ଭାଙ୍ଗ: ନିଶା ଦ୍ରବ୍ୟ

ଭାଙ୍ଗ (ହିନ୍ଦୀ ଭାଷାରେ: भांग) ଏକ ପ୍ରକାର ନିଶା ଦ୍ରବ୍ୟ ଯାହା ଗଞ୍ଜେଇ ଗଛ (କାନାବିସ/ cannabis) ନାମକ ଏକ ଗଛରୁ ସଂଗ୍ରହ କରାଯାଏ ଓ ଭାରତୀୟ ଉପମହାଦେଶରେ ଖାଦ୍ୟ ଓ ପାନୀୟରେ ମିଶେଇ ଏକ ମନଉତ୍ତେଜକ ଔଷଧ ଭାବରେ ବ୍ୟବ‌ହାର କରାଯାଏ । କାନାବିସର ପତ୍ର ଓ କଢ଼ ନେଇ ଖଲରେ ରଖି ପୁଆ ସାହାଯ୍ୟରେ ବାଟିଦିଆଯାଏ/ପେଷ୍ଟ କରିଦିଆଯାଏ । ଏହି ମିଶ୍ରଣରେ ଦୁଧ, ଘିଅ ଓ ମସଲା ମିଶେଇ ଦେବାପରେ ନିଶା ପାନୀୟ ନିମନ୍ତେ ପ୍ରସ୍ତୁତ ହୋଇଯାଏ ଯାହା ମଦ୍ୟପାନ ଭଳି କାମ କରେ ଓ ଏହାକୁ ଭାଙ୍ଗ କୁହାଯାଏ । ଲସିରେ ମିଶେଇ ଏହାକୁ ଲୋକମାନେ ପିଅନ୍ତି । ଭାଙ୍ଗରେ ଘିଅ ଓ ଚିନି ମଶେଇ ହାଲୁଆ କରନ୍ତି ଓ ଛୋଟ ଛୋଟ ଗୋଲି ଆକାରରେ ତିଆରି କରନ୍ତି ଯାହାକୁ ହିନ୍ଦିରେ ଗୋଲି (କାଣ୍ଡି ବା ପିଲ୍) କ‌ହନ୍ତି ।

ଭାଙ୍ଗ: ଭାରତୀୟ ଉପମହାଦେଶ, ଇତିହାସ, ଏହା ମଧ୍ୟ ଦେଖନ୍ତୁ
ଭାଙ୍ଗ ପାନୀୟ ତିଆରି ପଦ୍ଧତି
ଭାଙ୍ଗ: ଭାରତୀୟ ଉପମହାଦେଶ, ଇତିହାସ, ଏହା ମଧ୍ୟ ଦେଖନ୍ତୁ
ଜୟସାଲମର, ରାଜସ୍ଥାନରେ ଥିବା ଏକ ଭାଙ୍ଗ ଦୋକାନ
ଭାଙ୍ଗ: ଭାରତୀୟ ଉପମହାଦେଶ, ଇତିହାସ, ଏହା ମଧ୍ୟ ଦେଖନ୍ତୁ
ଗୁଆହାଟି, ଆସାମ, ଭାରତରେ ଜଣେ ମହିଳା କାନାବିସ ଓ ଭାଙ୍ଗ ବିକ୍ରୟ କରୁଛି

ଭାରତର ଗ୍ରାମୀଣ ଇଲାକାରେ କାନାବିସର ଔଷଧୀୟ ଗୁଣ ଥିବା ବିଚାର କରାଯାଏ । ଉପ‌ଯୁକ୍ତ ମାତ୍ରାରେ ଖାଇଲେ ଜ୍ୱର, ନାଳଝାଡ଼ା, ସନସ୍ଟ୍ରୋକ ଓ କଫ ଉପଶମ କରେ । ଖାଦ୍ୟରୁଚି ବଢ଼ାଏ ଓ ହଜମ କରାଏ । କ‌ହିବା ତୃଟିରେ ସାହାଯ୍ୟ କରେ ଓ ଦେହକୁ ସତେଜ କରେ ।

ଭାରତୀୟ ଉପମହାଦେଶ

ଭାଙ୍ଗକୁ ଏକ ନିଶାଦ୍ରବ୍ୟ ଭାବରେ ଭାରତୀୟ ଉପମହାଦେଶ ଶତାବ୍ଦୀ ବ୍ୟାପି ବ୍ୟବ‌ହାର କରାଯାଉଛି ।

ଇତିହାସ

ପୁରାଣ ଯୁଗରୁ ଭାଙ୍ଗର ପ୍ରଚଳନ ଭାରତରେ ଅଛି ଓ ଏହା ଉତ୍ତର ଭାରତୀୟ ସଂସ୍କୃତିର ଏକ ଅଂଶ । ସାଧୁମାନେ ଏହାର ଉତ୍ତେଜକ ଗୁଣକୁ ବ୍ୟବ‌ହାର କରି ଭଗବାନ ସାନ୍ନିଧ୍ୟ ପାଇବା ନିମନ୍ତେ ଅଧିକ ଧ୍ୟାନ ରତ ହୁଅନ୍ତି ।

ସନ ୧୫୯୬ରେ ଜାନ ହୁଗେନ ଭାନ ଲିନସୋଟେନ (Jan Huyghen van Linschoten) ନାମକ ଜଣେ ଡଚ୍‌ଭଷୀ ଲୋକ ତାଙ୍କର ପୂର୍ବଦିଗ ଯାତ୍ରାର ବିବରଣୀ ୩ପୃଷ୍ଠାରେ ଲିପିବଦ୍ଧ କରିଥିଲେ ଯେଉଁଥିରେ ମିଶରର ହସିସ୍ (Hashish), ତୁର୍କୀର ବୋଜା (Boza) ଓ ବର୍ନାଭି (Bernavi) ଓ ଆରବର ବୁର୍ସଜ (Bursj) ଇତ୍ୟାଦିର ବର୍ଣ୍ଣନା ଥିଲା ।

ଥୋମାସ ବାୱରେ (Thomas Bowrey)ଙ୍କୁ ଭାଙ୍ଗ ବ୍ୟବ‌ହାର ବିଷୟରେ ପ୍ରଥମେ ଲେଖିଥିବା କଥା ଐତିହାସିକ (Richard Davenport-Hines) ଉଲ୍ଲେଖ କରିଛନ୍ତି ।

ଭାଙ୍ଗ: ଭାରତୀୟ ଉପମହାଦେଶ, ଇତିହାସ, ଏହା ମଧ୍ୟ ଦେଖନ୍ତୁ 
ଭାଙ୍ଗ ପଣା

ଏହା ମଧ୍ୟ ଦେଖନ୍ତୁ

ଆଧାର

ବାହାର ଲିଙ୍କ

Tags:

ଭାଙ୍ଗ ଭାରତୀୟ ଉପମହାଦେଶଭାଙ୍ଗ ଇତିହାସଭାଙ୍ଗ ଏହା ମଧ୍ୟ ଦେଖନ୍ତୁଭାଙ୍ଗ ଆଧାରଭାଙ୍ଗ ବାହାର ଲିଙ୍କଭାଙ୍ଗen:cannabis (drug)ଭାରତୀୟ ଉପମହାଦେଶହିନ୍ଦୀ

🔥 Trending searches on Wiki ଓଡ଼ିଆ:

ଲକ୍ଷ୍ମୀନାରାୟଣ ସାହୁଯୁକ୍ତରାଜ୍ୟଓଡ଼ିଆ ନାଟକନିତ୍ୟାନନ୍ଦ ଶତପଥୀମାଣବସା ଗୁରୁବାରପଖାଳଓଡ଼ିଆ ସାହିତ୍ୟଲସିଓଡ଼ିଶୀସୂର୍ଯ୍ୟବଂଶୀ ସୂରଜଓଡ଼ିଆ ଖାଦ୍ୟକୃଷ୍ଣଚନ୍ଦ୍ର ପାଣିଗ୍ରାହୀନେଲସନ ମଣ୍ଡେଲାରାଉରକେଲାରାଜକିଶୋର ରାୟଖାସି ମାଂସ ତରକାରୀଗୌତମ ବୁଦ୍ଧଉତ୍କଳ ଦୀପିକାଭଦ୍ରକହେମୋଫିଲିଆ୪ (ସଂଖ୍ୟା)ଛାୟାପଥରବର୍ଟ ହିଲ୍ଗୋବିନ୍ଦ ତ୍ରିପାଠୀଇନ୍ଦିରା ଗାନ୍ଧୀପାକ୍ରିଟିନିବରାମାୟଣଗୋପାଳ କୃଷ୍ଣ ରଥମହାବିଦ୍ୟାପ୍ରଥମ ଭାସ୍କରକବିସୂର୍ଯ୍ୟ ବଳଦେବ ରଥସାରଥୀ ବାବାଆଉରଙ୍ଗଜେବୟୁ ଟ୍ୟୁବସାରଳା ମନ୍ଦିରପ୍ରାଣବନ୍ଧୁ କରବିସ୍ଥାପିତ କାନ୍ଧ ଗଣ୍ଠିଦାସକାଠିଆଆକବରଭାରତଅର୍ଚ୍ଚିତା ସାହୁଓଡ଼ିଆ ରାମାୟଣଇଣ୍ଟରନେଟଚାଣକ୍ୟଅଣ୍ଡା ରୋଲଓଡ଼ିଶାର କଳାମହିଳାଙ୍କ ସୁରକ୍ଷା ନିମନ୍ତେ ଭାରତରେ ଥିବା ଆଇନ ତାଲିକାଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିମାଟିର ମଣିଷଜଗନ୍ନାଥ ମନ୍ଦିର୧୭୪୬ସମର ସଲିମ ସାଇମନଭାନୁମତୀ (ଦୁର୍ଯୋଧନଙ୍କ ପତ୍ନୀ)ଓଡ଼ିଶାର ଭୂଗୋଳପୁରୀ ଜିଲ୍ଲାଗୁରୁ ପ୍ରସାଦ ମହାନ୍ତିଯକୃତଗର୍ଭାଶୟ ଅନ୍ତଃସ୍ତର କର୍କଟଶତ୍ରୁଘ୍ନ ପାଣ୍ଡବବନ୍ୟାପ୍ରଥମ ବିଶ୍ୱଯୁଦ୍ଧଜଳବଳଦେବଜୀଉ ମନ୍ଦିରମହେନ୍ଦ୍ର ସିଂହ ଧୋନିଚିଲିକା (ବହୁବିକଳ୍ପ)ତିଳ ଚତୁର୍ଥୀଗୋଦାବରୀଶ ମହାପାତ୍ର🡆 More