୂର୍ବ ଅଧିକାରୀଯୁଗରାମ ବେହେରା
ପର ଅଧିକାରୀବୀର ସିପ୍‌କା
ନିର୍ବାଚନ ମଣ୍ଡଳୀଧର୍ମଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ (1955-03-26) ୨୬ ମାର୍ଚ୍ଚ ୧୯୫୫ (ବୟସ ୬୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ଦଳ
ଜୀବନ ସାଥୀସୁନ୍ଦର ବେମାଲ
ବାପା/ବୋଉଚନ୍ଦ୍ରଭାନୁ ବେମାଲ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ଭାରତ ଭୂଷଣ ବେମାଲ ୧୯୫୫ ମସିହାର ମାର୍ଚ୍ଚ ୨୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଚନ୍ଦ୍ରଭାନୁ ବେମାଲ ଓ ପତ୍ନୀଙ୍କ ନାମ ସୁନ୍ଦର ବେମାଲ ।

ରାଜନୈତିକ ଜୀବନ

ଭାରତ ଭୂଷଣ ବେମାଲ ଓଡ଼ିଶା ରାଜନୀତିରେ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।

ଆଧାର

Tags:

ଓଡ଼ିଆ ଲୋକଓଡ଼ିଶା ବିଧାନ ସଭାଧର୍ମଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

🔥 Trending searches on Wiki ଓଡ଼ିଆ:

ଅଚ୍ୟୁତାନନ୍ଦ ଦାସରାଉରକେଲାମଦନ ମୋହନ ମାଲବ୍ୟଓଡ଼ିଶାର ଜୈବ ବିବିଧତାପ୍ରତିଭା ରାୟମହେନ୍ଦ୍ର ସିଂହ ଧୋନିଗୋପବନ୍ଧୁ ଚୌଧୁରୀବର୍ଷାଓଡ଼ିଶା ଉଚ୍ଚ ନ୍ୟାୟାଳୟନନ୍ଦ କିଶୋର ବଳ୧୮୧୩୭୯୮ସୌଭାଗ୍ୟ କୁମାର ମିଶ୍ରମାରିବାଭିରଲେଡି ଗାଗାକଳିଙ୍ଗ ଯୁଦ୍ଧହରଣ (ଗଣିତ)ସଂସ୍କୃତଇନ୍ଦ୍ରମଣି ରାଉତଅର୍ଥଶାସ୍ତ୍ରତରାଜୁଭାରତୀୟ ସ୍ୱାଧୀନତା ଆନ୍ଦୋଳନସମ୍ବଲପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଶାଗୁରୁ ପ୍ରସାଦ ମହାନ୍ତିତୁମ ପରି ଛୋଟ ପିଲାଟିଏ୧୯୯୮୧ ଡିସେମ୍ବରଶ୍ରବଣ ( ରାମାୟଣ ର ଚରିତ୍ର )ଯୌଥ ପରିବାରଜ୍ଞାନକୋଷପରଶୁରାମଶ୍ୟାମସୁନ୍ଦର ଦାସଆକବରପଖାଳ୮୦୦ରାମଚଣ୍ଡୀ ମନ୍ଦିରସମଲେଶ୍ୱରୀ ମନ୍ଦିରଭାରତ1200ମୟୂରବିଜୁ ଜନତା ଦଳପିଜାହନୁମାନ ମନ୍ଦିର , ସାଲଙ୍ଗପୁରଜାପାନଆଲଜେରିଆବିଲୁଆପ୍ରଧାନ ପୃଷ୍ଠାଚୈତ୍ର ମଙ୍ଗଳବାର ଓଷାନବକଳେବରଓଡ଼ିଆଗୁରୁ ନାନକଗଙ୍ଗେଶ୍ୱରୀ ଦେଉଳ, ବୟାଳିଶବାଟିବିଭିନ୍ନ ପ୍ରକାର ଶାଗର ତାଲିକାକନ୍ନଡ଼ ଭାଷାଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାଗଣିତଲୋକ ସଭାଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାଉଇକିମିଡ଼ିଆ ମୁଭମେଣ୍ଟପୋଲିଓମାୟେଲାଇଟିସଜବାହରଲାଲ ନେହେରୁଅନନ୍ତ ପଟ୍ଟନାୟକରାସନ କାର୍ଡ଼ (ଭାରତ)ଜୈନ ଧର୍ମବରି ସଙ୍ଗତ , ବିହାରନିତ୍ୟାନନ୍ଦ ଶତପଥୀଗ୍ରହଖୋର୍ଦ୍ଧା🡆 More