ବାପା ସୁପର୍‌ମ୍ୟାନ୍: ୨୦୨୩ ଓଡ଼ିଆ କଥାଚିତ୍ର

ବାପା ସୁପର୍‍ମ୍ୟାନ୍ ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରକାଶ ରଞ୍ଜନ ଜେନା । ପ୍ରିୟବ୍ରତ ପଣ୍ଡା ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସୁଧାଂଶୁ ମୋହନ ସାହୁ । ସଙ୍ଗୀତକାର ସୌମିତ୍ରୀ ପଲାଇ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ବାପା ସୁପର୍‍ମ୍ୟାନ୍
ନିର୍ଦ୍ଦେଶକସୁଧାଂଶୁ ମୋହନ ସାହୁ
ପ୍ରଯୋଜକପ୍ରକାଶ ରଞ୍ଜନ ଜେନା
ସଂଳାପପ୍ରିୟବ୍ରତ ପଣ୍ଡା
ଚିତ୍ରନାଟ୍ୟପ୍ରିୟବ୍ରତ ପଣ୍ଡା
କାହାଣୀପ୍ରିୟବ୍ରତ ପଣ୍ଡା
କଳାକାରସିଦ୍ଧାନ୍ତ ମହାପାତ୍ର
ସୁପ୍ରିୟା ନାୟକ
ଶୁଭ୍ରାଂଶୁ ନାୟକ
ସୋଫିଆ ଆଲାମ
ସଙ୍ଗୀତସୌମିତ୍ରୀ ପଲାଇ
ଚିତ୍ରଗ୍ରହଣଧୃବାନନ୍ଦ ପଣ୍ଡା
ସମ୍ପାଦକରାଜେଶ ଦାଶ
ମୁକ୍ତିଲାଭ ତାରିଖ
୩ ମାର୍ଚ୍ଚ ୨୦୨୩
ଦେଶବାପା ସୁପର୍‌ମ୍ୟାନ୍: ଅଭିନୟ, କାହାଣୀ, ଗୀତ ଏବଂ ସଙ୍ଗୀତ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର ଓ ସୁପ୍ରିୟା ନାୟକ । ସୁଭ୍ରାଂଶୁ, ସୋଫିଆ ଆଲାମ, ଅଶ୍ୱିନୀ ବ୍ରହ୍ମା, ପ୍ରକାଶ ଜେନା, ଶୁଭମ, ପ୍ରଶାନ୍ତ ପାତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଶିଶୁ କଳାକାର ଭାବରେ ଶୁଭମ, ତ୍ରିଶା, ରିଷିକ ଓ ତେଜ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୩ ମସିହାର ମାର୍ଚ୍ଚ ୩ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।

ଅଭିନୟ

କାହାଣୀ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସୌମିତ୍ରୀ ପଲାଇ । ଗୀତିକାର ଗୁରୁ ଶତପଥୀ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସୁଶୀଲ କୁମାର, ପପୁ, ଗୁଗୁଲ, ତ୍ରିଶା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ଏବଂ ସଙ୍ଗୀତ

ଗୀତ

କ୍ରମଗୀତଗାୟକସମୟ
1."ମୋ ବାପା ସୁପର୍‌ମ୍ୟାନ୍"ସୁଶୀଲ କୁମାର, ପପୁ, ଗୁଗୁଲ, ତ୍ରିଶା 

ଆଧାର

ବାହାର ଆଧାର

Tags:

ବାପା ସୁପର୍‌ମ୍ୟାନ୍ ଅଭିନୟବାପା ସୁପର୍‌ମ୍ୟାନ୍ କାହାଣୀବାପା ସୁପର୍‌ମ୍ୟାନ୍ ଗୀତ ଏବଂ ସଙ୍ଗୀତବାପା ସୁପର୍‌ମ୍ୟାନ୍ ଆଧାରବାପା ସୁପର୍‌ମ୍ୟାନ୍ ବାହାର ଆଧାରବାପା ସୁପର୍‌ମ୍ୟାନ୍

🔥 Trending searches on Wiki ଓଡ଼ିଆ:

ସୁଦୀପ ତ୍ୟାଗୀ୨୫ ମାର୍ଚ୍ଚହାଇଦ୍ରାବାଦ୧୯୯୩ମଧୁସୂଦନ ରାଓ୫୬୪ଓଜସ୍ୱୀ ଅରୋଡ଼ାଭାରତର ନ୍ୟାୟୀକ ବ୍ୟବସ୍ଥାବସନ୍ତ କୁମାର ଶତପଥୀଇଂରାଜୀ ଭାଷାବିଷ୍ଣୁ ଚରଣ ସେଠୀଇରାନଲୌହ ଅତିଭାରଖାରବେଳସୁଦାମ ମାରାଣ୍ଡିଶାନ୍ତନୁ କୁମାର ଆଚାର୍ଯ୍ୟଭର୍ତ୍ତୃହରି ମହତାବ୨୦୧୯ ଭାରତୀୟ ସାଧାରଣ ନିର୍ବାଚନଗ୍ରାସନଳୀଫାରୋ ଦ୍ଵୀପପୁଞ୍ଜ୪ ଅଗଷ୍ଟଚକ୍ରବର୍ତ୍ତୀ ରାଜଗୋପାଳାଚାରୀୟୁନିଫର୍ମ ରିସୋର୍ସ ଲୋକେଟରଚୀନ୨୦୨୨ ଫିଫା ବିଶ୍ୱକପ୍ଭାରତୀୟ ଡାକ ସେବାଫକୀର ମୋହନ ସେନାପତିସଂସ୍କୃତକୋରାପୁଟଅଷ୍ଟ୍ରେଲିଆଆନ୍ତର୍ଜାତିକ ମହିଳା ଦିବସଫାରୋ ଦ୍ୱୀପପୁଞ୍ଜହାକିମ ବାବୁମହାଭାରତକୋଷ୍ଠକାଠିନ୍ୟଜ୍ୱରଆଇସଲ୍ୟାଣ୍ଡନରୱେପ୍ରତିଭା ରାୟହରେକୃଷ୍ଣ ମହତାବଦିଲ୍ଲୀବିଜୟ ମିଶ୍ରଓଡ଼ିଶାର ଭୂଗୋଳନାରୀବାଦଗୋବିନ୍ଦ ତ୍ରିପାଠୀଉପେନ୍ଦ୍ର ଭଞ୍ଜଯୁକ୍ତରାଜ୍ୟ୧୨୭୪ହାଡ଼ନକ୍ଷତ୍ରଛବିଳ ମଧୁ ବର୍ଣ୍ଣବୋଧପୁରୀପୃଥିବୀର ବାୟୁମଣ୍ଡଳରାଉରକେଲାଜେ. କେ ରୋଲିଙ୍ଗଡେଭିଡ କାମେରନଶୁଆଲିଙ୍ଗରାଜ ମନ୍ଦିରଇତିହାସଜୟଦ୍ରଥବିଭୂତି ପଟ୍ଟନାୟକଅଶୋକାଷ୍ଟମୀମିଖାଇଲ ଗୋର୍ବାଚୋଭ୧୪୩୪ବିଶ୍ୱନାଥ କର🡆 More